• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

mehul choksi
ଡୋମିନିକା କୋର୍ଟରେ ମେହୁଲ ଚୋକ୍‌ସୀଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପଞ୍ଜାବ ନାଶନାଲ  ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କାର ଘୋଟାଲା କରି ଦେଶରୁ ଫେରାର ହୋଇଯାଇଥିବା ମେହୁଲ ଚୋକ୍‌ସୀଙ୍କ ଜାମିନ ଆବେଦନକୁ ଡୋମିନିକା କୋର୍ଟ ଆଜି ଖାରଜ କରି ଦେଇଛନ୍ତି । ତେବେ ଏନେଇ ଉପର କୋର୍ଟରେ ଆବେଦନ କରାଯିବ…

buldhana
କରୋନା ରୋଗୀଙ୍କ ଶୌଚାଳୟ ସଫା କଲା ଆଠ ବର୍ଷର ଶିଶୁ,ଭିଡିଓ ଭାଇରାଲ୍

ସଂକ୍ରମିତଙ୍କ ଶୌଚାଳୟ ସଫା କଲା କୁନି ପୁଅ ପାରିଶ୍ରମିକ ରୂପରେ ମିଳିଳା ୫୦ ଟଙ୍କା ଗ୍ରାମ ପଞ୍ଚାୟତ ସମିତିର ସଦସ୍ୟ ନିଲମ୍ବିତ ବୁଲଢ଼ାଣା : ସଂକ୍ରମଣ ସମୟରେ କୁନି ପୁଅର ଜୀବନ ସହ ଖେଳ । ଆଠ ବର୍ଷର କୁନି ପୁଅ…

  • Thursday, 03 June 2021
rathakhala
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ସମ୍ପନ୍ନ ହେବ ଚକ, ଅଖ ଡ଼େରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକ, ଅଖ ଡ଼େରା ନୀତି ସମ୍ପନ୍ନ ହେବ। ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି…

Tiger Shroff & Disha Patan
ଅଭିନେତା ଟାଇଗର ଶ୍ରଫ୍‌ ଓ ଅଭିନେତ୍ରୀ ଦିଶା ପଟାନିଙ୍କ ବିରୋଧରେ ମାମଲା ରୁଜୁ

ଅଭିନେତା ଟାଇଗର ଶ୍ରଫ୍‌ ଓ ଅଭିନେତ୍ରୀ ଦିଶା ପଟାନିଙ୍କ ବିରୋଧରେ ମାମଲା ରୁଜୁ କୋଭିଡ୍‌ ନିୟମ ଭଙ୍ଗ କରିବା ଅଭିଯୋଗରେ ଉଭୟଙ୍କ ବିରୋଧରେ FIR ରୁ ବିନା କାରଣରେ ଉଭୟ ସାଧାରଣ ସ୍ଥାନରେ ବୁଲୁଥିଲେ ବୋଲି ଅଭିଯୋଗ ମୁମ୍ବାଇ: ବଲିଉଡ୍‌ ଅଭିନେତା…

  • Thursday, 03 June 2021
corona patient
ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୪୨ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା। ମେ’ ୩୧ ତାରିଖରେ ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଜୁନ୍ ୧ ତାରିଖ ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଜୁନ୍‌ ୨ ତାରିଖ ୪୨ ଜଣ…

corona 1
ସ୍ୱାମୀର ଜୀବନ ନେଇଗଲା ଭାଇରସ୍‌, ଫାଶୀ ଲଗାଇ ଆତ୍ମହତ୍ୟା କଲେ ବିଷାଦଗ୍ରସ୍ତ ସ୍ତ୍ରୀ

ସମସ୍ତିପୁର : କରୋନା ସଂକ୍ରମଣରେ ସ୍ୱାମୀଙ୍କ ଜୀବନ ଚାଲିଗଲା । ଭାଇରସ୍ ହେଲା କାଳ । ସାତ ଜନମର ସାଥୀ ଅଧା ବାଟରେ ଛାଡ଼ି ସବୁଦିନ ପାଇଁ ଚାଲିଗଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ବିଷାଦଗ୍ରସ୍ତ ହୋଇ ଗୁମସୁମ୍ ହୋଇ ବସି…

