• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

modi
ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ନରେନ୍ଦ୍ର ମୋଦି

 ଭୁବନେଶ୍ୱର : ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ସୂଚନା ଦେବାପରେ ଅାଲୋଚନା ଘନେଇଛି। ସେପଟେ ଅମିତ ଶାହଙ୍କୁ ପଶ୍ଚିମବଙ୍ଗରୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ମୋଦି ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା। ସେ […]

puri
ଆସନ୍ତାକାଲି ଉଦ୍‌ଘାଟିତ ହେବ ପୁରୀର ନେତାଜୀ ମ୍ୟୁଜିୟମ୍‌

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲି ଉଦ୍‌ଘାଟିତ ହେବ ପୁରୀର ନେତାଜୀ ମ୍ୟୁଜିୟମ୍‌। ପୁରୀ ଗୋପାଳ ବଲ୍ଲଭ ରୋଡ୍‌ରେ ଥିବା ନେତାଜୀ ମ୍ୟୁଜିୟମ୍‌ କୋର୍ଟ ମାମଲାରେ ଛନ୍ଦି ହୋଇ ଦୀର୍ଘ ଦିନ ଧରି ଉଦ୍‌ଘାଟିତ ହୋଇପାରୁନଥିଲା। ତେବେ ଷ୍ଟାଟସ୍ କୋ ଉଠିଯାଇଥିବାରୁ ଏହାକୁ କାଲି ଉଦ୍‌ଘାଟନ କରାଯିବ ବୋଲି ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ଖବର ଶୁଣିବା ପରେ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ ଉତ୍ସାହିତ ଅଛନ୍ତି। ପୁରୀ ଗୋପାଳ […]

sc on puri violence
ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଘଟଣାରେ ଅାଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଘଟଣାରେ ଅାଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବନ୍ଦ ପାଳନ ବେଳେ ଗଣ୍ଡଗୋଳ ହେବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଜୋତା ପିନ୍ଧି ଓ ବନ୍ଧୁକ ଧରି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ ଅାଇନଜୀବୀ ଦେବାଶିଷ ମିଶ୍ର। ଗତ ୧୦ ତାରିଖରେ ଏହାର ଜରୁରୀକାଳୀନ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଜବାବ ମାଗିଥିଲେ। […]

modi
ମୋଦି ପୁରୀରୁ ନିର୍ବାଚନ ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରୁ ମୋଦି ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା ରହିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ଏବେ ଓଡ଼ିଶା ରହିଛି ଏବଂ ସେ ପୁରୀକୁ ଭଲ ପାଆନ୍ତି। ଗତ ଥର ସେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବାରଣାସୀରୁ ଲଢ଼ି ବିଜୟୀ ହୋଇଥିଲେ। ତେଣୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀକ୍ଷେତ୍ର ପୁରୀରୁ ମୋଦି ଲଢ଼ି ପାରନ୍ତି ବୋଲି ସେ […]

puri-bombing-up 12
ପୁରୀରେ ଗୋଷ୍ଠୀ ସଂଘର୍ଷ

ପୁରୀ : କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ ନେଇ ପୁରୀରେ ଗୋଷ୍ଠୀ ସଂଘର୍ଷ। ବଳିଅାପଣ୍ଡା ଥାନା ମଙ୍ଗଳାସାହିରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସିରିଜ୍ ବୋମା ମାଡ଼ ସାଙ୍ଗକୁ ଦୁଇ ଗୋଷ୍ଠୀ ପରସ୍ପରକୁ ଧାରୁଅା ଅସ୍ତ୍ରରେ ଅାକ୍ରମଣ କରିବା ଫଳରେ ଉଭୟ ପକ୍ଷରୁ ୬ ଜଣ ଅାହତ ହୋଇଛନ୍ତି। ଦୁଇ ଜଣ ଅାହତଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି। ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ […]

puri danga
ପୁରୀ ହିଂସାକାଣ୍ଡ ମାମଲାରେ ଗିରଫ ସଂଖ୍ୟା ୮୬କୁ ବୃଦ୍ଧି

ପୁରୀ : ଅକ୍ଟୋବର ୩ ପୁରୀ ହିଂସାକାଣ୍ଡ ମାମଲାରେ ଗିରଫ ସଂଖ୍ୟା ୮୬ରେ ପହଞ୍ଚିଛି। ସିଂହଦ୍ୱାର ଥାନା ପକ୍ଷରୁ ୪୫ ଓ ଟାଉନ ଥାନା ପକ୍ଷରୁ ୪୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ହିଂସାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି। ଧାଡ଼ି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନା ସହ ବିଭିନ୍ନ ସଂଗଠନ ପକ୍ଷରୁ ଅକ୍ଟୋବର ୩ରେ ପୁରୀରେ […]

puri
ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ପୁରୀ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ଅାଲୋଚନା ହୋଇଛି। ବାତ୍ୟାର ପ୍ରକୋପ କମିବା ଯାଏଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତଳିଅା ଅଞ୍ଚଳ ଲୋକଙ୍କୁ ତୁରନ୍ତ ପକ୍କା ଘର, ବାତ୍ୟା ଅାଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଅାଯାଇଛି। ବିଭିନ୍ନ ବ୍ଲକରେ ଶୁଖିଲା ଖାଦ୍ୟ ସାଙ୍ଗକୁ […]

puri
ପୁରୀ ସମୁଦ୍ରରେ ବୁଡ଼ିଗଲେ ଛାତ୍ର

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ। ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉ ଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ ଶ୍ରୀକ୍ରିଷ୍ଣା। ଶ୍ରୀକ୍ରିଷ୍ଣା ରାଞ୍ଚି ମେସ୍‌ରା ସ୍ଥିତ BIT ଛାତ୍ର ବୋଲି ଜଣାପଡ଼ିଛି। ସେ ଛୁଟି ମନାଇବାକୁ ସାଙ୍ଗମାନଙ୍କ ସହିତ ରାଞ୍ଚିରୁ ପୁରୀ ଆସିଥିଲେ। ଆଜି ସମୁଦ୍ରରେ ଗାଧୋଉଥିବା ବେଳେ ଶ୍ରୀକ୍ରିଷ୍ଣା ବୁଡ଼ି ଯାଇଥିଲେ। ପେତାଇ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ତାଙ୍କୁ ଉଦ୍ଧାର […]

gajapati
ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣାକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଲେ ଗଜପତି

ପୁରୀ : ଧାଡ଼ି ଦର୍ଶନ ଯୋଗୁଁ ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । OTVକୁ ଦେଇଥିବା ପ୍ରତିକ୍ରିୟାରେ ଗଜପତି ମହାରାଜା, ସେ ଦିନର ଘଟଣାକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସରକାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଅାଶା ରଖିଛନ୍ତି। ତା ସହ ବାସ୍ତବିକ ଯିଏ ଦୋଷୀ, ତାର ଉପଯୁକ୍ତ ତଦନ୍ତ ହୋଇ ଦଣ୍ଡ ବିଧାନ ହେଉ ଏବଂ ଘଟଣାର […]