• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

0
କୋରାପୁଟର ନିଆରା ପରମ୍ପରା ଲାଠି ଯାତ୍ରା

କୋରାପୁଟ: କୋରାପୁଟରେ ଥିବା ନିଶାଣିମୁଣ୍ଡାଠାରେ ପ୍ରତିବର୍ଷ ବିଜୟା ଦଶମୀ ଦିନ ଲାଠିଯାତ୍ରା ଅନୁଷ୍ଠିତ ହୋଇଥାଏ। ଲାଠିଯାତ୍ରା ସେଠାକାର ଏକ ଭିନ୍ନ ପରମ୍ପରା, ଯେଉଁଠି ବାଉଁଶ ଖଣ୍ଡକୁ ଗ୍ରାମର ପ୍ରତିନିଧି ବା  ଗ୍ରାମଦେବତୀ ଭାବେ ପୂଜା କରାଯାଇଥାଏ। ସମସ୍ତ ଗାଁରୁ ଲାଠି ଏକାଠି ନ ହେଲେ ଦଶହରା ଆରମ୍ଭ ହୋଇ ନ ଥାଏ।  ଏହି ନିଆରା ଲାଠି ଯାତ୍ରାରେ ବିଭିନ୍ନ ରଙ୍ଗର କପଡ଼ା ଓ ଫୁଲରେ ସଜ୍ଜିତ ହୋଇଥିବା ଏକ ବଡ଼ ବାଉଁଶ ଖଣ୍ଡକୁ ଗାଁର ଠାକୁରାଣୀ ଭାବେ […]

  • Thursday, 15 July 2021
2
ତିତ୍‌ଲି ମାଡ଼ରେ ଉଜୁଡ଼ି ଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି

ଗଞ୍ଜାମ: ତିତ୍‌ଲି ବାତ୍ୟାର ମାଡ଼ରେ ଉଜୁଡ଼ିଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି। କେଉଁଠି ବାଲିଚର ତ ଆଉ କେଉଁଠି ପାଣି ଜମିରହି ପଚିସଢ଼ି ଯାଇଛି ଏକର ଏକର ପରିବା ଫସଲ। ହିଞ୍ଜିଳି ବ୍ଲକର ବୁରୁପଡ଼ା ଓ ଚାନ୍ଦିଲିରେ ୪ଶହରୁ ଅଧିକ ଏକର ଜମିରେ ଦେଖିବାକୁ ମିଳିଛି ଦୁର୍ଦ୍ଦଶାର ଚିତ୍ର। ଗଞ୍ଜାମ ଜିଲ୍ଲାକୁ ସିଂହ ଭାଗ ପରିବା ଯୋଗାଇଥାନ୍ତି। କିନ୍ତୁ ବାତ୍ୟା ମାଡ଼ରେ ବୁଡ଼ିଯାଇଛି ଚାଷ ବେଉସା। ବ୍ୟାପକ ଫୁଲକୋବି ସହ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଥିବା ଚାଷୀ […]

  • Thursday, 15 July 2021
11
ତିତ୍‌ଲି ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ

ଗଜପତି: ବାତ୍ୟା ‘ତିତଲି’ ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ‘ତିତ୍‌ଲି’ ଉଜାଡ଼ି ଦେଇଛି ଚାଷୀର ବର୍ଷକର ଫସଲ। ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛକୁ ଛିଡ଼ା କରିବା ପାଇଁ ଦମ୍‌ ଲଗାଇ ଦେଇଛି ଚାଷୀ। ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏବେ ମଧ୍ୟ ଅନେକ ଧାନ ବିଲରେ ପାଣି ଲହଡ଼ି ଭାଙ୍ଗୁଛି। ତେବେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମକା ଚାଷ। ଚଳିତବର୍ଷ […]

