• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Atal Bihari Panda
ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋ କିଛିଦିନ ଧରି ସେ Blood septicemiaରେ ପୀଡ଼ିତ ଥିଲେ ବୟସାଧିକ କାରଣରୁ ସେ ଗତ କିଛି ଦିନ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ୧୦୦ରୁ ଅଧିକ ନାଟକରେ ଅଭିନୟ କରିବା…

  • Saturday, 05 June 2021
coronavirus
ସେପ୍ଟେମ୍ବର- ଅକ୍ଟୋବରରେ କରୋନାର ତୃତୀୟ ଲହରୀ ଆଶଙ୍କା

କରୋନାର ତୃତୀୟ ଲହରୀ ସମ୍ପର୍କରେ ଚେତାବନୀ ଦେଲେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ଆବଶ୍ୟକ କରୋନାର ତୃତୀୟ ଲହରୀ ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ ତୃତୀୟ ଲହରୀକୁ ଏଡାଇବା ପାଇଁ କେବଳ ଗୋଟିଏ ଉପାୟ ଅଧିକରୁ ଅଧିକ ଲୋକଙ୍କ ଟୀକାକରଣ…

modi
ବଙ୍ଗରେ ଟିକା ପ୍ରମାଣପତ୍ରରେ ରହିବ ମୁଖ୍ୟମନ୍ତ୍ରୀ ମମତାଙ୍କ ଫଟୋ, ଚିହିଙ୍କି ଉଠିଲା ବିଜେପି

କୋଲକାତା : ଭ୍ୟାକ୍ସିନେସନ୍ ସାର୍ଟିଫିକେଟରେ ଫଟୋକୁ ନେଇ ବଙ୍ଗ ରାଜନୀତି ସରଗରମ୍ । ଟିକାକରଣ ପ୍ରମାଣପତ୍ରରେ କାହା ଫଟୋ ରହିବ, ସେନେଇ ବୟାନବାଜି ଆରମ୍ଭ । କରୋନା ଟିକାକରଣ ପରେ ମିଳୁଥିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଠୋକୁ ନେଇ ବିବାଦ ଥମିନଥିବା ବେଳେ…

  • Saturday, 05 June 2021
vaccine-1111
୯ରେ ଟିକା ଟେଣ୍ଡର ପାଇଁ ଖୋଲିବ ପ୍ରାଇସ୍ ବିଡ୍

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଟିକା ଟେଣ୍ଡର ପାଇଁ ଖୋଲିବ ପ୍ରାଇସ୍ ବିଡ୍ । ସେହି ଦିନ ସକାଳ ସାଢ଼େ ୧୧ଟା ସମୟରେ ପ୍ରାଇସ ବିଡ୍ ଖୋଲିବ ବୋଲି ନିଷ୍ପତି ହୋଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟ…

  • Friday, 04 June 2021
pfizer
ଭାରତରେ ସେତେଟା କାମ କରିନପାରେ ଫାଇଜର ଟିକା

ଆମେରିକୀୟ କରୋନା ଟିକା ଫାଇଜର ଯେଉଁମାନଙ୍କଠାରେ କରୋନାର ଡେଲଟା ଭାରିଆଣ୍ଟ ଠାବ ହୋଇଛି, ସେମାନେ ଫାଇଜର ଟିକା ନେବା ପରେ ବି ସେମାନଙ୍କଠାରେ ମୂଳ ଭାରିଆଣ୍ଟ ତୁଳନାରେ ୫ ଗୁଣା କମ୍ ଆଣ୍ଟିବଡି ତିଆରି ହେଉଥିବା ଗବେଷଣାମୂଳକ ପତ୍ରିକା ଲାନସେଟରେ ପ୍ରକାଶିତ ସର୍ଭେରୁ ଜଣାପଡ଼ିଛି

  • Friday, 04 June 2021
Juhi Chawla
ଜୁହି ଚାଓ୍ୱଲାଙ୍କୁ ମହଙ୍ଗା ପଡ଼ିଲା ଫାଇଭ୍ ଜି ବିରୋଧରେ ମାମଲା

