ସୋଫିଆ ସିଡିଏ କୃଷକ ବଜାରଠାରେ ଥିବା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ଗତକାଲି ଅଚାନକ ଯାଇଥିବା ବେଳେ ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।
ଏଥିସହ ୮ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଚି କଂଗ୍ରେସ।
ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗଦେଲେ ସୋଫିଆ ଫିର୍ଦ୍ଦୋସ । ସୋଫିଆଙ୍କ ପ୍ରାର୍ଥୀତ୍ବ ପ୍ରସ୍ତାବକୁ ସର୍ବସମ୍ମତି: ମହମ୍ମଦ ମୋକିମ ।
ସୋଫିଆଙ୍କ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହେଲାଣି କସରତ ।
ବାପାଙ୍କ ଜାଗାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି ଝିଅ । ସୋଫିଆଙ୍କ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହେଲାଣି କସରତ ।
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରୋବଟ୍ ନାଗରିକ ସୋଫିଆକୁ ଘାରିଛି ପରିବେଶ ଚିନ୍ତା। ବିଗୁଡ଼ୁଥିବା ପରିବେଶକୁ ନେଇ ସେ ଚିନ୍ତା ପ୍ରକଟ କରିଛି ଆଉ ସମସ୍ୟାର ସମାଧାନ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଛି। ତେବେ କିଏ ଏହି ସୋଫିଆ ? ସୋଫିଆ ହେଉଛି ବିଶ୍ୱର ପ୍ରଥମ କୃତ୍ରିମ ଇଣ୍ଟେଲିଜେଣ୍ଟ ରୋବଟ୍ । ପ୍ରଥମ ରୋବର୍ଟ ସିଟିଜେନ ବୋଲି ମଧ୍ୟ ତାକୁ କୁହାଯାଉଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଅନ୍ତର୍ଜାତୀୟ ରାଉଣ୍ଡ ଟେବୁଲ ସମ୍ମିଳନୀରେ ସୋଫିଆକୁ ଦେଖିବାକୁ ମିଳିଥିଲା। ସମ୍ମିଳନୀରେ ଲେଡି […]
ରାଜନନ୍ଦଗାଓଁ: ଇଣ୍ଡୋ-ତିବ୍ବତିଆନ ସୀମାରେ ଆଜି ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଯବାନ। ଏକ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ପାଇଁ ବର୍ତ୍ତି ଯାଇଛି ଇଣ୍ଡୋ-ତିବ୍ବତିଆନ ବର୍ଡର ପୋଲିସ (ITBP)ଙ୍କ ଜୀବନ। ଘଟଣା ଘଟିଛି ଛତିଶଗଡ଼ ରାଜନନ୍ଦଗାଓଁ ଜିଲ୍ଲାରେ। ଆତଙ୍କବାଦୀମାନେ ଲଗାଇଥିବା ବିସ୍ଫୋରକକୁ ଏହି ତାଲିମପ୍ରାପ୍ତ କୁକୁର ଠାବ କରିପାରିଛି ଯାହାଫଳରେ ଯବାନମାନେ ଏକ ବଡ ଧରଣର ବିସ୍ଫୋରଣକୁ ଏଡ଼ାଇ ପାରିଛନ୍ତି । ଏହି ସାହାସୀ କୁକୁର ସୋଫିଆ, ଶିକ୍ଷା ନାମରେ ପରିଚିତ । ସେ ତାର ଅନ୍ୟ […]