• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

trilochana sir
ପରିଣତ ବୟସରେ ବି ଯାଇନି ଶିକ୍ଷାଦାନର ନିଶା

ନୀଳଗିରି  : ସମାଜରେ ଶିକ୍ଷା ଦ୍ୱାରା ହିଁ ମିଳିଥାଏ ବାସ୍ତବ ସ୍ୱାଧୀନତା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ସରକାର ପୁରା ଜୋସ୍‌ରେ ଲାଗିଛନ୍ତି ସତ, ହେଲେ ଶିକ୍ଷାନୁଷ୍ଠାନର କେତେକ ପୂଜାରୀ ଆଜି ବି ସେହି ସାଧନାରେ ନିମଗ୍ନ ଅଛନ୍ତି। ସେହିଭଳି ଜଣେ ଶିକ୍ଷାର ପୂଜାରୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳ ବାଲିଓରି ଗ୍ରାମର ତ୍ରିଲୋଚନ ସାହୁ। ୯୨ ବର୍ଷରେ ବି ଛାଡ଼ିନି ଶିକ୍ଷାଦାନର ନିଶା ପ୍ରତିଦିନ ସକାଳ ୯ଟା୩୦ ହେଲେ ବଙ୍କୁଲି ବାଡ଼ି ଧରି […]

  • Friday, 16 July 2021
k11
କ୍ୟାମ୍ପେନ୍ ମୋଡ୍‌ରେ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ପ୍ରଦାନ ନିର୍ଦ୍ଦେଶ

ଭୁବନେଶ୍ୱର: କ୍ୟାମ୍ପେନ୍ ମୋଡ୍‌ରେ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ। ଏମିତିକି ବ୍ଲକ୍ ଓ ଗାଁରେ ମଧ୍ୟ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କାର୍ଡ ଦେବାକୁ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କୃଷି ମନ୍ତ୍ରାଳୟ ଚିଠି ଲେଖିଛି। ତେବେ ଓଡ଼ିଶାରେ କିନ୍ତୁ ସବୁ ଚାଷୀଙ୍କ ପାଖରେ ଏହି କାର୍ଡ ପହଞ୍ଚାଇବା ଲକ୍ଷ୍ୟ ଠାରୁ ସରକାର ବହୁ ଦୂରରେ ଅଛନ୍ତି। ସମବାୟ ବ୍ୟାଙ୍କରେ ଆକାଉଣ୍ଟ […]

  • Friday, 16 July 2021
Capture-7...........
ଭୂତ କୋଠି ପାଲଟିଛି ମାଲକାନଗିରି ବିଏଡ୍ କଲେଜ

ମାଲକାନଗିରି: ଭୂତ କୋଠି ପାଲଟିଛି ମାଲକାନଗିରି ବିଏଡ୍ କଲେଜ। ଚକାଚକ୍ କୋଠା ସିନା ତିଆରି ହୋଇଛି, କିନ୍ତୁ କଲେଜ ପାଇଁ ଯାହା ପ୍ରଥମେ ଦରକାର, ତାକୁ ବୋଧେ ସରକାର ଭୁଲି ଯାଇଛନ୍ତି। ବିଏଡ୍ କଲେଜ ପାଇଁ ଜରୁରୀ NCTE ର ଅନୁମୋଦନ ଏଯାଏ ମିଳି ନାହିଁ। ଯାହା ଫଳରେ ନବ ନିର୍ମିତ କୋଠାଟି କୌଣସି କାମରେ ଆସୁନାହିଁ। ବିଏଡ୍ କଲେଜର କୋଠା ପୁରା ଚକାଚକ୍ ଦେଖାଯିବା ସହ ସୁନ୍ଦର କ୍ଲାସରୁମ୍, ପ୍ଲେ-ଗ୍ରାଉଣ୍ଡ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍ ପୃଥକ୍ […]

