• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1264" result for "ପୁରୀ" in https://otvkhabar.in

man died
ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ, ଫେରିବା ବାଟରେ ଯୁବକଙ୍କ ମୃତ୍ୟୁ

ନୀଳଗିରି: ଦୁଇ ଦିନ ତଳେ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ତେବେ ଘରକୁ ଫେରିବା ବାଟରେ କାର୍‌ ଭିତରେ ଚେତାଶୂନ୍ୟ ହୋଇପଡ଼ିଲେ ଯୁବକ। ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ବାରିପଦାର ମଣ୍ଟୁ ପାତ୍ର। ସୂଚନା ଅନୁସାରେ, ୨ ଦିନ ତଳେ ମଣ୍ଟୁ ସାଙ୍ଗମାନଙ୍କ ସହ କାର୍‌ରେ ପୁରୀ ବୁଲିବାକୁ ଯାଇଥିଲେ। ଗତକାଲି ପୁରୀରୁ ଫେରିବା […]

PURI
ପୁରୀ ସହରବାସୀଙ୍କୁ ୟୁଜର୍ସ ଫି ତଣ୍ଡ : ମାସକୁ ୬୦ଟଙ୍କାରୁ ଆରମ୍ଭ କରି ୫ ହଜାର ପର୍ଯ୍ୟନ୍ତ ଶୁଳ୍କ

ପୁରୀ(ପ୍ରଦୀପ ମହାନ୍ତି): ପୁରୀକୁ ସ୍ୱଚ୍ଛ ସହର ଭାବେ ଗଢିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି।ଏଣିକି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଦେବାକୁ ପଡିବ ୟୁଜର୍ସ ଫି। ଏଭଳି ନିୟମ ଚଳିତ ମାସରୁ ଲାଗୁ କରିଛି ପୁରୀ ପୌରସଂସ୍ଥା। ମାସକୁ ୬୦ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ଶୁଳ୍କ ବା ୟୁଜର୍ସ ଫି। ସରକାରଙ୍କ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଆଇନ ତଥା ପୁରୀ ପୌରପରିଷଦ ବୈଠକ ପ୍ରସ୍ଥାବ ଅନୁଯାୟୀ ଅଳିଆ ସୃଷ୍ଟିକାରୀଙ୍କ ନିକଟରୁ ବର୍ଜ୍ୟବସ୍ତୁ […]

high-crt
ପୁରୀ ହାଜତ ମୃତ୍ୟୁ ଘଟଣାକୁ ଅସ୍ୱୀକାର କଲେ ରାଜ୍ୟ ସରକାର

କଟକ(ଗୌତମ ପଣ୍ଡା) : ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ବାସେଳି ସାହି ଥାନା ମୃତ୍ୟୁ ଘଟଣା ହାଜତ ମୃତ୍ୟୁ ନୁହଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସରକାର କୋର୍ଟରେ ଦାଖଲ କରିଛନ୍ତି  । ତେବେ  ଏହି ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି […]

srimandira
ପୁରୀରେ ଡରେଇଲା କରୋନା; ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ ବାହାରିଲେ ପଜିଟିଭ

ପୁରୀ: ପୁରୀରେ ଅଣାୟତ୍ତ ହେଉଛି କରୋନା। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ  ମୋଟ ୫୦  ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଏମାନଙ୍କ ମଧ୍ୟରୁ ୨୨ ଜଣ ସେବାୟତ ଓ ତାଙ୍କ ପରିବାର ପଜିଟିଭ ଚିହ୍ନଟ ହୋଇଛନ୍ତି।  ଆଉ  ୧୯ ଜଣ ଜୋତା ଷ୍ଟାଣ୍ଡ କର୍ମଚାରୀ ଓ ୯ ଶ୍ରୀମନ୍ଦିର କର୍ମଚାରୀ ବୋଲି ସୂଚନା ମିଳିଛି। ତେବେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କାରଣ କୁମ୍ଭ […]