• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

jp nadda
ଟିକାକରଣକୁ ନେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ହେଉଛି : ଜେପି ନଡ୍ଡା

  ବିଭ୍ରାନ୍ତ କରୁଛନ୍ତି ବିରୋଧୀ: ନଡ୍ଡା ଟିକାକରଣକୁ ଭଣ୍ଡୁର କରିବାକୁ ବିରୋଧୀଙ୍କ ଉଦ୍ୟମ ପ୍ରଥମେ ଲକଡାଉନକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଲକଡାଉନ ପ୍ରତ୍ୟାହାର ହେଲା ପରେ ମଧ୍ୟ ବିରୋଧ ଜାରି ଟିକାର ଟେଷ୍ଟିଂକୁ ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ ଲୋକଙ୍କ…

devsnana purcima
ଏଥର ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ

ପୁରୀ: ଏଥର ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । କୋଭିଡ୍‌ କଟକଣା ଯୋଗୁଁ ପ୍ରଥମେ ବିନା ଭକ୍ତରେ ସ୍ନାନ ଯାତ୍ରା କରିବାକୁ ନିଷ୍ପତି ନିଆ ଯାଇଥିବା…

explosion 1
ପାକିସ୍ତାନରେ ହାଫିଜ୍ ସଇଦ୍ ଘର ସାମ୍ନାରେ ବଡ଼ ଧରଣର ବିସ୍ଫୋରଣ :  ୨ମୃତ, ୧୫ ଆହତ

ଇସଲାମାବାଦ : ପାକିସ୍ତାନ ଲାହୋରରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ହାଫିଜ୍ ସଇଦ୍ ଘର ନିକଟରେ ବଡ଼ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣରେ ୨ ଜଣ ପ୍ରାଣ ହେବା ସହ ୧୫ ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୪  ଜଣଙ୍କର…

  • Wednesday, 23 June 2021
corona
ଆଜି ୫୦ ହଜାର ୮୪୮ ପଜିଟିଭ ଚିହ୍ନଟ : ଦେଶରେ ୩ କୋଟି ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

୩ କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଦେଶରେ ୫୦ ହଜାର ୮୪୮ ପଜିଟିଭ ଚିହ୍ନଟ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୮ ହଜାର ୭୦୯କୁ ବୃଦ୍ଧି  ଗୋଟିଏ ଦିନରେ ଜୀବନ ହାରିଲେ ୧୩୫୮  ମୋଟ ମୃତ୍ୟୁ ସଂଖ୍ୟା…

  • Wednesday, 23 June 2021
strawberry moon
କାଲି ଆକାଶରେ ଉଇଁବ ‘ଷ୍ଟ୍ରବେରି’ ଜହ୍ନ

ନୂଆଦିଲ୍ଲୀ: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ଏକ ସୁନ୍ଦର ଦୃଶ୍ୟ। ଆସନ୍ତାକାଲି ଅର୍ଥାତ୍ ଜୁନ୍‌ ୨୪ରେ ଦୃଶ୍ୟମାନ ହେବ ଫୁଲ୍‌ ମୁନ୍‌। ସୂଚନା ଅନୁସାରେ, ଏହି ଫୁଲ୍‌ ମୁନ୍‌ର ନାଁ ‘ଷ୍ଟ୍ରବେରି ମୁନ୍’ ରଖାଯାଇଛି। ‘ଷ୍ଟ୍ରବେରି ମୁନ୍’ର ଅର୍ଥ ଏହା ନୁହେଁ…

  • Wednesday, 23 June 2021
delta plus
ଦେଶର ୪ ରାଜ୍ୟରେ ଡେଲଟା ପ୍ଲସ୍ ଭାରିଏଣ୍ଟ୍ ପ୍ରକୋପ : ଏବେ ସୁଦ୍ଧା ୪୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଡେଲଟା ପରେ ଡେଲଟା ପ୍ଲସ୍ ଭାରିଏଣ୍ଟ୍ ଆତଙ୍କ । ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେ ନୂଆ ଭାରିଏଣ୍ଟ୍ ସଙ୍କଟ ସୃଷ୍ଟି କରିଛି । କରୋନାର ଡେଲଟା ପ୍ଲସ୍ ଭାରିଏଣ୍ଟ୍ ସରକାର ଓ…

