• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

snana-purnima
ରାତି ପାହିଲେ ସ୍ନାନପୂର୍ଣ୍ଣମୀ; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ରାତି ୧ରୁ ଆରମ୍ଭ ନୀତିକାନ୍ତି

ପୁରୀ: ରାତି ପାହିଲେ ସ୍ନାନପୂର୍ଣ୍ଣମୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ହାତୀବେଶରେ ବି ସଜେଇ ହେବେ । ରାତି ଗୋଟାଏରେ ଠାକୁରଙ୍କ ସ୍ନାନପହଣ୍ଡି ସହ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ବିଧି…

rath yatra
ରଥଯାତ୍ରା ପ୍ରସଙ୍ଗ : ସେବାୟତଙ୍କୁ ଗିରଫ ନେଇ ବିରୋଧ

ବାଲେଶ୍ୱର/ପୁରୀ : ବାଲେଶ୍ୱର ନୀଳଗିରି ରଥଯାତ୍ରା ପ୍ରସଙ୍ଗକୁ ନେଇ ସେବାୟତଙ୍କ ବିରୋଧ ଜାରି ରହିଛି। ରଥ କାର୍ଯ୍ୟ ଚାଲିଥିବାବେଳେ ଜଣେ ମହାରଣା ସେବାୟତଙ୍କୁ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସେବାୟତ । ଘଟଣାକୁ…

vlcsnap-error214
ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍

ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍ । ତାପୁଣି ବିଡ଼ା ବିଡ଼ା, ଥାକ ଥାକ ୨ ହଜାର ଟଙ୍କିଆ ନକଲି ନୋଟ୍ । ଘଟଣା ଘଟିଛି ତେଲେଙ୍ଗାନା ହାଇଦ୍ରାବାଦ ସହରର ଏଲ୍.ବି.ନଗର ଅଞ୍ଚଳରେ । ସଂପୃକ୍ତ…

Untitled-1
ପଞ୍ଜାବ ନିର୍ବାଚନ: କଂଗ୍ରେସ କାହାକୁ କରିବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ : ପଞ୍ଜାବ ନିର୍ବାଚନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଲାଣି । ତେବେ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା, ରାହୁଲ୍ ଗାନ୍ଧୀଙ୍କୁ ଭେଟିବା ପରେ ଏହା…

siba
କଟକରୁ ନକଲି ଫାଭିପିରାଭିର ଜବତ ଘଟଣା, ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଥିଲା ବିକ୍ରି ଯୋଜନା !

ଭୂବନେଶ୍ୱର: ଫିଟିଲା ନକଲି ଔଷଧର ଗୁମର । ବନ୍ଧା ହେଲେ ଭେଜାଲ୍ ଔଷଧ କାରବାରର କାର୍ପଟଦାର । କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ଜଣେ ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ଜେଲ୍ ପଠାଇଛି କ୍ରାଇମବ୍ରାଞ୍ଚ୍ । ଏମାନେ ମାତ୍ର ୬୫…

delta
ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ?

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ? ଏହାକୁ କରୋନାର ଚିନ୍ତାଜନକ ଭ୍ୟାରିଆଣ୍ଟ୍ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଥିବା ବେଳେ, ଏବେ ସୁଦ୍ଧା ଭାରତର ମୁଖ୍ୟତଃ ୪ଟି ରାଜ୍ୟରେ ୪୦ଟି ଡେଲ୍ଟା ପ୍ଲସ୍ କେସ୍ ଚିହ୍ନଟ…

Untitled-1
ଦୁନିଆର ୧୦ଟି ଭୟାନକ ଭୂତକୋଠି

ଭୂତ, ପ୍ରେତ, ଆତ୍ମାମାନଙ୍କର ଅସ୍ତିତ୍ୱ ଏକ ରହସ୍ୟମୟ ବିଷୟ। ଅନେକ ଲୋକ ଦାବି କରନ୍ତି ଯେ ସେମାନେ ଏହି ଭୂତମାନଙ୍କୁ ଦେଖିଛନ୍ତି। ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାକୁ ଭୟଙ୍କର ସ୍ଥାନ କୁହାଯାଏ। ତେବେ ଆସନ୍ତୁ ସେଭଳି ୧୦ଟି ଭୟାନକ…

  • Wednesday, 23 June 2021
JP Nadda
କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା..

ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜି ସାରା ଦେଶ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ମଧ୍ୟ ଏହାର ପ୍ରତିଷ୍ଠାତାଙ୍କ ଅବଦାନକୁ ମନେ ପକାଇଛି । ଗୋଟେ ପଟେ କାଶ୍ମୀରରେ ଗୁପକର୍ ଗୋଷ୍ଠୀଙ୍କ ଘନ ଘନ…

yogi adityanath
ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ଼, ଯୋଗୀ ସରକାରଙ୍କୁ ସହଯୋଗୀ ଦଳର ଚେତାବନୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଶାସକ ମେଣ୍ଟରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବଳ କଷାକଷି ଆରମ୍ଭ ହୋଇଛି । ଶାସକ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ନିଶଦର ଅଧ୍ୟକ୍ଷ ସଞ୍ଜୟ ନିଶଦ ବିଜେପି…

Vaccine-Photo
ରାଜ୍ୟ ରାଜନୀତିରେ ହେବ କି ନୂଆ ସମୀକରଣ ? ଟିକା କେନ୍ଦ୍ରରେ ନବୀନଙ୍କ ଫଟୋ, ତୀବ୍ର ହେଉଛି ବିଜେପି

ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ତୀବ୍ର ହେଉଛି ଟିକା କେନ୍ଦ୍ରରେ ଫଟୋ କଳି । ପ୍ରଥମେ ଟିକାକରଣ କେନ୍ଦ୍ରରେ ଦୁଇଦଳ ମୁହାଁମୁହିଁ ହେବା ପରେ ଆଜି ଟୁଇଟରରେ ପରସ୍ପରକୁ ଆକ୍ରମଣ କରିଛନ୍ତି ଉଭୟ ଦଳ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ…

vande-utakal
ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ : ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି

ପ୍ରଥମ ଭାଷା ଓଡ଼ିଆ ପାଠ୍ୟକ୍ରମରେ ସ୍ଥାନିତ ହେଲା ବନ୍ଦେ ଉତ୍କଳ ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଉଭୟ ନବମ ଓ ଦଶମରେ ଏହି ଗୀତ ପଢ଼ାଯିବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହି ଗୀତ ଲେଖିଛନ୍ତି ବନ୍ଦେ ଉତ୍କଳ…

  • Wednesday, 23 June 2021
Untitled-1
ପୁଣି ଚର୍ଚ୍ଚାରେ ଗୁପକର କମିଟି : କଣ ରହିଛି ଉଦ୍ଦେଶ୍ୟ

ଗୁପକର କମିଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଯେତେବେଳେ କେନ୍ଦ୍ର ସରକାର କାଶ୍ମୀରର ସ୍ୱତନ୍ତ୍ର ସ୍ଥିତିକୁ ସମାପ୍ତ କରି ଧାରା ୩୭୦ ପ୍ରତ୍ୟାହାର କଲେ ଏବଂ ଏହାର ରାଜ୍ୟତାକୁ ମଧ୍ୟ ରଦ୍ଦ କରିଦେଇଥିଲେ ସେବେଠାରୁ କାଶ୍ମୀର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ସେତେବେଳେ…

  • Wednesday, 23 June 2021
7
କମାଲ କଲେ ଗ୍ରାମବାସୀ : କରୋନାର ଦ୍ୱିତୀୟ ଲହରୀରେ ମଧ୍ୟ ଗୋଟିଏ କେସ୍ ନାହିଁ

ବେଙ୍ଗାଲୁରୁ : କରୋନା ମୁକ୍ତ ଗାଁ । ଗାଁକୁ ପଶି ପାରିଲାନି ଅଦୃଶ୍ୟ ଭାଇରସ୍ । କର୍ଣ୍ଣାଟକର ଧାରବାଡ଼ ଜିଲ୍ଲାର ଏକ ଗାଁରେ ଏବେ ସୁଦ୍ଧା ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସଚେତନତା ପାଇଁ ଅଲ୍ଲାପୁର ଗାଁକୁ…

