• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

OTV-khabar-NEtaji
ଗୁମ୍‌ନାମୀ ବାବା ରୂପରେ ବଞ୍ଚିଥିଲେ ନେତାଜୀ !

ନୂଆଦିଲ୍ଲୀ: ଜାନୁଆରୀ ୨୩ରେ ସାରା ଦେଶରେ ପାଳିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ହେଲେ ଏଣିକି ଏହି ଦିନକୁ ପରାକ୍ରମ ଦିବସ ନାଁରେ  ସମସ୍ତେ ମନେ ରଖିବେ।  ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ୨୩ ତାରିଖ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ହେବ।  ଏହି […]

feb
୮୨୩ ବର୍ଷ ପରେ ଏଥର ଆସୁଛି ବିଚିତ୍ର ଫେବୃଆରୀ

ନୂଆଦିଲ୍ଲୀ: ସବୁ ବର୍ଷ ପରି ଏଥର ମଧ୍ୟ ଆସି‍ବ ଫେବୃଆରୀ। ହେଲେ ଏହି ଫେବୃଆରୀ ସବୁ ଫେବୃଆରୀଟଠାରୁ ଟିକେ ନିଆରା ହୋଇ ଆସିବ । ଅନ୍ୟଭାଷାରେ କହିବାକୁ ଗଲେ, ଏଥର ଫେବୃଆରୀ ଏକ ବିଚିତ୍ର ଫେବୃଆରୀ। ୮୨୩ ବର୍ଷ ଭିତରେ ଯାହା ହୋଇ ନ ଥିଲ ଏଥର ତାହା ହୋଇଛି । ଏଥର ଫେବୃଆରୀରେ ସବୁବାର ପଡୁଛି ୪ ଥର। ଯାହାକି ପୂରା ନିଆରା। ଦୀର୍ଘବର୍ଷ ପରେ  ଆସିଛି ଏପରି ଯୋଗ। ୨୦୨୧ ଫେବୃଆରୀ କ୍ୟାଲେଣ୍ଡରରେ ଏମିତି […]

  • Tuesday, 13 July 2021
8am-AJANESWAR
ରାଜଧାନୀ ଉପକଣ୍ଠରେ ଅଦ୍ଭୁତ ଗଛ; ମଞ୍ଜିରୁ ଗଛ ହୁଏନି, ତଥାପି ଗଛ ଉଠୁଛି

ଭୁବନେଶ୍ୱର(ଜଗଦୀଶ ଦାସ): ‍ ‍ବର୍ଷ ବର୍ଷ ବିତିଗଲାଣି। ହେଲେ ଏହା କେଉଁ ଗଛ କେହି ଜାଣି ପାରୁନାହାନ୍ତି। ନା ସ୍ଥାନୀୟ ଲୋକ ନା ଉଦ୍ଭିଦ ବିଜ୍ଞାନୀ, କେହି କହି ପାରୁନାହାନ୍ତି କେଉଁ ପ୍ରଜାତିର ଗଛ ଏହା । ହେଲେ ଲୋକେ କିନ୍ତୁ ଏହି ଗଛକୁ ୬୦ ବର୍ଷ ଧରି ପୂଜା କରି ଆସୁଛନ୍ତି। ଆଉଁ କେଉଁଠି ନୁହେଁ, ଏମିତି ଅଜଣା ଗଛ ରହିଛି ରାଜଧାନୀ ଉପକଣ୍ଠ ଚନ୍ଦକା ଶିମିଳିପାଟଣାରେ। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଶିମିଳିପାଟଣାରେ ଅଜାଣେଶ୍ୱର ପୀଠ […]

  • Tuesday, 13 July 2021
nandi-pahad
ଦିନେ ଏଠି ଖେଳୁଥିଲେ ନାଗନାଗୁଣୀ, ଆଜି ସବୁଜ ପଣତ ତଳେ ହସୁଛି ନାଣ୍ଡି ପାହାଡ଼ 