  • Wednesday, 23 June 2021
aparajita
ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ମୁହଁ ଖୋଲିଲେ ଅପରାଜିତା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ କେନ୍ଦ୍ରରେ ନେତାଙ୍କ ଫଟୋକୁ ନେଇ ଉଠିଛି ଝଡ। ସାରା ରାଜ୍ୟ ପଡୁଛି ଉଠୁଛି। ଅଧିକାଂଶ ଟିକାକରର କେନ୍ଦ୍ରରେ ଏହାକୁ ନେଇ ଗଣ୍ଡଗୋଳ, ଉତ୍ତେଜନା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରା ନବୀନ ପଟ୍ଟନାୟକଙ୍କ ଫଟୋ…

  • Wednesday, 23 June 2021
DOG
ମଣିଷ ନା ରାକ୍ଷସ : ନୀରିହ ପଶୁକୁ ଭୁସିଦେଲା ଖଣ୍ଡା, ୧୦ ଦିନ ଯନ୍ତ୍ରଣାରେ ଛଟପଟ ହେବା ପରେ . . .

ଗୋରଖପୁର : ମଣିଷ ପାଲଟିଲା ରାକ୍ଷସ । ଦିନକୁ ଦିନ ପିଶାଚ ପାଲଟି ଯାଉଛି ମଣିଷ । କେହି ଜଣେ ଦୁର୍ବୃତ୍ତ ଏକ କୁକର  ଦେହରେ ଖଣ୍ଡା ଭୁସି ଦେଇଥିଲା  । ଫଳରେ କୁକୁର ପିଠିର ଏପଟ ସେପଟ ହୋଇଯାଇଥିଲା ମାରଣାସ୍ତ୍ର…

  • Wednesday, 23 June 2021
Rat
ଆଶ୍ଚର୍ଯ୍ୟ ! ICUରେ ରୋଗୀଙ୍କ ଆଖିକୁ ଖାଇଦେଲା ମୂଷା !

ମୁମ୍ବାଇ: ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ଆଖିକୁ ଖାଇଦେଲା ମୂଷା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି କିଛି ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି। ମଙ୍ଗଳବାର ମୁମ୍ବାଇ ସ୍ଥିତ ରାଜ୍‌ୱାଡି ହସ୍ପିଟାଲ୍‌ରେ ICU ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ…

  • Wednesday, 23 June 2021
building
୭ ବର୍ଷର ପୁଅକୁ ଧରି ୧୨ ମହଲାରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ମୁମ୍ବାଇ: ୭ ବର୍ଷର ପୁଅକୁ ଧରି ୧୨ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ମହିଳା। ମୃତ୍ୟୁ ପୂର୍ବରୁ ମହିଳା ଜଣକ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ଯେଉଁଥିରେ ଏହି ଘଟଣା ପାଇଁ ସେ ପଡ଼ୋଶୀଙ୍କୁ ଦାୟୀ କରିଛନ୍ତି। ସୋମବାର ଦିନ ମୁମ୍ବାଇରେ…

  • Wednesday, 23 June 2021
download
ଯୁକ୍ତ ୨ ପରୀକ୍ଷା: କିପରି ପାଇବେ ଆଡମିଟ୍‌ କାର୍ଡ ଜାରି ହେଲା ଏସ୍‌ଓପି

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡ୍‌ମିଟ୍‌ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ୨୫ ତାରିଖରୁ SAMS ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍‌ କାର୍ଡ ଡାଉନ୍‌ ଲୋଡ୍ କରିପାରିବେ…

odisha
ଈଶ୍ୱରଙ୍କ ଏ କି ବିଚିତ୍ର ଖେଳ ? ପୁଅ ଦେଲେ ହେଲେ ଉଣା କରିଦେଲେ କାନ

ଜୟପୁର: ଦୁଇ ଝିଅଙ୍କ ପରେ ଜନ୍ମ ନେଲା ଶିଶୁପୁତ୍ର। ପୁଅ ଜନ୍ମ ହୋଇଥିବାରୁ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଖୁସି କହିଲେ ନସରେ। ହେଲେ ସେମାନଙ୍କର ଏହି ଖୁସି କ୍ଷଣିକ ପାଇଁ ଥିଲା। ସତେ ଯେମିତି ସେମାନଙ୍କ ଖୁସିରେ କିଏ ନଜର…