  • Thursday, 15 July 2021
44
NTPCର ପାଉଁଶ ପୋଖରୀ ବଢ଼ାଇଛି ଚିନ୍ତା

ଅନୁଗୁଳ: ଚିନ୍ତା ବଢ଼ାଇଲା ଏନଟିପିସି। ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ଆସ୍ପଣ୍ଡର ପାଉଁଶ ପାଣି ଏବେ ଟିକିରା ନାଳରେ ସିଧାସଳଖ ମିଶୁଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ପାଉଁଶ ପାଣି ଯୋଗୁ ନାଳ ପ୍ରଦୂଷିତ ହେଉଛି। କେବଳ ସେତିକି ନୁହେଁ। ଏହି ନାଳ ପାଣି ବ୍ରାହ୍ମଣୀରେ ମିଶୁଥିବାରୁ ନଦୀ ବି ପ୍ରଦୂଷିତ ହେଉଛି। ନଦୀ ଓ ନାଳ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଗୃହପାଳିତ […]

  • Thursday, 15 July 2021
fish
ବନ୍ଦ ପଡ଼ିଛି ଇଚ୍ଛାପୁର ଗାଁରେ ମତ୍ସ୍ୟ ଯାଆଁଳ କେନ୍ଦ୍ର

ନୂଆପଡ଼ା (ମାୟାଧର ସରଫ) : ମାଛ ଚାଷୀଙ୍କୁ ଉତ୍କୃଷ୍ଟ ଯାଆଁଳ ଯୋଗାଇ ଦେବା ଲକ୍ଷ୍ୟରେ ନୂଆପଡ଼ାରେ ହୋଇଥିଲା ସୁନ୍ଦର ମତ୍ସ୍ୟ ଯାଆଁଳ କେନ୍ଦ୍ର। ହେଲେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ତାହା ବନ୍ଦ ହୋଇପଡ଼ିଛି। ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି। ଏମିତି ଦେଖିବାକୁ ମିଳିଛି ନୂଆପଡ଼ା ଇଚ୍ଛାପୁର ଗାଁରେ ଥିବା ମତ୍ସ୍ୟ ଯାଆଁଳ କେନ୍ଦ୍ରରେ। ଏଠାକାର ଅଧିକାଂଶ ଯନ୍ତ୍ରାଂଶରେ କଳଙ୍କ ଲାଗିଗଲାଣି। ସେପଟେ ଯାଆଁଳ ଉତ୍ପାଦନ ପାଇଁ ହୋଇଥିବା ୬ଟି […]

  • Thursday, 15 July 2021
ambulance covid
ବାଇକରେ ଆମ୍ବୁଲାନ୍ସ ନିର୍ମାଣ କଲେ ଯୁବ ଇଂଜିନିୟର, ମାଗଣାରେ ରୋଗୀ ପାଇବେ ହସ୍ପିଟାଲ ବେଡ୍ ସହ ଅକ୍ସିଜେନ

ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ବଡ ସମସ୍ୟା ସାଜିଛି ଅକ୍ସିଜେନ୍ ସଙ୍କଟ । ଅକ୍ସିଜେନ୍ ଅଭାବରୁ ଅନେକ କରୋନା ଆକ୍ରାନ୍ତଙ୍କ ଅକାଳରେ ମୃତ୍ୟୁ ହେଉଛିା ଏହାର ଜ୍ୱଳନ୍ତ ଉଦାହରଣ ଆମେ ଦିଲ୍ଲୀ କହିପାରିବା । ଏଭଳି ସ୍ଥିତିରେ କରୋନା ବିରୋଧରେ ମୁକାବିଲା କରିବା ପାଇଁଁ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶର ଜଣେ ଯୁବ ଇଂଜିନିୟର । ସେ ନିଜ ବାଇକରେ ଆମ୍ବୁଲାନ୍ସ ନିର୍ମାଣ କରିଛନ୍ତି । ଯେଉଁ ଆମ୍ବୁଲାନ୍ସରେ ରହିଛି ହସ୍ପିଟାଲ ବେଡ୍ ଓ ଅକ୍ସିଜେନ୍ । କରୋନାର […]