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ସତ କରି ଦେଖାଇ ପାରିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ଭଳି ଏକ ଅଖ୍ୟାତ ପଲ୍ଲୀର ଗାଁ ଲୋକେ । ଏଇ ଲଣ୍ଡା ପାହାଡ଼ ଦିନେ ମସୃଣ ପଥର ଆଉ କଣ୍ଟା ଗଛରେ ପରିପୂର୍ଣ୍ଣ ଥିଲା। ହେଲେ ଆଜି ସେ ପାହାଡ଼ ହସୁଛି । ସବୁଜ ପଣତ ତଳେ ଘୋଡେଇ ହୋଇ ପର୍ଯ୍ୟଟକଙ୍କୁ ଡାକୁଛି। ଭାପୁର ବ୍ଲକ ବାଘୁଆପଲ୍ଲୀରେ ରହିଛି ନାଣ୍ଡି […]

  • Tuesday, 13 July 2021
Makara
କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଶା ନୁହେଁ, ସାରା ଦେଶରେ ଉଦ୍ଦିପନାର ସହ ପାଳିତ ହେଉଛି ମକର ସଂକ୍ରାନ୍ତି। ୧୨ ସଂକ୍ରାନ୍ତି ମଧ୍ୟରୁ ଏହି ସଂକ୍ରାନ୍ତି କାହିଁକି ଭିନ୍ନ ? କ’ଣ ରହିଛି ଏହି ଦିନର ବିଶେଷତ୍ୱ। ସାଧାରଣତଃ  ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି […]

  • Tuesday, 13 July 2021
sushant singh rajput suicide case
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ୯ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ...

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କାରଣ କେହି କେବେ ଭାବି ନ ଥିଲେ ସେ, ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବେ। ଏହି ଘଟଣା ପରେ ତାଙ୍କର ଫ୍ୟାନ୍ସଙ୍କଠୁ ଆରମ୍ଭ କରି ପରିବାର ଲୋକେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ସମସ୍ତଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ଏପରିକି ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଘଟଣା ପରଠୁ ଏକ […]

jatra-artist
ମୁଁ ସୋନୀ, ଖଳନାୟିକା କିନ୍ତୁ ସୁଇଟ ହାର୍ଟ...

ସୋର:ମୁଁ ସୋନୀ। ସୁଇଟ ହାର୍ଟ। ଟୋକାଙ୍କ ଛାତିରେ ବାଡେଇ ହୁଏ ମୁଁ । ସୁପର ସାଇକ୍ଲାନ ପରି…। ସେ ନାୟିକା ନୁହଁନ୍ତ, ଖଳନାୟିକା। କିନ୍ତୁ ଯାତ୍ରା ଦର୍ଶକଙ୍କର ଅତି ଆପଣାର। ମଞ୍ଚରେ ଏମିତି ହଟ୍‌ ଡାଇଲଗ୍ କହି ବେଶ୍‌ ତାଳି ସାଉଁଟନ୍ତି ବୈଶାଳୀ ସାହୁ ଓରଫ ରୀନା। ଛ’ ଭାଇ ଭଉଣୀ। ଆର୍ଥକ ଅବସ୍ଥା ଭଲ ନୁହେଁ। ପିଲାମାନଙ୍କୁ କିପରି ମଣିଷ କରିବେ ଏଇ ଚିନ୍ତାରେ ବାପା ଗୋବର୍ଦ୍ଧନ ସାହୁ ଓ ମା’ ବାସନ୍ତୀ ଚିନ୍ତାରେ ଥିବାବେଳେ […]

  • Tuesday, 13 July 2021
propose
ଉତୁରିଗଲା ପ୍ରେମ ନିଶା.. ପ୍ରପୋଜ କରୁଥିଲେ, ହଁ କହିଲା ବେଳକୁ ୬୫୦ ଫୁଟ ତଳକୁ ଖସିପଡ଼ିଲେ