  • Friday, 16 July 2021
baba
ଖୋଲୁଛି ଆଶ୍ରମ ମୁଖ୍ୟ ବାବା ମୁରାରୀଙ୍କ ବେଆଇନ କାମର ଗୁମର

ଢେଙ୍କାନାଳ  : ପୁଣି ଚର୍ଚ୍ଚାରେ ଢେଙ୍କାନାଳ। ବେଲଟିକିରି ସେଲ୍‌ଟର ହୋମ୍ କେଳେଙ୍କାରୀ ଠାରୁ ବି ଆସିଛି ଆହୁରି ସାଂଘାତିକ ଅଭିଯୋଗ। ସହର ଉପକଣ୍ଠ ଗୋବିନ୍ଦପୁରରେ ବେଆଇନ ଭାବେ ଚାଲିଥିବା କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହେବା ପରେ ଖୋଲିଛି ଏଠାରେ ଚାଲିଥିବା ବେଆଇନ କାର୍ଯ୍ୟକଳାପର ଗୁମର। ଢେଙ୍କାନାଳ ସହର ଠାରୁ ମାତ୍ର ତିନି କିଲୋମିଟର ଦୂର ଗୋବିନ୍ଦପୁରରେ ଥିବା ଏହି କଳ୍ପତରୁ ଆଶ୍ରମ। ଏଠାରେ ରହୁଥିବା ୧୦ ବର୍ଷର ବାଳକ ଛୋଟୁ ରୋହିଦାସ ନିଖୋଜ ହୋଇଯିବା […]

  • Friday, 16 July 2021
rr
ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ : ରାହୁଲ୍‌ ଗାନ୍ଧି

ଭୁବନେଶ୍ୱର : ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ। ଦିଲ୍ଲୀରେ ମୋଦି ରିମୋଟ ଟିପିଲେ ନବୀନ ଏଠି ଉଠବସ୍‌ ହେଉଛନ୍ତି। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମ୍‌ରେ ଦଳୀୟ ସଭାରେ ଯୋଗ ଦେଇ ନବୀନଙ୍କୁ ମୋଦିଙ୍କ ଜୁନିୟର ପାର୍ଟନର କହିବା ସହ ମୋଦିଙ୍କ ହାତରେ ନବୀନଙ୍କ  ରିମୋଟ ବୋଲି  କହି କଡ଼ା ଭାଷାରେ ସମାଲୋଚନା କରିଥିଲେ କଂଗ୍ରେସ ସଭାପତି। ହାତ ଗଣତି ୧୫ -୨୦ ଉଦ୍ୟୋଗପତିଙ୍କ ଫାଇଦା ପାଇଁ ଉଭୟ ମୋଦି ଓ ନବୀନ କିପରି କାମ କରୁଛନ୍ତି […]

  • Friday, 16 July 2021
koraput
ଛାତ୍ର ପେଟରୁ ବାହାରିଲା ଶତାଧିକ ଜେଲି ସଦୃଶ୍ୟ ସିଷ୍ଟ

ଜୟପୁର : ଛାତ୍ର ପେଟରୁ ବାହାରିଲା ଶତାଧିକ ଜେଲି ସଦୃଶ୍ୟ ସିଷ୍ଟ। କୋରାପୁଟ ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଅଞ୍ଚଳର ୧୪ ବର୍ଷର ଛାତ୍ର ଅମରେଶ ସାହୁଙ୍କୁ କିଛି ଦିନ ଧରି ପେଟ ବଥା ହେଉଥିଲା। ପେଟର କିଛି ଅଂଶ ଫୁଲି ରହିବାରୁ ତାଙ୍କୁ ପରିବାର ଲୋକେ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ। ଅଲଟ୍ରା ସାଉଣ୍ଡ ପରେ ପେଟରେ ସିଷ୍ଟ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଡାକ୍ତର ଅପରେସନ କରି ଅମରେଶଙ୍କ ପେଟରୁ ସିଷ୍ଟ ବାହାର କରିଥିଲେ। […]

  • Friday, 16 July 2021
power show
ଆସନ୍ତାକାଲି ବଲାଙ୍ଗିର ଓ ଝାରସୁଗୁଡ଼ାରେ ନବୀନଙ୍କ ମେଗା ସୋ

