• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Coronavirus

google
ଗୁଗଲ କହିବ କୋବିଡ୍-୧୯ ଯାଞ୍ଚ କେନ୍ଦ୍ରର ଠିକଣା

ନୁଆଦିଲ୍ଲୀ। ଏଣିକି କୋବିଡ-୧୯ ଯାଞ୍ଚ କେନ୍ଦ୍ରକୁ ନିଜ ମୋବାଇଲ ମାଧ୍ୟମରେ ଖୋଜି ବାହାର କରିହେବ। ଆଜ୍ଞା ହଁ, ଗୁଗଲ ୟୁଜର୍ସମାନଙ୍କ ପାଇଁ ଗୁଗଲ ସର୍ଚ, ଆସିଷ୍ଟାଣ୍ଟ ତଥା ମ୍ୟାପ୍‌ରେ ଏହି ସୁବିଧା ଉପଲବ୍ଧ। ଲୋକଙ୍କୁ କରୋନା ଯାଞ୍ଚ କେନ୍ଦ୍ରର ସଠିକ ଲୋକେଶନ ଦେବା ପାଇଁ ଗୁଗୁଲ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ମାଇ ଗଭର୍ଣ୍ଣମେଣ୍ଟ ସହିତ କାମ କରୁଛି। ଏହି ନୂଆ ସୁବିଧାଟି ଭାରତର ଇଂରାଜୀ ସହ ଅନ୍ୟ ଆଠଟି ଭାଷାରେ ଯଥା – ହିନ୍ଦୀ, […]

Supreme-Court-2-770x433
‘ଦିଲ୍ଲୀରେ ପଶୁଙ୍କ ଠାରୁ କରୋନା ସଂକ୍ରମିତଙ୍କୁ ହୀନ ବ୍ୟବହାର କରାଯାଉଛି’

ନୂଆଦିଲ୍ଲୀ; ଦିଲ୍ଲୀରେ ପଶୁଙ୍କ ଠାରୁ କରୋନା ସଂକ୍ରମିତଙ୍କୁ ହୀନ ବ୍ୟବହାର କରାଯାଉଛି। ଦିଲ୍ଲୀରେ ଅଳିଆ ଗଦାରୁ ଏକ ମୃତଦେହ ମିଳିବା ପରେ ଆଜି ଏଭଳି ଢଙ୍ଗରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏହାସହ କରୋନା ଟେଷ୍ଟିଂକୁ ନେଇ ମଧ୍ୟ ଦିଲ୍ଲୀ ସରକାରଙ୍କ ଉପରେ ଭର୍ତ୍ସନା କରିଛନ୍ତି କୋର୍ଟ। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କାହିଁକି କରୋନା ଟେଷ୍ଟିଂ କମିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଯେତେବେଳେ କି ତାମିଲନାଡ଼ୁରେ ପ୍ରତିଦିନ […]

school-reopen
ଖୋଲିଲା ସ୍କୁଲ: ଗେଟ୍‌ରେ ଫୁଲ ଓ ଚନ୍ଦନ ଦେଇ ପିଲାଙ୍କୁ କରାଗଲା ସ୍ୱାଗତ, ଗିଫ୍ଟ ଆକାରରେ ମିଳିଲା ସାନିଟାଇଜର୍‌

କରୋନା ସଂକ୍ରମଣ ଥିବାରୁ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଶୈଳୀ ମଧ୍ୟ ବଦଳିଯାଇଛି। ସରକାରୀ ନିୟମ ଅନୁସାରେ, ପ୍ରତ୍ୟେକ ସ୍କୁଲ୍ ଗେଟ ଗୁଡ଼ିକରେ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯାଉଛି। ପରେ ପିଲଙ୍କ ହାତରେ ସାନିଟାଇଜ୍‌ର ଦିଆଯାଉଛି। ଏହାପରେ ଦୀର୍ଘଦିନ ବ୍ୟବଧାନ ପରେ ସ୍କୁଲ ଆସିଥିବା ପିଲାଙ୍କୁ ସ୍ୱାଗତ ଆକାରରେ ମୁଣ୍ଡରେ ଚନ୍ଦନ ଟିପା ଦେବା ସହ ମଥାରେ ପୁଷ୍ପ ବୃଷ୍ଚି ମଧ୍ୟ କରାଯାଉଛି

corona
ଦେଶରେ ୨୪ ଘଣ୍ଟାରେ ୫୩୫ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

କେବଳ ଏତିକି ନୁହେଁ ବରଂଏ ପର୍ଯ୍ୟନ୍ତ ୪୩ କୋଟି ୩୧ ଲକ୍ଷ ୫୦ ହଜାର ୮୬୪ ଡୋଜ୍ ଟିକାକରଣ ହୋଇଥିବା ନେଇ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୩,୩୧,୫୦,୮୬୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

coronavirus
୨୪ ଘଣ୍ଟାରେ ରାଜ୍ୟରୁ ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ: ସେପଟେ, ପୁଣି ୬୭ ଜଣଙ୍କ ଜୀବନ ନେଲା ମହାମାରୀ