ଜୀବନର ଏକ ମହାର୍ଘ ମୁହୂର୍ତ୍ତ ହେଉଛି ପ୍ରପୋଜ କରିବା। ଏହି ମୁହୂର୍ତ୍ତକୁ ସେ ନିଆରା , ସ୍ମରଣୀୟ କରିବାକୁ ଚାହୁଁଥିଲେ। ଏକଦମ୍‌ ରୋମାଣ୍ଟିକ୍‌ କରିବାକୁ  ଚାହୁଁଥିଲେ। ହେଲେ ତାଙ୍କର ପ୍ରେମ ନିଶା ଉତୁରିଗଲା। ପ୍ରେମିକା ତାଙ୍କର ପ୍ରପୋଜାଲକୁ ଗ୍ରହଣ କରିବାକୁ ଯାଉଥିଲ, ତା’ ପରେ ଯେଉଁ ଦୁଃଖଦ ଘଟଣା ଘଟିଲା ଆପଣ ଶୁଣିଲେ ଲୋକ ଟାଙ୍କୁରି ଉଠିବ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ରୋମାଣ୍ଟିକ ପ୍ରପୋଜାଲ ଜଣେ ମହିଳାଙ୍କ ପାଇଁ କିପରି ମୃତ୍ୟୁର କାରଣ […]

  • Tuesday, 13 July 2021
east
ଦିନେ ଭାରତକୁ ଶାସନ କରୁଥିଲା, ଆଜି ଭାରତୀୟଙ୍କ ହାତରେ ଇଷ୍ଟ ଇଣ୍ଡିଆ କମ୍ପାନୀ...

ନୂଆଦିଲ୍ଲୀ: ଡିସେମ୍ବର ୩୧ ସେଇ ତାରିଖ,  ୪୨୦ ବର୍ଷ ତଳେ ଠିକ୍‌ ଏଇ ଦିନରେ ଗଠିତ ହୋଇଥିଲା ଐତିହାସିକ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହି କମ୍ପାନୀ ଭାରତ ପାଇଁ ଏଥିପାଇଁ ସ୍ମରଣୀୟ ଯେ, ଏହା ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କଲା। ହେଲେ ଏବେ ବଦଳି ଯାଇଛି ସମୟ।  ଏବେ ଏହି କମ୍ପାନୀ ଶାସନ ଦାୟିତ୍ୱ ଜଣେ ଭାରତୀୟଙ୍କ ହାତରେ। ଏହା ଏକ ଐତିହାସିକ ଘଟଣା ବୋଲି ଏଥିପାଇଁ କୁହାଯାଉଛି ଯେ ଯେଉଁ କମ୍ପାନୀ […]

  • Tuesday, 13 July 2021
iceman
-୩୫ ଡିଗ୍ରୀ ତାପମାତ୍ରାରେ ଖୋଲା ଦେହରେ ବରଫ ଉପରେ ଚାଲିଲେ

ପୃଥିବୀ ଏବେ ଥଣ୍ଡାରେ ଥରୁଛି। ଯେମିତି ଫୃଥିବୀ ଉପରେ କେହି ବରଫ ଚାଦର ଘୋଡାଇ ଦେଇଛି। ହେଲେ ଏହି ଶୀତ, ଥଣ୍ଡା ଯେମିତି ହାର ମାନିଯାଇଛି ଏଇ ଯୁବକଙ୍କ ପାଖରେ। ଖାଲି ହାର ମାନିନି। ଯେମିତି ଥଣ୍ଡା ନିଜେ କମ୍ପି ଯାଉଛି ତାଙ୍କୁ ଦେଖି। କାରଣ ଏତେ ଥଣ୍ଡାରେ ବି  ସେ ଖାଲି ପାଦରେ, ଖାଲି ଦେହରେ ବରଫ ଉପରେ ଦୌଡ଼ୁଛନ୍ତି। ଏହି ଆଇସମ୍ୟାନ ହେଉଛନ୍ତି ଫିନ୍‌ଲାଣ୍ଡର ବିମ ହାଫ। ବିମ୍‌ ହାଫ ଗତବର୍ଷ ଫିନ୍‌ଲାଣ୍ଡର ପୋଲାର […]

