କଟକ: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ମୋକିମ୍ କହିଛନ୍ତି, RT PCR ରିପୋର୍ଟ ଅନୁସାରେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛି। ଶୀଘ୍ର ଆରୋଗ୍ୟ ପାଇଁ ଆପଣମାନଙ୍କ ଆଶୀର୍ବାଦ ଚାହୁଁଛି। I have tested #covid19 positive […]
ବାଲେଶ୍ୱର: ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପୂର୍ବରୁ ଜୋର ଧରିଛି ନେତାଙ୍କ ଦଳ ଡିଆଁ। କେଉଁ ଦଳରୁ କେଉଁ ନେତାଙ୍କୁ ଆଣିଲେ ବିଜୟ ସମ୍ଭାବନା ବଢ଼ିବ ତାକୁ ନେଇ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ପ୍ରଲୋଭନ ସହ ନେତାଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ବି ଉଠୁଛି। ଏନେଇ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି ଓ ବିଜେଡି। ତେବେ ଦୁଇ ଦଳ ଘୋଡ଼ା ବେପାରରେ ମାତିଥିବା କଂଗ୍ରେସ ଅଭିଯୋଗ କରିଛି। ତେଣେ ଅନ୍ୟ ଦଳରୁ ନେତା […]
ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିବା ସୂଚନା ମିଳିଛି। ସେହିଭଳି ସମ୍ବଲପୁର, ବଲାଙ୍ଗିର ଓ ସୋରରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ଭଦ୍ରକରେ ମଧ୍ୟ କଂଗ୍ରେସ କର୍ମୀଙ୍କ ପିକେଟିଂ କରି ରାସ୍ତାରୋକ କରି […]
ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ୨ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ବାଲେଶ୍ୱରରେ ପିସିସି ସଭାପତିଙ୍କ ପୁଅଙ୍କୁ ଟିକେଟ୍ ଦିଆଯାଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଅନ୍ତ ଘଟିଛି। ବିଳମ୍ବରେ ହେଲେ ବି ଆଜି ପ୍ରାର୍ଥୀ ତାଲିକା […]
ଚେନ୍ନାଇ: କଂଗ୍ରେସ ଛାଡ଼ି ଗତକାଲି ବିଜେପିରେ ସାମିଲ୍ ହୋଇଥିବା ଖୁସ୍ବୁ ସୁନ୍ଦର ଆଜି କଂଗ୍ରେସକୁ ଏକ ମାନସିକ ଅବସର ନେଇ ସାରିଥିବା ଦଳ ବୋଲି କହିଛନ୍ତି। ବିଜେପିରେ ଯୋଗ ଦେଇ ଚେନ୍ନାଇ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଖୁସ୍ବୁ ସୁନ୍ଦର। ଖୁସ୍ବୁ ଦଳ ଛାଡ଼ିବା ପରେ ଦଳରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ତାମିଲନାଡୁ କଂଗ୍ରେସ କମିଟି ଅଧ୍ୟକ୍ଷ କେ.ଏସ୍ ଅଲଗିରିଙ୍କ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ” ଖୁସ୍ବୁ ଦଳ […]
ନୂଆଦିଲ୍ଲୀ: ଅକ୍ଟୋବର ୩ରେ ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ଟନେଲ୍ର ଉଦ୍ଘାଟନ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। କିନ୍ତୁ ୨୦୧୦ ମସିହା ଜୁନ୍ ୧୮ରେ ମନାଲୀର ଡୋଣ୍ଡି ଠାରେ ସୋନିଆ ଗାନ୍ଧୀ ପ୍ରଥମେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧିଙ୍କ ନାଁ ମଧ୍ୟ ରହିଥିଲା, ହେଲେ ଏହି ଟନେଲକୁ ଉଦ୍ଘାଟନ କରାଯିବା ପରେ ସୋନିଆଙ୍କ ନାଁକୁ ହଟାଇ ଦିଆଯାଇଥିବା ହିମାଚଳ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ରାଜ୍ୟମୁଖ୍ୟ କୁଲଦୀପ […]
