• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona Cases In Jajpur

coronavirus
ଯାଜପୁରରେ କମୁନାହିଁ କରୋନା ସଂକ୍ରମଣ

ରାଜ୍ୟରେ କରୋନା ଗ୍ରାଫ୍‌ କମୁଥିବା ବେଳେ ଯାଜପୁର ଜିଲାରେ କମୁନାହିଁ କରୋନା ସଂକ୍ରମଣ । ଗତକାଲି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୭ ଥିବା ବେଳେ ଆଜି ଜିଲାରେ ୩୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।