Advertisment

ସରକାରୀ ଚାକିରୀ ଛାଡି ସଫଳ ଉଦ୍ୟୋଗୀ ହେଲେ ନିନା ସିଂ

ସରକାରୀ ଚାକିରୀ ଛାଡି ସଫଳ ଉଦ୍ୟୋଗୀ। କାହା ଉପରେ ନିର୍ଭର ନ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ନିନା ସିଂ। ଷ୍ଟିଭିଆ ନାମକ ସୁଗାର ଫ୍ରି ଗଛ ଚାଷ କରୁଛନ୍ତି ବାଲେଶ୍ୱରର ଉଚ୍ଚଶିକ୍ଷିତ ନିନା ସିଂ।

author-image
Minati Mishra
ଅଦ୍ୟତନ ହୋଇଛି

ସରକାରୀ ଚାକିରୀ ଛାଡି ସଫଳ ଉଦ୍ୟୋଗୀ। କାହା ଉପରେ ନିର୍ଭର ନ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ନିନା ସିଂ। ଷ୍ଟେଭିଆ ନାମକ ସୁଗାର ଫ୍ରି ଗଛ ଚାଷ କରୁଛନ୍ତି ବାଲେଶ୍ୱରର ଉଚ୍ଚଶିକ୍ଷିତ ନିନା ସିଂ। ନିନା ୧୯୯୯ରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ପରେ ଚାକିରି ଛାଡି ଏବେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି। 

Advertisment
Odisha Balasore Nina Singh Civil Service Job Cultivation
Advertisment
Advertisment