ଭୁବନେଶ୍ୱର: ଘୋଷଣା ହୋଇଛି ପ୍ରଦେଶ କଂଗ୍ରେସ କମିଟିର ନୂଆ ଟିମ୍। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୋହର ପରେ ଏହି ଟିମ୍ ଘୋଷଣା ହୋଇଛିା କମିଟିରେ ଅଛନ୍ତି ୧୪ ଉପସଭାପତି, ଜଣେ କୋଷାଧ୍ୟକ୍ଷ। ଟିମ୍ରେ ୨୪ଜଣ ସାଧାରଣ ସଂପାଦକ ଓ ୯୯ ସଂପାଦକ ଅଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୧୩ ଜଣ ମନୋନୀତ ହୋଇଥିବାବେଳେ କିଶୋର ପଟେଲ ହୋଇଛନ୍ତି ପିସିସି କୋଷାଧ୍ୟକ୍ଷ। ପିସିସି ଉପସଭାପତି ଭାବେ ଅନନ୍ତ ସେଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, […]
ଭୁବନେଶ୍ୱର: ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ। ତାଲିକାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନଙ୍କ ସମେତ ଜଟଣୀ ବିଧାୟକ ସୁର ରାଉତରାୟ ବି ସାମିଲ ଅଛନ୍ତି। ଏହି ତାଲିକାରେ ଜିତେନ୍ଦ୍ର ସିଂ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନାଁ ରହିଛି। କଂଗ୍ରେସର ଷ୍ଟାର୍ […]
ଭୁବନେଶ୍ୱର: ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଆଜି ସର୍ବ ଭାରତୀୟ କଂଗ୍ରେସ କମିଟି – AICC ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, କଟକ ଜିଲ୍ଲା ପାଇଁ ମାନସ ଚୌଧୁରୀ, କଟକ ସହର ପାଇଁ ଗିରିବାଳା ବେହେରା, ଗଞ୍ଜାମ ପାଇଁ ବିଧାୟକ ରମେଶ ଚନ୍ଦ୍ର ଜେନା, କେନ୍ଦ୍ରାପଡ଼ା ପାଇଁ ଅଂଶୁମାନ ମହାନ୍ତି, ଖୋର୍ଦ୍ଧା ପାଇଁ ବିଧାୟକ ସୁରେଶ ରାଉତରାୟ, କୋରାପୁଟ ପାଇଁ ମିନାକ୍ଷୀ […]
ଭୁବନେଶ୍ୱର: ଜାତୀୟ ରାଜପଥ କର୍ତ୍ତୃପକ୍ଷ NHAI ଅଫିସ୍ରେ ପଶି କଂଗ୍ରେସ କର୍ମୀ ପାଣି ଢାଳିବା ଘଟଣାରେ ୩ କଂଗ୍ରେସ କର୍ମୀ ଅଟକ। ରାତି ଅଧରେ ୩ ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇନେଇ ପୋଲିସ୍ ନୟାପଲ୍ଲୀ ଥାନାରେ ଅଟକ ରଖିଛି। ସ୍ମାର୍ଟ ସିଟିରେ ପାଣି ଜମୁଥିବାରୁ ଗତକାଲି ପାଣି ଢାଳି ପ୍ରତିବାଦ କରିଥିଲା କଂଗ୍ରେସ। ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ NHAI ଅଫିସ୍ରେ ପଶି ପାଣି ଢାଳି ପ୍ରତିବାଦ କରାଯାଇଥିଲା। ସାମାନ୍ୟ ବର୍ଷାରେ ଇସ୍କନ ମନ୍ଦିର […]
ଭୁବନେଶ୍ୱର : କଂଗ୍ରେସ ଭବନରେ ମିଶନ ୧୯ କସରତ । ରାଜ୍ୟରେ ଦଳର ସ୍ଥିତି ଏବେ କଣ, କଣ ହେବ ଭବିଷ୍ୟତର କାର୍ଯ୍ୟପନ୍ଥା, ଦଳ କେମିତି ଲଢିବ ନିର୍ବାଚନ । ଦଳୀୟ କର୍ମକର୍ତ୍ତାଙ୍କ ସହ ବିଚାରବିମର୍ଶ କରିଛନ୍ତି ପିସିସି ମୁଖିଆ। ଆଉ ନିର୍ବାଚନ ପାଗ ବନ୍ଧା ପର୍ବ ଅନ୍ତର୍ଗତ ଖୁବ୍ ଶୀଘ୍ର ନିଜ ଟିମ୍ ଗଢିବେ ନିରଞ୍ଜନ। ପୁରୁଣା ପିସିସି କମିଟିରେ ଥିବା ଅନେକ କର୍ମକର୍ତ୍ତାଙ୍କୁ ନୂଆ କମିଟିରୁ ବାଦ୍ ଦିଆଯିବା ନେଇ ସୂଚନା ମିଳିଛି। ଜିଲ୍ଲା […]
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହଙ୍କ ଓଡିଶା ଗସ୍ତକୁ ବିରୋଧ କରିବ ଯୁବ କଂଗ୍ରେସ। ଏହି ଗସ୍ତ ପ୍ରତିବାଦରେ କଂଗ୍ରେସ ଭବନ ଆଗରେ ଆଜି ଅମିତ ଶାହଙ୍କ ପୋଷ୍ଟର ପୋଡ଼ି କରିଛି ଯୁବ କଂଗ୍ରେସ। ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏହି ପୋଷ୍ଟର ପୋଡ଼ି ହୋଇଥିଲା। ଶାହ ରାଜ୍ୟରେ ଯୁଆଡ଼େ ଯିବେ ତାଙ୍କୁ ବିରୋଧ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି ସୂଚନା ଦେଇଛନ୍ତି। ମହାନଦୀ, ବେକାରୀ ବୃଦ୍ଧି ଓ […]