ଭୁବନେଶ୍ୱର : ଗୋଟିଏ ଦିନରେ ପଶ୍ଚିମ ଓଡିଶାରେ ନବୀନଙ୍କ ଦୁଇଟି ମେଗା ସୋ’ ପାଇଁ ବ୍ୟାପକ ଆୟୋଜନ। ଝାରସୁଗୁଡ଼ା ଓ ବଲାଙ୍ଗିରରେ ଶକ୍ତି ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଉଣ୍ଟର କରିବେ ନବୀନ। ସେପ୍ଟେମ୍ବରେ ୨୨ତାରିଖରେ ଝାରସୁଗୁଡ଼ା, ଜାନୁୟାରୀ ୧୫ରେ ବଲାଙ୍ଗିର ଆସିଥିଲେ ମୋଦି। ସେ ଦୃଷ୍ଟିରୁ ଏହି ଦୁଇ ସ୍ଥାନରୁ ହିଁ ନବୀନ ନିର୍ବାଚନୀ ବିଗୁଲ ଫୁଙ୍କିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିସହିତ କଂଗ୍ରେସ ଛାଡିଥିବା ଟାଣୁଆ ନେତା ନବ ଦାଶ ଝାରସୁଗୁଡ଼ାରେ […]

  • Friday, 16 July 2021
alaka
ଅଧୁରା ରହିଲା ଅଳକାନନ୍ଦାଙ୍କ ନିର୍ବନ୍ଧ ; ପରିବାରରେ ଶୋକାକୂଳ ପରିବେଶ

ଜଳେଶ୍ୱର : ଅଧୁରା ରହିଲା ନିର୍ବନ୍ଧ। ଆଜି ଘରେ ଲାଗିଥାନ୍ତା ବନ୍ଧୁବାନ୍ଧବଙ୍କ ଭିଡ଼। କିନ୍ତୁ ପରିବାରରେ ଏବେ ଶୋକାକୂଳ ପରିବେଶ। ଗତ ଶନିବାର ରୁମ୍‌ ମେମ୍‌ ଦ୍ୱାରା ରାଜଧାନାରେ ହତ୍ୟାର ଶିକାର ହୋଇଥିବା ଅଳକାନନ୍ଦାଙ୍କର ଆଜି ଥିଲା ନିର୍ବନ୍ଧ। ଘରେ ନାହିଁ ଗହଳ ଚହଳ। ପରିବେଶ ପୂରା ଖାଁ ଖାଁ। ହସ ଖୁସିର ସମ୍ଭାର ବଦଳରେ ଚାରିଆଡ଼େ ଛାଇଯାଇଛି ନୀରବତା। ଆଜି ହୋଇଥାନ୍ତା ଅଳକାନନ୍ଦାଙ୍କ ନିର୍ବନ୍ଧ। କିନ୍ତୁ ଶନିବାରରେ ସେହି କାଳ ରାତି ପରିବାରର ହସ ଖୁସି […]

  • Friday, 16 July 2021
cable
ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ ଲୋକାଲ କେବୁଲ୍‌ ପ୍ରସାରଣ ସେବା

ଭୁବନେଶ୍ୱର : ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ କେବୁଲ ଟିଭି ପ୍ରସାରଣ। ଟ୍ରାଇର ନୂଆ ତାରିଫ୍ ପ୍ଲାନ୍‌କୁ ବିରୋଧ କରି ଏହି ନିଷ୍ପତ୍ତି ନେଇଛି ଲୋକାଲ୍ କେବୁଲ ଅପରେଟର୍ସ ସଂଘ। ଏହି ନିଷ୍ପତ୍ତିକୁ ଓଡ଼ିଶା ଲୋକାଲ କେବୁଲ ଅପରେଟର୍ସ ସଂଘ ମଧ୍ୟ ସମର୍ଥନ କରିବ। ଗତକାଲି ଏକ ପ୍ରେସ୍‌ମିଟ୍‌ରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।  କେବୁଲ ଟିଭି ପାଇଁ ନିଆଯାଇଥିବା ନୂଆ ଟାରିଫ୍‌ ପ୍ଲାନ୍ ଦ୍ୱାରା ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକାଲ କେବୁଲ […]

  • Friday, 16 July 2021
accident----
ଘାତକ ସାଜିଲା ଘାଟି ; ପୁଣି ୧୦ ଜୀବନ ନେଲା ସଡ଼କ ଦୁର୍ଘଟଣା

