Advertisment

ରାଜଧାନୀରେ ଏନ୍‌କାଉଣ୍ଟର

ରାଜଧାନୀରେ ଏନ୍‌କାଉଣ୍ଟର। ପୁଲିସର ଗୁଳିରେ ଦୁର୍ଦ୍ଦନ୍ତ ବିହାରୀ ଲୁଟେରା ଦୀପକ କୁମାର ଆହତ ହୋଇଛି। ତା’ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

author-image
Saroj Kumar Jena

ରାଜଧାନୀରେ ଏନ୍‌କାଉଣ୍ଟର। ପୁଲିସର ଗୁଳିରେ ଦୁର୍ଦ୍ଦନ୍ତ ବିହାରୀ ଲୁଟେରା ଦୀପକ କୁମାର ଆହତ ହୋଇଛି। ତା’ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

Advertisment
Special Story Bhubaneswar ATM Loot Case
Advertisment
Advertisment