  • Tuesday, 13 July 2021
media-2020
ସାମ୍ବାଦିକ ଓ ସାମ୍ବାଦିକତା ପାଇଁ  ବର୍ଷ-୨୦୨୦

ଭୁବନେଶ୍ୱର(ସାରଦା ଲାହାଙ୍ଗୀର): ଦେଖୁ ଦେଖୁ  ବିତିଗଲା ଅଭିଶପ୍ତ ବର୍ଷ ୨୦୨୦। ବର୍ଷ ତମାମ କୋରୋନାର କରାଳ ଛାୟା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଶିକ୍ଷା ,ସ୍ୱାସ୍ଥ୍ୟ ଓ ବ୍ୟବସାୟଠାରୁ ଆରମ୍ଭ କରି ଜୀବନ ଜୀବିକା ଉପରେ ପଡିଛି ଏହାର ଗଭୀର ପ୍ରଭାବ ।ଲୋକଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ଯନ୍ତ୍ରଣା । ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟବସାୟୀ ଏବଂ ଚାକିରିଆ ଠାରୁ ଆରମ୍ଭ କରି ଦିନ ମଜୁରିଆ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡିଛି ଏଇ […]

moon
ବିଜ୍ଞାନର ଜୟଯାତ୍ରା ପାଇଁ ମନେ ରହିବ ୨୦୨୦

ଭୁବନେଶ୍ୱର: ଦୁଃଖର ବର୍ଷ ୨୦୨୦। ଆଉ ମାତ୍ର କେଇ ଦିନ ପରେ ଧରାପୃଷ୍ଠରୁ ନେବ ବିଦାୟ । ପୃଥିବୀବାସୀ ୨୦୨୦କୁ ସବୁଦିନ ପାଇଁ ମନେ ରଖିବେ। ଯଦିଓ ଖୁସିରେ ନୁହେଁ, ସେ ଦେଇଥିବା ଦୁଃଖ ପାଇଁ ସବୁବେଳେ ମନେ ପଡୁଥିବ ଏହି ବର୍ଷ। କୋଭିଡ ମହାମାରୀଠାରୁ ଆରମ୍ଭ କରି ଅନେକ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ  ୨୦୨୦ ବକ୍ଷକୁ ବିଦୀର୍ଣ୍ଣ କରିଛି । ତେବେ ଏସବୁ ଦୁଃଖ ଭିତରେ କିଛିଟା ଆତ୍ମସନ୍ତୋଷ ବି ଉପଲବ୍ଧ ହୋଇଛି […]

Cyber Fraud
ପ୍ରକୃତ ବନ୍ଧୁ ନୁହନ୍ତି ସୋସିଆଲ ମିଡ଼ିଆର ବନ୍ଧୁ, ସମୟ ଆସିଲେ ଶତ୍ରୁ ସାଜିପାରନ୍ତି . .

ମଣିଷ ଜୀବନ ବନ୍ଧୁ ବିନା ରଙ୍ଗହୀନ। ବନ୍ଧୁତା ଆକାଶ ପରି ଅସୀମ, ସାଗର ପରି ଗଭୀର। ପ୍ରକୃତ ବନ୍ଧୁ ସୁଖଦୁଃଖର ସାଥୀ। ତୁମ ଖୁସିରେ ଯିଏ ଖୁସି ହୁଏ, ଦୁଃଖରେ ଦୁଃଖୀ ହୁଏ ସିଏ ପ୍ରକୃତ  ବନ୍ଧୁ। ବନ୍ଧୁତାର ସମ୍ପର୍କ ଯେ କୌଣସି ସମ୍ପର୍କ ଠାରୁ ମଧ୍ୟ ଶକ୍ତିଶାଳୀ। ଇଶ୍ୱର ଯାହାକୁ ରକ୍ତ ସମ୍ପର୍କରେ ବାନ୍ଧିବାକୁ ଭୁଲିଯାଆନ୍ତି, ତାକୁ ବନ୍ଧୁତାର ନିବିଡ଼ ବନ୍ଧନରେ ବାନ୍ଧି ଦିଅନ୍ତି । ବନ୍ଧୁତାରେ ଜାତିଅଜାତି, ଧନୀ ଗରିବର ଭେଦଭାବ ନଥାଏ। ଏହି […]

