• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

attack on police
ପୋଲିସ୍‌କୁ ଆକ୍ରମଣ କରି ଗିରଫ ହେଲେ ୬୭ ଜଣ

ପୋଲିସ୍‌କୁ ଆକ୍ରମଣ କରି ଗିରଫ ହେଲେ ୬୭ ଜଣ ଗିରଫ ହୋଇଥିବା ୬୭ ଜଣ ବସ୍ତିବାସିନ୍ଦାଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି କାଳବୈଶାଖୀରେ କଟକ ନୂଆପଡ଼ା ବାଲିସାହି ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ କଟକ: କାଳବୈଶାଖୀରେ…

  • Thursday, 13 May 2021
dharmendra
୪ ଜିଲ୍ଲାରେ ହେବ ୫୫୦ କୋଭିଡ୍ ବେଡ୍ ବ୍ୟବସ୍ଥା : ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଖଣିମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ୪ ଜିଲ୍ଲାରେ ହେବ ୫୫୦ କୋଭିଡ୍ ବେଡ୍ ବ୍ୟବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳରେ ଏହି ୫୫୦ଟି ବେଡ୍ ବ୍ୟବସ୍ଥା କରାଯିବ…

  • Thursday, 13 May 2021
child
୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନ ଟିକା ଟ୍ରାଏଲକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ ପାଇଁ ମିଳିଛି ଆଶ୍ବସ୍ତି। ଦେଶରେ କରୋନାର ତୃତୀୟ ଲହରର ବିପଦକୁ ଦୃଷ୍ଟିରେ ରଖି ଭରତ ବାୟୋଟେକର କରୋନା ଟିକା ‘କୋଭାକ୍ସିନ’ର ପରୀକ୍ଷା ବର୍ତ୍ତମାନ୨ ରୁ ୧୮ ବର୍ଷର ପିଲାମାନଙ୍କ ଉପରେ କରାଯିବ।…

  • Thursday, 13 May 2021
man
ମୃତ୍ୟୁର କୋଳରେ ଥିଲା ମା’, କୋହମିଶା କଣ୍ଠରେ ଗୀତ ବୋଲି ଶେଷ ବିଦାୟ ଦେଲା ପୁଅ

‘ତେରା ମୁଝସେ ହେ ପେହଲେ କା ନାତା କୋଇ . . ୟୁ ହିଁ ନେହିଁ ଦିଲ ଲୁଭାତା କୋଇ’ । ମୃତ୍ୟୁର କୋଳରେ ଶୋଇଥିବା ମା’କୁ କୋହମିଶା କଣ୍ଠରେ ଗୀତ ବୋଲି ଶେଷ ବିଦାୟ ଦେଲା ପୁଅ । ନିଷ୍ଠୁର,…

  • Thursday, 13 May 2021
bhubaneswar special jail
୩ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି କଲେ ଓଡ଼ିଶା ସରକାର

୩ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ  ଭୁବନେଶ୍ୱର ସ୍ପେଶାଲ୍‌ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି ପୁରୀ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର…

  • Thursday, 13 May 2021
black fongos
୧୦୦ ବର୍ଷର ପୁରୁଣା ଚିକିତ୍ସା ପଦ୍ଧତିରେ ଗାଏବ ହୋଇଯିବ ବ୍ଲାକ ଫଙ୍ଗସ !

ଜବଲପୁର : କରୋନା ପରେ ଏବେ ଡରେଇଲାଣି ବ୍ଲାକ ଫଙ୍ଗସ ବା ମ୍ୟୁକୋରମାୟକୋସିସ । ଏହାର ଚିକିତ୍ସା ନେଇ ବିଶେଷଜ୍ଞଙ୍କମାନେ ଲାଗି ପଡ଼ିଛନ୍ତି । ଜବଲପୁରର ଜଣେ ଚିକିତ୍ସକ ଏହି ରୋଗର ଚିକିତ୍ସା ପାଇଁ ୧୦୦ ବର୍ଷର ପୁରୁଣା ଏକ ଉପାୟ…

  • Thursday, 13 May 2021
Sub-Collector Performs Lasts Rites Of Covid-19 Victim
ଶବ ନେବାକୁ ମନା କରିଦେଲେ ପରିବାର ଲୋକେ, କାନ୍ଧ ଦେଲେ ଉପଜିଲ୍ଲାପାଳ

