• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

train-1
ଟ୍ରେନ୍‌ରେ ମିଳିବ ଭଲ ଖାଦ୍ୟ, ନୂଆ ତରିକା ଆପଣେଇବ IRCTC

ନୂଆ ଦିଲ୍ଲୀ : ରେଲୱେରେ ପ୍ରତିଦିନ ୨କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି। ଲକ୍ଷ ଲକ୍ଷ ଲୋକ ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ଦିଆ ଯାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି, ଯାହାର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସେ। ଆଉ ମଧ୍ୟ ଲୋକେ କ୍ୟାଟରିଂ ଷ୍ଟାଫ୍‌ଙ୍କ ବ୍ୟବହାରକୁ ନାପସନ୍ଦ କରନ୍ତି। ଟ୍ରେନ୍‌ରେ ଦୂର ସ୍ଥାନକୁ ଯାତ୍ରା ପୂର୍ବରୁ ଏହି ସମସ୍ୟାରେ ପଡିଥାନ୍ତି ଲୋକେ। ଏବେ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଏକ ଭଲ ଖବର। ରେଲୱେ କ୍ୟାଟରିଂ […]

  • Saturday, 17 July 2021
selfie
ବିପଦ ଜନକ ସ୍ଥାନରେ ସେଲ୍‌ଫି ନେବା କାଳ ହେଲା

ମେଲବର୍ନ: ଅଷ୍ଟ୍ରେଲିଆରେ ସେଲ୍‌ଫି ନେବା ବେଳେ ଜଣେ ଭାରତୀୟ ଛାତ୍ର ସମୁଦ୍ର ସଂଲଗ୍ନ ଏକ ଛୋଟ ପାହାଡ ଉପରୁ  ଖସି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ନାମ ଅଙ୍କିତ। ସେ ପର୍ଥରେ ପଢୁଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ,ଅଙ୍କିତ ତାଙ୍କର କିଛି ବନ୍ଧୁଙ୍କ ସହ ପଶ୍ଚିମ ଅଷ୍ଟ୍ରେଲିଆରେ ଥିବା ଐତିହାସିକ ବନ୍ଦର ତଥା ସହର ଏଲବାନିକୁ ବୁଲିବାକୁ ଯାଇଥିଲେ। ଅଙ୍କିତ ସେଠାରେ ପାହାଡ ଉପରେ ଚଢି ପଛ ପଟରେ ସମୁଦ୍ରକୁ ରଖି ଏକ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିଲେ […]

tarini-1
ଭାରତ ଫେରିଲା INSV ତାରିଣୀ

ଗୋଆ : ବିଶ୍ୱ ପରିକ୍ରମା ପରେ ଭାରତ ଫେରିଛି ଆଇଏନଏସଭି ତାରିଣୀ। କେବଳ ମହିଳା ଅଧିକାରୀ ମାନଙ୍କୁ ନେଇ ଯାଇଥିବା ଏହି ଜାହାଜ ଆଠ ମାସରୁ ଅଧିକ ସାରା ବିଶ୍ୱରେ ପରିକ୍ରମା କରିଥିଲା। ଆଜି ଏହି ଟିମ୍ ଗୋଆର ପାଣାଜୀରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ନୌ ସେନା ମୁଖ୍ୟ ସୁନିଲ ଲାନବା ଉପସ୍ଥିତ ରହି ୬ଜଣିଆ ଟିମକୁ ସ୍ୱାଗତ କରିଥିଲେ। ଗତବର୍ଷ ସେପଟେମ୍ବର ୧୦ରେ ଲେଫନାଣ୍ଟ […]

