• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Doctors

National Doctor’s Day 2023
National Doctor’s Day 2023: ଆଜି ‘ଜାତୀୟ ଡାକ୍ତର ଦିବସ’; ସେମାନଙ୍କ ବଳିଦାନକୁ ମନେ ରଖିବାର ଦିନ

ମାନବ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିବାରେ ଆମେ ସମସ୍ତ ଡାକ୍ତରଙ୍କ ଅବଦାନକୁ ମନେରଖିବା ଆବଶ୍ୟକ। ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ଆସନ୍ତୁ ଏହାର ଇତିହାସ, ଗୁରୁତ୍ୱ ଏବଂ ଏ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିନେବା।

Dead woman found breathing in coffin
ମୃତ୍ୟୁର ୫ ଘଣ୍ଟା ପରେ କଫିନ୍‌ ଭିତରୁ ଶୁଭିଲା- ମୁଁ ବଞ୍ଚିଛି...

ଅନ୍ତିମ ସତ୍କାର ପାଇଁ ନେବାକୁ ତାଙ୍କ ଶରୀରକୁ  ଏକ କଫିନ୍‌ ଭିତରେ ରଖାଯାଇଥିଲା। ବୃଦ୍ଧାଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ଓ ସମ୍ପର୍କୀୟ ଏକାଠି ହୋଇଥିଲେ। କିନ୍ତୁ ତାପରେ ଘଟିଲା ଚମତ୍କାର

H3N2
H3N2 ଇନ୍‌ଫ୍ଲୁଏନ୍‌ଜା; CDMOମାନଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଔଷଧ, ଅକ୍ସିଜେନ୍ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ ଦିଆଯାଇଛି ପରାମର୍ଶ । ଏହାରି ଭିତରେ ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

H3N2
H3N2 ଇନ୍‌ଫ୍ଲୁଏନ୍‌ଜା; CDMOମାନଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଔଷଧ, ଅକ୍ସିଜେନ୍ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ ଦିଆଯାଇଛି ପରାମର୍ଶ । ଏହାରି ଭିତରେ ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

Odisha Doctors Threaten Strike From February 1
ଡାକ୍ତରଙ୍କ ଚେତାବନୀ- ଦାବି ପୂରଣ ନହେଲେ ଫେବୃଆରୀ ୧ରୁ ଆନ୍ଦୋଳନ !

ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର।  ପ୍ରେସ୍‌ମିଟ୍ ଜରିଆରେ ଓମ୍‌ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି।

Doctor Subhashree Kar
ଯୁବ ଡାକ୍ତରାଣୀ ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଲଭ୍-ସେକ୍ସ-ଧୋକ୍କା ଲିଙ୍କ୍ !

ବିଷକ୍ରିୟାରୁ ପ୍ରାଣହାନୀ ଚର୍ଚ୍ଚା, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ ।

CBI probe against foreign medical graduates
ପରୀକ୍ଷାରେ ପାସ୍ ନକରି ଚିକିତ୍ସା ! ସିବିଆଇ ସ୍କାନରରେ ବିଦେଶରେ ପଢିଥିବା ଡାକ୍ତରୀ ଛାତ୍ରଛାତ୍ରୀ

ବିଦେଶରୁ ମେଡିକାଲ୍‌ ଡିଗ୍ରି, ଭାରତରେ ସ୍କ୍ରିନିଂ ଟେଷ୍ଟ ପାସ୍‌ ନକରି ପ୍ରାକ୍ଟିସ୍‌ । ରୁଷିଆ, ୟୁକ୍ରେନ୍ ଓ ଚୀନରୁ ପାସ୍ କରିଥିବା ୭୩ ଜଣଙ୍କ ବିରୋଧରେ ମାମଲା ସହ ତଦନ୍ତ କରୁଛି ସିବିଆଇ...

Fake Doctor
ଖୋଦ୍ ରାଷ୍ଟ୍ରପତିଙ୍କ ବ୍ଲକ୍‌ରେ ବି ମାତିଛନ୍ତି କ୍ୱାକ୍ ? ବେଧଡକ୍ କ୍ଲିନିକ୍ ଖୋଲୁଛନ୍ତି ନକଲି ଡାକ୍ତର

ନିରୀହ ଆଦିବାସୀଙ୍କୁ ମନଇଚ୍ଛା ଔଷଧ ଦେଉଛନ୍ତି ନକଲି ଡାକ୍ତର । ରାଇରଙ୍ଗପୁର ମେଡିକାଲରେ ୩୭ ଡାକ୍ତରରୁ ଅଛନ୍ତି ମାତ୍ର ୮ ଜଣ ।

Odisha’s 51 % doctors have required qualification, reveals World Bank’s survey
ବିଶ୍ୱବ୍ୟାଙ୍କ ସର୍ଭେରୁ ଖୁଲାସା- ଓଡ଼ିଶାରେ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା !

ଓଡ଼ିଶାରେ ୫୧% ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।

Scarcity of doctors
ପ୍ରତିଷ୍ଠାର ୫ ବର୍ଷ ପରେ ବି ଲୋକେ ହତାଶ

ଖାଲି କୋଠା ଠିଆ ହୋଇଛି । ରୋଗୀ ସେବା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର, କର୍ମଚାରୀ, ଆନୁସଙ୍ଗିକ ଯନ୍ତ୍ରପାତି ନା ଅଛନ୍ତି ମେଡିକାଲ୍ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ପ୍ରଫେସର ।

man donates his organs as diwali gift
ଦୀପାବଳିରେ ଦେଖି ନ ଥିବେ ଏମିତି ଉପହାର, ୨ ପରିବାରରେ ଫେରାଇ ଆଣିଲା ଖୁସି

ଦୀପାବଳିରେ ଏକ ପରମ୍ପରା ରହିଛି । ତାହା ହେଉଛି ଉପହାର ଆଦାନପ୍ରଦାନ । ଏହି ଅବସରରେ ମୁମ୍ବାଇର ଜଣେ ବ୍ୟବସାୟୀ ଦୀପାବଳିରେ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ସବୁଠାରୂ ମୂଲ୍ୟବାନ ଉପହାର । ସେ ଉପହାରର ମୂଲ୍ୟ ଆପଣ ଆକଳନ କରିପାରିବେ ନାହିଁ । 

Doctor Writes  Prescription For Leg Pain
ସ୍ତ୍ରୀଙ୍କ ଗୋଡରେ ହେଉଥିଲା ଯନ୍ତ୍ରଣା, ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ ଦେଖି ହୋସ୍‌ ଉଡ଼ିଗଲା

ଯଦି ଜଣେ ମଦ୍ୟପକୁ ପଚାରାଯାଏ ସବୁ ସମସ୍ୟାର ସମାଧାନ କେଉଁଠି ଏବଂ କ‘ଣ ? ତାର ଉତ୍ତର ରହିବ ‘ବାର’ ଓ ‘ମଦ’। ହେଲେ ଜଣେ ଡାକ୍ତର  ଯଦି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବାରକୁ ପଠାଇବେ ?

Doctor's Super Neat Writing On Prescription
ଡାକ୍ତର ଏତେ ଖରାପ ଅକ୍ଷରରେ ପ୍ରେସ୍‌କ୍ରିପ୍ସନ କାହିଁକି ଲେଖନ୍ତି

ସୁନ୍ଦର ଅକ୍ଷରରେ ଲେଖିବା ପାଇଁ ପିଲାବେଳେ କିଏ ମାଡ଼ ଗାଳି ଖାଇ ନ ଥାଏ ? ବୋଧହୁଏ ସମସ୍ତେ ଖାଇଥିବେ। ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପିଲାବେଳୁ ସମସ୍ତେ ଅଭ୍ୟାସ କରିଥାନ୍ତି। ତଥାପି ଡାକ୍ତରମାନଙ୍କ ଅକ୍ଷର ଏତେ ଖରାପ ହୋଇଥାଏ କାହିଁକି ?

Dr Niraj Mishra Advises All To Follow State Govt\'s Strictures On Pujas
ବଡ଼ ଆଡମ୍ବରରେ ପର୍ବ ପାଳନ ନ ହେଉ, ନହେଲେ...

କେରଳରେ ଓଣମ ଓ ବକରିଦ୍ ପାଳନ ପାଇଁ ଦ୍ରୁତ ଗତିରେ ବଢ଼ିଛି ସଂକ୍ରମଣ।

Doctors Scarcity Haunt Health Care Of Rural Odisha
ଡାକ୍ତରଙ୍କ ଦେଖାନାହିଁ, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ ଓ ସ୍ୱସ୍ଥ୍ୟକର୍ମୀ

ଡାକ୍ତରଙ୍କ ଦେଖାନାହିଁ, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ ଓ ସ୍ୱସ୍ଥ୍ୟକର୍ମୀ । ନବରଙ୍ଗପୁର ଜିଲ୍ଲା ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କୋଦଭଟ୍ଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥାରେ ଚାଲିଛି ରୋଗୀସେବା ।

Manjula
ସାପ କାମୁଡ଼ାରେ ଅସୁସ୍ଥ ଥିବା ମଞ୍ଜୁଳାର ହେଲା ପ୍ଲାଷ୍ଟିକ୍ ସର୍ଜରୀ

ଏବେ ବି ଲୋକଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ। ସାପ କାମୁଡ଼ାରୁ ଭଲ କରିବାକୁ ବ୍ୟକ୍ତି ଜଣଙ୍କୁ ମନ୍ଦିର ବେଢ଼ାକୁ ନେଇ ପାଣି ଢାଳୁଛନ୍ତି ଲୋକେ।