ଔଷଧ, ଅକ୍ସିଜେନ୍ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ ଦିଆଯାଇଛି ପରାମର୍ଶ । ଏହାରି ଭିତରେ ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ଔଷଧ, ଅକ୍ସିଜେନ୍ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ ଦିଆଯାଇଛି ପରାମର୍ଶ । ଏହାରି ଭିତରେ ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର। ପ୍ରେସ୍ମିଟ୍ ଜରିଆରେ ଓମ୍ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି।
ବିଷକ୍ରିୟାରୁ ପ୍ରାଣହାନୀ ଚର୍ଚ୍ଚା, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ ।
ବିଦେଶରୁ ମେଡିକାଲ୍ ଡିଗ୍ରି, ଭାରତରେ ସ୍କ୍ରିନିଂ ଟେଷ୍ଟ ପାସ୍ ନକରି ପ୍ରାକ୍ଟିସ୍ । ରୁଷିଆ, ୟୁକ୍ରେନ୍ ଓ ଚୀନରୁ ପାସ୍ କରିଥିବା ୭୩ ଜଣଙ୍କ ବିରୋଧରେ ମାମଲା ସହ ତଦନ୍ତ କରୁଛି ସିବିଆଇ...
ନିରୀହ ଆଦିବାସୀଙ୍କୁ ମନଇଚ୍ଛା ଔଷଧ ଦେଉଛନ୍ତି ନକଲି ଡାକ୍ତର । ରାଇରଙ୍ଗପୁର ମେଡିକାଲରେ ୩୭ ଡାକ୍ତରରୁ ଅଛନ୍ତି ମାତ୍ର ୮ ଜଣ ।
ଓଡ଼ିଶାରେ ୫୧% ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।
ଖାଲି କୋଠା ଠିଆ ହୋଇଛି । ରୋଗୀ ସେବା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର, କର୍ମଚାରୀ, ଆନୁସଙ୍ଗିକ ଯନ୍ତ୍ରପାତି ନା ଅଛନ୍ତି ମେଡିକାଲ୍ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ପ୍ରଫେସର ।
ଦୀପାବଳିରେ ଏକ ପରମ୍ପରା ରହିଛି । ତାହା ହେଉଛି ଉପହାର ଆଦାନପ୍ରଦାନ । ଏହି ଅବସରରେ ମୁମ୍ବାଇର ଜଣେ ବ୍ୟବସାୟୀ ଦୀପାବଳିରେ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ସବୁଠାରୂ ମୂଲ୍ୟବାନ ଉପହାର । ସେ ଉପହାରର ମୂଲ୍ୟ ଆପଣ ଆକଳନ କରିପାରିବେ ନାହିଁ ।
ଯଦି ଜଣେ ମଦ୍ୟପକୁ ପଚାରାଯାଏ ସବୁ ସମସ୍ୟାର ସମାଧାନ କେଉଁଠି ଏବଂ କ‘ଣ ? ତାର ଉତ୍ତର ରହିବ ‘ବାର’ ଓ ‘ମଦ’। ହେଲେ ଜଣେ ଡାକ୍ତର ଯଦି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବାରକୁ ପଠାଇବେ ?
ସୁନ୍ଦର ଅକ୍ଷରରେ ଲେଖିବା ପାଇଁ ପିଲାବେଳେ କିଏ ମାଡ଼ ଗାଳି ଖାଇ ନ ଥାଏ ? ବୋଧହୁଏ ସମସ୍ତେ ଖାଇଥିବେ। ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପିଲାବେଳୁ ସମସ୍ତେ ଅଭ୍ୟାସ କରିଥାନ୍ତି। ତଥାପି ଡାକ୍ତରମାନଙ୍କ ଅକ୍ଷର ଏତେ ଖରାପ ହୋଇଥାଏ କାହିଁକି ?
ଡାକ୍ତରଙ୍କ ଦେଖାନାହିଁ, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ ଓ ସ୍ୱସ୍ଥ୍ୟକର୍ମୀ । ନବରଙ୍ଗପୁର ଜିଲ୍ଲା ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କୋଦଭଟ୍ଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥାରେ ଚାଲିଛି ରୋଗୀସେବା ।
ଏବେ ବି ଲୋକଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ। ସାପ କାମୁଡ଼ାରୁ ଭଲ କରିବାକୁ ବ୍ୟକ୍ତି ଜଣଙ୍କୁ ମନ୍ଦିର ବେଢ଼ାକୁ ନେଇ ପାଣି ଢାଳୁଛନ୍ତି ଲୋକେ।