  • Tuesday, 13 July 2021
କୁକୁର ଓ ବିଲେଇଙ୍କ ପାଇଁ ତିଆରି ହେବ ଶ୍ମଶାନ ଘାଟ : ଅନ୍ତିମ ସଂସ୍କାର କରିବେ ପୂଜାରୀ

ପଶୁପ୍ରେମୀଙ୍କ ପାଇଁ ଖୁସି ଖବର ।  କୁକୁର ଓ ବିଲେଇ ପାଇଁ ଖୁବଶୀଘ୍ର ତିଆରି ହେବ ଶ୍ମଶାନ ଘାଟ । ଭାବନାତ୍ମକ ସମ୍ପର୍କକୁ ଆଖି ଆଗରେ ରଖି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ । ନୀବିଡ଼ ସମ୍ପର୍କକୁ ସ୍ମୃତିର ସୂତା ଖିଅରେ ବାନ୍ଧିବାକୁ ସମସ୍ତ ଯେ।ଜନା ହେ।ଇସାରିଛି । ଏବେ ସୁଦ୍ଧା ସାରା ଦେଶରେ ପଶୁପକ୍ଷୀଙ୍କ ପାଇଁ ଶ୍ମଶାନ ଘାଟର କୌଣସି ବ୍ୟବସ୍ଥା କରାଯାଇନାହିଁ, ହେଲେ ଖୁବଶୀଘ୍ର ରାଜଧାନୀ ଦିଲ୍ଲୀର ଦ୍ବାରିକା ଠାରେ ପଶୁଙ୍କ ପାଇଁ ଶ୍ମଶ।ନ […]

  • Tuesday, 13 July 2021
Desi-Car
ପୁରା ଦେଶୀ କାର, ନା ଅଛି ପେଟ୍ରୋଲ.. ନା ପ୍ରଦୂଷଣ, ଭିଡିଓ ହେଲ ଭାଇରାଲ୍‌

ନୂଆଦିଲ୍ଲୀ: ଦେଶୀ କାର। କାରରେ ବସିବାର ଆନନ୍ଦ ମିଳିବ। ନା ଅଛି ପ୍ରଦୂଷଣ ନା ପ୍ରେଟ୍ରୋଲ ଚିନ୍ତା।  ଆପଣ ଅନେକ କାର ଦେଖିଥିବେ। ହେଲେ ଏମିତି କାର ଦେଖିଛନ୍ତି କି ? ଏମିତି ଏକ ଅଜିବ କାର ଆଜି ଆପଣଙ୍କୁ ଆମେ  ଦେଖାଇବୁ। ଏହି ଆଗରେ ଫିକା ପଡିଯିବ ବିଶ୍ୱର ନାମୀଦାମୀ କାର। ଏମିତିକି ଆମେରିକୀୟ କାର ନିର୍ମାତା କମ୍ପାନୀ ଏଲନ ମସ୍କ ଓ ଟେସ୍ଲା ଏହାକୁ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ। ଏବେ ଆସନ୍ତୁ […]

  • Tuesday, 13 July 2021
Binika
ସାରା ପରିବାରକୁ ମାଡ଼ି ବସିଛି ରୋଗ; ଏପଟେ ଦାଉ ସାଧୁଛି ଅଭାବ

