• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Pradipta Naik
ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ; ଖୁବ୍ ଶୀଘ୍ର ହେବେ ଡିସ୍‌ଚାର୍ଜ

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ୩-୪ ଦିନ ମଧ୍ୟରେ ପ୍ରଦୀପ୍ତଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯିବ କୋଭିଡ୍‌ରେ ସଂକ୍ରମିତ ହୋଇ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ଏମ୍ସର ୨ ଜଣ ଡାକ୍ତରଙ୍କ…

  • Sunday, 20 June 2021
brajil
ବ୍ରାଜିଲରେ କରୋନା ତାଣ୍ଡବ : ପାଞ୍ଚ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ସାଓପୋଲୋ : ବ୍ରାଜିଲରେ କରୋନା ତାଣ୍ଡବ । କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଆମେରିକା ଏବଂ ଭାରତ ପରେ ଆସେ ବ୍ରାଜିଲର ନାମ । ଏଠାରେ କରୋନାରେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ ଲୋକ ପ୍ରାଣ…

  • Sunday, 20 June 2021
dubai
ପ୍ରତିବନ୍ଧକ କୋହଳ : ଭାରତୀୟଙ୍କ ପାଇଁ ପୁଣି ଦ୍ଵାରା ଖୋଲିଲା ଦୁବାଇ

ଭାରତ ସମେତ ଅନ୍ୟାନ୍ୟ ଦେଶରୁ ଯାଉଥିବା ଲୋକଙ୍କ ପାଇଁ କଟକଣା କୋହଳ କଲା ଦୁବାଇ । ତେବେ ଏଥିପାଇଁ ଯାତ୍ରୀଙ୍କୁ ୟୁଏଇ ଦ୍ୱାରା ସ୍ୱୀକୃତ କରୋନା ଟିକାର ଉଭୟ ଡୋଜ ନେବା ବାଧ୍ୟତାମୂଳକ କରାଯାଇଛି । ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ…

  • Sunday, 20 June 2021
police
ଲାଞ୍ଚ ନେବାବେଳେ କ୍ୟାମେରାରେ ଧରା ପଡ଼ିଲେ ପୋଲିସ୍‌ ବାବୁ

ରାଇପୁର: ମହଙ୍ଗା ପଡ଼ିଲା ପୋଲିସ୍‌ ବାବୁଙ୍କୁ ଲାଞ୍ଚ ନେବା। ଲାଞ୍ଚ ନେବାବେଳେ କ୍ୟାମେରାରେ ଧରା ପଡ଼ିଛନ୍ତି ୨ ପୋଲିସ୍‌ କର୍ମୀ। ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ଏହି ୨ ପୋଲିସ୍‌ କର୍ମୀ ଜଣେ ଟ୍ରାନ୍ସପୋର୍ଟରଙ୍କୁ ଲାଞ୍ଚ ମାଗିବା ଓ ତାଙ୍କ ଠାରୁ ଲାଞ୍ଚ…

  • Sunday, 20 June 2021
cm-naveen
"ଆଶୀର୍ବାଦ" ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଲାଭବାନ୍‌ ହେବେ ଅନାଥ ପିଲା

ନୂଆ କରି ଆଶୀର୍ବାଦ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାପା ମାାଆଙ୍କୁ ହରାଇଥିବା ଶିଶୁ ପାଇଁ ଆଶୀର୍ବାଦ ଯୋଜନା ହୋଇଛି। ପରିବାର ମୁଖ୍ୟ ଉପର୍ଜନକାରୀଙ୍କୁ ହରାଇଥିବା ଶିଶୁ ବି ଉପକୃତ ହେବେ

  • Sunday, 20 June 2021
murder in cuttack
ପରକୀୟା ପ୍ରୀତିକୁ ନେଇ ହତ୍ୟା ! ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଯୁବକଙ୍କୁ ଆକ୍ରମଣ

କଟକ: ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା। କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ CDA ମାର୍କେଟ୍‌ର ଏକ ଦୋକାନ ବାରଣ୍ଡାରେ ଯୁବକ ଜଣକ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇ ଅତି ନିର୍ମମ ଭାବେ…

  • Sunday, 20 June 2021
supreme-court
କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବା ସମ୍ଭବ ନୁହେଁ : ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

କୋଭିଡ ମୃତକଙ୍କ କ୍ଷତିପୂରଣ ବାବଦରେ ସୁପ୍ରିମକୋର୍ଟଙ୍କ ନିକଟରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର ସରକାର କହିଛନ୍ତ. କୋଭିଡ କାରଣରୁ ପ୍ରତ୍ୟେକ ମୃତ୍ୟୁ ପାଇଁ ୪ ଲକ୍ଷ କ୍ଷତିପୂରଣ ଦେବା ସମ୍ଭବ ନୁହେଁ ପ୍ରତ୍ୟେକ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଉପରେ…

