• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

cold drinks
ଖୁଲମଖୁଲା ଚାଲିଛି ବିଷାକ୍ତ ନକଲି ମଦ ବେପାର

ବ୍ରହ୍ମପୁରରେ ନକଲି ମଦର ବନ୍ୟା। ଗତ କିଛି ଦିନ ମଧ୍ୟରେ ୪ଟି ନକଲି ମଦ ଫ୍ୟାକ୍ଟ୍ରି ଜବତ ପରେ ଏବେ ଚିନ୍ତାର କାରଣ ପାଲଟିଛି ଉଭୟ ଅବକାରୀ ଓ ପୋଲିସ ପାଇଁ

  • Saturday, 29 May 2021
Journalist
କରୋନା ଯୁଦ୍ଧରେ ହାରିଗଲେ ରାଜ୍ୟର ଆଉ ୩ ସାମ୍ବାଦିକ

କରୋନା ଲଢେଇରେ ହାରିଗଲେ କରୋନା ଯୋଦ୍ଧା। ମୟୂରଭଂଜ ଜିଲ୍ଲା କରଂଜିଆର କନକ ନ୍ୟୁଜ୍‌ ପ୍ରତିନିଧି ଅସିତ୍ ବେହେରାଙ୍କର କରୋନାରେ ମୃତ୍ୟୁ ହୋଇଛି। କିଛି ଦିନ ତଳେ ମାଙ୍କ ଦଶାହ କ୍ରିୟା ବେଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।

  • Saturday, 29 May 2021
naveen patnaik
ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ

ଭିଡିଓ କନଫେରେନ୍ସିଂ ଜରଆରେ ହୋଇଛି ରାଜ୍ୟ କୋଭିଡ୍ ପରାମର୍ଶଦାତା କମିଟିର ପ୍ରଥମ ବୈଠକ। ବୈଠକରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ମୁକାବିଲା ଓ ମଜଭୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମତାମତ ଲୋଡିବା ସହ ରାଜ୍ୟରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

  • Saturday, 29 May 2021
1
ଜାତିବାଦ ଶବ୍ଦ ପାଇଁ ଅଡୁଆରେ ‘ବବିତା ଜୀ’

ମୁମ୍ବାଇ : ‘ତାରକ ମେହେଟ୍ଟା କା ଉଲଟା ଚସମା ଶୋ’ର ବବିତା ଜୀ ତଥା ଅଭିନେତ୍ରୀ ମୁନମୁନ ଦତ୍ତାଙ୍କ ସମସ୍ୟା କମିବାର ନାମ ଧରୁ ନାହିଁ। ଜାତିବାଦ ଶବ୍ଦ ବ୍ୟବହାର ମାମଲାରେ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି…

  • Saturday, 29 May 2021
Untitled-1
ବୈତରଣୀ ଜଳସ୍ତର କମୁଛି : ଜ୍ୟୋତିର୍ମୟ ରଥ

ଭୁବନେଶ୍ୱର : ବାତ୍ୟା ୟାସ୍ ପରେ ହୋଇଥିବା ପ୍ରବଳ ବର୍ଷା ଫଳରେ ତଳ ଭାଗରେ ବନ୍ୟା ପରିସ୍ଥିତି ଉପୁଜିଛି । ହେଲେ ଏହାଦ୍ୱାରା ବିଶେଷ କ୍ଷୟକ୍ଷତି ହେବନି । କେନ୍ଦୁଝର, ଯାଜପୁର ଜିଲ୍ଲାରେ ନଦୀରେ ଜଳସ୍ତର କମିଛି। ବିଶେଷଭାବେ ବୈତରଣୀ ବିପଦ…

swab
ଏଣିକି ବିନା ସ୍ୱାବରେ ହୋଇପାରିବ କରୋନା ଟେଷ୍ଟ, ୩ ଘଣ୍ଟାରେ ମିଳିବ ରିପୋର୍ଟ  

ନୂଆଦିଲ୍ଲୀ: ଦେଶରେ କରୋନା ନମୂନା ପରୀକ୍ଷା ପାଇଁ ସ୍ୱାବ ନେବା ଆବଶ୍ୟକ ନାହିଁ ।  କେବଳ କୁଳି ପାଣିରେ ହିଁ ହୋଇପାରିବ କରୋନା ପରୀକ୍ଷା । ନାଗପୁରର ନାଶନାଲ ଇନଭେଷ୍ଟମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିମାନେ କାଉନସିଲ RT-PCR  ପରୀକ୍ଷାର ନୂଆ…

