• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

village--r
ଭୋଟ ବେଳେ ନେତା ଦେଉଛନ୍ତି ଗଦା ଗଦା ପ୍ରତିଶ୍ରୁତି ; ହେଲେ ବଦଳୁନି ଗାଁ ଲୋକଙ୍କ ଭାଗ୍ୟ

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) / ନୂଆପଡ଼ା( ମାୟାଧର ସରାଫ) : ଗାଁ ବିକାଶରେ ଦେଶରେ ବିକାଶ। ଏ ଚିନ୍ତାଧାରା ଆଜିର ନୁହେଁ, ବହୁ ପୁରୁଣା। ହେଲେ ଏ ନାରା ଦେଉଥିବା ନେତା ଓ ଶାସନ ପ୍ରଶାସନର ନଜର ଆଢୁଆଳରେ ଏମିତି ଅନେକ ଗାଁ ଅଛି, ଯେଉଁଠି ଆଜି ବି ପଡ଼ିନି ବିକାଶର ପାଦଚିହ୍ନ। ସରକାରଙ୍କ ସବୁ ଉନ୍ନୟନମୂଳକ ଯୋଜନା, ସବୁ ସୁବିଧା ସୁଯୋଗରୁ ବର୍ଷ ବର୍ଷ ଧରି ବଞ୍ଚିତ ହୋଇ ରହୁଛନ୍ତି ଗରିବ ଖଟିଖିଆ ମଣିଷ। […]

  • Friday, 16 July 2021
village people
ତାତିଲେ ଲୋକେ : ମୌଳିକ ସୁବିଧା ନାହିଁ ତ ଭୋଟ ନାହିଁ

ଅନୁଗୁଳ( ବିରଜା ପ୍ରସାଦ ଦାସ) /କୋରାପୁଟ (ସୂର୍ଯ୍ୟ ପଣ୍ଡା) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଣ୍ଣପାଳ ଗାଁ। ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଏଠାରେ ପହଞ୍ଚି ପାରିନି ବିକାଶ। ସରକାରୀ ଯୋଜନା ଏଠି ଅପହଞ୍ଚ। ଗାଁକୁ ନାହିଁ ଭଲ ରାସ୍ତା କି ପାନୀୟ ଜଳର ସୁବିଧା। କୂଅ କିମ୍ବା ନଳକୂଅ ନଥିବାରୁ ଗାଁରେ ଥିବା ଅପରିଷ୍କାର ପୋଖରୀ କିମ୍ବା ଚୁଆ ପାଣି ପିଅନ୍ତି ଗ୍ରାମବାସୀ। ଏହାସହ ସରକାରଙ୍କ ଆବାସ ଯୋଜନା ଭଳି […]

  • Friday, 16 July 2021
yojana
ଆଦିବାସୀଙ୍କ ଲାଗି ହଜାରେ ଯୋଜନା ; ନାହିଁ ବିକାଶର ଗନ୍ଧ

ମାଲକାନିଗିରି  (ଜିତେନ୍ଦ୍ର ବେଉରା) : ଗାଁର ବିକାଶ ଆଉ ଆଦିବାସୀଙ୍କ ଉନ୍ନତି ପାଇଁ ସରକାରଙ୍କ ହଜାରେ ଯୋଜନା। ଅନ୍ଧାରୀ ମୁଲକରେ ବଞ୍ଚୁଥିବା ଅନୁସୂଚିତ ଜନଜାତି ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ନେତାଙ୍କ କେତେ ବୟାନବାଜି। ହେଲେ ଆମ ରାଜ୍ୟରେ ଏବେ ବି ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି ଏଯାଏଁ ପଡ଼ିନି ବିକାଶର ପାଦ ଚିହ୍ନ। ସ୍ୱାଧୀନ ଦେଶର ନାଗରିକ ହୋଇବି ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତା ଆଜି ବି ଏମାନଙ୍କ ପାଇଁ […]

  • Friday, 16 July 2021
ANANDI
ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀଙ୍କ ପ୍ରେରଣାଦାୟୀ କାହାଣୀ  

  ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀ । ଆଜି ତାଙ୍କର ୧୫୩ତମ ଜୟନ୍ତୀ।୧୮୬୫ ମସିହା ମାର୍ଚ୍ଚ ୩୧ ତାରିଖରେ ମହାରାଷ୍ଟ୍ର ଥାନେ ଜିଲ୍ଲାର କଲ୍ୟାଣ ଅଞ୍ଚଳରେ ଆନନ୍ଦି ଗୋପାଲ୍‌ ଯୋଶୀ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଡାକ୍ତର, ଯିଏ ଆମେରିକାରେ ଡାକ୍ତରୀ ଡିଗ୍ରୀ ହାସଲ୍ କରିଥିଲେ। ଏଥିସହିତ ଦେଶର ପ୍ରଥମ ମହିଳା ଭାବେ ସେ ଆମେରିକା ଯାଇଥିଲେ। ସ୍ୱାମୀଙ୍କ ପ୍ରେରଣା ପାଇ ପାଠ ପଢିଥିଲେ: ଆନନ୍ଦି ମାତ୍ର ୯ ବର୍ଷ […]

rajendra
ଅର୍ଥାଭାବ : ଆଇଆଇଟି ପାଠରେ ଡୋରି ବାନ୍ଧିବେ ରାଜେନ୍ଦ୍ର

ଗଜପତି : ଅର୍ଥାଭାବରୁ ଅଧୁରା ରହିବ ଆଇଆଇଟି ଇଂଜିନିୟର ହେବାର ସ୍ୱପ୍ନ। ଏଭଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ।  ଖଡ଼ଗପୁର ଆଇଆଇଟିରେ ସିଟ୍‌ ପାଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରାଜେନ୍ଦ୍ର କୁମାର କୁମ୍ଭ ଆର୍ଥିକ ସଙ୍କଟ ପାଇଁ ପାଠରେ ଡୋରି ବାନ୍ଧିବାକୁ ବସିଛନ୍ତି। ରାଜେନ୍ଦ୍ର ହେଉଛନ୍ତି ଗଜପତି ଜିଲ୍ଲାରୁ ପ୍ରଥମ ଛାତ୍ର ଯିଏକି ଆଇଆଇଟି ଖଡ଼ଗପୁର ଭଳି ଏକ ପ୍ରତିଷ୍ଠିତ ସର୍ବ ଭାରତୀୟ ଶିକ୍ଷାନୁଷ୍ଠାନରେ ପାଠପଢୁଥିଲେ। ରାୟଗଡ଼ ବ୍ଲକ ସ୍ଥିତ ରେମ୍ପି ଗାଁରେ […]

bolangir
ଅର୍ଥାଭାବରୁ ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ

ଭୁବନେଶ୍ୱର: ଯିଏ ଦିନେ ଘର ଚଳାଉଥିଲା, ତା ଗୋଡ ଓ ହାତରେ ପଡିଛି ବେଡ଼ି।  ଅର୍ଥାଭାବରୁ ମାନସିକ ଅନଗ୍ରସର ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ। ଏପରି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲ୍‌ଟିକ୍‌ରା ଅଞ୍ଚଳରେ। ଗୋପବନ୍ଧୁ ନଗର ବାସିନ୍ଦା ଗୋବିନ୍ଦ ଝାଙ୍କର ବଡପୁଅ ଯିଏକି ଦିନେ ପରିବାର ପ୍ରତିପୋଷଣ କରୁଥିଲେ ଏବେ ସେ ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି। କାରଣ ସେ ଏବେ ମାନସିକ ଅନଗ୍ରସର। ଭୋକ ହେଲେ ନିଜେ […]

mallya
ତୃତୀୟ ଥର ବିବାହ କରିବେ ମାଲ୍ୟା!