  • Sunday, 20 June 2021
Snana Yatra
ଆଜି ସ୍ନାନ ଯାତ୍ରାର ହେବ ନୀତିନିର୍ଘଣ୍ଟ

ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପାଇଁ ଆଜି ହେବ ନୀତି ନିର୍ଘଣ୍ଟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଶନ କୁମାର, ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ ଓ ବିଭିନ୍ନ ନିଯୋଗର କର୍ତ୍ତୃପକ୍ଷଙ୍କ ସହ ଏ ସଂପର୍କରେ ଆଲୋଚନା କରିବେ

  • Sunday, 20 June 2021
corona
ତଳମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୧୫୭୬ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଧୀରେ ଧୀରେ ଦେଶରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୫୭୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଆଜିକୁ ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୬ ହଜାର ୭୧୩କୁ ବୃଦ୍ଧି ପାଇଛି। ସେପଟେ, ଆଜି ଦେଶରେ ୫୮ ହଜାର ୪୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି

  • Sunday, 20 June 2021
Uttarakhand-1
ପ୍ରବଳ ବର୍ଷାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ

ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ହେବାରୁ ଉତ୍ତରାଖଣ୍ଡ ଓ ହିମାଳୟ ଆରପଟେ ନେପାଳର ବିଭିନ୍ନ ନଦୀରେ ବନ୍ୟା ଆସିଛି। ହିମାଳୟ ପର୍ବତମାଳାରେ ବର୍ଷା ଯୋଗୁଁ ପାହାଡ଼ରୁ ପାଣି ଖସି ଉତ୍ତରାଖଣ୍ଡ ଦେଇ ପ୍ରବାହିତ ଗଙ୍ଗା, ଅଳକାନନ୍ଦାରେ ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ଆଣିଛି

  • Sunday, 20 June 2021
tribal marriage
ଚାରି ବର୍ଷ ଡେଟିଂ, ଆଉ ତା’ପରେ ଦୁଇ ଯୁବତୀଙ୍କୁ ଗୋଟିଏ ବେଦୀରେ ବିବାହ କଲେ ଯୁବକ

ପ୍ରେମରୁ ଆରମ୍ଭ ବିବାହରେ ଶେଷ । ମନ ସହ ମନର ମିଳିନ, ପରେ ପରିବାରର ସହମତି । ଆଉ ଏବେ ତ୍ରିକୋଣୀୟ ପ୍ରେମକାହାଣୀର ସଫଳ ଅନ୍ତ । ସତ ହେଲା ନିଆରା ପ୍ରେମକାହଣୀ । ଦୁଇ ଯୁବତୀଙ୍କୁ ପ୍ରେମ କରିବା ପରେ…

  • Sunday, 20 June 2021
covid death
୫ ମାସରେ ଏହି ରାଜ୍ୟରେ କରୋନା ନେଲା ୭୫ ହଜାର ମୁଣ୍ଡ !

ପାଟନା: ବିହାର ସରକାର କ’ଣ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି ? କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ପ୍ରକୃତ ସଂଖ୍ୟା ଲୁଚାଇ ଏହାକୁ କମ୍‌ କରି କ’ଣ ବିହାର ସରକାର ତଥ୍ୟ ପ୍ରଦାନ କରୁଛନ୍ତି ? ଗତ ୫ ମାସରେ ବିହାରରେ…

  • Sunday, 20 June 2021
earthquake
ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ

ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଭୂମିକମ୍ପର କହର ଜାରି । ଆସାମ ପରେ ଗତକାଲି ରାତିରେ ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ରିପୋର୍ଟ ଅନୁସାରେ ଗତକାଲି ରାତି ପ୍ରାୟ ୧.୨୨…

  • Sunday, 20 June 2021
coronavirus
ରାଜ୍ୟରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୩୫୭୭ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୫୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨୦୩୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ୍‌ ୧୫୩୮ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

  • Sunday, 20 June 2021
ବ୍ରେକିଂ ନ୍ୟୁଜ୍‌: ଜୁନ୍‌ ୨୦

ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ। ଭୁବନେଶ୍ୱର: +୨ର ବିକଳ୍ପ ମୂଲ୍ୟାୟନ ପଦ୍ଧତି ଉପରେ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା- ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ଠାରୁ ଅଧିକ ମାର୍କ…

  • Sunday, 20 June 2021
coronavirus
ଉତ୍ତର ପୂର୍ବ ଭାରତର ଦୁଇ ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଭୟ

ନୂଆଦିଲ୍ଲୀ : ଉତ୍ତର ପୂର୍ବ ଭାରତର ଦୁଇ ରାଜ୍ୟରେ ଆତଙ୍କ ରଚୁଛି କରୋନାର ଡେଲଟା ଭାରିଏଣ୍ଟ୍ । ମଣିପୁର ଓ ମିଜୋରାମରେ ପ୍ରଥମ ଥର ପାଇଁ ଡେଲଟା ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହାଇଦ୍ରାବାଦରେ ପରୀକ୍ଷା ହୋଇଥିବା ମଣିପୁରର ୨୦…

  • Sunday, 20 June 2021
Boat accident
ମଝି ନଈରେ ବୁଡ଼ିଲା ଡଙ୍ଗା: ଜୀବନ ବଞ୍ଚାଇବା ପାଇଁ ଭରା ନଈକୁ ଡେଇଁଲେ ଲୋକେ....ଦେଖନ୍ତୁ ଏହି ଭିଡ଼ିଓ

ବିହାରରେ ଡଙ୍ଗାବୁଡ଼ି। ମଝି ନଈରେ ହଠାତ୍‌ ବୁଡ଼ିଗଲା ଡଙ୍ଗା। ଆଉ ତାହା ପରେ ଯାହା ହେଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ତେବେ ଡଙ୍ଗା ବୁଡ଼ି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

  • Sunday, 20 June 2021
tapu mishra
ଆଉ ଶୁଣିବାକୁ ମିଳିବନି ତପୁଙ୍କ ସୁମଧୁର ସ୍ୱର, ଜୀବନ ଯୁଦ୍ଧରେ ହାରିଗଲେ

ଭୁବନେଶ୍ୱର: ଗତକାଲି ରାତି ୧୧ଟାରେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ହୋଇଛି।ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ ଭୁବନେଶ୍ୱରର…

  • Sunday, 20 June 2021
lockdown
ଆଜିଠୁ ତେଲେଙ୍ଗାନାରେ ଉଠିଲା ଲକଡାଉନ୍‌: ସ୍ୱାଭାବିକ ହେବ ପୂରା ସହର

ତେଲେଙ୍ଗାନାରେ ଆରମ୍ଭ ହେବ ଅନଲକ୍‌। ଆଜିିଠୁ ସମ୍ପୂର୍ଣ୍ଣ ଭାବେ ତେଲେଙ୍ଗାନା ଅନଲକ୍ ହେବ ବୋଲି ଜଣାପଡ଼ିଛି। ସମସ୍ତ ପ୍ରକାର ଦୋକାନ ବଜାର ଖୋଲିବା ସହ ମଲ୍ ବି ଖୋଲା ରହିବ।

  • Sunday, 20 June 2021
up
‘ପାଞ୍ଚ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେ, ବଳବତ୍ତର ରହିବ କରୋନା କର୍ଫ୍ୟୁ’

ଲକ୍ଷ୍ନୌ: କରୋନା କର୍ଫ୍ୟୁକୁ ନେଇ ଯୋଗୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୌଣସି ବି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ରୁ ଅଧିକ ହେଲେ କରୋନା କର୍ଫ୍ୟୁ ବଳବତ୍ତର ରହିବ । ୟୁପିର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଅମିତ…

  • Sunday, 20 June 2021
modi
ଜାମ୍ମୁ ଓ କାଶ୍ମୀର ନେତାଙ୍କୁ ଦିଲ୍ଲୀ ଡାକରା, ହେଲେ କାହିଁକି?

ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ସମେତ ୧୪ ଜଣ ପ୍ରମୁଖ ରାଜନେତାଙ୍କୁ ଆମନ୍ତ୍ରଣ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା

  • Sunday, 20 June 2021
corona testing
ଆଜି ସେବାୟତଙ୍କର ହେବ କରୋନା ଟେଷ୍ଟ୍‌

ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ଆଜି ହେବ କରୋନା ଟେଷ୍ଟ। ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣମୀ ରହିଛି। ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନର ଯେଉଁ କର୍ମଚାରୀ ମାନେ ସ୍ନାନଯାତ୍ରାରେ ସାମିଲ ହେବେ ସେମାନଙ୍କର ଆଜି କରୋନା ଟେଷ୍ଟ ହେବ

  • Sunday, 20 June 2021
BeFunky-collage-5
ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି। ଗତକାଲି ରାତି ୧୧ଟାରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ…

mehbooba
ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ସର୍ବଦଳୀୟ ବୈଠକ

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ରାଜନେତାଙ୍କୁ ସର୍ବଦଳୀୟ ବୈଠକ ପାଇଁ ଦିଲ୍ଲୀ ଡାକରା। ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା…

  • Saturday, 19 June 2021