କନ୍ଧମାଳ  : ଘାତକ ସାଜିଲା ଘାଟି। କନ୍ଧମାଳ ବ୍ରାହ୍ମଣୀଗାଁ ନିକଟ ବଙ୍ଗଡ଼ଦୁଆ ଘାଟିରୁ ଖସିଲା ମିନି ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ୨୫ରୁ ଅଧିକ ଆହତଙ୍କ ଚିକିତ୍ସା ଏମ୍‌କେସିଜି ମେଡିକାଲରେ ଚାଲିଛି। ମୃତାହତଙ୍କ ମଧ୍ୟରେ ବୃଦ୍ଧ ଏବଂ ଶିଶୁଙ୍କ ସଂଖ୍ୟା ଅଧିକ। ସୂଚନା ଅନୁସାରେ ସକାଳେ ମିନି ଟ୍ରକ୍‌ଟି ଦାରିଙ୍ଗିବାଡ଼ିରୁ ବ୍ରାହ୍ମଣୀଗାଁକୁ ଯାଉଥିଲା। ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରାୟ ୫୦ଜଣ ଯାତ୍ରୀ […]

  • Friday, 16 July 2021
rice 3
ବର୍ଷ ବର୍ଷ ଧରି ଭୂତ ହିତାଧିକାରୀ ଖାଉଛନ୍ତି ସରକାରଙ୍କ ଟଙ୍କିକିଆ ଚାଉଳ

ଭୁବନେଶ୍ୱର : ଟଙ୍କିକିଆ ଚାଉଳ ନେଉଛନ୍ତି ଭୂତ ହିତାଧିକାରୀ ଅର୍ଥାତ୍‌ ମୂଳରୁ ଲୋକ ନାହାଁନ୍ତି; କିନ୍ତୁ ସେମାନଙ୍କ ନାଁରେ ଉଠୁଛି ଚାଉଳ। ବର୍ଷ ବର୍ଷ ଧରି ଚାଲିଛି ଏମିତି ଲୁଟ୍‌। ଜିଲ୍ଲାପାଳମାନଙ୍କୁ ରାଜ୍ୟ ଖାଦ୍ୟ କମିଶନ ଦେଇଥିବା ଚିଠି ଟଙ୍କିକିଆ ଚାଉଳ ନେଉଥିବା ଭୂତ ହିତାଧିକାରୀଙ୍କ ଗୁମର ଖୋଲିଛି। ୨୦୧୮ ଡିସେମ୍ବର  ଓ ୨୦୧୯ ଜାନୁଆରୀ ଅର୍ଥାତ ଏହି ମାସ ସୁଦ୍ଧା ୨ ଲକ୍ଷ ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଯାଉଛି। ତେବେ ଏ ଚାଉଳ କିଏ […]

  • Friday, 16 July 2021
1
ଅସ୍ତିତ୍ୱ ବଜାୟ ରଖିବାକୁ କଂଗ୍ରେସର ସଂଗ୍ରାମ

ଭୁବନେଶ୍ୱର : ଅସ୍ଥିତ୍ୱ ବଜାୟ ରଖିବାକୁ କଂଗ୍ରେସର ସଂଗ୍ରାମ। ନବଙ୍କ ଭଳି ଆଉ କେହି ଝଟ୍‌କା ଦେବା ପୂର୍ବରୁ ସତର୍କ ହୋଇଛି ଦଳ। ୧୬ରେ ପୁରୁଖା ବିଧାୟକ ନବ ଦାସଙ୍କ ଇସ୍ତଫା ଓ ବହିଷ୍କାର । ୧୭ରେ ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ। ୧୮ରେ କଂଗ୍ରେସ ଓ ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା। କେବଳ ଏହି ଦୁଇ ଜଣ ନୁହନ୍ତି, ଦଳ ଡିଆଁ ତାଲିକାରେ ଆହୁରି ଅନେକ ନେତାଙ୍କ ନାଁ ଥିବା ଚର୍ଚ୍ଚା ହେଉଛି। କହିବାକୁ ଗଲେ […]

