ଭୁବନେଶ୍ୱର: ସିବିଆଇ ବ୍ୟାପାରରେ କେନ୍ଦ୍ରର ହସ୍ତକ୍ଷେପକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଦେଶବ୍ୟାପୀ ସିବିଆଇ ଅଫିସ୍ ଆଗରେ ଧାରଣା ଦେଇଛି ଦଳ। ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଆଗରେ ମଧ୍ୟ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ନେତା ଓ କର୍ମୀ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି। ବିରୋଧୀଙ୍କୁ ଡରାଇବା ଓ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କେନ୍ଦ୍ରର ମୋଦି ସରକାର ସିବିଆଇକୁ […]
ବିଶାଖାପଟନମ୍ : ଓ୍ୱାଇଏସଅାର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ଉପରକୁ ଅାକ୍ରମଣ। ବିଶାଖାପଟନମ୍ ବିମାନବନ୍ଦରରେ ଜଣେ ଯୁବକ ତାଙ୍କ ଉପରକୁ ଛୁରା ମାଡ଼ କରିଛି। ମିଳିଥିବା ସୂଚନା ଅନୁଯାୟୀ ଜଗନ ମୋହନ ଏୟାରପୋର୍ଟର ଭିଅାଇପି ଲାଉଞ୍ଜରେ ହାଇଦ୍ରାବାଦ ଫ୍ଲାଇଟକୁ ଅପେକ୍ଷା କରିଥିଲେ। ଦୁର୍ବୃତ୍ତ ଜଣଙ୍କ ସେଲଫି ନେବା ପାଇଁ ଜଗନଙ୍କୁ ଅନୁରୋଧ କରିଥିଲା। ଜଗନ ଅନୁମତି ଦେବା ପରେ ସେ ତାଙ୍କ ନିକଟତର ହୋଇ ଏକ ଛୁରାରେ ଅାକ୍ରମଣ କରିଥିଲା। ଏଥିରେ ଜଗନଙ୍କ ବାମ ହାତରେ […]
ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ। ନିଜର ଅପାରଗତାକୁ ଘୋଡ଼ାଇବାକୁ ଯାଇ ରାଜ୍ୟ ସରକାର ବିଜୁଳି ଦର ବଢ଼ାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ପରିଚାଳନାଗତ କ୍ଷତି ଓ ବଡ଼ ଖିଲାପକାରୀଙ୍କଠାରୁ ଟଙ୍କା ଆଦାୟ କରି ନପାରି ସରକାର ସାଧାରଣ ଜନତାଙ୍କ ଉପରେ ବୋଝ ଲଦୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି। ବିଜୁଳି ଦର ବୃଦ୍ଧି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ଏଣୁ […]
ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଆଜି ରାୟ ଶୁଣାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟଙ୍କର ଏହି ରାୟ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। କଂଗ୍ରେସ ମୁଖାପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ବାବରୀ ମସ୍ଜିଦ୍ ଭଙ୍ଗା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀମୁକ୍ତ କରିବା ସ୍ପେଶାଲ୍ କୋର୍ଟଙ୍କର ଏହି ନିର୍ଦ୍ଦେଶ ଦେଶର ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ରାୟର ପ୍ରତିକୁଳ ନିଷ୍ପତ୍ତି। ୨୦୧୯ ଉଚ୍ଚ ନ୍ୟାୟାଳୟର […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା। ସେ କୋଭିଡ-୧୯ ପଜିଟିଭ ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ସରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ୍ରେ ରହିବାକୁ ନିବେଦନ କରିଛନ୍ତି ପଟେଲ। ସେ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତୁରନ୍ତ ସେ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଇସୋଲେସନରେ ରହିଛନ୍ତି। ଏନେଇ ଟ୍ୱିଟ୍ କରି ପଟେଲ ଲେଖିଥିଲେ “ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ନିକଟରେ ମୋ […]