ନୂଆଦିଲ୍ଲୀ: ୬୨ ବର୍ଷରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା। ପୂର୍ବରୁ ୨ ଥର ବିବାହ  କରି ସାରିଥିବା ମାଲ୍ୟା ପୁଣିଥରେ ତୃତୀୟ ଥର ଲାଗି ବିବାହ କରିବା ନେଇ ବିଭିନ୍ନ ଯୋଜନା କରୁଥିବାର କୁହାଯାଉଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନ ପଳାଇଥିବା ମାଲ୍ୟା ତାଙ୍କ ପାର୍ଟନର ପିଙ୍କି ଲାଲ୍‌ୱାନିଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଫର୍ମର ଏୟାର ହୋଷ୍ଟେସ୍‌ ପିଙ୍କି ଲାଲ୍‌ୱାନି ମାଲ୍ୟାଙ୍କ ସହିତ […]

monk
ହୀରା ବ୍ୟବସାୟୀଙ୍କ ୧୨ବର୍ଷର ପୁଅ ହେଲେ ସନ୍ୟାସୀ

ସୁରତ : ଯେଉଁ ବୟସରେ ପିଲାମାନେ ଖେଳ ଓ ଖେଳନା ବିଷୟରେ ଭାବିଥାନ୍ତି, ସାଙ୍ଗସାଥି ମେଳରେ ଦିନ ବିତାନ୍ତି, ସେହି ଚପଳ ବୟସରେ ଯଦି ପିଲାଟିଏ ସନ୍ୟାସୀ ହେବାର ନିଷ୍ପତ୍ତି ନିଏ, ଏହା ସମସ୍ତଙ୍କ ପାଇଁ ନିଶ୍ଚୟ ଆଶ୍ଚର୍ଯ୍ୟର କଥା ହେବ। ଏବେ ଏମିତି ଏକ ଘଟଣାକୁ ନେଇ  ଖୁବ୍‌ ଚର୍ଚ୍ଚା। ସୁରତର ହୀରା ବ୍ୟବସାୟୀ ଦୀପେସ ଶାହଙ୍କ ୧୨ ବର୍ଷର ପୁଅ ଭବ୍ୟ ଶାହ। ୭ମ ଶ୍ରେଣୀରେ ପାଠପଢ଼ୁଥିବା ଭବ୍ୟ ବାଛି ନେଇଛନ୍ତି ସନ୍ନ୍ୟାସୀର ପଥ। […]

  • Friday, 16 July 2021
meteor
ଏବେ ଟଙ୍କା ଦେଲେ ହେବ ଉଲକାପାତ

ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର): ରାତିରେ ଆକାଶରୁ ଉଲକାପାତ ଦେଖିଲେ ଅନେକେ ନିଜ ମନସ୍କାମନା ପୁରଣ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଉଲକାପାତ ଦେଖିବା ଏକ ସୌଭାଗ୍ୟର କଥା। କିନ୍ତୁ ଏବେ ଆପଣଙ୍କ ଇଚ୍ଛାରେ ହୋଇପାରିବ ଉଲକାପାତ। ଆକାଶରୁ ଖସିବ ନୀଳ, ସବୁଜ ଓ କମଳା ଆଦି ରଙ୍ଗର ଉଜ୍ଜ୍ୱଳ ଉଲକା। ଆପଣ ଚାହିଁଲେ କୌଣସି ଉତ୍ସବରେ ଆତସବାଜିରେ ଲୋକଙ୍କ ମନୋରଞ୍ଜନ କରାଇବା ପରିବର୍ତ୍ତେ ଉଲକାପାତ କରାଇ ସେମାନଙ୍କୁ ଚକିତ କରିଦେଇପାରିବେ। କାରଣ […]

chocolate
ବିଶ୍ୱର ସବୁଠୁ ଦାମୀ ଚକୋଲେଟ୍

ପର୍ତ୍ତୁଗାଲ: ଚକୋଲେଟ୍ କାହାର ବା ପସନ୍ଦ ନୁହେଁ, ଏହା ସମସ୍ତଙ୍କ ପସନ୍ଦ। ଯେତେବେଳେ ବି କିଛି ମିଠା ଜିନିଷ ଖାଇବାକୁ ମନକୁ ଆସେ ପ୍ରଥମେ ଚକୋଲେଟ୍ କଥା ହିଁ ମନେ ପଡ଼େ। ଆଜି ଯାଏଁ ଆମ୍ଭେମାନେ କେବଳ ଦାମୀ ଚକୋଲେଟର ନାଁ ଶୁଣିଛେ, ମାତ୍ର କେବେ ଶୁଣିନାହଁ କି ଚକୋଲେଟର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ବି ହୋଇପାରେ। ଟଙ୍କେ କି ଦୁଇ ଟଙ୍କା ନୁହଁ, ଚକୋଲେଟର ମୂଲ୍ୟ ୬ ଲକ୍ଷ ଟଙ୍କା। ପର୍ତ୍ତୁଗାଲର ଓବିଡୋସରେ ଅନୁଷ୍ଠିତ […]