  • Friday, 16 July 2021
1
୮ ମାସ ହେଲା ଉତ୍ପାଦନ ବନ୍ଦ, ୫ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା

ନବରଙ୍ଗପୁର: ୮ ମାସ ହେଲା ଉତ୍ପାଦନ ବନ୍ଦ,  ୫ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା। ନବରଙ୍ଗପୁର ଜିଲ୍ଲାର ଏକମାତ୍ର ଶିଳ୍ପାନୁଷ୍ଠାନ ମଙ୍ଗଳମ୍‌ ଟିମ୍ବର କମ୍ପାନୀରେ ଏଭଳି ସମସ୍ୟା ଦେଖା ଦେଇଛି।  ଏହି କମ୍ପାନୀ ଦୀର୍ଘ ୩୨ ବର୍ଷ ହେଲା ସୁରୁଖୁରୁରେ ଚାଲିଥିଲା ବେଳେ ଗତ ୮ ମାସ ହେଲା ଆର୍ଥିକ ସଙ୍କଟ ଯୋଗୁ ଉତ୍ପାଦନ ବନ୍ଦ ରହିଛି।  ଫଳରେ କମ୍ପାନୀ ସହ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତାରେ ଥିବାବେଳେ ମ୍ୟାନେଜର ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି। ମଙ୍ଗଳମ୍‌ […]

  • Friday, 16 July 2021
ips-4
ଭୁବନେଶ୍ୱରରେ ୩ ଦିନିଆ IPS ସମ୍ମିଳନୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହେଉଛି ତିନି ଦିନିଆ IPS ସମ୍ମିଳନୀ।  ବିଭିନ୍ନ ଜିଲ୍ଲାର SP, DCP, IGP ଓ DIGମାନେ ଏଥିରେ ଯୋଗ ଦେଇଛନ୍ତି। ଆଜି ପ୍ରଥମ ଦିନରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍‌ବୋଧନ ରଖିଛନ୍ତି।  ନକ୍ସଲ ଦମନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ଗତ ବର୍ଷ ରାଜ୍ୟ ପୁଲିସ ପକ୍ଷରୁ ୨୫ଟି ମାଓ ଏନ୍‌କାଉଣ୍ଟର କରାଯାଉଛି।  ଯେଉଁଥିରେ ୧୯ଟିରେ ପୁଲିସକୁ ସଫଳତା ମିଳିଥିବା ପୁଲିସ ଡିଜି କହିଛନ୍ତି। ଆଗାମୀ […]

  • Friday, 16 July 2021
a1
ଜୟପୁର ବିମାନ ଘାଟିରୁ କେବେ ଉଡ଼ିବ ବିମାନ?

ଜୟପୁର: ଜୟପୁର ବିମାନ ଘାଟିରୁ ନିତିଦିନିଆ ବିମାନ ଚଳାଚଳ ନେଇ ପୁଣି ଆଶଙ୍କା ଦେଖା ଦେଇଛି। ଏୟାରଷ୍ଟ୍ରିପ୍‌ ପୁନରୁଦ୍ଧାର କରାଯିବା ପରେ ବି ବିମାନ ଚଳାଚଳ ନେଇ ସବୁଜ ସଙ୍କେତ ମିଳିପାରିନାହିଁ। ବିମାବନ୍ଦରର ରନ୍‌ୱେ ପ୍ରସ୍ତୁତ ଅଛି। ଏୟାର ଟ୍ରାଫିକ୍‌ ମଧ୍ୟ ପ୍ରସ୍ତୁତ ଅଛି। ଟର୍ମିନାଲ୍‌ ବିଲଡିଂ ସହ ବିମାନ ବନ୍ଦରର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ସରିଛି। ଏବେ ଖାଲି ବିମାନ ଚଳାଚଳକୁ ଅପେକ୍ଷା ରହିଛି। ବିମାନ ବନ୍ଦରର ଫିନିସିଂ କାର୍ଯ୍ୟ ଏବେ ଚାଲିଛି। ଆଉ ମାତ୍ର […]