smart class room
ଚଳିତ ବର୍ଷରୁ ରାଜ୍ୟର ୧୦୧ କଲେଜରେ ଆରମ୍ଭ ହେବ ସ୍ମାର୍ଟ କ୍ଲାସ ରୁମ୍

ଭୁବନେଶ୍ୱର : କଲେଜ ପିଲାଙ୍କୁ ଉଚ୍ଚମାନର ଶିକ୍ଷାଦାନ ଲାଗି ସରକାରଙ୍କ ତତ୍ପରତା ପ୍ରବୀଣ ଓ ଦକ୍ଷ ଶିକ୍ଷକଙ୍କ ଅଭାବ ପୂରଣ କରିବ ସ୍ମାର୍ଟ କ୍ଲାସ୍ ରୁମ୍ ଗୋଟିଏ ସ୍ଥାନରେ ଶିକ୍ଷକ ବଢାଇବେ, ସ୍ମାର୍ଟ କ୍ଲାସ  ରୁମରେ ବସି ରାଜ୍ୟବ୍ୟାପୀ ପିଲା ଜ୍ଞାନ ଆହରଣ କରିବେ । ଚଳିତ ଶିକ୍ଷା ବର୍ଷରୁ ସ୍ମାର୍ଟ କ୍ଲାସ୍ ରୁମ୍‌ରେ ପାଠ ପଢିବେ ପିଲା। ଏନେଇ କଲେଜ୍ ଗୁଡିକୁ ପ୍ରସ୍ତୁତ କରାଯାଉଛି ପ୍ରୋଜେକ୍ଟର, ଅଡିଓ ଭିଜୁଆଲ୍ କିଟ୍, କ୍ୟାମେରା ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିରେ […]

  • Saturday, 17 July 2021
train accident
ସମଲେଶ୍ୱରୀ ଏକ୍ସପ୍ରେସ ସହ ମେଣ୍ଟନାନ୍ସ ଇଞ୍ଜିନର ଧକ୍କା : ୩ଜଣଙ୍କ ମୃତ୍ୟୁ

ରାୟଗଡ଼ା (ମନୋଜ ପାତ୍ର) : ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ। ହାଓ୍ୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ୍‌କୁ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ମେଣ୍ଟନାନ୍ସ ଇଞ୍ଜିନ ଧକ୍କା ଦେବା ଫଳରେ ସେଥିରେ ନିଆଁ ଲାଗିଯାଇଛି। ଏଥିରେ ମୋଟ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ମୃତକ ୩ଜଣ ହେଲେ ମେଣ୍ଟେନାନ୍ସ ଇଂଜିନ ଟେକ୍ନିସିଆନ ସୁରେଶ, ସିନିୟର ଇଲେକ୍ଟ୍ରିକାଲ୍‌ ସେକ୍ସନ ଇଂଜିନିୟର ସାଗର ଓ ଇଲେକ୍ଟ୍ରିକାଲ୍‌ ଟେକ୍ନିସିଆନ ଗୌରୀ ନାଇଡୁ। ଏବେ […]

  • Saturday, 17 July 2021
nipa-3
ଏଚ୍‌ଆଇଭି, ଇବୋଲା ପରେ ଆସିଲା ପ୍ରାଣଘାତକ ନିପା ଭୁତାଣୁ

ନୂଆଦିଲ୍ଲୀ: ଏଚ୍‌ଆଇଭି, H1N1 ଓ ଇବୋଲା ପରେ ଆଉ ଏକ ଭୁତାଣୁ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି। ଏହି ଭୁତାଣୁର ନାମ ହେଉଛି  ନିପା ବା ଏନ୍‌ଆଇଭି( NIV)। କେରଳର କୋଝିକୋଡ ଓ ମାଲ୍ଲପୁରମ୍‌ରେ ଏହି ଭୁତାଣୁରେ ସଂକ୍ରମିତ ହୋଇ ୧୩ ଜଣ ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି। ଏହି ରୋଗର ଲକ୍ଷଣ ଥାଇ ଜଣେ ନର୍ସଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଛି। ସଂପୃକ୍ତ ନର୍ସ ନିପା […]

shadow
ଛୁ ମାରିବ ଛାଇ

ଭୁବନେଶ୍ୱର : ଆସନ୍ତାକାଲି କିଛି ସମୟ ପାଇଁ ହଜିଯିବ ଛାଇ। ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଛାଇ ଉଭେଇଯିବ। ଏହି ସମୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବ ଏବଂ ଯେକୌଣସି ଲମ୍ବ ଆକାରର ବସ୍ତୁର ବିଲକୁଲ ଛାଇ ଦେଖାଯିବ ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ଭାବେ ନାମିତ କରିଛନ୍ତି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ରେ ଦିନ ୧୧ଟାରୁ ୧୨ଟା ଯାଏଁ ଶୂନ୍ୟ ଛାୟା ଦେଖିବାର ବ୍ୟବସ୍ଥା କରାଯାଇଛି। ସେହିପରି କଟକରେ […]