ତିର୍ତ୍ତୋଲ: ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ଗୋପାଳପୁର ପଞ୍ଚାୟତ କିର୍ତ୍ତନପୁର ଗାଁରେ ଏକ କମ୍ୟୁନିଟି କେନ୍ଦ୍ରକୁ ବିଜେଡି ତାର କାର୍ଯ୍ୟାଳୟ କରିଥିବା କଂଗ୍ରେସ ଅଭିଯୋଗ ଆଣିଛି । ସରକାରୀ କାର୍ଯ୍ୟାଳୟକୁ ବିଜେଡି ନିଜର ନିର୍ବାଚନ କାର୍ଯ୍ୟାଳୟ କରିବା ସରକାରଙ୍କ ସ୍ୱଚ୍ଛତାକୁ ପଦାରେ ପକାଇ ଦେଇଛି। ଥିବା କହିଛି କଂଗ୍ରେସ […]
ଭୁବନେଶ୍ୱର : ଜୁଲାଇ ୧୫ ଭିତରେ ଜୋନାଲ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ବିଭିନ୍ନ ପିସିସି କମିଟି ଗଠନ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ହାତରେ ଅଳ୍ପ ସମୟ ଥିଲେ ମଧ୍ୟ ଏହି ସମୟ ଭିତରେ ସେହି କାମ ଶେଷ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏପରିକି ବୁଥ୍ ସ୍ତରୀୟ କମିଟି ମଧ୍ୟ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ତାଙ୍କର ନିଜ ଲୋକଙ୍କୁ ବିଭିନ୍ନ ଦଳୀୟ ପଦପଦବୀରେ ରଖାଯାଉଥିବା ଅଭିଯୋଗ ଉପରେ […]
ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ନବକଳେବର। ହରିପ୍ରସାଦଙ୍କ ପରେ ଏବେ ଶୁଭଙ୍କର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଓଡ଼ିଶା କଥା ବୁଝିବାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଆଉ ୪ ଜଣ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ ବୋଲି ଦୁଇ ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଇଙ୍ଗିତ ଦେଇଥିଲେ। ତେବେ […]
ମୁମ୍ବାଇ: ନିଜ ଦଳ କଂଗ୍ରେସ ବିରୁଦ୍ଧରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେଙ୍କ କ୍ଷୋଭ । ଦଳରେ ବିତର୍କ ଓ ବାର୍ତ୍ତାର ଯୁଗ ଶେଷ ହୋଇଯାଇଛି । ଦଲ ଭିତରେ ବିତର୍କ ଏବଂ ବାର୍ତ୍ତା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାରେ ପୀଡ଼ିତା ଡାକ୍ତର ଓ ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳ । ଆଜି ଡକ୍ଟର୍ସ ଡେ’ରେ ପୀଡ଼ିତା ଡାକ୍ତରଙ୍କୁ ଭେଟି ବିଜେପି…
ତିର୍ତ୍ତୋଲ:ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଆସ୍ତେ ଆସ୍ତେ ସାମ୍ନାକୁ ଆସୁଛି। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହିଁ ଦେଖିବାକୁ ମିଳୁଛି। ଏଠାରେ ବିଜେଡି ଆଗରେ ଥିବା ଜଣାପଡିଛି। ତିର୍ତ୍ତୋଲରେ ୬ଷ୍ଠ ରାଉଣ୍ଡ ଗଣତି ଶେଷ ହୋଇଗଲାଣି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁରେ ରହିଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାଶ ବିଜେପି ଠାରୁ ଆଗରେ ରହିଛି । ଅନ୍ୟପକ୍ଷେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ନିଜ ଗଡରେ ନିଜେ ନିଖୋଜ ହୋଇଯାଇଛି କଂଗ୍ରେସ। […]