  • Wednesday, 23 June 2021
inspector Parvaiz Ahmad Dar’
ଜାମ୍ମୁ ଓ କାଶ୍ମୀରରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ସିଆଇଡି ଅଧିକାରୀ ଜଣକ ଯାଉଥିବା ବେଳେ ତାଙ୍କ ପଛ ପଟୁ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଗୁଳିମାଡ଼ କରି ସେମାନେ…

  • Wednesday, 23 June 2021
bansadhara
ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ବଡ଼ ନିଷ୍ପତି, ଆନ୍ଧ୍ର ନିର୍ମାଣ କରିବ ଆନିକଟ

ଭୁବନେଶ୍ୱର: ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି । ଟ୍ରିବ୍ୟୁନାନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡିଶା ପାଇଁ…

penthapara
ଏବେ ବି ଅଧପାନ୍ତରିଆ ପେଣ୍ଠପଡ଼ା କଲ୍ୟାଣ ମଣ୍ଡପ : ତଦନ୍ତ ସହ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କେବେ ଶେଷ ହେବ ପେଣ୍ଠପଡ଼ା କଲ୍ୟାଣ ମଣ୍ଡପ କାମ ? ୱାର୍କଅର୍ଡର ଅବଧି ସରି ବିତିଲାଣି ୫ ବର୍ଷ, ସରୁନି କାମ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ବି ଅବମାନନା ଅଭିଯୋଗ ସତ୍ୟବାଦୀ : ଦୀର୍ଘ ୫ବର୍ଷ ହେଲାଣି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ…

  • Wednesday, 23 June 2021
Untitled-1
ସର୍ବାଧିକ ସନ୍ତାନ ଥିବା ଦମ୍ପତିଙ୍କୁ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ଆଇଜୋଲ୍ : ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ଜନସଂଖ୍ୟା ବହୁଳ ଦେଶ ଭାରତ।  ଆମ ଦେଶ ପାଇଁ ଜନସଂଖ୍ୟା ବିସ୍ଫୋରଣକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ । ତେବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ ଜଣେ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ,…

  • Wednesday, 23 June 2021
golak mohapatra
ସାର ଯୋଗାଣ ନେଇ କୃଷି ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର : ସାର ଯୋଗାଣ ନେଇ କୃଷି ମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ଟାର୍ଗେଟ୍ । ପ୍ରେସମିଟ୍ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ମିଥ୍ୟା ତଥ୍ୟ ଦେଇ ଓଡ଼ିଶା ଲୋକଙ୍କୁ ଭ୍ରମିତ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ…

  • Wednesday, 23 June 2021
vijay-mallya-nirav-modi-mehul-choksi-1624430475
ମାଲ୍ୟା-ନିରବ-ଚୋକସିଙ୍କ ଠାରୁ ଜବତ ସମ୍ପତ୍ତି, ବ୍ୟାଙ୍କକୁ ଫେରାଇଲା ଇଡି

ନୂଆଦିଲ୍ଲୀ: ମାଲ୍ୟା, ନିରବ ମୋଦି ଓ ଚୋକସିଙ୍କ ଠାରୁ ଜବତ ୯ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ବ୍ୟାଙ୍କକୁ ହସ୍ତାନ୍ତର କରିଛି ଇଡି । ବିଭିନ୍ନ ବ୍ୟାଙ୍କକୁ ୩ ଜଣ ଯାକ ଠକିଥିବା ଅର୍ଥର ଏହା ୪୧ ପ୍ରତିଶତ ବୋଲି…