  • Thursday, 15 July 2021
lemon theraphy
ଲେମନ୍ ଥେରାପୀରେ କଣ ରହିଛି ଫାଇଦା? କହିଲେ ବିଶେଷଜ୍ଞ

କରୋନା ମହାମାରୀ ଦ୍ୱିତୀୟ ଲହର ମଣିଷ ଜୀବନକୁ ସତେ ଯେପରି ସୀମା ଭିତରେ ରଖି ଦେଇଛି । କିନ୍ତୁ କରୋନାରୁ ଆରୋଗ୍ୟ ହେବାକୁ ଯାଇ ଅନେକ ଲୋକ ଭ୍ରମର ଶିକାର ହେଉଛନ୍ତି । ଅନେକ ଚେରମୂଳି ଔଷଧ ଓ ଡାକ୍ତର ବିନା ପରାମର୍ଶରେ ମେଡିସିନ୍ ସେବନ କରିବା କାରଣ ମୂଲ୍ୟ ଜୀବନ ପାଣି ଫୋଟକା ପରି ଚାଲିଯାଉଛି । କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ସ୍କୁଲ ଶିକ୍ଷକ ଲେମନ୍‌୍ ଥେରାପି କରି ମୃତ୍ୟୁବରଣ କରିଛନ୍ତି । ଏଭଳି […]

  • Thursday, 15 July 2021
QR_code_payment-900x506
କ୍ୟୁଆର କୋଡ୍‌କୁ ସାବଧାନ ! ଅନଲାଇନ୍‌ ପେମେଣ୍ଟକୁ ନେଇ ଏସବିଆଇ ଦେଲା ପରାମର୍ଶ

କୋଭିଡ୍ ସ୍ଥିତି ଯୋଗୁଁ ଅନେକ ଲୋକ ଅନଲାଇନ୍ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହାର ସୁଯୋଗରେ କଳାକନା ବୁଲାଇ ନେଉଛନ୍ତି ସାଇବର ଠକ । କ୍ୟୁଆର୍ କୋଡ୍ ବ୍ୟବହାର ଆକାଉଣ୍ଟ ହୋଇଯାଉଛି ଖୋଳ । ଏନେଇ ଗ୍ରାହକଙ୍କୁ ସତର୍କ କରାଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । କ୍ୟୁଆର୍ କୋଡ୍ କୁ ସ୍କାନିଂ କରିବା ସମୟରେ ତଥା ପେମେଣ୍ଟ କରିବା ସମୟରେ ସତର୍କ ରହିବା ପାଇଁ ଏସବିଆଇ ପରାମର୍ଶ ଦେଇଛି । ପବ୍ଲିକ୍ […]

  • Thursday, 15 July 2021
image_2021-04-27_165109
ହଳଦିଆ ହୋଇଗଲା ନଦୀର ପାଣି, ଛୁଇଁବା ମାତ୍ରକେ ପୋଡିଗଲା ଚର୍ମ

ପାଣିର ରଙ୍ଗ ହଠାତ୍ ହଳଦିଆ ହୋଇଗଲା, ଆଉ ସେହି ପାଣିକୁ ଯିଏ ବି ଛୁଇଁଲା ଚମଡା ଉତୁରିଗଲ।। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍କଟଲ୍ୟାଣ୍ଡରୋ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛିା ଏହି ପାଣିର ଅସ୍ୱାଭାବିକ ପରିବର୍ତ୍ତନ କ୍ଷେତ୍ରରେ କଣ ରହିଛି ପ୍ରକୃତ କାରଣ ଆସନ୍ତୁ ଜାଣିବା… ସ୍କଟଲ୍ୟାଣ୍ଡର ପରିବେଶ ଅତ୍ୟନ୍ତ ସୁନ୍ଦର ଓ ମନୋରମା ଏଠାରେ ଘଞ୍ଚଜଙ୍ଗଲ ଓ ପାହାଡ ଓ ଝରଣା ଭରି ରହିଛିା ଏଇ ପରିବେଶକୁ ଉପଭୋଗ […]