  • Saturday, 17 July 2021
pratap
ଲୋକସଭାରେ ଛାଇ ଗଲେ ପ୍ରତାପ ନନା

ନୂଆଦିଲ୍ଲୀ :  ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦମଦାର ଅଭିଭାଷଣ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରି ପ୍ରତାପ ନିଜ ବାକ୍ ପଟ୍ଟୁତା, ସାଂସ୍କୃତିକ  ଓ ବୌଦ୍ଧିକ ଜ୍ଞାନ ସମ୍ଭାର ଉପସ୍ଥାପନ କରିବା ସହ ରାଜନୀତିରେ ନିଜ ନିଗୁଢ଼ତାର ପ୍ରମାଣ ବି ଦେଇଥିଲେ। ହିନ୍ଦୀ, ଇଂରାଜୀ, ବଙ୍ଗଳା, ଓଡ଼ିଆ ଓ ସଂସ୍କୃତରେ ଗୃହକୁ ସମ୍ବୋଧିତ କରିବା ସହ ଗୀତା, ଭାଗବତ, ବେଦ ଓ ଉପନିଷଦର ଉପାଖ୍ୟାନ ଜରିଆରେ ଭାରତୀୟ […]

  • Saturday, 17 July 2021
topper--1
ଅଟୋ ଚାଳକଙ୍କ ଝିଅ +୨ କଳାରେ ଟପ୍ପର

କଟକ(ଦେବାଶିଷ ମହାନ୍ତି) : କଥାରରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଆଉ ଲକ୍ଷ୍ୟ ଯଦି ସ୍ଥିର ,ତେବେ ସଫଳତା ନିଶ୍ଚୟ ମିଳିବ। ଏହାକୁ ଶତ ପ୍ରତିଶତ ପ୍ରମାଣିତ କରି ଦେଖେଇଛନ୍ତି କଟକର ଜଣେ ଅଟୋଚାଳକଙ୍କ ଝିଅ ପୂଜା ସାହୁ। ରେଭେନ୍ସା ଜୁନିଅର କଲେଜରେ ପଢୁଥିବା ପୂଜା, ଯୁକ୍ତ ୨ କଳା ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପୂଜାଙ୍କ ବାପା ବାଳକୃଷ୍ଣ ସାହୁ ଜଣେ ଅଟୋ ଚାଳକ। ଘର କଟକ ସହରରେ। […]

  • Saturday, 17 July 2021
yamaha
ୟାମାହା ଲଞ୍ଚ କଲା ତିନି ଚକିଆ ବାଇକ୍‌, ଦର ଶୁଣିଲେ ଉଡ଼ିଯିବ ହୋସ୍

ଆପଣ ଦୁଇ ଚକିଆ ବାଇକ୍‌ ଦେଖିଥିବେ ଏବଂ ଚଳାଇଥିବେ ମଧ୍ୟ। କେବେ ତିନି ଚକିଆ ବାଇକ୍‌ ଦେଖିଛନ୍ତି ? ଏବେ ଏହାକୁ ବାସ୍ତବିକ୍‌ ରୂପ ଦେଇଛି ୟାମାହା। ବଜାରକୁ ତିନି  ଚକା ବିଶିଷ୍ଟ ବାଇକ୍‌ ଲଞ୍ଚ କରିଛି ୟାମାହା। ୟାମାହା ସେହି କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ, ଯିଏ ଫ୍ୟୁଚର ବାଇକ୍‌ ଓ ଏହା ସହ ଜଡିତ ପ୍ରମୁଖ ଟେକ୍‌ନିକ୍‌ ଉପରେ ନୂଆ ପରୀକ୍ଷା ନୀରିକ୍ଷା ଚଳାଇଥାଏ। ଦୀର୍ଘ ଦିନର ଅପେକ୍ଷା ପରେ ଏବେ ୟାମାହା ନିଜର […]

