• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

CBI 1
ସିବିଆଇରେ ଲାଗୁ ହେବ ଡ୍ରେସକୋଡ : ଜିନ୍ସ, ଟିସାର୍ଟ,ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା

ନୂଆଦିଲ୍ଲୀ: ‘ଫର୍ମାଲ୍’ ପୋଷାକ ପିନ୍ଧିବେ ସିବିଆଇ ଅଧିକାରୀ । ଜିନ୍ସ୍, ଟିସାର୍ଟ, ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା । କେନ୍ଦ୍ରୀୟ ଯାଂଚ ବ୍ୟୁରୋ ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ।…

  • Friday, 04 June 2021
comedian
‘ସୁପରମ୍ୟାନ୍‌’ ଡ୍ରେସ୍ ପିନ୍ଧି ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ; ପଛପଟୁ ଧକ୍କା ଦେଲା ବସ୍‌, ତା’ପରେ...

ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ, ହେଲେ ଏହି ସଉକ୍‌ ଦିନେ ସେମାନଙ୍କୁ ମରଣ ମୁହଁକୁ…

  • Friday, 04 June 2021
cricket-player
ଇଂଲଣ୍ଡରେ ପହଞ୍ଚି କ୍ୱାରେଣ୍ଟିନରେ ରହିଲେ ଟିମ୍‌ ଇଣ୍ଡିଆ ପୁରୁଷ ଓ ମହିଳା ଦଳ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ସାଉଥମ୍ପଟନ୍‌ରେ ପହଞ୍ଚିଲା ଟିମ୍ ଇଣ୍ଡିଆ।  ପୁରୁଷ ଟିମ୍ ସହ ମହିଳା କ୍ରିକେଟ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ଉଭୟ ଦଳକୁ ସାଉଥମ୍ପଟନ୍‌ର ଆଜେସ ବୋଲ୍ ଷ୍ଟାଡିୟମ୍ ପରିସରରେ…

  • Friday, 04 June 2021
bijaya mohapatra
ଜୁନ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିପାରେ-ବିଜୟ ମହାପାତ୍ର

ଭୁବନେଶ୍ୱର:  ରାଜ୍ୟରେ ଏବେ ପଜିଟିଭିଟି ହାର କମୁଛି।  ଏବେ ରେଟ ୧୧.୫ ପ୍ରତିଶତ ରହିଛି। ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଅନୁମାନ କରାଯାଉଛି।  କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏପରି ସୂଚନା ଦେଇଛନ୍ତି।…

  • Friday, 04 June 2021
covid
ଦେଶରେ ୩ ହଜାର ତଳକୁ ଖସିଲା କରୋନା ମୃତ୍ୟୁ ସଂଖ୍ୟା

ନୁଆଦିଲ୍ଲୀ: ଦେଶ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ…

vaccination
୧୮ରୁ ୪୪ ବର୍ଷ ବର୍ଗ ଓ ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ କରୋନା ଟିକାକରଣ ନେଇ BMC କଲା ଏମିତି ଘୋଷଣା

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ କରୋନା ଟିକାକରଣ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ  ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ ଓ ଟିକାର ଅଭାବ…

  • Friday, 04 June 2021
plus two exam cancelled
ଯୁକ୍ତ ଦୁଇ ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷା ବାତିଲ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ CBSE ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯବା ପରେ CISCE ପକ୍ଷରୁ ମଧ୍ୟ ଦ୍ୱାଦଶ ପରୀକ୍ଷା ବାତିଲ…

  • Friday, 04 June 2021
Black-Fungus-Madras-Courier-14
ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ : ୮ ମୃତ, ୩୦ ଜଣଙ୍କର ଆଖି ବାହାର କରାଗଲା

ବାରାଣାସୀ : ଉତ୍ତର ପ୍ରଦେଶର ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ଜାରି ରହିଛି । ଗତକାଲି ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଯୋଗୁଁ ୮ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ବିଏଚୟୁ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଏହି ରୋଗୀମାନଙ୍କୁ ପୋଷ୍ଟ…

doctor
କରୋନା କାଳରେ ସାମୁହିକ ଇସ୍ତଫା ଦେଲା ୩୦୦୦ ଜୁନିୟର ଡାକ୍ତର

ଭୋପାଳ : କରୋନା ଓ ବ୍ଲାକ୍ ଫଙ୍ଗସ୍ ସଙ୍କଟ କାଳରେ ୩୦୦୦ ଡାକ୍ତର ଏକକାଳୀନ ସାମୁହିକ ଇସ୍ତଫା ଦେଇଛନ୍ତି । ତିନି ଦିନର ଧର୍ମଘଟ ପରେ ଦାବି ପୂରଣ ନହେବାରୁ କାମ କରିବାକୁ ମନା କରିଦେଇଛନ୍ତି ଡାକ୍ତର । ତେବେ ମାମଲା…

bhubaneswar-vaccination
ବିଏମସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ଆଜିଠୁ ବାସହୀନଙ୍କୁ ମିଳିବ ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି ଭୁବନେଶ୍ୱର। କରୋନା ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଉପରେ ଥିବାବେଳେ ଅର୍ଦ୍ଧାଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରୁ ବାହାରୁଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସଂକ୍ରମଣ ରୋକିବା…

  • Friday, 04 June 2021
covid patient missing
କୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ, ୧୬ ଦିନ ହେଲାଣି ମିଳୁନି ପତ୍ତା