ଭଞ୍ଜନଗର: କରୋନାରେ ମୃତ୍ୟୁ ହେବାପରେ ପର କରି ଦେଉଛନ୍ତି ଆପଣାର ଲୋକ। ଶବକୁ ଚାରି କାନ୍ଧ ଦେବା ତ ଦୂର କଥା ମୃତଦେହ ପାଖ ମଧ୍ୟ ମାଡ଼ୁ ନାହାନ୍ତି। ଏପରିକି ମୃତଦେହ ଛାଡ଼ି ଚାଲି ଯାଉଛନ୍ତି। ଏଭଳି କିଛି ଅଭାବନୀୟ ଘଟଣା…

  • Thursday, 13 May 2021
attack
ଆଉ ଜଣେ ତହସିଲଦାରଙ୍କୁ ଆକ୍ରମଣ : ସରକାରୀ ଗାଡି ଉପରକୁ ପଥର ମାଡ଼ କଲେ ଦୁର୍ବୃତ୍ତ

ବାସୁଦେବପୁର : କୋଭିଡ୍ ନିୟମର ଉଲଂଘନବେଳେ ଚଢ଼ାଉ କରିବାକୁ ଯାଇ ଆଉ ଜଣେ ତହସିଲଦାର ଦୁର୍ବୃତ୍ତଙ୍କ ଟାର୍ଗେଟରେ । ଏଥର ଆକ୍ରମଣର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର । ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଗତକାଲି ସନ୍ଧ୍ୟାରେ କୁମାରପୁର ପଞ୍ଚାୟତ…

  • Thursday, 13 May 2021
fire work
କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ଆଗେଇଲା ଅଗ୍ନିଶମବାହିନୀ

ଭୁବନେଶ୍ୱର: ଦେଶରେ ଅନେକ ସ୍ଥାନରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି କୋଭିଡ ରୋଗୀଙ୍କ ମୃତ୍ୟୁ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ହସ୍ପିଟାଲରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। କୋଭିଡ ହସ୍ପିଟାଲରେ କୌଣସି…

  • Thursday, 13 May 2021
food
ଢାଳି ଦେଲେ ହଣ୍ଡା ହଣ୍ଡା ଖାଦ୍ୟ, ଫାଇନ୍‌ ବି କାଟିଲେ

ଖଲ୍ଲିକୋଟ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି, ହେଲେ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଶେଷରେ ପୋଲିସ୍‌କୁ ଆକ୍ସନ ନେବାକୁ ପଡ଼ୁଛି। ଏଭଳି କିଛି…

  • Thursday, 13 May 2021
otv
ବ୍ଲକ କର୍ମଚାରୀଙ୍କୁ ଘରୁ ଡାକି ମରଣାନ୍ତକ ଆକ୍ରମଣ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ରାତି ଅଧରେ ଜଣେ ବ୍ଲକ କର୍ମଚାରୀଙ୍କୁ ଘରୁ ଡାକି ମରଣାନ୍ତକ ଆକ୍ରମଣ ହୋଇଛି । ୫ରୁ ୭ଜଣ ଦୁର୍ବୁତ୍ତ ଗତକାଲି ରାତି ପ୍ରାୟ ୩ଟା ସମୟରେ ରାଜନଗର ବ୍ଲକର ଓଡିଶା ଜୀବିକା ମିଶନ…

  • Thursday, 13 May 2021
mumbai
ସଙ୍କଟ ସମୟର ଦେବଦୂତ : ଔଷଧ କିଣିପାରୁନଥିବା ରୋଗୀଙ୍କୁ ଔଷଧ ପହଞ୍ଚାଉଛନ୍ତି ଡାକ୍ତର ଦମ୍ପତି

ମୁମ୍ବାଇ : ସଙ୍କଟ ସମୟର ଦେବଦୂତ । କରୋନା ରୋଗୀଙ୍କ ପାଇଁ ଭଗବାନ । ପାଲଟିଛନ୍ତି ମୁମ୍ବାଇର ଏକ ଡାକ୍ତର ଦମ୍ପତି । ସେବା ସହ ସାହାଯ୍ୟ ପାଇଁ ଆଗେଇ ଆସି ସୃଷ୍ଟି କରିଛନ୍ତି ମାନବିକତାର ନୂଆ ଉଦାହରଣ । ଔଷଧ…

  • Thursday, 13 May 2021
covid
କମୁନି ମୃତ୍ୟୁହାର: ଆଜି ବି କରୋନାରେ ଆଖି ବୁଜିଲେ ୪,୧୨୭ ରୋଗୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ହାର ସାମାନ୍ୟ କମିଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ଲକ୍ଷ ୬୨ ହଜାର ୩୮୯ ଟି ନୂଆ ମାମଲା ରୁଜୁ ହୋଇଛି।  ଦେଶରେ କୋଭିଡ  ମୃତ୍ୟୁ…

  • Thursday, 13 May 2021
gurumit-1
ଗୁରୁମିତ୍‌ ରାମ ରହିମ ସିଂହ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି !

ନୂଆଦିଲ୍ଲୀ:ଯୌନ ନିର୍ଯାତନା ଅଭିଯୋଗରେ ରୋହତକ୍‌ ଜେଲ୍‌ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍‌ ରାମ ରହିମ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍‌ ଖରାପ ହୋଇଯାଇଛି । ତାଙ୍କୁ ଚିକିତ୍ସା ପାଇଁ ରୋହତକ୍‌ ପିଜିଆଇରେ ଭର୍ତ୍ତି କରାଯାଇଛି । ଯଦିଓ ଅଧିକାରୀ…

  • Thursday, 13 May 2021
corona cases
ଦେଶରେ କରୋନା ସ୍ଥିତି: ଚିନ୍ତା ବଢ଼ାଉଛି ୨ ରାଜ୍ୟ, ଦିନକରେ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛି ମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଗତକାଲି ୩ ଲକ୍ଷ ୪୮ ହଜାର ୫୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪,୨୦୦ ଜଣଙ୍କର ମୃତ୍ୟୁ ଘଟିଛି…

  • Thursday, 13 May 2021
modi
ମହାମାରୀରେ ରାଜନୈତିକ ଡୋଜ୍ : ନରେନ୍ଦ୍ର ମୋଦିଙ୍କୁ ବିରୋଧୀଙ୍କ ଖୋଲା ଚିଠି

ନୂଆଦିଲ୍ଲୀ : ମହାମାରୀରେ ରାଜନୈତିକ ଡୋଜ୍ । ଦେଶରେ କରୋନା ସଙ୍କଟ ଲଗାତାର ବୃଦ୍ଧି ପାଉଥିବା ବେଳେ ମୁକାବିଲା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଆଉ ଏହାରି ଭିତରେ ୧୨ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

  • Thursday, 13 May 2021
coronavirus
ଓଡ଼ିଶାରେ ପୁଣି ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୧୯ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି। ଦିନକର ବ୍ୟବଧାନ ପରେ ପୁଣି ମୃତ୍ୟୁ ସଂଖ୍ୟା ବଢିଛି। ଅନୁଗୁଳ…

  • Thursday, 13 May 2021
mukesh khanna
ଆଇସିୟୁ ବେଡ ମିଳିଲାନି, ଆଖି ବୁଜିଲେ ଅଭିନେତା ମୁକେଶ ଖନ୍ନାଙ୍କ ଭଉଣୀ

ନୂଆଦିଲ୍ଲ: କରୋନା ଭାଇରସ ୨ୟ ଲହର ଭାରତ ପାଇଁ ଏକ ବହୁତ ବିପଦପୂର୍ଣ୍ଣ ହୋଇପଡ଼ିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ସମସ୍ତେ କରୋନାର ଏଇ ୨ୟ ଲହର ସହ ଲଢୁଛନ୍ତି । ପ୍ରତିଦିନ କରୋନା ଜନିତ ନୂଆ ନୂଆ…

  • Thursday, 13 May 2021
kumbha
କୁମ୍ଭମେଳାରେ ସାମିଲ ହୋଇଥିବା ମହିଳା ହେଲେ ସୁପରସ୍ପ୍ରେଡର

ଦେଶରେ କରୋନାର ଦ୍ୱିତୀୟ ଲହରୀ ପାଇଁ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ଦୈନିକ ସଂକ୍ରମିଣ ସବୁଦିନ ତିନି ଲକ୍ଷ ଉପରେ ରହୁଛି ଏବଂ ପ୍ରତିଦିନ ୪ ହଜାର ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଏହାରି ଭିତରେ କୁମ୍ଭମେଳା ଆୟେଜନ…

  • Thursday, 13 May 2021
corona
ରାଜ୍ୟରେ ପୁଣି ୧୦ ହଜାର ଉପରେ କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୧୦,୬୪୯ ଜଣ ନୂଆ ପଜିଟିଭ୍‌

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ…

  • Thursday, 13 May 2021