  • Thursday, 15 July 2021
nasa-rover
୮ ମାସର ପରିଶ୍ରମ ପରେ ନାସା ପାଇଁ ରୋଭର୍ କଲେ ୧୦ ଯୁବକ

କଟକ: ଇଏ ହେଉଛନ୍ତି ୟଙ୍ଗ ଟିଙ୍କର୍ ଟିମ୍। ରାଜ୍ୟ ର ବିଭିନ୍ନ ସ୍ଥାନରୁ ବଛା ଯାଇଥିବା ଏହି 19 ବର୍ଷରୁ କମ୍ ଯୁବ ବୈଜ୍ଞାନିକମାନେ ଟିମ୍ ଲିଡର ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଆମେରିକାର ମହାକାଶ ଗବେଷଣା ଅନୁସନ୍ଧାନ କେନ୍ଦ୍ର ନାସା ପାଇଁ ପ୍ରସ୍ତୁତ କରିଛନ୍ତି ଏକ ରୋବର୍ଟ। ଏହି ୧୦ ଜଣିଆ ଟିମ ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜ ପାଇଁ ଏହି ରୋବୋଟ୍ ଟିକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ପୁରା ଦିନ ରାତି ଏକ କରି ଏହି […]

  • Thursday, 15 July 2021
OTV-Portal
ସୂର୍ଯ୍ୟ କିରଣରେ କମୁଛି କରୋନା ମୃତ୍ୟୁହାର !

କରୋନା ଯେତିକି ରହସ୍ୟ, କୋଭିଡ୍ ଭୂତାଣୁକୁ ନେଇ ହେଉଥିବା ଗବେଷଣା ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ। ଚୀନ୍‌ର ଉହାନ୍‌ରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭୂତାଣୁକୁ ନେଇ ଆରମ୍ଭରୁ ଗବେଷଣା ଚାଲିଛି। ଅନେକ ସମୟରେ ଗବେଷକମାନେ ଏନେଇ ତଥ୍ୟ ଓ ସୂଚନା ଦେଉଛନ୍ତି। ଇତି ମଧ୍ୟରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସୂର୍ଯ୍ୟ କିରଣ କମାଉଛି କରୋନା ମୃତ୍ୟୁ ହାର। ଆମେରକୀୟ ଗବେଷକମାନେ ଏଭଳି ତଥ୍ୟ ରଖିଛନ୍ତି। ସୂର୍ଯ୍ୟ କିରଣରୁ ନିର୍ଗତ ଶକ୍ତି ଅନେକ ରୋଗରୁ ରକ୍ଷା କରିଥାଏ […]

  • Thursday, 15 July 2021
goat-human-face
ନାଁ କୁ ପଶୁ, କିନ୍ତୁ ମୁହଁ ମଣିଷ ପରି ଦେଖିବାକୁ।

ଏ ପୃଥିବୀ ବଡ଼ ବିଚିତ୍ର। ପ୍ରକୃତିର ପରିବର୍ତ୍ତନ ହେଉ ଅବା ଦୈବ ଶକ୍ତି ହେଉ, ଏଠି ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ ଆଉ ଚକିତ କଲା ପରି କଥା ଶୁଣିବାକୁ ପଡେ। ଗାଈରୁ ଛେଳି ଜନ୍ମ ନେବା, କୁକୁଡ଼ା ଅଣ୍ଡା ବଦଳରେ ପକ୍ଷୀ ଛୁଆ ଜନ୍ମ କରିବା,  ଏମିତି ଚକିତ କରିଦେବା ପରି କଥା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। କିନ୍ତୁ ଏହାର ବିଜ୍ଞାନ ଭିତ୍ତି ସତ୍ୟତା ଏବେ ରହସ୍ୟ ଘେରରେ ରହିଛି। ତେବେ […]

  • Thursday, 15 July 2021
Eng-ko
ମଦ୍ୟପାନ ପରେ କାହିଁକି ଇଂଲିସ‌ରେ ଅନର୍ଗଳ ଗପେ ମଦୁଆ?