  • Saturday, 29 May 2021
IPL
BCCIର ଘୋଷଣା-ୟୁଏଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ୍‌

ୟୁଏଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ୍‌ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ମ୍ୟାଚ୍‌ ସବୁ ଖେଳାଯିବ ଚଳିତ ସିଜନର ଆଇପିଏଲ୍ ବେଳେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା ଆଉ ୩୧ଟି…

  • Saturday, 29 May 2021
Untitled-1
'ହୀରୋପନ୍ତୀ-୨'ରେ ଟାଇଗରଙ୍କୁ ଟକ୍କର ଦେବେ ନୱାଜୁଦ୍ଦିନ

ମୁମ୍ବାଇ : ୨୦୧୪ ରେ ଆସିଥିବା ଚଳଚ୍ଚିତ୍ର ‘ହୀରୋପନ୍ତୀ’ରେ ବଲିଉଡରେ ଡେବ୍ୟୁ କରିଥିବା ଟାଇଗର ଶ୍ରଫଙ୍କ ଫିଲ୍ମ ଦୁନିଆକୁ ନେ‍ଇ ଏବେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଡେବ୍ୟୁ କରିବା ପରେ ପ୍ରଥମ ଚଳଚ୍ଚିତ୍ରରେ ଫିଲ୍ମଫେୟାର ଜିତିଥିବା ଏହି ଚଳଚ୍ଚିତ୍ରର…

  • Saturday, 29 May 2021
Chicken Biryani
ବିରିୟାନୀରେ ଲେଗ୍‌ ପିସ୍‌ ନ ମିଳିବାରୁ ମନ୍ତ୍ରୀଙ୍କୁ ଅଭିଯୋଗ

ହାଇଦ୍ରାବାଦ: ସୋସିଆଲ ମିଡିଆରେ ଏମିତି ଅନେକ ୟୁଜର ଅଛନ୍ତି, ଯେଉଁମାନେ ଅଜବ ପ୍ରକାରର ଦାବି ରଖିଥାନ୍ତି । ଯାହା ଜାଣିଲେ ଆପଣ ମଧ୍ୟ ହସିବା ଆରମ୍ଭ କରିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଚିକେନ୍‌ ବିରିୟାନୀ ଖାଇବା ବେଳେ ଲେଗ୍‌…

  • Saturday, 29 May 2021
corona -123
ଦେଶରେ କରୋନା ସଂକ୍ରମଣ କମୁଛି; ମୃତ୍ୟୁ ହାର ଏବେ ବି ୩ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ଵିତୀୟ ଲହର ପ୍ରଭାବ ଆସ୍ତେ ଅସ୍ତେ କମୁ୍‌ଥିବା ଲକ୍ଷ୍ୟ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟ…

3
ସହିଦ୍ ସ୍ୱାମୀଙ୍କୁ ଦେଲେ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି : ହେଲେ ଆର୍ମି ଅଫିସର

ନୂଆଦିଲ୍ଲୀ : ସ୍ୱାମୀଙ୍କ ପଥ ଅନୁସରଣ କରି ସେନାରେ ଯୋଗଦେଲେ ମେଜର ବିଭୂତି ଶଙ୍କର ଦୌଣ୍ଡିୟାଲଙ୍କ ପତ୍ନୀ ନିକିତା ଦୌଣ୍ଡିୟାଲ।  ଜଣେ ଲେଫ୍ଟନାଣ୍ଟ ଭାବେ ସେ ଆଜି ଆର୍ମି ଅଫିସର ହୋଇଛନ୍ତି । ଚେନ୍ନାଇରେ OTA ର ପାସିଂ ଆଉଟ୍ ପରେଡ୍…

  • Saturday, 29 May 2021
chhatisgarh
ମଇଁଷି ଚୋରି ଅଭିଯୋଗରେ ୬ ଜଣଙ୍କୁ ନିର୍ଦ୍ଧୁମ ମାଡ଼, ଜଣେ ମୃତ

