ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟର ଦ୍ୱାର ଦେଶରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ। ହ୍ୱାଇଟ ହାଉସ୍ ଠାରୁ ସେ ଅଳ୍ପ ଦୂରରେ ଅଛନ୍ତି। ଆଉ ଗୋଟିଏ ଷ୍ଟେଟ୍ସ ଜିତିଲେ ସେ ହ୍ୱାଇଟ ହାଉସ ଦଖଲ କରିବେ। ଓ୍ୱିସ୍କନ୍ସିନ୍ ଓ ମିସିଗାନ ଜିତିବା ପରେ, ରେକର୍ଡ ୭ କୋଟି ୧୦ ଲକ୍ଷରୁ ଅଧିକ ଭୋଟ ସହ ଆଗରେ ରହିଛି ଡେମୋକ୍ରାଟିକ ପାର୍ଟି। ନିଜର ବିଜୟ ସମ୍ଭାବନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ଦେଖି, ସେ ଆମେରିକାର ରାଷ୍ଟ୍ରପତି ଭାବେ […]
ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ପରେ ପୁଣି ଏକ ସମସ୍ୟାରେ ଫଶି ଯାଇଛନ୍ତି ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଜନୈତିକ କ୍ୟାରିୟରରେ ଏକ ବଡ ବିଫଳତାକୁ ସାମ୍ନା କରିବା ପରେ ପାରିବାରିକ ସମସ୍ୟା ଏବେ ଟ୍ରମ୍ପଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏକ ଖବରରୁ ଜଣାଯାଇଛି, ପତ୍ନୀ ମେଲାନିଆ ଖୁବ୍ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡୁଛନ୍ତି। ଟ୍ରମ୍ପ ପ୍ରଶାସନର ଜଣେ ପୂର୍ବତନ ସହଯୋଗୀଙ୍କ କହିବା ଅନୁଯାୟୀ, ମେଲାନିଆ ଅପେକ୍ଷା କରିଛନ୍ତି, […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଛି। ଜୋ ବାଇଡେନ ବହୁମତ ପାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଟ୍ରମ୍ପ ହାର ମାନିବାକୁ ପ୍ରସ୍ତତ ନୁହଁନ୍ତି। ଶୁଣିବାକୁ ମିଳୁଛି, ଯେଉଁଦିନ ଟ୍ରମ୍ପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ସେହିଦିନଠାରୁ ଗିରଫଦାରି ପାଇଁ ଓଲଟା ଗଣତି ଆରମ୍ଭ କରିବେ। ତାଙ୍କ ବିରୋଧରେ ଏମିତି ଅନେକ ମାମଲା ରହିଛି ଯେଉଁଥିପାଇଁ ସେ ପଦରୁ ଇସ୍ତଫା ଦେବା ପରେ ପରେ ଜେଲ ଯାଇପାରନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, […]
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ସମର୍ଥନ କରି ରାଜଧାନୀ ଓ୍ୱାଶିଂଟନ ଡିସିରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ପ୍ଲାକାର୍ଡ ଧରି ହ୍ୱାଇଟ୍ ହାଉସ ଓ ଓ୍ୱାଶିଂଟନ ଡିସିର ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି । ଗତ ରାଷ୍ଟ୍ରପତି ନିର୍ବାଚନରେ ତ୍ରୁଟି ଥିବା ଅଭିଯୋଗ କରିବା ସହ ଟ୍ରମ୍ପଙ୍କୁ ଆଉ ୪ ବର୍ଷ ପାଇଁ ରାଷ୍ଟ୍ରପତି ଭାବେ ସୁଯୋଗ ଦେବାକୁ ସମର୍ଥକମାନେ ଶୋଭାଯାତ୍ରା କରିଛନ୍ତି । ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଶ୍ୱେତାଙ୍ଗ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ ଜିତିବା ପରେ ବି ନିଜର ପରାଜୟ ସ୍ୱୀକାର କରୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ। ପୁଣି ଏକ ଟୁଇଟ କରି ଏହି ବିବାଦକୁ ଆହୁରି ତେଜିଛନ୍ତି। ପୂର୍ବରୁ ଅର୍ଥାତ ରବିବାର ଟ୍ରମ୍ପ ଏକ ଟୁଇଟ କରି ନିଜର ପରାଜୟକୁ ସ୍ୱୀକାର କରି ନେଇଥିଲେ। ହେଲେ ଏବେ ଆଉ ଏକ ଟୁଇଟ କରି ରାଷ୍ଟ୍ରପତି ନିର୍ବାଚନରେ ସେ ଜିତିଛନ୍ତି ବୋଲି ଦାବି କରିଛନ୍ତି। ଏହି ଟୁଇଟ୍ରେ ଦାବି କରିଛନ୍ତି-‘I […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ଜୁନିୟର ଟ୍ରମ୍ପଙ୍କ ପ୍ରବକ୍ତା ଶୁକବ୍ରାର ଏହି ସୂଚନା ଦେଇଛନ୍ତି। ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଟ୍ରମ୍ପ ଜୁନିଅର କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଗତ ସପ୍ତାହ ପ୍ରାରମ୍ଭରେ ଜଣାପଡ଼ିଥିଲା। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ସେ ନିଜ କ୍ୟାବିନ୍ରେ ଆଇସୋଲେସନରେ ରହୁଛନ୍ତି। ତେବେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ରୋଗର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ତଥାପି […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଟ୍ୱିଟରରେ ୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ, ଏକ ଡଜନରୁ ଅଧିକ ହାଉସପ୍ଲାଣ୍ଟ ପୁରା ଦିନରେ କେମିତି ରୁହେଁ ତାର ସୁଟିଂ କରାଯାଇଛି। ତେବେ ଏହି ଭିଡିଓ ଦେଖି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ଭିଡିଓଟିକୁ ପ୍ରଥମେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଟ୍ୱିଟର ବ୍ୟବହାରକାରୀ ମେଲୋରାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ଏହି ଭିଡିଓ ପୋଷ୍ଟ କରି […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ହ୍ୱାଇଟ ହାଉସ୍ ଛାଡ଼ିବା ପାଇଁ ସଙ୍କେତ ଦେଇଛନ୍ତି। ସରକାରୀ ଏଜେନ୍ସି ପକ୍ଷରୁ ସୋମବାର କୁହାଯାଇଛି, କ୍ଷମତା ହସ୍ତାନ୍ତର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ସେ ହଟାଇଛନ୍ତି। ଜୋ ବାଇଡେନଙ୍କ ବିଜୟଙ୍କୁ ଧୀରେ ଧୀରେ ସ୍ୱୀକାର କରୁଛନ୍ତି ଟ୍ରମ୍ପ। ଜେନରାଲ ସର୍ବିସ ଆଡମିନିଷ୍ଟ୍ରେଶନକୁ ‘ଯାହା ଆବଶ୍ୟକ ତାହା କରିବା ଉଚିତ୍ ବୋଲି କହି ଟ୍ରମ୍ପ ହ୍ୱାଇଟ ହାଉସ୍ ଛାଡିବା ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି। ଯେଉଁମାନେ ଟ୍ରମ୍ପଙ୍କ ପରାଜୟଙ୍କୁ ସ୍ୱୀକାର […]
ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରି ଡେମୋକ୍ରାଟିକ୍ ପାର୍ଟିର ନେତା ଜୋ ବାଇଡେନ୍ ରାଷ୍ଟ୍ରପତି ହୋଇଛନ୍ତି। କିନ୍ତୁ ଆମେରିକା ସରକାରଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଅଗଷ୍ଟରେ ରିପବ୍ଲିକାନ୍ ପାର୍ଟିର ନେତା ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକାର ରାଷ୍ଟ୍ରପତି ହେବା…
ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ୍ ପକ୍ଷରୁ ଝଟକା ଦୁଇ ବର୍ଷ ପାଇଁ ଆକାଉଣ୍ଟ୍ ସସପେଣ୍ଡ୍ ଦୁଇ ବର୍ଷ ପାଇଁ ଫେସବୁକ୍ ଚଳାଇ ପାରିବେନି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ୍ ଝଟକା ଦେଇ ଶୁକ୍ରବାର ଦିନ ତାଙ୍କ ସୋସିଆଲ ମିଡିଆ…
ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୮୨ ବୟସ୍କ କୋଭିଡ୍ ରୋଗୀଙ୍କୁ ପ୍ରଥମ କରି ଏହି ଚିକିତ୍ସା ପ୍ରଦାନ କରାଯାଇଛି । ଗତ ମେ’ ମାସରେ ଏହି ଚିକିତ୍ସାକୁ…