ସବୁ ବୟସର ଲୋକ କିଛି ନା କିଛି ବ୍ୟାୟାମ କରିବା ଉଚିତ। ତେବେ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି ଯେ ଖାଇବା ପରେ ନା ଖାଲି ପେଟରେ ବ୍ୟାୟାମ କରିବା ଉଚିତ। ତେବେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କ’ଣ କୁହନ୍ତି ଆସନ୍ତୁ ଜାଣିବା।