ପାରାଦୀପ: କୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ। ୧୬ ଦିନ ବିତିଲାଣି, ହେଲେ ମିଳୁନି କୌଣସି ଖୋଜ୍ ଖବର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ପରିବାର ଲୋକେ ମେଡିକାଲରୁ ଥାନା, ଫାଣ୍ଡି ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ମାତ୍ର…

  • Friday, 04 June 2021
money
ମହିଳା ଭିକାରୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ଶ୍ରୀନଗର: ଆପଣ କେବେ ଭାବି ପାରିବେ ଜଣେ ଭିକାରୀଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା। ଜମ୍ମୁ-କାଶ୍ମୀରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ମାଟି କୁଡ଼ିଆ ଘରେ ରହୁଥିବା ଜଣେ ବୃଦ୍ଧା ଭିକାରୀଙ୍କ ଘରୁ ୨ ଲକ୍ଷ ୬୦ ହଜାର…

  • Friday, 04 June 2021
series accident
ସିରିଜ ଦୁର୍ଘଟଣା; କକା, ପୁତୁରାଙ୍କ ସମେତ ଚାଲିଗଲା ୩ ଜୀବନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ଡାଳିମାରେ ଘଟିଛି ସିରିଜି ଦୁର୍ଘଟଣା । ଲୁହାପଥର ବୋଝେଇ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ । ଗତକାଲି…

  • Friday, 04 June 2021
RAHUL
Love is love : LGBT କମ୍ୟୁନିଟିକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ

ନୂଆଦିଲ୍ଲୀ : କମ୍ୟୁନିଟି ସମର୍ଥନରେ ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମଲିଙ୍ଗୀଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ପ୍ରାଇଡ ମନ୍ଥକୁ ନେଇ ଲାକଙ୍କୁ ଶୁଭକାମନା ଜଣାଇଛନ୍ତି । ସମଲିଙ୍ଗୀକୁ ସମାଜରେ ସମ୍ମାନ ଏବଂ ସମାନ ଅଧିକାର ପାଇବା…

private school
ଜାରି ହେଲା ବିଜ୍ଞପ୍ତି; ୧୫% ଫି ଛାଡ଼ କରିବେ ଘରୋଇ ସ୍କୁଲ

ଭୁବନେଶ୍ୱର: ଘରୋଇ ସ୍କୁଲରେ ପିଲାଙ୍କୁ ପଢାଉଥିବା ଅଭିଭାବକଙ୍କୁ ମିଳିଲା ଆଶ୍ୱସ୍ତି । ଘରୋଇ ସ୍କୁଲ ୧୫ ପ୍ରତିଶତ ଫି ଛାଡ଼ କରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। କରୋନା ବେଳେ ଘରୋଇ ସ୍କୁଲ ଫି…

  • Friday, 04 June 2021
dahibara
ଏଣିକି ଘରେ ବସି କଟକ ପ୍ରସିଦ୍ଧ ଦହିବରା ଆଳୁଦମର ମଜା ଉଠାଇ ପାରିବେ

କଟକ(ପ୍ରଭାତ ବିଷୋୟୀ): ଦହିବରା ଆଳୁଦମ ନାଁ ଶୁଣିଲେ ପାଟିରୁ ଲାଳ ଆସିଯାଏ। ଆଉ କଟକର ଜଣାଶୁଣା ବାବୁଲା ଦହିବରା କଥା ପଡ଼ିଲେ ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟରେ ଏବେ ଲକ୍‌ଡାଉନ୍‌ କଟକଣା ସହ ସପ୍ତାହାନ୍ତ…

  • Friday, 04 June 2021
up
ସମସ୍ତ ସରକାରୀ ହସ୍ପିଟାଲରେ ଆଜି ଠାରୁ ଓପିଡି ସେବା ଆରମ୍ଭ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଲଗାତାର କରୋନା ସଂକ୍ରମଣ ଥମିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବାରୁ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ଯୋଗୀ ସରକାର । ଆଜି ଠାରୁ ସାରା ରାଜ୍ୟରେ ସମସ୍ତ ସରକାରୀ ହସ୍ପିଟାଲରେ ଓପିଡି…

  • Friday, 04 June 2021
coviself
ଖୁବ୍‌ ଶୀଘ୍ର ବଜାରକୁ ଆସିବ କରୋନା ଟେଷ୍ଟ କିଟ୍‌

ନୂଆଦିଲ୍ଲୀ: ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ କରୋନା ଟେଷ୍ଟ କିଟ୍-କୋଭିସେଲଫ୍।  କିଟ୍ ପ୍ରସ୍ତୁତକାରୀ ସଂସ୍ଥା MY LAB ଗତକାଲି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି। ICMRର ଅନୁମତି ମିଳିବା ପରେ ଏହାର ବଜାରରେ ପ୍ରବେଶ ନେଇ ସୂଚନା ମିଳିଥିଲା।…

milkha singh
ପୁଣି ବିଗିଡ଼ିଲା ପୂର୍ବତନ ସ୍ପ୍ରିଣ୍ଟର୍ ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା

ପୁଣି ବିଗିଡ଼ିଲା ପୂର୍ବତନ ସ୍ପ୍ରିଣ୍ଟର୍ ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି। ICUରେ ଚାଲିଛି ଚିକିତ୍ସା ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ଏସିଆନ୍‌ ଗେମ୍ସରେ ୪ ଥର ସ୍ୱର୍ଣ୍ଣ ପଦକ ଜିତିଥିଲେ ୧୯୫୯ରେ ତାଙ୍କୁ ପଦ୍ମଶ୍ରୀରେ…

  • Friday, 04 June 2021