  • Friday, 16 July 2021
t3
ଟମାଟୋ ଅଭାବୀ ବିକ୍ରି ଯୋଗୁ ଚିନ୍ତାରେ ଚାଷୀ

ଜଗତସିଂହପୁର: ଚାଷ ଓ ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। କିନ୍ତୁ ଚାଷୀ ଫସଲର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ପଞ୍ଚାୟତର ଟମାଟୋ ଚାଷୀ ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି।  ବଜାରରେ ଟମାଟୋ କିଲୋ ପ୍ରତି ୨ରୁ ୩ଟଙ୍କାରେ ମୂଲ୍ୟରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ବାଧ୍ୟ ହୋଇ କମ୍ ଦରରେ […]

  • Friday, 16 July 2021
netaji musium
ପୁରୀରେ ଲୋକାର୍ପିତ ହେଲା ନେତାଜୀ ସଂଗ୍ରହାଳୟ

ପୁରୀ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ପୁରୀରେ ନେତାଜୀଙ୍କ ପୈତୃକ ବାସଭବନରେ ଲୋକାର୍ପିତ ହୋଇଛି ନେତାଜୀ ସଂଗ୍ରହାଳୟ। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହି ସଂଗ୍ରହାଳୟଙ୍କୁ ଲୋକାର୍ପିତ କରି ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଏଠାରେ ରହିଛି ନେତାଜୀଙ୍କ ବାଲ୍ୟ ଜୀବନର ଫଟୋଚିତ୍ର, ଆଦ୍ୟ ଜୀବନର ଗ୍ୟାଲେରୀ ଓ ରାଜନୈତିକ ଜୀବନର ଅନେକ ଫଟୋଚିତ୍ର। ଏଥିସହ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ଏସବୁ ଭିତରେଆଜାଦ […]

  • Friday, 16 July 2021
seba
ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମଦେଇଥିବା ଶିଶୁକନ୍ୟାର ମୃତ୍ୟ

କନ୍ଧମାଳ :  ଦୁଷ୍କର୍ମରୁ ଅନ୍ତଃସତ୍ତ୍ୱା। ଆଉ ୮ ମାସ ପରେ ସେବାଶ୍ରମ ପରିସରରେ ଶିଶୁକନ୍ୟା ପ୍ରସବ। ଶେଷରେ ମୃତ୍ୟୁସହ ସଂଗ୍ରାମ କରୁ କରୁ ଆଖିବୁଜି ଦେଲା ନବଜାତ। ଏମିତି ଦୁଃଖଦ ପରିଣାମ ଘଟିଛି କନ୍ଧମାଳ ଦାରିଙ୍ଗବାଡ଼ି ସେବାଶ୍ରମ କେଳେଙ୍କାରୀ ମାମଲାରେ। ଶନିବାର ମଧ୍ୟରାତ୍ରରେ ସେବାଶ୍ରମର ଜଣେ ଛାତ୍ରୀ ଜନ୍ମ ଦେଇଥିବା ଶିଶୁକନ୍ୟାଟି ବ୍ରହ୍ମପୁର ଏମ୍‌କେସିଜିରେ ପ୍ରାଣ ହରାଇଥିବାବେଳେ ସଂପୃକ୍ତ ଛାତ୍ରୀ ଚିକିତ୍ସାଧିନ ଅଛନ୍ତି । ସେପଟେ ଏହି ଘଟଣାରେ ଜାରି ରହିଛି ତନାଘନା। ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ […]

  • Friday, 16 July 2021
modi--2
୧୫୫୦ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାତି ପାହିଲେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ। ସ୍ୱାଗତ ଲାଗି ବ୍ୟାନର ଓ ପୋଷ୍ଟରରେ ଛାଇ ଯାଇଛି ସାରା ସହର। ପ୍ରଥମେ ସରକାରୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଷ୍ଟେସନରରୁ ବିଛୁପାଲିକୁ ନୂଆ ରେଳ ଲାଇନ୍‌ରେ ନୂଆ ଟ୍ରେନ୍‌ର ଶୁଭାରମ୍ଭ କରିବେ ମୋଦି। ସେଥିପାଇଁ ପ୍ଲାଟଫର୍ମରେ ଲାଗି ସାରିଛି ପାସେଞ୍ଜର ଟ୍ରେନ୍। ସେଠାରୁ ମୋଦି ସିଧା ଯିବେ ସହର ମଝିରେ ଥିବା ଦଳୀୟ ସଭାସ୍ଥଳକୁ। ଯେଉଁଠି ପ୍ରସ୍ତୁତି ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାର ବି ଚାଲିଛି ତନ୍ନ ତନ୍ନ ଯାଞ୍ଚ। […]