ବିନିକା (ଦିଲ୍ଲୀପ କୁମାର ସାହୁ): ଏଇ ପରିବାରର ଭାଗ୍ୟାକାଶରେ ସତେ ଯେମିତି ଦୁଃଖ ଆଉ ହତାଶାର କଳାବାଦଲ ଛାଇ ଯାଇଛି।  ଭାଗ୍ୟ ଆଉ ଭଗବାନ ଏମାନଙ୍କ ଉପରେ ଦାଉ ସାଧିଛନ୍ତି। ଦୁଃଖ ତ  ଦେଇଛନ୍ତି ହେଲେ ଆଶ୍ୱାସନା ଦେଇ ପଦେ କଥା କହିବାକୁ ପାଖରେ କେହି ନାହିଁ। ଲୁହ ପୋଛିବାକୁ ହାତଟିଏ ନାହିଁ। ଏମାନଙ୍କ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଆସେ,  କେମିତି ଏତେ ଦୁଃଖକୁ ସାମ୍ନା କରୁଛନ୍ତି ଏମାନେ? ହଁ, ଇଏ ଏମିତି ଏକ ପରିବାର,ଯେଉଁ […]

  • Tuesday, 13 July 2021
luck-down-kbr
ଲକ୍‌ଡାଉନରେ ପୁଣି ଲୋକପ୍ରିୟ ହୋଇଥିଲା ୯୦ ଦଶକର ଏଇ ଧାରାବାହିକ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଶେଷ ହେବ ୨୦୨୦। ପଛକୁ ଚାହିଁଲେ ଦିଶିଯାଏ ଏକ ଝାପ୍‌ସା ମୁହଁ, ଯେଉଁ ମୁହଁରେ ଆକର୍ଷଣ ନାହିଁ, ଆଶ୍ୱାସନା ନାହିଁ । ବରଂ ରହିଛି ହୃଦୟ ଥରେଇ ଦେବା ବଳି ଅନୁଭୂତି। ତଥାପି ଏହି ବର୍ଷକୁ ମନେ ରଖିବା ପରି ଅନେକ କିଛି ରହିଛି। ଏହି ବର୍ଷ ଆମକୁ ମନେ ପକେଇ ଦେଇଛି ୯୦ ଦଶକର ସ୍ମୃତିକୁ। କରୋନା ପାଣ୍ଡାମିକ୍‌ ସମୟରେ ସମସ୍ତେ ଘରେ ରହିଲେ ଗୃହବନ୍ଦୀ ହୋଇ। ତା […]

photo church
ଏମିତି ଚର୍ଚ୍ଚ ଯେଉଁଠି କୋରଲ ସଙ୍ଗୀତ ସହ ଶୁଭେ ହର ହର ମହାଦେବ

‍ବାରଣାସୀ: ଆଜି ବଡ଼ଦିନ। ଆଜିର ଏହି ପବିତ୍ର ଦିନରେ ଆମେ ଏକ ନିଆରା ଚର୍ଚ୍ଚ କଥା କହିବୁ। ଯେଉଁ ଚର୍ଚ୍ଚର କୋରଲ ସଙ୍ଗୀତ ସାଙ୍ଗକୁ ହର ହର ମହାଦେବ ସ୍ୱରର ଗୁଞ୍ଜରଣ ସାରା ଅଞ୍ଚଳରେ ସୃଷ୍ଟି କରୁଛି ଆଧ୍ୟାତ୍ମିକ ପରିବେଶ। ଏଠି ଦେଖିବାକୁ  ମିଳେ ସର୍ବଧର୍ମ ସମଭାବର ଝଲକ। କାନ୍ଥରେ ବାଇବେଲ ସହ ଲେଖା ହୋଇଛି ଗୀତାର ଶ୍ଳୋକ। ଏହି ନିଆରା ଚର୍ଚ୍ଚ ରହିଛି ଧର୍ମ ଓ ଅଧ୍ୟାତ୍ମିକର ନଗରୀ କାଶୀରେ। ଗୋଟିଏ ଜାଗାରେ ଦେଖିବାକୁ ମିଳେ […]