  • Thursday, 03 June 2021
couple
ମାଟି ତଳୁ ମିଳିଲା ସ୍ତ୍ରୀର ମୃତଦେହ, ସ୍ୱାମୀ କହିଲା-‘ମୁଁ କିଛି ବି ଜାଣି ନାହିଁ’

ଯାଜପୁର: ମାଟି ତଳୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଓସିସି କଲୋନୀ ନିକଟରୁ ଗତ ମଙ୍ଗଳବାର ଦିନ ପୋଲିସ୍‌ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ମେସିନ ସାହାଯ୍ୟରେ ମାଟି ତଳୁ ଜଣେ ମହିଳା ମୃତଦେହ…

  • Thursday, 03 June 2021
thakrey
କରୋନା ମୁକ୍ତ ଗାଁକୁ ମିଳିବ ୫୦ ଲକ୍ଷ ଟଙ୍କା

କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ବଡ ପଦକ୍ଷେପ ନେଲେ ଉଦ୍ଧବ ଠାକରେ ସରକାର ଗ୍ରାମାଞ୍ଚଳରେ କରୋନା ରୋକିବାକୁ ‘କରୋନା ମୁକ୍ତ ଗ୍ରାମ’ ପ୍ରତିଯୋଗିତାର ଘୋଷଣା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୫୦ ଲକ୍ଷ, ଦ୍ୱିତୀୟ ୨୫ ଲକ୍ଷ ଏବଂ ତୃତୀୟ ପୁରସ୍କାର…

corona test
୮ ହଜାର ତଳକୁ ଖସୁନି କରୋନା ସଂକ୍ରମଣ, ଆଜି ବାହାରିଲେ ୮,୮୩୯ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ବି ୮ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାଜ୍ୟରୁ ୮୩୯୯ କରୋନା ସଂକ୍ରମିତ ବାହାରିଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି  ୮,୮୩୯ ରୋଗୀ।…

vaccine for children
ପିଲାଙ୍କ ଠାରେ ଆରମ୍ଭ ହେଲା କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ପିଲାଙ୍କ ଠାରେ ଆରମ୍ଭ ହୋଇଛି କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପାଟନା ଏମ୍ସରେ ପିଲାମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ରୁ ୧୮ ବର୍ଷର ପିଲାମାନେ…

grand mother died
ଘର ଅଗଣାରେ ବସି ଥିଲେ ଜେଜେମା’ ଓ ନାତି, ମାଡ଼ିଗଲା ଟ୍ରକ୍‌

ଜେଜେମା’ ଓ ନାତି ଉପରେ ମାଡ଼ିଗଲା ଟ୍ରକ୍‌ ଘର ଅଗଣାରେ ବସି ଥିବାବେଳେ ଅଭାବନୀୟ ଘଟଣା ଭାରସାମ୍ୟ ହରାଇ ଧକ୍କା ଦେଲା ଟ୍ରକ୍‌  ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଟ୍ରକ୍‌ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କେନ୍ଦୁଝର: ମୃତ୍ୟୁ…

  • Thursday, 03 June 2021
icmr
ଆଉ ହସ୍ପିଟାଲରେ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବନି : ଘରେ କରିପାରିବେ କରୋନା ପରୀକ୍ଷଣ

ଘରେ କରିପାରିବେ କରୋନା ଟେଷ୍ଟ । ଆଉ ହସ୍ପିଟାଲରେ ଯାଇ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆଇସିଏମଆର PanBio ନାମକ କରୋନା ଟେଷ୍ଟିଂ କିଟକୁ ମଞ୍ଜୁରୀ ପ୍ରଦାନ…

  • Thursday, 03 June 2021
police
ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ପୋଲିସ କର୍ମଚାରୀ

ପାଟନା : ଡ୍ୟୁଟି ସମୟରେ ମୋବାଇଲ ମନା । କରୋନା ସଙ୍କଟ ମଧ୍ୟରେ ବିହାର ପୋଲିସ୍ ନିଜ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଡ୍ୟୁଟି କରୁଥିବା ସମୟରେ ଅନାବଶ୍ୟକ ଭାବେ ପୋଲିସକର୍ମୀଙ୍କ ମୋବାଇଲ ଓ ସୋସିଆଲ ମିଡ଼ିଆ…