ଜମଦ-୨
ଛାତ୍ରଙ୍କ ଅଦ୍ଭୁତ ସଫଳତା : ମାତ୍ର ୫୦ ହଜାର ଟଙ୍କାରେ ତିଆରି କଲେ ମିନି କାର୍

ବଲାଙ୍ଗିର : ସମସ୍ତଙ୍କର ଇଚ୍ଛା ମୋ ପାଖରେ କାର୍‌ଟିଏ ଥାଆନ୍ତା କି ? କିନ୍ତୁ ବାଧକ ସାଜେ ଅର୍ଥ। କାରଣ କାର୍‌ଟିଏ କିଣିବାକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼େ।  ତେଣୁ ଇଚ୍ଛା ଥାଇ ବି ଲୋକେ କାରଟିଏ କିଣି ପାରି ନଥାନ୍ତି। କିନ୍ତୁ ବଲାଙ୍ଗିରର କିଛି ଛାତ୍ର ମାତ୍ର ୫୦ ହଜାର ଟଙ୍କାରେ ତିଆରି କରିଛନ୍ତି ମିନି କାର୍। ଏହି କାର୍ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ବଲାଙ୍ଗିର ସହର ରାସ୍ତାରେ ଗଡ଼ୁଛି ଟୁ ସିଟର୍ […]

police --
ପୋଲିସ୍‌ ଅଫିସରଙ୍କୁ ସଲାମ୍‌ : ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଦେଲେ ଜୀବନ

ଦୁନିଆରେ ଏମିତି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ନିଜର ସବୁ ସୁଖକୁ ପଛ କରିଦେଇଛନ୍ତି। ନିଜ ଜୀବନ ବଦଳରେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଛନ୍ତି। ଏହିଭଳି ଜଣେ ବ୍ୟକ୍ତି ହେଲେ ଫ୍ରାନ୍‌ସର ଲେଫ୍ଟନାଣ୍ଟ କର୍ଣ୍ଣଲ୍‌ ଅର୍ଣ୍ଣଡ୍ ବେଲ୍‌ଟ୍ରାମ୍‌। ଗତ ଶୁକ୍ରବାର ଦକ୍ଷିଣ ଫ୍ରାନ୍‌ସର ଏକ ସୁପରମାର୍କେଟ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଆତଙ୍କବାଦୀମାନେ ଜଣେ ମହିଳାଙ୍କୁ ବନ୍ଦୀ କରିନେଇଥିଲେ। ଅର୍ଣ୍ଣଡ୍ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ […]

  • Friday, 16 July 2021
0d062de78ba4d73fed35c58e603a0fab
ରତ୍ନଭଣ୍ଡାରରେ ରହିଛି ସର୍ପ ଗର୍ତ୍ତ !

ପୁରୀ: “ଭିତର ରତ୍ନଭଣ୍ଡାରର ପୂର୍ବ ଓ ପଶ୍ଚିମ କାନ୍ଥରେ ରହିଛି ୨ଟି ବଡବଡ ଗର୍ତ୍ତ। ଏହି ଗର୍ତ୍ତରେ ବିରାଟ ସର୍ପ ଯିବାଆସିବା କରିପାରିବାର ପଥ ରହିଛି। କୁହାଯାଏ ଶ୍ରୀ ଲୋକନାଥ ସର୍ପ ରୂପରେ ଭଣ୍ଡାର ରକ୍ଷା କରନ୍ତି। ପୂର୍ବରୁ ଏହି ସର୍ପଙ୍କୁ ମହାପ୍ରସାଦ ସମର୍ପଣର ବିଧି ରହିଥିଲା”। ଏହି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ବୁଦ୍ଧିଜୀବୀ […]

  • Friday, 16 July 2021
police
୭ ବର୍ଷିୟ ପିଲାର ଇଚ୍ଛା ହେଲା ପୂରଣ : ଦିନକ ପାଇଁ ହେଲେ ପୋଲିସ ଇନ୍ସପେକ୍ଟର

