• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Blackboards In Schools

NCF
ଏଣିକି କ୍ଲାସ୍‌ ରୁମରେ ଆଉ ରହିବନି କଳାପଟା !

ଏଣିକି ସ୍କୁଲର କ୍ଲାସ୍‌ ରୁମ୍‌ରେ ଲାଗିନପାରେ ବ୍ଲାକ୍‌ବୋର୍ଡ଼ । ବିନା କଳାପଟାରେ ଏଣିକି ପିଲାଏ ପଢିବେ ପାଠ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏନସିଏଫର ପରାମର୍ଶକୁ ନେଇ ଏବେ ସାରା ଦେଶରେ ବଢିଛି ଚର୍ଚ୍ଚା । ଏନସିଏଫ ବା ନ୍ୟାସନାଲ କରିକୁଲମ ଫ୍ରେମୱାର୍କର ପରାମର୍ଶ ଅନୁସାରେ ଏବେ ସ୍କୁଲ ଶିକ୍ଷାରେ ଅନେକ ପରିବର୍ତ୍ତନ କରାଯିବା ନେଇ ଚିନ୍ତା କରାଯାଉଛି । କେମିତି ପିଲାଏ ଭଲରେ ପାଠ ପଢିବେ ସେନେଇ ଅନେକ ପ୍ରସ୍ତାବ ଦିଆଯାଇଛି ।

କଳାପଟା ନାହିଁ, ଅଲମାରିକୁ କଳାପଟା ବନେଇ ଦେଇଛନ୍ତି ଏ ଦିଦି।
ଆମ ରାଜ୍ୟରେ କେମିତି ଚାଲିଛି 5t ସ୍କୁଲ୍...ଫଟୋରେ ଦେଖିବା କିଛି ଖବର...

ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ଉଚ୍ଚ ବିଦ୍ୟାଳୟ। ୧୯୫୯ ର ଏ ସ୍କୁଲ୍। ସୌଭାଗ୍ୟର କଥା ଏ ସ୍କୁଲ୍ 5t ଅଧୀନକୁ ଆସିଯାଇଛି। ସ୍କୁଲ୍‌ର ବାହ୍ୟ ଚେହେରା ତ ବଦଳିଯାଇଛି, ଚାଲନ୍ତୁ ଯିବା ଭିତରକୁ ଆଉ ଦେଖିବା ଏଠି କେମିତି କାମ କରୁଛି 5t