ଆଜିକାଲି ମଦ ପିଇବା ଗୋଟିଏ ସାଧାରଣ କଥା ହୋଇଗଲାଣି। ପାର୍ଟି ହେଉ ଅବା ଯେକୌଣସି ଉତ୍ସବରେ ସେଲିବ୍ରେସନ୍‌ କରିବାକୁ ମଦର ଆସର ଜମେ। କିନ୍ତୁ ଅନେକ ଲୋକ ମାତ୍ରାଧିକ ମଦ୍ୟପାନ କରିସାରିବା ପରେ ନିଜର ସତ୍ତା ହରାଇ ହରାଇ ବସନ୍ତି। ଏପରିକି କିଛି ଅପରାଧିକ କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ହେଲେ ଅନେକ ଲୋକ ମଦ ପିଇସାରିବା ପରେ ନିଜର ସତ୍ତା ହରାଇବସନ୍ତି କିନ୍ତୁ ଜ୍ଞାନ ବଢିଯାଏ। ନିଜ ପାଖରେ ବସିଥିବା ଲୋକଙ୍କୁ ଇଂରାଜୀରେ କଥାବାର୍ତ୍ତା କରିବା […]

  • Thursday, 15 July 2021
savarkar (2)
ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକର: ଆଜି ପୁଣ୍ୟତିଥି

ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ, ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ, ସେତେବେଳେ ସାବରକର କହିଥିଲେ- “୫୦ ବର୍ଷର କାରାଦଣ୍ଡାଦେଶ ଦେଇ ଇଂରେଜ ସରକାର ହିନ୍ଦୁ ମାନଙ୍କର ପୁନର୍ଜନ୍ମର ସିଦ୍ଧାନ୍ତକୁ ସ୍ୱୀକାର କରିନେଇଛନ୍ତି।” ସେଇ ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ପୁଣ୍ୟତିଥି। ଆଲେଖ୍ୟ-ଦେବଦତ୍ତ ରଥ କଳାପାଣି ସଜ୍ଜା ଏବଂ ଅମାନବୀୟ ନିର୍ଯାତନା ମହାରାଷ୍ଟ୍ରର ନାସିକ […]

  • Thursday, 15 July 2021
prakash-rao-ru-guruji
ଚା ଦୋକାନୀରୁ ସମାଜସେବୀ… ପ୍ରକାଶ ରାଓରୁ ଗୁରୁଜୀ

ଭୁବନେଶ୍ୱର (ତପନ ସ୍ୱାଇଁ): ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ। କଟକ ଗୋପବନ୍ଧୁ ଭବନ ପାଖରେ ଥିବା ତାଙ୍କ ନିରାଡମ୍ବର ଚା’ ଦୋକାନଟି ଥିଲା ତାଙ୍କ ସବୁଦିନିଆ ଠିକଣା। ଜଣେ ଚା ଦୋକାନୀ ଯେ ଲୋକଙ୍କୁ […]

a
ହ୍ୱାଇଟ୍ ଫଙ୍ଗସ୍ କଣ, ଏହା କାହିଁକି ବ୍ଲାକ୍ ଫଙ୍ଗସ୍ ଠାରୁ ବିପଜ୍ଜନକ? ଜାଣନ୍ତୁ…

କରୋନା ମହାମାରୀ ଭିତରେ ଏବେ ଫଙ୍ଗଲ ସଂକ୍ରମଣ ବିପଦ ସୃଷ୍ଟି କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ର ଅନେକ ଆକ୍ରାନ୍ତ ହେବା  ପରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କୁ ଏହାକୁ ମହାମାରୀ ଘୋଷଣା କରିବାକୁ କହିଥିଲେ। ଏହି ସଂକ୍ରମଣର ବିପଦ ଟଳି ନ ଥିବା ବେଳେ ଏବେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ ଖେଳେଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂତନ ସଂକ୍ରମଣ ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ ଏହା କେବଳ ଗୋଟିଏ ଅଙ୍ଗକୁ ନୁହେଁ, […]