  • Saturday, 17 July 2021
mahanadi water
ଉତ୍କଟ ସ୍ଥିତିରେ ମହାନଦୀର ଜଳ ପ୍ରଦୂଷଣ

ଭୁବନେଶ୍ୱର: “ଗଙ୍ଗା ନଦୀ ଭଳି କାବେରୀ, ପେରିଆର୍‌, ନର୍ମଦା, ଯମୁନା, ମହାନଦୀ, ଗୋଦାବରୀ ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ଉଦ୍ୟମ କରନ୍ତୁ।” ଗତକାଲି ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧନ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି। ଏହା ପରେ ଚର୍ଚ୍ଚାକୁ ଆସିଛି ମହାନଦୀରେ ପ୍ରଦୂଷଣ ପ୍ରସଙ୍ଗ। ଶିଳ୍ପ, ଡ୍ରେନ୍‌ ଓ ନାଳନର୍ଦ୍ଦମାର ପାଣି ସିଧାସଳଖ ନଦୀରେ ମିଶୁଥିବାରୁ ଉତ୍କଟ ସ୍ଥିତିରେ ପହଞ୍ଚିଛି ପ୍ରଦୂଷଣ ମାତ୍ରା। ଏହାର ପ୍ରମାଣ ସମ୍ୱଲପୁର ଓ ଝାରସୁଗୁଡ଼ାରେ ଦେଖିବାକୁ […]

  • Saturday, 17 July 2021
rice mandi
ଆଗକୁ ମୌସୁମୀ ବର୍ଷା, ମଣ୍ଡିରୁ ଉଠିନି ଧାନ

ଭୁବନେଶ୍ୱର : ବର୍ଷ ତମାମ ମୁଣ୍ଡ ଟେକିଥିବା ମଣ୍ଡି ସମସ୍ୟା ସୁଧୁରିବାର ନାଁ ଧରୁନି। କେଉଁଠି ମିଲର୍ସଙ୍କ ମନମାନି ଚାଲିଛି ତ ଆଉ କେଉଁଠି ମଣ୍ଡିରେ ପଡ଼ିରହିଛି ଧାନ। କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ମାଡ଼ରେ ନଷ୍ଟ ହେଉଛି ବର୍ଷକର ଅମଳ। ତଥାପି ଚାଷୀଙ୍କ ଧାନ କିଣିବା ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନି। ଆଗକୁ ମୌସୁମୀ ବର୍ଷା, ଆଉ ତାପୂର୍ବରୁ ଯଦି ଧାନ ନ ଉଠେ ତେବେ ଅଧିକାଂଶ ମଣ୍ଡିରେ ଅସୁରକ୍ଷିତ ହୋଇ ପଡ଼ିରହିଥିବା […]

  • Saturday, 17 July 2021
lichi
ଓଡ଼ିଶା ମାର୍କେଟରୁ ଲିଚୁ ଗାଏବ୍

ଭୁବନେଶ୍ୱର : ମାର୍କେଟରୁ ଲୁଚି ଯାଇଛି ଲିଚୁ। ବିହାରରେ ବ୍ୟାପିଥିବା ମସ୍ତିଷ୍କ ଜ୍ୱର ପଛରେ ଲିଚୁ ଏକ କାରଣ ହୋଇପାରେ ବୋଲି ସଂଦେହ କରାଯିବା ପରେ ଏବେ ଓଡ଼ିଶା ମାର୍କେଟରୁ ଲିଚୁ ଗାଏବ୍। ଗତକାଲି ଯାଏଁ ଫଳ ବଜାରରେ ବିକ୍ରି ହେଉଥିଲା ପେନ୍ଥା ପେନ୍ଥା ଲିଚୁ  ଚାହିଦା ଦେଖି ଚଢା ଦରରେ ବିକ୍ରି କରୁଥିଲେ ବ୍ୟବସାୟୀ । ଏବେ କିନ୍ତୁ ମାର୍କେଟରୁ ଲିଚୁ ଗାଏବ। ରାଜଧାନୀର ପ୍ରମୁଖ ଫଳ ବଜାର ଓ କଟକର ଛତ୍ର ବଜାର ଫଳ […]