ମୁମ୍ୱାଇ: ପୁଣି ଥରେ ଜଣେ ୭ ବର୍ଷର କ୍ୟାନସର ରୋଗୀକୁ ଗୋଟିଏ ଦିନ ପାଇଁ ପୋଲିସ ଇନ୍ସପେକ୍ଟର କରି ପ୍ରଶଂସା ସାଉଁଟିଛି ମୁମ୍ୱାଇ ପୋଲିସ। ତାଙ୍କ ନାଁ ଅର୍ପିତ ମଣ୍ଡଳ। ସେ ପୋଲିସ ଇନ୍ସପେକ୍ଟର ହେବାକୁ ଚାହୁଁଥିଲେ। ଅର୍ପିତଙ୍କ ସମ୍ପର୍କରେ ମୁମ୍ୱାଇ ପୋଲିସ ଜାଣିବା ପରେ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ  ଚାହିଁଥିଲେ। ଏହାପରେ ଇଣ୍ଡିଆ ଫାଉଣ୍ଡେସନ ସହାୟତାରେ ତାଙ୍କ ଇଚ୍ଛା ପୂରଣ କରାଯାଇଛି। ନିକଟରେ ଅର୍ପିତଙ୍କୁ  ଗୋଟିଏ ଦିନ ପାଇଁ ମୁଲୁଣ୍ଡ ପୋଲିସ ଷ୍ଟେସନର […]

  • Friday, 16 July 2021
delhi court
ଦିଲ୍ଲୀ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି : ବଞ୍ଚିଗଲେ ୨୦ ଆପ୍ ବିଧାୟକ

ନୂଆ ଦିଲ୍ଲୀ  : ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି( ଆପ୍‌)ର ୨୦ ଜଣ ବିଧାୟକଙ୍କୁ ଜୀବନଦାନ ଦେଇଛନ୍ତି। ଲାଭଜନକ ପଦରେ ଥିବା ମାମଲାରେ ଜାନୁୟାରୀ ୧୯ରେ ୨୦ ଜଣ ବିଧାୟକଙ୍କ ପଦକୁ  ରଦ୍ଦ କରିଦେଇଥିଲେ ନିର୍ବାଚନ କମିଶନ। ଦିଲ୍ଲୀ  ଉଚ୍ଚ ନ୍ୟାୟାଳୟର ବିଚାର ପରେ ଏହି ବିଧାୟକମାନଙ୍କ ସଦସ୍ୟତା ପଦ ବଳବତ୍ତର ରହିଛି। सत्य की जीत हुई। दिल्ली के लोगों द्वारा चुने हुए प्रतिनिधियों को ग़लत तरीक़े से बर्खास्त […]

  • Friday, 16 July 2021
bike
ଆଶ୍ଚର୍ଯ୍ୟ! ଏକ ଲିଟର ତେଲରେ ୧୫୩ କି.ମି. ଚାଲୁଛି ବାଇକ୍‌

ଲକ୍ଷ୍ନୌ: ମାତ୍ର ଗୋଟିଏ ଲିଟର ତେଲରେ ୧୫୩ କି.ମି. ଚାଲୁଛି ବାଇକ୍‌। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି କି? ହେଲେ ଏହା ସମ୍ପୂର୍ଣ୍ଣ ସତ। ଏମିତି ଏକ କରିସ୍ମା କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ବିବେକ କୁମାର ପଟେଲ ନାମକ ଜଣେ ଯୁବକ। ଯେକୌଣସି କମ୍ପାନୀର ବାଇକ୍‌ କିଣିଲେ, ଅତି ବେଶିରେ ୭୫ରୁ ୮୦ କି.ମି. ପ୍ରତି ଲିଟର ଚାଲୁଛି। ହେଲେ ବିବେକ ତାଙ୍କ ବାଇକ୍‌ରେ ମାତ୍ର ଗୋଟିଏ ଛୋଟ ଟେକ୍ନୋଲଜି ବ୍ୟବହାର କରିଛନ୍ତି, ଯାହାଦ୍ୱାରା ତାଙ୍କ ବାଇକ୍‌ ୧୫୩ […]