  • Friday, 16 July 2021
students
ଏକା ସାଙ୍ଗରେ ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ

ଭୁବନେଶ୍ୱର  : ଏକା ସାଙ୍ଗରେ ୧ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ। ଭୁବନେଶ୍ୱରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଆୟୋଜିତ ହୋଇଥିବା ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହରେ ଆଜି ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଗୋଟିଏ ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ୨୫ ପ୍ରକାର ଦିବ୍ୟବେଶ ଓ ଛପନଭୋଗର ପ୍ରଦର୍ଶନ। ପୁଣି ଉତ୍କଳୀୟ ପରମ୍ପରା ସହ ଜଡିତ ପୁରୀର ନାଗା ଓ ମେଢ ନାଚ,  ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ,ବନାଟି ଖେଳ […]

  • Friday, 16 July 2021
gadakhai
ଅବହେଳିତ ଅବସ୍ଥାରେ କଟକ ଗଡ଼ଖାଇ

କଟକ : ୧୪ଶହ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଥିବା ଗଡ଼ଖାଇ। ଏବେ ଅବହେଳିତ ରକ୍ଷଣା ବେକ୍ଷଣ ଅଭାବରୁ ଜୀର୍ଣ୍ଣ ଦିଶୁଥିଲେ ମଧ୍ୟ ଅନେକ ଐତିହାସିକ ଗାଥା ବହନ କରୁଛି ଏହି ଗଡ଼ଖାଇ। ତେବେ ଇତିହାସକୁ ବଞ୍ଚାଇ ରଖିବା ପାଇଁ ଗଡ଼ଖାଇର ପୁନରୁଦ୍ଧାର ଓ ନବୀକରଣ ଲାଗି ୨୦୧୫ମସିହାରେ ପଦକ୍ଷେପ ନେଇଥିଲେ ସରକାର। ସର୍ବସାଧାରଣଙ୍କ ପାଇଁ ବୋଟିଂ ବ୍ୟବସ୍ଥା, ପାର୍କ ଓ ଝୁଲାପୋଲ ନିର୍ମାଣ ଭଳି ଯୋଜନା ପ୍ରକଳ୍ପରେ ସ୍ଥାନ ପାଇଥିଲା। ବର୍ଷ ପରେ ବର୍ଷ […]

  • Friday, 16 July 2021
burla-1
ବୁର୍ଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ସଫଳତା

ସମ୍ବଲପୁର :  ସଫଳ ହେଲା ପରିଶ୍ରମ। ସାଧନାକୁ ମିଳିଲା ସ୍ୱୀକୃତି । ଆଉ ଏହି ବିଶେଷ ମୁହୂର୍ତ୍ତରେ ନିଜେ କୁଳପତି ଭିସୁଟ ଇନୋଭେସନ ସେଲର ଗବେଷଣାରତ  ଛାତ୍ରଛାତ୍ରୀ ଓ ଅନ୍ୟ ପ୍ରାଧ୍ୟାପକ ପ୍ରାଧ୍ୟାପିକାଙ୍କୁ ଡାକି ମିଠା ଖୁଆଉଛନ୍ତି। ସମସ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍ସାହ। ସୂଚନା ଅନୁସାରେ ବୁର୍ଲା ଭିସୁଟର କିଛି ଉତ୍ସାହୀ ଛାତ୍ରଛାତ୍ରୀ ୨ ବର୍ଷ ତଳେ ଆରମ୍ଭ କରିଥିଲେ ରକେଟ ନିର୍ମାଣ ନେଇ ଗବେଷଣା। ଇଣ୍ଟରନେଟ୍‌ରୁ ରକେଟ୍‌ ନିର୍ମାଣ ସମ୍ବନ୍ଧୀୟ ଜ୍ଞାନ କୌଶଳ ଆହରଣ […]

  • Friday, 16 July 2021
biju legacy
୧୯ ନିର୍ବାଚନରେ ବିଜେଡିକୁ ଚେକ୍ ଦେବାକୁ ହେବ କି ନୂଆ ସମୀକରଣ?

ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ ନବୀନଙ୍କୁ ଚେକ୍ ଦେବା ପାଇଁ ପ୍ରସ୍ତୁତ ହେଉଛି କି ନୂଆ ଷ୍ଟ୍ରାଟେଜି ? ଏକାଠି ହେବେ କି ବିଜୁ ପରିବାରର ପୁରୁଣା ସଦସ୍ୟ ଓ ଅନ୍ୟ ନେତା? ବୈଜୟନ୍ତଙ୍କ ସମେତ ଦାମୋଦର ରାଉତ, ବ୍ରଜକିଶୋର ତ୍ରିପାଠୀ, ବିଜୟ ମହାପାତ୍ର, ଦିଲୀପ ରାୟ, ଖାରବେଳ ସ୍ୱାଇଁଙ୍କ ପରି ବରିଷ୍ଠ ନେତା ଏକ୍ ହୋଇ ନବୀନଙ୍କ ବିରୋଧରେ ଲଢିବେ କି? ଉତ୍କଳ ଭାରତ ସଭାପତି  ଖାରବେଳ ସ୍ୱାଇଁ ଓ ବରିଷ୍ଠ ବିଧାୟକ ଦାମୋଦର ରାଉତ […]

  • Friday, 16 July 2021
chhatish garh
କୁମ୍ଭୀର ପାଇଁ କାନ୍ଦଣା

ଛତିଶଗଡ଼ : କୁମ୍ଭୀର କାନ୍ଦଣା କଥା ଆପଣ ଶୁଣିଥିବେ। କିନ୍ତୁ କେବେ କୁମ୍ଭୀର ପାଇଁ କାନ୍ଦଣା କଥା ଶୁଣିନଥିବେ। ହେଲେ ଛତିଶଗଡ଼ରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଆଜିକାଲି ଭାରି ଚର୍ଚ୍ଚାରେ। ଏମିତି ତ ପ୍ରିୟର ଗୃହପାଳିତ ପଶୁ ପକ୍ଷୀଙ୍କ ମୃତ୍ୟୁରେ ଆମେ ଶୋକ ପ୍ରକାଶ କରିବା ସହ ଦୁଃଖ କରିବାର ଜାଣିଛେ। କିନ୍ତୁ କେବେ ହିଂସ୍ର ଜଙ୍ଗଲୀ ଜନ୍ତୁ କିମ୍ବା ସରୀସୃପଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଥା ଆପଣ ଶୁଣିନଥିବେ। ଛତିଶଗଡ଼ର ବେମତରା […]

  • Friday, 16 July 2021
maka
ଦିନକ ପରେ ମକର ସଂକ୍ରାନ୍ତି ; ଚଳଚଞ୍ଚଳ ମୟୂରଭଞ୍ଜ

ମୟୂରଭଞ୍ଜ : ଦିନକ ପରେ ମକର ସଂକ୍ରାନ୍ତି। ଘରେ ଘରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମୟୂରଭଞ୍ଜ ଜିଲ୍ଲା। ଚାଲିଛି ଘରର ଲିପାପୋଛା, ଅଙ୍କା ଯାଉଛି ରଙ୍ଗବେରଙ୍ଗରେ ଚିତ୍ର। ଏହାକୁ ଗଣପର୍ବ ରୂପେ ପାଳନ କରନ୍ତି ଏହି ଜିଲ୍ଲାବାସୀ। ଆଦିବାସୀ ବହୁଳ ଏହି ଜିଲ୍ଲାରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ। ଘରେ ଘରେ ପିଠାପଣା କରାଯିବ ସହ ମାଂସଭାତର ଆସର ଜମେ। ଏହି ଦିନରେ ନୂଆଲୁଗା […]

  • Friday, 16 July 2021