  • Saturday, 17 July 2021
t
ଆର୍ଥିକ ଅନଟନ ସତ୍ତ୍ୱେ OJEEରେ ଟପ୍ପର ହେଲେ ଭବାନୀ, ଶାଶ୍ୱତୀ

କେନ୍ଦୁଝର/ଜଗତସିଂହପୁର(ପ୍ରଣୟ ପାଣି/ଶଶାଙ୍କ ଶେଖର ପଣ୍ଡା): ଆର୍ଥିକ ଅନଟନ ହେଉ କି ଯେକୌଣସି ପରିସ୍ଥିତିର ଚାପ। ଇଚ୍ଛାଶକ୍ତି ଆଗରେ ସବୁ କିଛି ପଛରେ ପଡ଼ିଯାଏ। ଆଜିର ଓଜେଇଇ ରେଜଲ୍ଟରୁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଅସମ୍ଭବ ବୋଲି କିଛି ନାହିଁ, ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଓଜେଇଇରେ ଟପ୍ପର ହୋଇଥିବା ଦୁଇ ବିଦ୍ୟାର୍ଥୀ। ଜଣେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ପିପିଳିଆ ଗାଁର ଭବାନୀ ଶଙ୍କର ବେହେରା ଓ ଅନ୍ୟ ଜଣେ ଜଗତସିଂହପୁର କାଦୁଆପଡ଼ା ଗାଁର ଶାଶ୍ୱତୀ […]

  • Saturday, 17 July 2021
Litchi
ଅଦିନିଆ ବର୍ଷା ଉଜାଡ଼ିଦେଲା ଲିଚୁ ଚାଷ

ବଣାଇଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅଦିନିଆ ବର୍ଷାରେ ଲିଚୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି । ଲିଚୁ ଗୁଡ଼ିକ ବାହାରୁ ଲାଲ୍ ଟୁକଟୁକ୍ ଦିଶୁଥିଲେ ମଧ୍ୟ ଫଳ ଗୁଡ଼ିକ ବର୍ଷା ମାଡ଼ରେ ସଢ଼ିଯିବା ସହ ଭିତରୁ ପୋକ ଲାଗିଯାଇଛି। ଖଣ୍ଡାଧାର ଜଳପ୍ରପାତ ପାଣିକୁ ବ୍ୟବହାର କରି ଏହି ଲିଚୁ ଚାଷ କରାଯାଇଥାଏ। ଖଣ୍ଡାଧାର, ଦାଳବହାଳୀ, ମହୁଲଲଡ଼ା ପ୍ରଭୃତି ଅଞ୍ଚଳରେ ଚାଷୀ ଏହି ଋତୁରେ ଲିଚୁରୁ ବର୍ଷକର ଆୟ […]

  • Saturday, 17 July 2021
house
ରାଜ୍ୟରେ କଚ୍ଛପ ଗତିରେ ଚାଲିଛି PMAY ଗୃହ ନିର୍ମାଣ

ଭୁବନେଶ୍ୱର : କଚ୍ଛପ ଗତିରେ ଚାଲିଛି ସହରୀ ଗରିବଙ୍କୁ ପକ୍କାଘର ଦେବାପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଯୋଜନାର ୪ ବର୍ଷ ପରେ ମଂଜୁର ହୋଇଥିବାର ଘରରୁ ମାତ୍ର ୨୦ ପ୍ରତିଶତ ଘର ନିର୍ମାଣ ହୋଇପାରିଛି। ଏମିତିକି କାର୍ଯ୍ୟାଦେଶ ମିଳିବା ପରେ ବି ପ୍ରଶାସନିକ ଅବହେଳା ଯୋଗୁଁ ଆଗେଇପାରୁନି କାମ। ରାଜ୍ୟ ସରକାରଙ୍କର ବସ୍ତିର ଗରିବଙ୍କୁ ପକ୍କା ଘର ଦେବାର ପ୍ରତିଶ୍ରୁତି ବି ଅଧାରେ ଅଟକି ରହିଛି। ଭାରତ ସାହୁ। ପତ୍ନୀଙ୍କ ସହ ୨ ବର୍ଷ […]