  • Tuesday, 13 July 2021
dknl-stike
କୋରାନ, ଭାଗବତ, ତୁଳସୀ ଗଛ ରଖି ଧାରଣାରେ ମୁସ୍‌ଲିମ ଦମ୍ପତି

ଢେଙ୍କାନାଳ(ରିପୋର୍ଟ: ରାଜଶ୍ରୀ ଶତପଥୀ): ଖୋଲା ଆକାଶ ତଳେ ବିତିଲାଣି ୬ ରାତି, ୫ ଦିନ।  କିଟି କିଟି ଅନ୍ଧାର ସାଙ୍ଗକୁ  ହାଡଭଙ୍ଗା ଶୀତ। ତା ସହିତ ଘନ କୁଡୁଡି । ପ୍ରକୃତିର ଏପରି ପ୍ରହାରରେ ତଥାପି ହାରି ନାହାନ୍ତି  ଏହି ଦମ୍ପତି। ନ୍ୟାୟ ପାଇଁ ତାଙ୍କ ଲଢେଇ ଜାରି ରଖିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରାତି ଦିନ ପଡି ରହିଛନ୍ତି। ସର୍ବଧର୍ମର ଦ୍ୱାହିରେ ନ୍ୟାୟ  ଭିକ୍ଷା କରୁଛନ୍ତି। ଏହି ଦମ୍ପତ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର […]

  • Tuesday, 13 July 2021
lake
ଆଶ୍ଚର୍ଯ୍ୟ ! ହଠାତ୍‌ ଗୋଲାପୀ ରଙ୍ଗ ହୋଇଗଲା ଏହି ଦ୍ରଦର ଜଳରାଶି

ଔରଙ୍ଗାବାଦ: କିଛିଦିନ ତଳେ ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ନଜର ଆସିଥିଲା। ଏବେ ପୁଣି ଏମିତି କିଛି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଲୋନାର୍‌ ହ୍ରଦ ହଠାତ୍‌ ଗୋଲାପୀ  ରଙ୍ଗରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ଦୃଶ୍ୟ ପ୍ରତ୍ୟେକ ଦେଖଣାହାରୀଙ୍କୁ  ଆଶ୍ଚର୍ଯ୍ୟ କରିଛି। ମୁମ୍ବାଇ ଠାରୁ ପ୍ରାୟ ୫୦୦ କି.ମି. ଦୂରରେ ରହିଛି ବୁଲ୍‌ଧାନା ଜିଲ୍ଲାର ଲୋନାର୍‌ ହ୍ରଦ […]

  • Tuesday, 13 July 2021
odisha-girl
କ୍ୟାନ୍ସର ରୋଗୀଙ୍କ ପାଇଁ ଭୁଲିଗଲେ ସୌନ୍ଦର୍ଯ୍ୟ, ଦାନ କଲେ ଚୁଟି

ବାରିପଦା (ମାନିକ ଲାଲ ପାଣି): ମଣିଷ ମାତ୍ରେ ସୌନ୍ଦର୍ଯ୍ୟପ୍ରିୟ। ବିଶେଷକରି ମହିଳାମାନେ। ମହିଳାମାନେ  ନିଜ ସୌନ୍ଦର୍ଯ୍ୟ ପ୍ରତି ଖାଲି ସଚେତନ ନୁହଁନ୍ତି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଉପଚାର କରନ୍ତି। ହେଲେ ପ୍ରକୃତ ସୌନ୍ଦର୍ଯ୍ୟ ଶରୀରରେ ନୁହେଁ, ଥାଏ ମନର ଉଦାରତାର, କାମର ମହାନତାରେ….। ଏହା ପ୍ରମାଣିତ କରିଛନ୍ତି ବାରିପଦାର ଯୁବତୀ ଶ୍ରୁତି ସ୍ୱପ୍ନା ମାଇତି। ଦିନେ ସେ ଲମ୍ବା ବାଳ ରଖି ଏନ.ଏସ.ଏସ. ତରଫରୁ ଜାତୀୟ ସ୍ତରୀୟ ପ୍ୟାରେଡ଼ରେ ଭାଗ ନେଇଥିଲେ । ଲମ୍ବା ବାଳ […]