  • Friday, 16 July 2021
village
ନିର୍ବାଚନ ଆସୁଛି ଯାଉଛି, ହେଲେ ବଦଳୁନି ଗାଁର ଚିତ୍ର

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ) : ସ୍ୱାଧୀନତାକୁ ପୁରିଲାଣି ୭୨ ବର୍ଷ। ଏହା ଭିତରେ ସରିଲାଣି ବହୁ ନିର୍ବାଚନ। ଆଉ ବଦଳିଲେଣି କେତେ ସରକାର, ହେଲେ ଆମ ରାଜ୍ୟରେ ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି ଏବେ ବି ପହଞ୍ଚିନି ବିକାଶ କି ପହଞ୍ଚି ପାରିନି ପ୍ରଶାସନ। ଉପାନ୍ତ ଇଲାକାର ଏ ଅପହଞ୍ଚ ଲୋକେ ଖାଲି ନିର୍ବାଚନ ବେଳେ ଭୋଟ୍ ଦିଅନ୍ତି ସିନା, ହେଲେ ତା ପରେ ନିଜ ଅଧିକାର କିମ୍ବା ହକ୍ ଆଦାୟ କରି ପାରନ୍ତିନି। […]

  • Friday, 16 July 2021
bridge
କାଠରେ ତିଆରି ଅସ୍ଥାୟୀ ପୋଲ ପାଲଟିଛି ଲାଇଫ୍‌ ଲାଇନ୍

ଫୁଲବାଣୀ(ତ୍ରିନାଥ ସାହୁ) : କାଠରେ ତିଆରି ଅସ୍ଥାୟୀ ପୋଲ ପାଲଟିଛି ଲାଇଫ ଲାଇନ୍। ନିତି ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହେଉଛନ୍ତି ଲୋକେ। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବ୍ଲକ୍‌ ତୁଡିପାଜୁ ପଞ୍ଚାୟତର ସଦର ମହକୁମାର ଅତି ନିକଟରେ ଥିଲେ ବି ପଞ୍ଚାୟତକୁ ଏପର୍ଯ୍ୟନ୍ତ ପୋଲଟିଏ ନିର୍ମାଣ ହୋଇପାରିନି। ଫଳରେ ପ୍ରାୟ ୨୫ ଖଣ୍ଡ ଗାଁ ଏହି କାଠ ପୋଲ ଉପରେ ନିର୍ଭରଶୀଳ। ରୋଗୀ ହୁଅନ୍ତୁ କି ବୃଦ୍ଧ ଅବା ଛାତ୍ରଛାତ୍ରୀ, ବିପଜ୍ଜନକ ଅବସ୍ଥାରେ ନଦୀ ପାର […]

  • Friday, 16 July 2021
pic
ଦିନେ ଏମାନେ କରୁଥିଲେ ଦେହ ବ୍ୟବସାୟ : ଆଜି କରୁଛନ୍ତି ବିରୋଧ

ଛତିଶଗଡ : ଏମାନେ ଜୀବନ ଓ ଯନ୍ତ୍ରଣାର ମଝି ନଈରେ ଭାସି ଚାଲିଥିଲେ। ସୁଖ ଓ ଦୁଃଖର ଭାଗବାଣ୍ଟ କରିବାକୁ ତାଙ୍କ ପାଖରେ ନଥିଲା ସମୟ। କାରଣ ରାତି ପାହିଲେ ସେମାନେ ଭେଟୁଥିଲେ ନୂଆ ଚେହେରାଙ୍କୁ। ଆରମ୍ଭ ହୋଇଯାଉଥିଲା ଦେହ ସଉଦା , ମୂଲଚାଲ। ଏମିତି ଅନେକ ଦିନରୁ ସେଠାରେ ଏହି ଦେହ ବ୍ୟବସାୟର କାରବାର ଚାଲିଆସୁଥିଲା। ଏହା କୌଣସି ଗପ କି କାହାଣୀର ସାରାଂଶ ନୁହେଁ। ଛତିଶଗଡର ମୁଙ୍ଗେଳି ଜିଲ୍ଲାରେ ଦେହ ବ୍ୟବସାୟରେ ଲିପ୍ତ ଥିବା […]