  • Thursday, 03 June 2021
black-dungus
ବ୍ଲାକ୍ ଫଙ୍ଗସ୍‌କୁ ନେଇ ବଢୁଛି ବିପଦ

ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌କୁ ନେଇ ବଢୁଛି ବିପଦ। କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ବହୁ ବ୍ୟକ୍ତି ସେଥିରୁ ଆରୋଗ୍ୟ ଲାଭ ପରେ ବ୍ଳାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। ଧୀରେ ଧୀରେ…

Untitled-1
ଏହି ହସ୍ପିଟାଲରେ ଉଭୟ ଆୟୁର୍ବେଦିକ ଏବଂ ଏଲୋପାଥିକ ଔଷଧରେ ସୁସ୍ଥ ହେଉଛନ୍ତି କରୋନା ରୋଗୀ

ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବଙ୍କ ଏଲୋପାଥି ଏବଂ ଡାକ୍ତରଙ୍କ ଉପରେ ହୋଇଥିବା ବିବାଦ ମଧ୍ୟରେ ସରକାରଙ୍କ ଦ୍ୱାରା ପରିଚାଳିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA) ର ମୁଖ୍ୟ ଭିନ୍ନ ମତ ଉଠେଇଛନ୍ତି। ସେ କହିଛନ୍ତି ଯେ ଏହି…

  • Wednesday, 02 June 2021
Cyclone
ବାତ୍ୟାରେ କ୍ଷତି ହୋଇଛି ୬୧୦ କୋଟିର ସରକାରୀ ଓ ବ୍ୟକ୍ତିଗତ ସଂପତ୍ତି

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବାତ୍ୟାରେ ସରକାରୀ ଓ ବ୍ୟକ୍ତିଗତ ସଂପତ୍ତି ମିଶାଇ ୬୧୦ କୋଟି କ୍ଷତି ହୋଇଛି। ସରକାରଙ୍କ ପଦକ୍ଷେପକୁ ଡକ୍ୟୁମେଣ୍ଟେସନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାରେ ୧୧ ହଜାର ଗାଁର…

  • Wednesday, 02 June 2021
Untitled-1
ଖୁସି ଖବର : ଏଲ୍‌ପିଜି ଗ୍ୟାସରେ ୧୨୨ ଟଙ୍କା ହ୍ରାସ

ନୂଆଦିଲ୍ଲୀ : କରୋନା ସଂକଟ କାଳରେ ବଡ ଖୁସିର ଖବର। ଜୁନ୍ ମାସ ଆରମ୍ଭ ହେବା ମାତ୍ରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଏଲ୍‌ପିଜି ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି। ଯଦିଓ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ…

  • Wednesday, 02 June 2021
Untitled-1
ଆମ ନକ୍ଷତ୍ରପୁଞ୍ଜରେ ପୃଥିବୀ ଭଳି ଅନେକ ସୌରମଣ୍ଡଳ ଅଛି

ଆମର ସୌରମଣ୍ଡଳ ଅତ୍ୟନ୍ତ ଅନନ୍ୟ ଏବଂ ଦୁନିଆରେ ସୌର ମଣ୍ଡଳ ଗଠନ ହେବାର ଅସଂଖ୍ୟ ସମ୍ଭାବନା ଅଛି । ଏହି କାରଣରୁ, ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହିପରି ସୌରମଣ୍ଡଳ ବ୍ରହ୍ମାଣ୍ଡର କୌଣସି ସ୍ଥାନରେ ନାହିଁ। ତାହା ହେଉଛି, ଏଭଳି…

  • Wednesday, 02 June 2021
sc
ଟିକା ସଂପର୍କରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟିକା ସଂପର୍କରେ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ। ଟିକା ପରିଚାଳନା ସଂପର୍କରେ ଜାଣିବାକୁ ନିଜ ଆଡୁ ସୁପ୍ରିମକୋର୍ଟ ଉଦ୍ୟମ କରିଛନ୍ତି। ସମସ୍ତ ୩ଟି ଟିକାର ସଂପୂର୍ଣ୍ଣ କ୍ରୟ ଇତିହାସ ଜାଣିବାକୁ କୋର୍ଟ ଚାହିଁଛନ୍ତି। କେଉଁ ଟିକା କେତେ କିଣାଯାଇଛି…

bijayshree-routray
ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ। ୬୭ ବର୍ଷ ବୟସରେ ବିଜୟଶ୍ରୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ପରଲୋକ ନେଇ ବିଜୟଶ୍ରୀଙ୍କ ନିକଟ ସଂପର୍କୀୟ ସୂଚନା ସୂଚନା ଦେଇଛନ୍ତି। ପରଲୋକ ନେଇ ହସ୍ପିଟାଲ ପକ୍ଷରୁ…