  • Saturday, 17 July 2021
bag
ଦିନେ ଦାଦନ ଖଟି ନ ଗଲେ ଘରେ ଚୁଳି ଜଳୁନଥିଲା, ଏବେ ମିଳିଯାଇଛି ରୋଜଗାରର ପନ୍ଥା

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଦିନେ ଦାଦନ ଖଟି ନ ଗଲେ ଘରେ ଚୁଳି ଜଳିବା ମୁସ୍କିଲ ହୋଇପଡୁଥିଲା। କିନ୍ତୁ ଏବେ ସମୟ ସହ ତାଳ ଦେଇ ନିଜ ଅଞ୍ଚଳରେ ରୋଜଗାରର ପନ୍ଥା ଖୋଜିଛନ୍ତି ଲୋକେ। ବଜାରରୁ ସିମେଣ୍ଟ ଓ ଚିଙ୍ଗୁଡ଼ି ପାଇଁ ଆସୁଥିବା ଖାଦ୍ୟ ବସ୍ତା ସଂଗ୍ରହ କରି ବ୍ୟାଗ୍ ତିଆରି କରୁଛନ୍ତି। ଏହି କାମରେ କୋଟାପୁଟ ଜିଲ୍ଲା ବଙ୍ଗଳାଗୁଡ଼ା ଗାଁର ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି ପିଲାମାନେ ବି ନିୟୋଜିତ ହୋଇଛନ୍ତି। […]

  • Saturday, 17 July 2021
prana
ପ୍ରାଣ ନେଇ ଫେରିଲେ ପ୍ରାଣକୃଷ୍ଣ

  କଟକ: ସଫଳ ହେଲା ଅପେରସନ୍ ପ୍ରାଣକୃଷ୍ଣ । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଅପରେସନ୍ ପରେ ଅଟକି ରହିଥିବା ପାଇପ୍ ଭିତରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ ମୁଦୁଲି। ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ଫେରିଛନ୍ତି ପ୍ରାଣକୃଷ୍ଣ। କଂକ୍ରିଟ କଟାଯାଇ ତାଙ୍କୁ ପାଇପ୍ ଭିତରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ପ୍ରାଣକୃଷ୍ଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍‌ନାଲ୍‌ ମୁଖ୍ୟାଳୟ […]

  • Saturday, 17 July 2021
raj6
ରଜରେ ଉତ୍ସବମୁଖର ପୁରପଲ୍ଲୀ

ଭୁବନେଶ୍ୱର : ଆଜି ପହିଲି ରଜ । ଓଡ଼ିଶାର ଏହି ଗଣପର୍ବ ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଘରେ ଘରେ ପିଠା ଓ ମିଠାର ଆସର। ଝିଅ ବୋହୂ ରଜ ଦୋଳି ଖେଳ ସାଙ୍ଗକୁ ମିଠା ପାନର ମଜା ନେଉଛନ୍ତି। ରଜ ଅବସରରେ ଦୋଳି, ପାନ, ଝୋଟି ଓ ହୁଳୁହୁଳି ଆଦି ପ୍ରତିଯୋଗିତାର ମଧ୍ୟ ଆୟୋଜନ ହେଉଛି। ଆଜିଠୁ ୩ ଦିନ ଧରି ସାରା ରାଜ୍ୟରେ ଚାଲିବ ରଜ ମଉଜ। ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ବାଲିହରଚଣ୍ଡୀ […]

  • Saturday, 17 July 2021
raja
ବରଷକେ ଥରେ ଆସିଛି ରଜ

ଭୁବନେଶ୍ୱର : ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…। ଗୁରୁବାର ଠାରୁ ଶୁଭିଲାଣି ଏହି ଗୀତ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଶୁକ୍ରବାର ପହିଲି ରଜ ହୋଇଥିଲେ ମଧ୍ୟ ଆଜି ସବୁଠି ଦେଖିବାକୁ ମିଳିଥିଲା ନିଆରା ପରିବେଶ। ରାଜଧାନୀରେ ଥିବା ପାନ୍ଥ ନିବାସ ହେଉ ଅବା ଖୋର୍ଦ୍ଧାର ବରୁଣେଇ ପୀଠ, ସବୁଠି ଚାଲିଛି ସଜବାଜ। ରଜ ପାଇଁ ସଜେଇ ହେଲାଣି ଖୋର୍ଦ୍ଧାର ବରୁଣେଇ ପୀଠ। ରଜ ଅବସରରରେ ଦୋଳି, […]