ଜୟପୁର: ରାଜସ୍ଥାନ ସୱାଇ ମଧୂପୁର ନାବାଳିକା ଦୁଷ୍କର୍ମ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଓ ଦୁଇ କଂଗ୍ରେସ କର୍ମୀ ମଧ୍ୟ ଅଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍ପି ଓ.ପି ସୋଲାଙ୍କି କହିଛନ୍ତି, ନାବାଳିକା ପୀଡ଼ିତା ଜଣଙ୍କ ଭିନ୍ନ ଭିନ୍ନ ସ୍ଥାନରେ ୮ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି।, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା […]
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନରେ ଗୃହରେ ଉଠିଲା ଉତ୍ତରପ୍ରଦେଶ ହାଥରସ ପ୍ରସଙ୍ଗ ।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯାଇଛି ଓ ଗିରଫ କରାଯାଇଛି। ଗଣତନ୍ତ୍ର କେଉଁ ସ୍ତରକୁ ଗଲାଣି ବୋଲି ପ୍ରଶ୍ନ କରି କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ବିଧାନସଭାରେ ସ୍ଲୋଗାନ ଦେଇଥିଲେ କଂଗ୍ରେସ ବିଧାୟକ । ଯୋଗୀ ମୋଦି ହାଏ ହାଏ…ବୋଲି ସ୍ଲୋଗାନ ଦେଇଥିଲେ । […]
ବାରାଣସୀ: ସାରା ଦେଶରେ ହାଥରସ ଘଟଣା ପାଇଁ ଜନ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ୟୁପି ସରକାରଙ୍କର ପୀଡ଼ିତାଙ୍କ ପରିବାରକୁ କାହାକୁ ଭେଟିବାକୁ ନ ଦିଆଯିବା ନିଷ୍ପତ୍ତିକୁ ଚାରିଆଡ଼ୁ ବିରୋଧ କରାଯାଉଛି। ହାଥରସ ଅସନ୍ତୋଷର ନିଆଁ ବାରାଣସୀରେ ବି ଦେଖିବାକୁ ମିଳିଛି। ଏଠାରେ କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନୀଙ୍କ ଗାଡ଼ିକୁ ଅଟକାଇଛନ୍ତି କଂଗ୍ରେସ କର୍ମୀ। ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିବା ସହିତ ସରକାରୀ ବିରୋଧୀ ନାରାବାଜୀ ବି ଦେଇଛନ୍ତି। […]
ବେଙ୍ଗାଲୁର: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ଘରେ ସିବିଆଇ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁୁଳ ଅଭିଯୋଗରେ ସିବିଆଇ ପକ୍ଷରୁ ଏହି ରେଡ କରାଯାଇଛି। ଶିବକୁମାରଙ୍କ ସମେତ ତାଙ୍କ ଭାଇ ଡି.କେ ସୁରେଶଙ୍କ ଘରେ ବି ରେଡ୍ କରିଛି ସିବିଆଇ । ଏକକାଳୀନ ୧୪ଟି ସ୍ଥାନରେ ସିବିଆଇ ରେଡ୍ ନେଇ ସୂଚନା ଆସୁଛି । ସେଥିମଧ୍ୟରେ କର୍ଣ୍ଣାଟକର ୯, ଦିଲ୍ଲୀର ୪ ଓ ମୁମ୍ବାଇର ଗୋଟିଏ ସ୍ଥାନରେ ଚଢ଼ାଉ ହୋଇଛି । ଚଢ଼ାଉ […]
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦। ବିରୋଧୀଙ୍କ ହୋହଲ୍ଲା ଭିତରେ ଏହି ବିଲ୍ ପାରିତ ହୋଇଛି। ୪ ଦିନର ଆଲୋଚନା ପରେ ଗୃହରେ ବିଲ୍ ପାରିତ ହୋଇଛି। କିନ୍ତୁ ବିଲ୍କୁ କଳା ଆଇନ କହି ନରସିଂହ ମିଶ୍ର ବିରୋଧ କରିଥିଲେ। ଆଜିର ଆଲୋଚନାରେ ବିଜେପି ଭାଗ ନେଇ ନଥିଲା। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଆଜିର ଦିନ ବିଧାନସଭା ଇତିହାସରେ ଅମାବାସ୍ୟାର ଦିନ। ଆଜିର […]