ଅଭିନେତ୍ରୀ ଜୁହି ଚାଓ୍ୱଲାଙ୍କୁ ମହଙ୍ଗା ପଡ଼ିଲା ଫାଇଭ୍ ଜି ବିରୋଧରେ ମାମଲା। ଜୁହିଙ୍କ ଆବେଦନ କେବଳ ପ୍ରଚାର ସର୍ବସ୍ୱ ବୋଲି କହି କୋର୍ଟ ତାଙ୍କୁ ଭତ୍ସନା କରିବା ସହ ୨୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜୁହିଙ୍କ ଆବେଦନକୁ ଭୁଲ ଦର୍ଶାଇ ଏହା ଦେଶର ସମୟ ନଷ୍ଟ କରୁଥିବା କହି ଆବେଦନକୁ ଖାରଜ କରିଛନ୍ତି

  • Friday, 04 June 2021
Corona-warrior
ସଠିକ୍ ସମୟରେ ଚିକିତ୍ସା କଲେ କିଛି କରିପାରିବ ନାହିଁ କରୋନା

କରୋନା କେଉଁଠି ପୁରା ପରିବାରକୁ ଉଜାଡ଼ି ଦେଉଛି, ତ ଆଉ କେଉଁଠି ଦୃଢ଼ ମନୋବଳ ନେଇ ପରିବାରର ସମସ୍ତେ ଆକ୍ରାନ୍ତ ହେଲା ପରେ ବି ହରାଇଛନ୍ତି ମହାମାରୀକୁ।

Unemployment
ଲକଡାଉନ୍ ଛଡ଼ାଇନେଲା ଜୀବିକା; ସାମ୍ନାକୁ ଆସିଲା ବେରୋଜଗାରୀ ତଥ୍ୟ, ଆଗକୁ ଆହୁରି ଖରାପ ହେବ ସ୍ଥିତି..

ଭୁବନେଶ୍ୱର: କରୋନା ବିଶ୍ୱରେ କେବଳ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନି, ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ସଂକ୍ରମଣ ଭୟରେ ଚାଲୁନି କଳ କାରଖାନା, ଠପ୍ ପଡିଯାଇଛି ବେପାର ବଣିଜ । ଫଳରେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି ନିମ୍ନ…

+2-exam
ସିବିଏସ୍ଇ ରାସ୍ତାରେ ଗଲା ସିଏଚ୍ଏସ୍ଇ

ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରେ ଓଡ଼ିଶାରେ ବି ବାତିଲ ହେଲା ଯୁକ୍ତ ୨ ପରୀକ୍ଷା। CHSE ଦ୍ୱାରା ପରିଚାଳିତ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ସମସ୍ତ ବିଷୟର ପରୀକ୍ଷାକୁ ରଦ୍ଦ କରିଛନ୍ତି ରାଜ୍ୟ ସରକାର।

  • Friday, 04 June 2021
Raja-bepara
କରୋନା ପାଇଁ ମାଡ଼ ଖାଇଗଲା ରଜ ଓ ସାବିତ୍ରୀ

୧୦ ତାରିଖରେ ସାବିତ୍ରୀ, ତାର ଚାରି ଦିନ ପରେ ରଜ। ପ୍ରତିଟି ଓଡ଼ିଆ ଘର ପାଇଁ ଦୁଇଟି ଯାକ ବଡ଼ ପର୍ବ। ସାବିତ୍ରୀରେ ନିହାତି ସଧବା ମହିଳାଙ୍କ ପାଇଁ ନୂଆ ଶାଢ଼ି ଟିଏ ଲୋ଼ଡ଼ା। ହେଲେ କିଣା ହେବ କେଉଁଠୁ ? କରୋନା କଟକଣା ପାଇଁ ତ ସବୁ ଦୋକାନ ବଜାର ବନ୍ଦ ରହିଛି।