  • Wednesday, 02 June 2021
ପରମାଣୁ ମାମଲାକୁ ନେ‍ଇ ଇରାନ୍ ବିରୁଦ୍ଧରେ ଇସ୍ରାଏଲ

ତେଲ ଅଭିବ : ହାମାସ ସହିତ ଅସ୍ତ୍ରବିରତି ଉଲ୍ଲଂଘନ କରିବାର ମାତ୍ର କିଛି ଦିନ ହୋଇଥିବା ବେଳେ ଇସ୍ରାଏଲ ବର୍ତ୍ତମାନ ଇରାନ ବିରୁଦ୍ଧରେ ପ୍ରସ୍ତୁତି ଆରମ୍ଭ କରିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମଙ୍ଗଳବାର କହିଛନ୍ତି ଯେ ଇରାନର ଆଣବିକ କ୍ଷମତାକୁ…

  • Wednesday, 02 June 2021
Untitled-1
ଅଡୁଆରେ 'ଦିୟା ଔର ବାତି ହମ୍'ର ସନ୍ଧ୍ୟା ବିନ୍ଧାଣୀ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଧାରାବାହିକ ‘ଦିୟା ଔର ବାତି ହମ୍’ର ସନ୍ଧ୍ୟା ବିନ୍ଧାଣୀ ତଥା ଦୀପିକା ସିଂ ଟିଭି ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ସନ୍ଧ୍ୟା ବିନ୍ଧାଣୀ ନାମରେ ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିବା ଦୀପିକା ସିଂ, ତାଙ୍କ…

  • Wednesday, 02 June 2021
Capture
ଲୁଗା ଗୋଦାମ ସିଲ୍, ତଣ୍ଡ ଗଣିଲେ ଗ୍ରାହକ

ଯାଜପୁର: କରୋନା କାଳରେ ନିୟମ ଭାଙ୍ଗି ତଣ୍ଡ ଗଣିଲେ ଅମାନିଆ। ଲକଡାଉନ୍‌ରେ ଲୁଗା ଗୋଦାମ ଖୋଲିବା ମହଙ୍ଗା ପଡ଼ିଲା। ସିଲ୍ ହେଲା ଲୁଗା ଗୋଦାମ। ଖାଲି ସେତିକି ନୁହେଁ ଲୁଗା ନେବାକୁ ଭିଡ଼ ଲଗାଇଥିବା ଗ୍ରାହକ ମଧ୍ୟ ଗଣିଲେ ଫାଇନ୍। ଏଭଳି…

  • Wednesday, 02 June 2021
ଯୌନ ସ୍ୱାସ୍ଥ୍ୟକୁ ନେଇ ଜାଗରଣ ସୃଷ୍ଟିକଲେ ବିଦ୍ୟୁତ୍ ଜାମୱାଲ୍

ମୁମ୍ବାଇ: ବିଦ୍ୟୁତ୍ ଜାମୱାଲ୍ ବଲିଉଡ୍ ଇଣ୍ଡଷ୍ଟ୍ରିର ଫିଟ୍ ଅଭିନେତାମାନଙ୍କ ମଧ୍ୟରେ ଜଣେ। ଖାଲି ସିନେମାରେ ଅଭିନୟ ପାଇଁ ନୁହେଁ, ନିଜର ଚମତ୍କାର ଷ୍ଟଣ୍ଟ୍ ଓ ଆକ୍ସନକୁ ନେଇ ମଧ୍ୟ ବିଦ୍ୟୁତ୍ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି। ବିଦ୍ୟୁତ୍ ଜାମୱାଲ୍ ଜଣେ ଫିଟ୍‌ନେସ୍…

  • Wednesday, 02 June 2021
Naveen
ଟିକା ସମସ୍ୟା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ଟିକା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି । ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ଆହ୍ବାନ ଦେଇଛନ୍ତି…