ଏହାସହ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୫୧୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

arvind-kejriwal
ସ୍କୁଲ ଖୋଲିବା ନେଇ ବଡ଼ ମନ୍ତବ୍ୟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦେଶରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଧୀରେ ଧୀରେ ରାଜ୍ୟ ଗୁଡ଼ିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଉଛନ୍ତି। ତେବେ ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଥିବା ନେଇ ଜଣାପଡ଼ିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ସ୍କୁଲ ଖୋଲିବା ନେଇ ଆମେ ଅନେକ ବୈଠକ କରିଛୁ

corona
ଦେଶରେ ୩୫୦୦୦ରୁ ଅଧିକ ପଜିଟିଭ ଚିହ୍ନଟ,୪୮୩ ମୃତ

ମୋଟ୍‌ ଉପରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୯୩ ​​ହଜାର ୬୨ ରହିଛି । ଏହାସହ ୪ ଲକ୍ଷ ୧୯ ହଜାର ୪୭୦ ରୋଗୀ କରୋନାରେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି।

corona virus
୧୩ ରାଜ୍ୟରେ ସଂକ୍ରମଣରେ ଲାଗୁନି ଲଗାମ୍ : ଦେଶରେ କରୋନାର ତୃତୀୟ ଲହରୀ ଭୟ

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନାର ତୃତୀୟ ଲହରୀ ଆରମ୍ଭ ହୋଇସାରିଥିଲା ସ୍ପଷ୍ଟ ସଙ୍କେତ ମିଳୁଛି । ବ୍ରିଟେନ, ଆମେରିକା ଏବଂ ଋଷ ସମେତ ଅନେକ ବଡ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଭାରତ ପାଇଁ ଚିନ୍ତା ବଢ଼ାଇଛି ।

Covid testing
ପୁଣି ରାଜ୍ୟରେ ବଢିଲା କରୋନା ସଂକ୍ରମଣ, ମୃତ୍ୟୁରେ ଲାଗୁନି ବ୍ରେକ୍

ରାଜ୍ୟରେ ଆଉ ୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗତକାଲି କରୋନା କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସିଥିବା ବେଳେ ଆଜି ୨ ହଜାର ପାର କରିଛି।

5years
କରୋନା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି ୫ ବର୍ଷର ଶିଶୁ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଖାଲି ଯେ ଭାରତ ତାହା ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ବ୍ରିଟେନ୍‌ର ୧୦୦ ବର୍ଷ ବୟସ୍କ ସାର୍‌ ଥୋମାସ୍‌ ମୋର୍‌ ୟୁକେର ନ୍ୟାସନାଲ୍‌ ହେଲଥ୍‌ ସର୍ଭିସ୍‌ (ଜାତୀୟ ସ୍ୱାସ୍ଥ୍ୟ ସେବା) ପାଇଁ ୩୦ ନିୟୁତ ଟଙ୍କା ସଂଗ୍ରହ କରିଥିଲେ। ଥୋମାସ୍‌ଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ବ୍ରିଟେନ୍‌ରେ ରହୁଥିବା ୫ବର୍ଷର ତେଲୁଗୁ ବାଳକ କରୋନା ମୁକାବିଲା ନିମନ୍ତେ ଭାରତ […]

corona virus
ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ୧୬୪୮ ପଜିଟିଭ୍ ଚିହ୍ନଟ, ଆଉ ୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଖସୁଛି ସଂକ୍ରମଣ । ଲଗାତାର ଚାରିଦିନ କରୋନା ସଂକ୍ରମଣ ବଢ଼ିବା ପରେ ଆଜି ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି

corona virus
ଚିନ୍ତା ବଢ଼ାଉଛି ହିଡେନ୍ କେସ : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ

କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁନାହିଁ । ଅନେକ ହିଡେନ୍ କେସ ରହୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

corona testing
୨୪ ଘଣ୍ଟାରେ ୫୧୮ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା

ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍ କେସ ୪ ଲକ୍ଷ ୨୨ ହଜାର ୬୬୦ ଥିବା ବେଳେ ସୁସ୍ଥ ହେଲେଣି ୩ କୋଟି ୨ ଲକ୍ଷ ୬୯ ହଜାର ୭୯୬ ଜଣ। ତେବେ ଦେଶରେ ମୋଟ ମୃତ୍ୟସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ୪୦ କୋଟି ୪୯ ଲକ୍ଷ ୩୧ ହଜାର ୭୧୫ ଡୋଜ୍ ଟିକାକରଣ ସରିଲାଣି ବୋଲି ସୂଚନା ମିଳିଛି।