corona
ଶ୍ମଶାନକୁ ନିତିଦିନ ଆସୁଛି ୧୩୦ ରୁ ଅଧିକ ଶବ: ସଂସ୍କାର ପାଇଁ ଅସହାୟତା ପ୍ରକାଶ କଲେଣି ମଶାଣୀ ବନ୍ଧୁ

ସାରା ଦେଶରେ କରୋନା ମହାମାରୀ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି। ଦିନକୁ ଦିନ ଭୟଙ୍କର ଭାବରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ଶ୍ମଶାନରେ ଶବ ସଂସ୍କାର କରିବାକୁ ଅସହାୟ ମନେ କଲେଣି ମଶାଣୀ ବନ୍ଧୁ।

  • Wednesday, 14 July 2021
Mask
କରୋନାଠୁ ସୁରକ୍ଷା ଦେବ କିଏ? ଏନ ୯୫ ନା କପଡ଼ା ମାସ୍କ...

ଅଦୃଶ୍ୟ ମହାମାରୀ କରୋନା କବଳରେ ପୂରା ଦେଶ। କେମିତି ଏହି ମହାମାରୀଠୁ ନିଜକୁ ବଂଚାଇ ହେବ ତାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ। ଆଉ ଏହାରି ମଧ୍ୟରେ, ସରକାର ବାରମ୍ବାର କହୁଛନ୍ତି ଯେ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ କରୋନା କବଳରୁ ବଂଚିହେବ।

mud-festival
ମଣିଷ ଶରୀରକୁ କାଦୁଅ ମାଟି ଦିଏ ଲାଭ?

ପରସ୍ପର ମୁହଁରେ ରଙ୍ଗ ବୋଳି ରଙ୍ଗର ପର୍ବ ହୋଲି ଖେଳାଯାଏ। ହେଲେ ଏଠି ହୋଲି ଖେଳାଯାଏ ନିଆରା ଢଙ୍ଗରେ। ରଙ୍ଗ ବଦଳରେ ମାଟିରେ ହୋଲି ଖେଳିଥାଆନ୍ତି ଲୋକେ । ଏହି ମଡ୍ ଫେଷ୍ଟିଭାଲ୍ପ ରସ୍ପରକୁ ମାଟି ଲଗାଇ ଲୋକମାନେ ଉତ୍ସବର ଆନନ୍ଦ ଉଠାଇଥାଆନ୍ତି।

  • Wednesday, 14 July 2021
corona-death
ପ୍ରତି ମିନିଟ୍‌ରେ ୮ ଜଣଙ୍କ ମୁଣ୍ଡ ନେଉଛି କରୋନା

କରୋନା ସ୍ଥିତି ସଙ୍ଗୀନ। ହୁ ହୁ ହୋଇ ବଢୁଛି ସଂକ୍ରମଣ। ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ଏହି ଅଦୃଶ୍ୟ ମହାମାରୀରେ ଜୁଝି ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାରି ମଧ୍ୟରେ ବିଶ୍ୱରେ ୩୦ ଲକ୍ଷ ପାର୍‌ ହେଲାଣି କରୋନା ଜନିତ ସଂକ୍ରମଣର ସଂଖ୍ୟା।

  • Wednesday, 14 July 2021
Taitenik
ସମୁଦ୍ର ମଧ୍ୟରେ କେମିତି ବୁଡ଼ିଥିଲା ଟାଇଟେନିକ୍ ଜାହାଜ, ଜାଣନ୍ତୁ ପୂରା କାହାଣୀ