1
ୱେବ୍ ସିରିଜ୍ 'ଗ୍ରହଣ'କୁ ବ୍ୟାନ୍ ଦାବି; ସୋସିଆଲ୍ ମିଡିଆରେ ହଙ୍ଗାମା

ମୁମ୍ବାଇ : ୱେବ୍ ସିରିଜ୍ ‘ଗ୍ରହଣ’ ଜୁନ୍ ୨୪ରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ସିରିଜ୍ ରିଲିଜ୍ ହେବା ପୂର୍ବରୁ ଏହାକୁ ନିଷିଦ୍ଧ କରିବାକୁ ଦାବି କରାଯାଇଛି। ଏହି ସିରିଜକୁ ନେଇ ଟ୍ୱିଟରରେ ଏକ ବଡ଼ ଧରଣର ହଙ୍ଗାମା ହୋଇଛି। ଶିଖ୍‌…

  • Wednesday, 23 June 2021
vlcsnap-error133
ମଣ୍ଡିରେ ଧାନ କିଣା ଅବଧି ଜୁଲାଇ ୧୫ ଯାଏ ବଢାଯାଉ- କଂଗ୍ରେସ

ଭୁବନେଶ୍ୱର: ରବି ଧାନ କିଣାବିକାରେ ବ୍ୟାପକ  ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆସିଛି । ମୌସୁମୀ ବର୍ଷାରେ ମଣ୍ଡିରେ ଭିଜୁଛି ଧାନ। ହନ୍ତସନ୍ତ ହେଉଛନ୍ତି ଚାଷୀ । ମିଲର ଓ ସରକାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛି …

  • Wednesday, 23 June 2021
Rath yatra
ରଥଯାତ୍ରା ପାଇଁ ଅନୁମତି ପ୍ରସଙ୍ଗ, ସରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

କଟକ: ସରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ପୁରୀ ଛଡ଼ା ଅନ୍ୟ ସ୍ଥାନରେ ରଥଯାତ୍ରା ହେବନି ବୋଲି ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ହେଲେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ବିଭିନ୍ନ ସଂଗଠନ ହାଇକୋର୍ଟଙ୍କ…

1
ସୁଶାନ୍ତଙ୍କ ବାୟୋପିକ୍‌କୁ ରୋକ୍ ଲଗେଇବାକୁ ପିତା ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ : ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପିତା କୃଷ୍ଣ କିଶୋର ସିଂହ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁଶାନ୍ତ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ : ଦ ଜଷ୍ଟିସ୍’ର ରିଲିଜକୁ ରୋକ୍ ଲଗାଇବା ନେଇ…

  • Wednesday, 23 June 2021
medicine
ନକଲି କରୋନା ଔଷଧ ବିକୁଥିଲେ, ବନ୍ଧା ହେଲେ ୩

ଭୁବନେଶ୍ୱର: ନକଲି ଔଷଧ ବିକ୍ରି ଘଟଣାର ପଦ୍ଦାଫାଶ ହୋଇଛି। କରୋନା ବିତ୍ପତ୍ତି ସମୟରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି STF । ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓ୍ୱାଙ୍କ ସୂଚନା ଦେଇଛନ୍ତି।…

  • Wednesday, 23 June 2021
police
କରୋନାରେ ରୋଜଗାର ଛଡ଼ାଇନେଲା କମ୍ପାନୀ : ରାଗରେ ଫ୍ୟାକ୍ଟ୍ରିରେ ପାଇପ୍  ବମ୍ ରଖିଦେଲେ କର୍ମଚାରୀ

ତିରୁନେଲ‍ବେଲି : କରୋନା କାଳରେ ରୋଜଗାର ଛଡ଼ାଇନେଲା କମ୍ପାନୀ । କୁନି କୁନି ପିଲାଙ୍କ ମୁହଁରେ ଆହର ଦେବା କଷ୍ଟକର ହୋଇପଡ଼ିଲା । କାକୁତିମିନତି ସତ୍ତ୍ବେ କମଚାରୀଙ୍କୁ ଛଟେଇ କରିଦେଲା କମ୍ପାନୀ । ଫଳରେ କମ୍ପାନୀ ଉପରେ ରାଗ ଶୁଝାଇବାକୁ ଯାଇ…

  • Wednesday, 23 June 2021