  • Friday, 16 July 2021
isis
୩୯ଜଣ ଭାରତୀୟଙ୍କ ଶବ ବାହାରିଲା କବର ଭିତରୁ

ନୂଆଦିଲ୍ଲୀ : ପ୍ରାୟ ୪ ବର୍ଷ ତଳେ ଇରାକ୍‌ରେ ମୋସୁଲ ସହରରୁ ଅପହୃତ ସମସ୍ତ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସଆଇଏସ୍। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ ରାଜ୍ୟସଭାରେ ଶ୍ରମିକଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଭାରତୀୟମାନଙ୍କୁ ବନ୍ଦୀ କରି ରଖାଯାଇଥିବା ଗତବର୍ଷ ସୁଷମା ପାର୍ଲାମେଣ୍ଟକୁ ଜଣାଇଥିଲେ। ସେପଟେ ଏହି ପ୍ରସଙ୍ଗରେ ସରକାର ଦେଶବାସୀଙ୍କୁ ଭ୍ରମିତ କରିବା ସହ ଅନ୍ଧାରରେ ରଖିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବର୍ବରତାରେ ଉଜୁଡି ଯାଇଛି ୩୯ ଭାରତୀୟ ଶ୍ରମିକଙ୍କ ପରିବାର। […]

  • Friday, 16 July 2021
school
ଲକ୍ଷ୍ୟଠୁ ବହୁ ଦୂରରେ ଶିଶୁଙ୍କ ଶିକ୍ଷା ଅଧିକାର

ନୂଆପଡ଼ା( ମାୟାଧର ସରାଫ) , ସୁବର୍ଣ୍ଣପୁର( ରବୀନ୍ଦ୍ର ହୋତା) : ଶିକ୍ଷା, ଶିଶୁର ମୌଳିକ ଅଧିକାର। କିନ୍ତୁ ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାର ବିକଳ ସ୍ଥିତି ହିଁ ଶିଶୁକୁ ମୌଳିକ ଅଧିକାରରୁ ବଞ୍ଚିତ କରୁଛି। ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ପଢ଼ନ୍ତୁ ଏହି ରିପୋର୍ଟ। ଗୋଟିଏ କୋଠରୀରେ ଚାଲିଛି ୫ଟି ଶ୍ରେଣୀ। ଭିନ୍ନ ଭିନ୍ନ ଦିଗକୁ ଚାହିଁ ବସିଛନ୍ତି ବିଭିନ୍ନ ଶ୍ରେଣୀର ପିଲା। କିଛି ପିଲା ପଦ୍ୟ ଆବୃତ୍ତି କରୁଛନ୍ତି […]

  • Friday, 16 July 2021
highway
କିଲୋମିଟର ଫଳକର ରଙ୍ଗରୁ ଜାଣନ୍ତୁ ରାସ୍ତାର ନାଁ

ଦୂର ସ୍ଥାନକୁ ଯାତ୍ରା କଲାବେଳେ ରାସ୍ତାକଡରେ କିଲୋମିଟର ସୂଚାଇବା ପାଇଁ ପଥର ଫଳକ (ମାଇଲଷ୍ଟୋନ୍) ଲାଗିଥାଏ। କିନ୍ତୁ ଏହି ଫଳକର ରଙ୍ଗ ଅନେକ ସମୟରେ ଅଲଗା ଅଲଗା ହୋଇଥାଏ। କେଉଁଠି ହଳଦିଆ ରଙ୍ଗର ଫଳକ ଥାଏ ତ କେଉଁଠି ସବୁଜ ରଙ୍ଗର। ଭିନ୍ନ ଭିନ୍ନ ରଙ୍ଗର ଫଳକକୁ ନେଇ ଅନେକ ସମୟରେ ମନରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥାଏ। କିନ୍ତୁ ଏପରି ଭିନ୍ନ ରଙ୍ଗର ଫଳକ ପଛରେ ଲୁଚି ରହିଥିବା କାରଣ। ଏହି କାରଣ ସମ୍ପର୍କରେ ଜାଣିଲେ […]

