Advertisment

Panchang Today 13th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୩ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପ୍ରତିପଦ ରାତ୍ରି ୧୨.୩୬ ଗତେ ୨ୟା ଘାତଚନ୍ଦ୍ର-ନାସ୍ତିଘାତବାର-ମକର ରାଶିର।

author-image
Deepak Acharya
undefined

Panchang

ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୩ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପ୍ରତିପଦ ରାତ୍ରି ୧୨.୩୬ ଗତେ ୨ୟା ଘାତଚନ୍ଦ୍ର-ନାସ୍ତିଘାତବାର-ମକର ରାଶିର। ପୁଷ୍କର ଦୋଷ –୨ପାଦ- କୃଷି ଓ ବଂଶହାନୀ- ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୯.୦୮ ଗତେ ୧ପାଦ- କୃଷିହାନି-ଭୂମିଦାନ ରାତ୍ରି ୧୨.୩୬ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।

Advertisment

ଶୁଭସମୟ-

ଦିବା- ୦୮.୨୯ ରୁ ୧୦.୨୫

ଦିବା-୦୧.୦୦ ରୁ ୦୧.୨୦

ଦିବା-୦୪.୩୩ ରୁ ୦୫.୧୯

ସନ୍ଧ୍ୟା-୦୬.୧୦ ରୁ ୦୬.୫୫

ରାତ୍ରି-୦୯.୦୭ ରୁ ୧୧.୨୦

ରାତ୍ରି-୦୧.୩୩ ରୁ ୦୩.୦୨

ଅଶୁଭସମୟ-

ରାହୁକାଳ- ଦିବା ୦୨.୫୬ ରୁ ୦୪.୩୩

କାଳବେଳା- ଦିବା ୦୧.୨୦ ରୁ ୦୨.୫୬

ବାରବେଳା- ପତଃ ୦୬.୫୨ ରୁ ୦୮.୨୯

କାଳରାତ୍ରି- ରାତ୍ରି ୦୭.୩୩ ରୁ ୦୮.୫୬

Astrology
Advertisment
Advertisment