ମଇଁଷି ଚୋରି ଅଭିଯୋଗରେ ୬ ଜଣ ଲୋକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ମାଡ଼ ମାରିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଜୀବନ ଚାଲି ଯାଇଛି । ଛତିଶଗଡର ଗୋରେଲା-ପେଣ୍ଡ୍ରା-ମାରୱାହି ଜିଲ୍ଲାର ଏପରି ଭଆବନୀୟ ଘଟଣା ଘଟିଛି । ତେବେ…

  • Saturday, 29 May 2021
sundergarh collector's wife
ହସ୍ପିଟାଲ୍‌ରେ VIP କଲ୍‌ଚର: ଗର୍ଭବତୀଙ୍କୁ ଅଣଦେଖା, ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ସ୍ପେଶାଲ୍‌ ଟ୍ରିଟ୍‌ମେଣ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମାତୃ ଓ ଶିଶୁ ହସ୍ପିଟାଲରେ ଭିଆଇପି କଲ୍‌ଚରକୁ ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଛି। ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଭିଆଇପି ସେବା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଭାଇରାଲ୍‌ ଭିଡିଓରେ ସୁନ୍ଦରଗଡ଼ ଜିଲ୍ଲା ଖମାରୀପଡ଼ାର ଦୀପାଞ୍ଜଳି ପତି…

dengue
କରୋନା ଭୟ ଛାଡ଼ି଼ନି, ଜାତୀୟ ରାଜଧାନୀରେ ବଢିଲା ଡେଙ୍ଗୁ ଭୟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ଏ ପର୍ଯନ୍ତ ଭୟ ଛାଡ଼ିନି, ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି  ଡେଙ୍ଗୁ, ମାଲେରିଆ, ଚିକୁନଗୁନିଆ ପରି ସଂକ୍ରାମକ ରୋଗ । ବତ୍ତମାନ ସୁଦ୍ଧା ଦିଲ୍ଲୀରେ ଡେଙ୍ଗୁରେ ୨୫ ମାମଲା ରେକର୍ଡ କରାଯାଇଛି । ସେହିପରି…

twitter
ଗୁଗୁଲ ଓ ଫେସବୁକ୍ ମାନିଲେ ଗାଇଡଲାଇନ୍‌, ନୂଆ ନିୟମ ମାନିବାକୁ ଅମଙ୍ଗ ଟ୍ୱିଟର

ନୂଆଦିଲ୍ଲୀ : ନୂଆ ସୋସିଆଲ ମିଡିଆ ଗାଇଡଲାଇନକୁ ନେଇ ବିବାଦ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ…

Untitled-1
କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ।  କରୋନାରେ ତାଙ୍କର ବିୟୋଗ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।  ପୁଅ ଚନ୍ଦନ ଦାସ କହିଛନ୍ତି, ମେ ୧୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବସନ୍ତ ଦାସ ହୋମ…

  • Saturday, 29 May 2021
supreme-court
ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଅକାରଣରେ ଫସାଇବା ନେଇ ସୁପ୍ରିମକୋର୍ଟ ଚିନ୍ତିତ

ନୂଆଦିଲ୍ଲୀ : ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ବିନା କାରଣରେ ଫସାଇବା ଉଚିତ ନୁହେଁ । ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରୁଥିବାବେଳେ ଅନେକ ସମୟରେ ଟ୍ରାଏଲ କୋର୍ଟ ଦ୍ୱାରା ଗମ୍ଭୀରତା ନଦେଖାଇବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ…

  • Saturday, 29 May 2021
Untitled-1
ଆଜି ସଂଧ୍ୟାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ପଞ୍ଚମ ଥର ପାଇଁ ଶପଥ ନେଇଥିଲେ। ଏହି ଅବସରରେ ଆଜି ସଂଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ…

  • Saturday, 29 May 2021
woman died
ବାହାଘର ପରେ ସୁନା ନଆଣିବାରୁ ବୋହୂକୁ ମାରିଦେଲେ ! ଶ୍ୱଶୁର ଘର ଅଗଣାରେ ଝିଅର ଅନ୍ତିମ ସଂସ୍କାର କଲେ ବାପ ଘର ଲୋକେ

ମୁମ୍ବାଇ: ବାହାଘର ପରେ ଯୌତୁକ ନଆଣିବାରୁ ବୋହୂକୁ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି, ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ଝିଅ ଉପରେ ଚାପ ପକାଉଥିଲେ। ତେବେ ଯେତେବେଳେ…

  • Saturday, 29 May 2021