ଟାଇଟେନିକ୍‌ ଜାହାଜ ବୁଡ଼ିବାକୁ ନେଇ ଏବେ ବି ଅନେକ କଳ୍ପନା ଓ ଜଳ୍ପନା ଲାଗି ରହିଛି। ଜାହାଜ କେମିତି ବୁଡ଼ିଲା ଓ କାହିଁକି ବୁଡ଼ିଲା ତାହାକୁ ନେଇ ଆଜି ବି ବିତର୍କ ଚାଲୁଛି। ବିଶ୍ୱର ବୁଠୁ ବଡ଼ ଜାହାଜକୁ ନେଇ ବର୍ତ୍ତମାନ ସମୟରେ ବି ଚାଲିଛି ଆଲୋଚନା। ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ବଡ଼ ଜାହାଜ କେମିତି ଓ କାହିଁକି ବୁଡ଼ିଥିଲା?

  • Wednesday, 14 July 2021
money
କେନ୍ଦ୍ରର ଏହି ଯୋଜନାରେ ସାମିଲ ହେଲେ ପ୍ରତି ମାସ ଆପଣ ବି ପାଇବେ ୫ ହଜାର ଟଙ୍କାର ପେନସନ୍

ଲୋକଙ୍କ ଲାଗି ସରକାର ଅନେକ ସମୟରେ ଯୋଜନା କରନ୍ତି। ଯାହାଦ୍ୱାରା ଦେଶର ନାଗରିକମାନେ ଅନେକ ଲାଭ ମଧ୍ୟା ପାଆନ୍ତି। ଏହାରି ମଧ୍ୟରେ ସରକାର ପୁଣି ଥରେ ଏକ ନୂଆ ଯୋଜନା କରିଛନ୍ତି ଯାହାଦ୍ୱାରା ଆପଣ ବି ମାସକୁ ପାଇପାରିବେ ୫ ହଜାର ଟଙ୍କା।

  • Wednesday, 14 July 2021
padmanava-mandir
ମନ୍ଦିର ଖୋଲିବ ତ ମହାପ୍ରଳୟ ମାଡ଼ି ଆସିବ

ହିନ୍ଦୁ ଧର୍ମରେ ୩୩ କୋଟି ଦେବତା ଥିବା କୁହଯାଏ। ସେଥିଲାଗି ୧୨ ମାସରେ ୧୩ ପର୍ବର ପାଳନ କରାଯାଏ। କେବଳ ଏତିକି ନୁହେଁ ବରଂ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନରେ ବି ଅନେକ ତୀର୍ଥ କରିବାକୁ ଯାଆନ୍ତି

  • Wednesday, 14 July 2021
cyclonE
ଚଳିତ ଥର ତାଣ୍ଡବ ରଚିବ ବାତ୍ୟା, ମାତ୍ର ଏତିକି ଦିନ ମଧ୍ୟରେ ମାଡ଼ି ଆସିବ ୧୦ ରୁ ଅଧିକ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼

୨୦୨୧ ମସିହାରେ ବି କରୋନା ପିଛା ଛାଡ଼ିଲା ନାହିଁ। ଲଗାତାର ଭାବରେ ଦେଶରେ ଓ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

  • Wednesday, 14 July 2021
bandege
ଡାଇବେଟିସ୍‌ ରୋଗୀଙ୍କ ଘା' ଭଲ କରିଦେବ ଏହି ସ୍ୱତନ୍ତ୍ର ବ୍ୟାଣ୍ଡେଜ୍‌, ଜାଣନ୍ତୁ ଏହା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...‌

: ରୋଷେଇ ଘରେ ହଳଦୀର ବ୍ୟବହାର ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଏଥିରୁ ନିର୍ମିତ ବ୍ୟାଣ୍ଡେଜ୍ ଯେ ରୋଗୀର ଘାକୁ ଶୀଘ୍ର ଭଲ କରିପାରିବ, ତା ହୁଏତ ଅନେକ ଭାବିନଥିବେ।

  • Wednesday, 14 July 2021