  • Wednesday, 23 June 2021
school students
ଏଥର ବି କମିବ ନବମ, ଦଶମ ଶ୍ରେଣୀର ସିଲାବସ୍

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜ୍ୟରେ ୨ୟ ଲହର ପ୍ରଭାବ ଏ ଯାଏ କମିନି। ମାଡି ଆସିଲାଣି ତୃତୀୟ ଲହର ଭୟ। ଏପରି ପରିସ୍ଥିତିରେ ସ୍କୁଲ କେବେ ଖୋଲିବ ଜଣା ନାହିଁ। ପିଲାଙ୍କ ପାଠ ପଢାରେ…

corona test
କାଲି କମିଥିଲା, ଆଜି ବଢ଼ିଲା; ରାଜ୍ୟରେ ୩,୪୫୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୩ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୧,୯୭୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ…

puri
ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଆଜି ରାତିରୁ ଶ୍ରୀକ୍ଷେତ୍ରରେ ଲାଗୁ ହେବ ୧୪୪ ଧାରା

ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।  ସ୍ନାନବେଦୀଙ୍କୁ ବିଜେ କରିବେ ଶ୍ରୀଜିଉ।  ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ତେବେ ରଥଯାତ୍ରା ଲାଗି ଗତକାଲି ରାତିରୁ…

rain
୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଝଡ଼ତୋଫାନ ହୋଇପାରେ ଗତକାଲି ସୁଦ୍ଧା ରାଜ୍ୟରେ ୧୩୯. ୫ ମିଲିମିଟର ବର୍ଷା ରେକର୍ଡ ସୁନ୍ଦରଗଡ଼ ଏବଂ କୋରାପୁଟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା…

maa saree
‘ମା’ ଶାଢୀ ଡିଜାଇନରଙ୍କୁ ନେଇ ବଢିଲା ବିବାଦ

ସୋନପୁର: ଚର୍ଚ୍ଚାକୁ ଆସିଥିବା ମା’ ଶାଢୀର ପ୍ରକୃତ ଡିଜାଇନର କିଏ ? ଏହାକୁ ନେଇ ବଢିଛି ବିବାଦ। ରାଜେଶ ମେହେର ଏହି ଶାଢୀର ଡିଜାଇନର ବୋଲି ପ୍ରଥମେ କୁହାଯାଉଥିଲା। ହେଲେ ଏବେ ବହୁଚର୍ଚ୍ଚିତ ଏଇ ମା’ ଶାଢୀର ଅସଲି ଡିଜାଇନର ବୀରମହାରାଜପୁର…

  • Tuesday, 22 June 2021
Untitled-1
ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବ ଗୁପକାର ମେଣ୍ଟ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ରାଜନୈତିକ ଭବିଷ୍ୟତ ଉପରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବ ଗୁପକାର ମେଣ୍ଟ । ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୈତିକ ଦଳକୁ ନେଇ ଗଠିତ ଗୁପକାର ମେଣ୍ଟ ବୈଠକରେ ସାମିଲ ହେବ ବୋଲି…

  • Tuesday, 22 June 2021
Hocky
ଟୋକିଓ ଅଲିମ୍ପିକ୍‌ସରେ ୩ ଓଡ଼ିଆ ହକି ଖେଳାଳିଙ୍କ ସହ ଜଣେ ଓଡ଼ିଆ ଡାକ୍ତର..

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଏ ପର୍ଯ୍ୟନ୍ତ ୩ ଜଣ ହକି ଖେଳାଳି ନିଜ ସ୍ଥାନ ପକ୍କା କରିଥିବା ବେଳେ ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କୁ ଉଭୟ…

Mandi
ସୁଧୁରୁନି ମଣ୍ଡି ଅବସ୍ଥା, ହଜାର ହଜାର କ୍ୱିଣ୍ଟାଲ ଧାନ ଗଜା ହେଲାଣି...

