ପିଲାର ସ୍କୁଲକୁ ଯିବାର ସଠିକ୍ ବୟସ କେତେ ହେବା ଜରୁରୀ ଆପଣ ଜାଣନ୍ତି କି? ସ୍କୁଲକୁ ଛାଡ଼ିବା ଆଗରୁ କେହି ବୁଦ୍ଧିଜୀବୀଙ୍କ ସହ କେବେ ବିଚାର ବିମର୍ଶ କରିଛନ୍ତି କି? ବୋଧହୁଏ ନା। କିଛି ଲୋକ ହଁ କରି ବି ପାରନ୍ତି। ଆଜି ଏଇ ବିଷୟରେ ଟିକେ ଆଲୋଚନା କରିବା।