  • Tuesday, 13 July 2021
TODAYS-THUM-UP
ଦୁର୍ଘଟଣା: କେବଳ ସେପ୍ଟେମ୍ବରରେ ଚାଲିଗଲା ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୮ଟି ଜିଲ୍ଲା ଆଗରେ ରହିଛି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ବାଲେଶ୍ୱର । ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ଲକଡାଉନ ଓ ସଟଡାଉନ ସତ୍ତ୍ୱେ ମୋଟ୍ ୧୬୪ଟି ଦୁର୍ଘଟଣା ଘଟିଛି ।କେବଳ ସେପ୍ଟେମ୍ବର ମାସରେ ଯାଇଛି ୨୦ ଜଣଙ୍କ ଜୀବନ। ବେପରୁଆ ଗାଡ଼ିଚାଳନା ଓ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟରେ ୩୦ରୁ […]

  • Tuesday, 13 July 2021
Untitled-1
ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ, ପ୍ରାଚୀନ ପାକିସ୍ତାନର !

ଇସଲାମବାଦ: ଭାରତ ବିରୋଧରେ ମିଛ ଖବର  ପ୍ରଚାର କରିବାରେ ମାହିର ପାକିସ୍ତାନ ପୁଣି ଏକ ମିଛ କହିଛି। ଏଥର ଭାରତର ଇତିହାସକୁ ନେଇ ମିଥ୍ୟା ଖବର ପ୍ରଚାର କରିଛି। ଭିଏତନାମରେ ଥିବା ପାକିସ୍ତାନ ରାଜଦୂତ କମର ଅବ୍ବାସ ଖୋଖର ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ। ଏହା ପ୍ରାଚୀନ ପାକିସ୍ତାନର ଏକ ଅଂଶ। ସେତିକି ନୁହେଁ, ଖୋଖର ଟ୍ୱିଟ କରି ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ପାକିସ୍ତାନରେ ଥିଲା ଏବଂ ଚାଣକ୍ୟ, ପାଣିନୀଙ୍କ ପରି ବିଦ୍ୱାନ […]

  • Tuesday, 13 July 2021
indian army
୧୯୭୧ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ପୋଷ୍ଟ ଛାଡ଼ି ପଳାଇଥିଲେ ପାକ୍‌ ସେନା

ନୂଆଦିଲ୍ଲୀ: ପାଖେଇ ଆସୁଛି ଡିସେମ୍ବର ୧୬ ତାରିଖ । ସହିଦ ଦିବସ। ଏହି ଦିନ ଯେତିକି ପାଖେଇ ଆସୁଛି ସେତିକି ଜୀବନ୍ତ ହଇଉଠୁଛି ଆମ ବୀର ଯବାନଙ୍କ ଅମର କୀର୍ତ୍ତି। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ନିଜର ବୀରତ୍ୱ, ଶୌର୍ଯ୍ୟକୁ ଅମର କରି ଦେଇ ଯାଇଛନ୍ତି ବୀର ଯୋଦ୍ଧା। ଏହି ଯୁଦ୍ଧରେ ଭାରତୀୟ ଯବାନମାନେ ଖାଲି ପାକିସ୍ତାନକୁ ହରାଇ ନ ଥିଲେ ବରଂ ସେମାନେ ପାକିସ୍ତାନର କିଛି ଅଂଶ ନିଜ କବ୍‌ଜାକୁ ନେଇ ଆସିବା ପାଇଁ ଆଗେଇ […]