  • Friday, 16 July 2021
doctor
ଫାର୍ମାସିଷ୍ଟ, ନର୍ସ ଓ ଆୟୁଷ ଚିକିତ୍ସକଙ୍କ ଭରସାରେ ଚାଲିଛି ରୋଗୀସେବା

ଉଦଳା/ସେମିଳିଗୁଡା : ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟସେବା। ଡାକ୍ତରଖାନା ହେବାର ଦଶନ୍ଧି ବିତିଗଲାଣି ହେଲେ ନାହାନ୍ତି ଡାକ୍ତର। କିଛି ସ୍ଥାନରେ ଡାକ୍ତର ନିୟୁକ୍ତ ହୋଇଛନ୍ତି ସତ, ହେଲେ ରୋଗୀ ସଂଖ୍ୟା ଏତେ ଅଧିକ ଯେ, ସେବା ଯୋଗାଇବା କାଠିକର ପାଠ ହୋଇଯାଉଛି। ଆଜି ଭୋଟରଙ୍କ ମୁଦ୍ଦାରେ ଦେଖନ୍ତୁ ମୟୂରଭଞ୍ଜ ଜିଲ୍ଲା ଉଦଳା ଓ କୋରାପୁଟ ଜିଲ୍ଲା ସେମିଳିଗୁଡାରୁ ସ୍ପେଶାଲ ରିପୋର୍ଟ। ମୟୂରଭଞ୍ଜ ଜିଲ୍ଲା ଶରତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିଲ୍ଡିଂ ଦେଖିବାକୁ ଚକାଚକ। ସଫାସୁତୁରା ପରିବେଶ ସାଙ୍ଗକୁ ଉନ୍ନତ […]

  • Friday, 16 July 2021
school
ଜରାଜୀର୍ଣ୍ଣ କୁଡ଼ିଆରେ ପଢୁଛନ୍ତି ଦେଶର ଭବିଷ୍ୟତ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ) / କୃଷ୍ଣ ପ୍ରସାଦ(ନୀଳକଣ୍ଠ ପ୍ରଧାନ) : ସ୍କୁଲ୍ କହିଲେ ଆପଣ କଣ ବୁଝନ୍ତି ? ସୁନ୍ଦର ଘରଟିଏ ଥିବ, ଆଗରେ ଗୋଟିଏ ବଗିଚା କିମ୍ବା ସଫାସୁତୁରା ଖେଳ ପଡ଼ିଆଟିଏ ଥିବ, ଯେଉଁଠି ପିଲାମାନେ ବେଶ୍ ଖୁସିରେ ପଢ଼ୁଥିବେ ଓ ଖେଳୁଥିବେ। କିନ୍ତୁ ରାଜ୍ୟରେ ଏମିତି ଶହ ଶହ ସ୍କୁଲ୍ ଅଛି, ଯାହା ଆପଣଙ୍କ ଧାରଣାକୁ ପୁରା ବଦଳାଇ ଦେଇପାରେ। ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଜାଣିବା ପାଇଁ ପଢନ୍ତୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ […]

  • Friday, 16 July 2021
ajaya
ଅଜୟଙ୍କ ଅଜବ ନିଶା : ୧୩୦ ଜଣ ରାଜାଙ୍କ ଫଟୋ ଓ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ

ସମ୍ବଲପୁର : ପେଶା ଚାକିରି, ହେଲେ ନିଶା ଫଟୋ ସଂଗ୍ରହ କରିବା। ୧୩୦ ଜଣ ରାଜାଙ୍କର ଫଟୋ ସହିତ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍‌ରେ ସ୍ଥାନ ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଉଚ୍ଚଶିକ୍ଷିତ ଯୁବକ ଅଜୟ ଅଗ୍ରୱାଲ। ୨୮୫ ରାଜାଙ୍କ ମଧ୍ୟରୁ ୧୩୦ ରାଜାଙ୍କ ଫଟୋ ଏବଂ ଦସ୍ତଖତ କରି ଗତ ମାସରେ ଲିମକା ବୁକ୍‌ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି।  ପ୍ରଥମେ ବଣାଇ ରାଜାଙ୍କୁ ଭେଟି ଦସ୍ତଖତ ନେବା ସହ ତାଙ୍କର ପ୍ରେରଣା ପାଇ ଆଜି […]