  • Friday, 04 June 2021
sourav ganguly
IPL 2021: କାର୍ଯ୍ୟସୂଚୀରେ ହୋଇପାରେ ବଡ଼ ପରିବର୍ତ୍ତନ, ଗୋଟିଏ ଜାଗାରେ ଖେଳା ଯାଇପାରେ ନକଆଉଟ୍ ମ୍ୟାଚ୍

ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ୨୯ ମ୍ୟାଚ୍ ପରେ ସ୍ଥଗିତ ରଖାଯାଇଥିବା ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ ଏବେ ୟୁଏଇରେ ଖେଳାଯିବ । ସେପ୍ଟେମ୍ବର-ଅକ୍ଟୋବରରେ ଅବଶିଷ୍ଟ ୩୧ଟି ଯାକ ମ୍ୟାଚ୍ ବିସିସିଆଇ ୟୁଏଇରେ ଆୟୋଜନ କରିବାକୁ ଯାଉଛି । ତେବେ ନିର୍ଦ୍ଧିଷ୍ଟ…

accident
ଚଢ଼ିଗଲା ଲୁହା ପଥର ବୋଝେଇ ଟ୍ରକ, ଚାଲିଗଲା କକା-ପୁତୁରାଙ୍କ ସମେତ ୩ ଜୀବନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ଡାଳିମାରେ ସିରିଜି ଦୁର୍ଘଟଣା । ଲୁହାପଥର ବୋଝେଇ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କକା ପୁତୁରା ଅଛନ୍ତି । ମୃତକଙ୍କ ପରିବାରକୁ…

Roxy
ବିପଦକୁ ଆଗୁଆ ବାରିପାରିଲା ରକ୍ସି, ମାଲିକ ଆଉ ଗାଁ ଲୋକଙ୍କ ବଞ୍ଚାଇଲା ଜୀବନ

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): କୁହାଯାଏ ମଣିଷ ଆଉ କୁକୁର ଅତି ନିକତର ବନ୍ଧୁ । କୁକୁର ନିଜ ମାଲିକ ପ୍ରତି କେବେ ବି ଧୋକା ଦେଇନଥାଏ । ଆହୁରି କୁହାଯାଏ ପଶୁମାନେ ଆସୁଥିବା ବିପଦକୁ ଆଗୁଆ ବାରିପାରନ୍ତି । ଠିକ୍ ଏମିତି ଏକ…

SUNDARGARH
ଭୂୟାଁ ଜନଜାତିଙ୍କ ମଧ୍ୟରେ କରୋନା ସଚେତନତା ବୃଦ୍ଧି ପାଇଁ ଉଦ୍ୟମ କରୁଛି ପ୍ରଶାସନ

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକରେ ବସବାସ କରୁଥିବା ପାଉଡ଼ି ଭୂୟାଁ ଜନଜାତିଙ୍କ ମଧ୍ୟରେ କରୋନା ନେଇ ସଚେତନତା ବଢାଇବା ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ଟ୍ରେସିଂ, ଟେଷ୍ଟିଂ ଏବଂ ଆଇସୋଲେସନକୁ ଗୁରୁତ୍ୱ ଦେଇଛି

  • Friday, 04 June 2021
auto
ଲକଡ଼ାଉନ୍‌ ପାଇଁ ଭୋକ ଉପାସରେ ଅଟୋ ଚାଳକ ପରିବାର

ଲକଡାଉନ୍‌ରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଅଟୋଚାଳକ। ଗତ ବର୍ଷ କରୋନାର ପ୍ରଥମ ଲହରରେ ୬ମାସରୁ ଅଧିକ ସମୟ ଅଟୋ ନଚଳାଇ ବଡ଼ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ଏମିତିକି ଟଙ୍କା ଧାର ଉଧାର କରି, ଘରର ସୁନା ବନ୍ଧକ ରଖି ଚଳିଥିଲେ।

  • Friday, 04 June 2021
vaccine
କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଆସିଲା ଦୁଇଟି ଆବେଦନ