ମୌସୁମୀ ବର୍ଷା, ଟୋକନ୍ ଲାପ୍ସ ଆଉ ମିଲର୍ସଙ୍କ ମନମାନିରେ ଧନ୍ଦି ହୋଇ ଆକ୍ତାମାକ୍ତା ହେଲେଣି ରବି ଧାନ ବିକ୍ରି ପାଇଁ ମଣ୍ଡିରେ ଅପେକ୍ଷାରତ ଚାଷୀ । ଗ୍ରାଉଣ୍ଡ ଜିରୋରେ ନଦେଖିଲେ ବିଶ୍ୱାସ ହେବନି । ଅନେକ ସ୍ଥାନରେ ଧାନ ଗଜା ଧରିଗଲାଣି…

  • Tuesday, 22 June 2021
  • Paddy
Corona
IIT କାନପୁରର ରିପୋର୍ଟ, ଅକ୍ଟୋବର ବେଳକୁ କରୋନାର ତୃତୀୟ ଲହର ପିକ୍‌ରେ ରହିବ..

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶକୁ ଦୋହଲାଇ ଦେବାପରେ ଏବେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା । ସେପ୍ଟେମ୍ବର-ଅକ୍ଟୋବର ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ନେଇ ଚର୍ଚ୍ଚା ମଧ୍ୟରେ ଆସିଛି ଆଇଆଇଟି କାନପୁରର ଏକ ରିପୋର୍ଟ ।…

Untitled-1
ସଂସଦରେ ନୁସରତ ଜାହାଁଙ୍କ ବିବାହ ବିବାଦ

ନୂଆଦିଲ୍ଲୀ : ସଂସଦରେ ପହଞ୍ଚିଲା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁଙ୍କ ବିବାହ ବିବାଦ। ଏପରିକି ନୁସରତଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଦାବି ହୋଇଛି । ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି…

  • Tuesday, 22 June 2021
Untitled-1
ଶରଦ ପାୱାରଙ୍କ ବାସଭବନରେ ବିରୋଧୀ ମେଳି

ନୂଆଦିଲ୍ଲୀ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଆୟୋଜିତ ହୋଇଥିବା ରାଷ୍ଟ୍ର ମଞ୍ଚ ସଭା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରାୟ ୧୫ଟି ରାଜନୈତିକ ଦଳର ନେତା ଏହି ବୈଠକରେ ଏକାଠି ହେଉଛନ୍ତି। ବୈଠକର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସୋମବାର…

  • Tuesday, 22 June 2021
covaxin
କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ : ୭୭.୮ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ : ଡିସିଜିଆଇକୁ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଦେଇଛି ଭାରତ ବାୟୋଟେକ୍। ରିପୋର୍ଟ ଅନୁସାରେ କୋଭାକ୍ସିନ ୭୭.୮ ପ୍ରତିଶତ ଫଳପ୍ରଦ ହେଉଛି। କରୋନା ଭୂତାଣୁ କୋଭିଡ-୧୯ ବିରୋଧରେ ଏହା ୭୭ ପ୍ରତିଶତ କାମ କରୁଥିବା ଭାରତ ବାୟୋଟେକ୍ କହିଛି।…

  • Tuesday, 22 June 2021
rajesh-bhusan
୮୦ ଦେଶରେ ଡେଲ୍‌ଟା, ୧୦ ଦେଶରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ: ରାଜେଶ ଭୂଷଣ

ନୂଆଦିଲ୍ଲୀ: ଡେଲଟା ପ୍ଲସ ଭ୍ୟାରିଆଣ୍ଟ ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା । ୮୦ ଦେଶରେ ଡେଲ୍‌ଟା ଓ ୧୦ ଦେଶରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ ଚିହ୍ନଟ । ଭାରତ, ଆମେରିକା, ବ୍ରିଟେନ, ପୋଲାଣ୍ଡ, ସୁଇଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ,…