OCA Game
କୋହଳ ହେଲା କଟକଣା: ପଡ଼ିଆକୁ ଓହ୍ଲାଇଲେ ଖେଳାଳି

ଆଉଟ୍‌ଡୋର ସହ ଇନଡୋର ଗେମ୍ସକୁ ବି ମିଳିଛି ଅନୁମତି। ଏହାପରେ ଆରମ୍ଭ ହୋଇଯାଇଛି ଅଭ୍ୟାସ। ବ୍ୟାଡମିଣ୍ଟନ, କରାଟେ, ଜୁଡୋ, ତାଇକୋଣ୍ଡ ଏବଂ ସନ୍ତରଣ ବର୍ଗରେ ଖେଳାଳି ପ୍ରାକ୍ସିସକୁ ଫେରିଛନ୍ତି

corona virus
ଲଗାତର ୪ ଦିନ ଧରି ରାଜ୍ୟ ବଢୁଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ୨୨୧୫ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଲଗାତର ୪ ଦିନ ହେଲା ପୁଣି ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୧ ହଜାର ୨୭୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୪୩ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି

Corona Third Wave
୩ ରୁ ୪ ମାସ ରହିପାରେ ତୃତୀୟ ଲହରର ପ୍ରକୋପ

କୋଭିଡ୍ ଟିକା ନେବା ପରେ ରାଜ୍ୟରେ କେତେଜଣ ସଂକ୍ରମିତ ହୋଇଛନ୍ତି? ପ୍ରଥମ ଡୋଜ୍ ନେବା ପରେ କେତେ ଓ ଦ୍ୱିତୀୟ ଡୋଜ୍ ପରେ କେତେ, ସେ ସଂପର୍କରେ ତର୍ଜମା କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍। ସେପଟେ ଟିକା ନେବାପରେ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଗୁରୁତର ହେଉନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିବା ପରେ ଏବେ ବ୍ରେକ୍ ଥ୍ରୁ ଇନଫେକସନକୁ ନେଇ ଚିନ୍ତା ବଢ଼ିଛି

Modi-Naveen
କରୋନା: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ ଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା ସଂକ୍ରମଣ ଏବେ ଗଭୀର ଚିନ୍ତାର କାରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

bus 1
ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା । ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ ନିଷ୍ପତି ନିଆଯାଇଛି ।

Enginer
କରୋନା ପାଇଁ ଗାଁକୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।

school
ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍‌

କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।

aiims
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ନେତା ଓ ଉପନେତା

ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ନାହିଁ। ତାଙ୍କର କିଡନୀ ଜନିତ ସମସ୍ୟା ଥିଲା ତାହାର ଏବେ ଚିକିତ୍ସା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧୀକ୍ଷକ କହିଛନ୍ତି।

corona
R-ଫ୍ୟାକ୍ଟର କଣ ? କାହିଁକି ବଢୁଛି କରୋନାର R-ଫ୍ୟାକ୍ଟର

ରାଜ୍ୟରେ ବଢ଼ିଲାଣି କରୋନାର R-ଫ୍ୟାକ୍ଟର । R-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ । କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ଫଳରେ ଏହି R-ଫ୍ୟାକ୍ଟର ବଢ଼ିଛି ।

corona
ଆଉ କେଉଁଠି ବନ୍ଧା ହେଉନି ସାଂସ୍କୃତିକ ରଙ୍ଗ ମଞ୍ଚ : ଦୁର୍ଦ୍ଦିନରେ ମେଲୋଡି କଳାକାରଙ୍କ ପରିବାର

ରୋଜଗାର ହରାଇ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି କଳାକାରଙ୍କ ପରିବାର । ଦିନେ ଯେଉଁମାନେ ମଞ୍ଚରେ ରଙ୍ଗବୋଳି ଦର୍ଶକ ଓ ଶ୍ରୋତାଙ୍କ ମନୋରଞ୍ଜନ କରୁଥିଲେ, ଏବେ ସେମାନେ ହାତବାନ୍ଧି ଘରେ ବସିଛନ୍ତି ।

corona
ଚିନ୍ତା ବଢ଼ାଉଛି କରୋନାର R-ଫ୍ୟାକ୍ଟର

ବିଶେଷ କରି ପବ୍ଲିକ୍ ଟ୍ରାନ୍ସପୋର୍ଟ, ହିଲ୍ ଷ୍ଟେସନ୍ ଓ ହାଟବଜାରରେ ଅତ୍ୟଧିକ ଭିଡ଼ ଦେଖିବାକୁ ମିଳୁଛି । ଫଳରେ କିଛି ରାଜ୍ୟରେ R-ଫ୍ୟାକ୍ଟର ବଢ଼ିବା ଚିନ୍ତାଜନକ ବିଷୟ । R-ଫ୍ୟାକ୍ଟର ୧ ଉପରକୁ ଗଲେ, ଏହା କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ସୂଚାଇଥାଏ