ଟିକା ଟେଣ୍ଡରରେ ୨ଟି ବିଡ୍ । ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

  • Friday, 04 June 2021
Lav agrawal
ଏବେ ଦେଶରେ ପଜିଟିଭିଟି ହାର ୭.୨୭ ପ୍ରତିଶତ ରହିଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ସେପଟେ, ଦେଶରେ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ ନେଇଛି କରୋନା ।  ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୭୦୨କୁ ବୃଦ୍ଧି ପାଇଛି ।

zoya_agarwal
ଲଗାତାର ୧୭ ଘଂଟା ବିମାନ ଉଡ଼ାଇ ନୂଆ ରେକର୍ଡ଼ ସୃଷ୍ଟି କଲେ ଜୋୟା

ଆକାଶରେ ନୂଆ ରେକର୍ଡ଼ କଲେ ଜୋୟା ଲଗାତାର ୧୭ ଘଂଟା ଉଡ଼ାଇଲେ ବିମାନ ପୂରା ହେଲା ସ୍କୁଲ ବେଳର ସ୍ୱପ୍ନ ଚାକିରି କଲେ, ବାପାଙ୍କ ଋଣ ବି ଶୁଝିଲେ ଜୋୟା ଅଗ୍ରୱାଲଙ୍କୁ ଆପଣ ଜାଣିଛନ୍ତି କି? ଏ ହେଉଛନ୍ତି ଭାରତର ସବୁଠୁ…

  • Friday, 04 June 2021
Mustard OIL
କମିଲା ସୋରିଷ ତେଲ ଦର, ଡିସେମ୍ବର ସୁଦ୍ଧା ହେବ ସମ୍ପୂର୍ଣ୍ଣ ସ୍ୱାଭାବିକ

ନୂଆଦିଲ୍ଲୀ: ତୈଳ ଦର ସ୍ୱାଭାବିକ ହେବା ପାଇଁ ଡିସେମ୍ବର ପର୍ଯ୍ୟନ୍ତ ସମୟ ଲାଗିପାରେ । କିନ୍ତୁ ଭଲ କଥା ହେଉଛି ଦର ଏବେଠୁ ହ୍ରାସ ପାଇବା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ହୋଲସେଲ ବଜାରରେ ସୋରିଷ ତେଲର…

Snake Rescued
କୁନି ଛୁଆ ଆଗରେ ଅହିରାଜ ସାପ, ରେଲିଂ ଭାଙ୍ଗି ପୁଅକୁ ଉଦ୍ଧାର କଲେ ମାତା-ପିତା

ମୟୂରଭଞ୍ଜ: ସାପ ଭୟରେ ଘରର ରେଲିଂ ଭାଙ୍ଗିଲେ ଦମ୍ପତି । ଘର ଭିତରେ ସାପ ଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ନିଜର ଛୁଆକୁ ବଞ୍ଚାଇବା ଲାଗି ଗୋଇଠା, ବିଧା ମାରି ଝରକା ରେଲିଂ ଭାଙ୍ଗିଦେଲେ । ଆଉ ମାଆ ପୁଅ ଝରକା ବାଟେ…

Bijaya sahoo
ଭୁବନେଶ୍ୱରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁଙ୍କ ମର ଶରୀର

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁଙ୍କ ମର ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ…

Congress-flag-l-pti-1
ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟର୍ଗେଟ୍ କରିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ

  • Friday, 04 June 2021
delta
ଦ୍ୱିତୀୟ ଲହରୀର ତୀବ୍ର ସଂକ୍ରମଣ ପାଇଁ ଡେଲଟା ଭାରିଏଣ୍ଟ୍ ଦାୟୀ : ଅଧ୍ୟୟନ

ଦେଶ ମାରାତ୍ମକ କରୋନା ଭାଇରସର ଦ୍ୱିତୀୟ ଲହରୀ ବିରୋଧରେ ଲଢ଼େଇ ଜାରି ରଖିଛି । ତେବେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି…

  • Friday, 04 June 2021