  • Saturday, 17 July 2021
HELICOPTER
ପ୍ରେମିକାଙ୍କୁ ପ୍ରପୋଜ ପାଇଁ ବୈଜୟନ୍ତଙ୍କୁ ହେଲିକପ୍ଟର ମାଗିଲେ ଯୁବକ

ଭୁବନେଶ୍ୱର : ହୃଦୟରେ ଘର କରିବସିଥିବା ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ହେଲିକପ୍ଟର ଦରକାର। ଆକାଶରେ ଉଡ଼ି ଉଡ଼ି ଯିବେ ଆଉ ପ୍ରେୟସୀଙ୍କୁ କହିଦେବେ ମନର କଥା। ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ କିଛି ଏଭଳି ଅନୁରୋଧ କରିଛନ୍ତି ଜଣେ ପ୍ରେମିକ ପ୍ରବର। ବୈଜୟନ୍ତ ବି ଖୁବ ସୁନ୍ଦର ଭାବରେ ତାଙ୍କୁ ଉତ୍ତର ଦେଇଛନ୍ତି। ଇସ୍କ, ପ୍ରପୋଜ, ଟ୍ୱିଟରର ଏହି କାହାଣୀ ଖୁବ ମଜାଦାର। ମୟୁରଭଞ୍ଜର ଜୟକାନ୍ତି ଦଣ୍ଡପାଟ ନାମକ ଜଣେ ଯୁବକ […]

  • Saturday, 17 July 2021
surrogate delivery
ବନ୍ଧ୍ୟାଙ୍କୁ ସନ୍ତାନ ସୁଖ ଦେଲେ ବାନ୍ଧବୀ, ସାରା ଦୁନିଆ ପାଇଁ ହେଲେ ଉଦାହରଣ

ଭର୍ଜିନିଆ: ଜଣେ ମହିଳା ତାଙ୍କ ବାନ୍ଧଵୀ ପାଇଁ କେତେ ବଡ ଅବଦାନ କରିପାରନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ଦେଖିବାକୁ ମିଳିଛି ଆମେରିକାରେ I ଭର୍ଜିନିଆର ଏରିକା ହଷ୍ଟନ- ଏଲେମ (୩୪) ନାମକ ଜଣେ ମହିଳା ତାଙ୍କ ପିଲାଦିନର ବାନ୍ଧବୀଙ୍କ ପାଇଁ ସରୋଗେଟ ମାଆ ସାଜି ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ତାଙ୍କ ବାନ୍ଧବୀ ଯିଏ ଜୀବନରେ କେବେ ମାଆ ହୋଇ ପାରିବେ ନାହିଁ ବୋଲି ଭାବିଥିଲେ ସେ ଦୁଇ ଦୁଇଟି ସନ୍ତାନର […]

  • Saturday, 17 July 2021
adhara
ପେନସନ ପାଇଁ ବାଧ୍ୟତା ନୁହେଁ ଆଧାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ। ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପେନସନଧାରୀମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ପୂର୍ବରୁ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ନମ୍ବର ସଂଯୋଗ ନଥିଲେ ପେନସନଧାରୀ ମାନେ ଅସୁବିଧାରେ ପଡୁଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ୪୮ ଲକ୍ଷ ୪୧ ହଜାର […]

khatia
ପୁଣି କଙ୍ଗାରୁକୋର୍ଟର କଳଙ୍କ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ ଜିଲ୍ଲାରେ ପୁଣି କଙ୍ଗାରୁକୋର୍ଟର କଳଙ୍କ। ଚୋର ଧରିବା ପାଇଁ ଖଟବିଦ୍ୟାର ସାହାରା ନେବା ଏବଂ କଙ୍ଗାରୁକୋର୍ଟରେ ଚୋର ଆଖ୍ୟା ଦେଇ ଗୋଟିଏ ପରିବାରକୁ ଲହୁଲୁହାଣ କରିଛନ୍ତି ଲୋକେ। ଫଳରେ ଭୟ ଆଉ ଆତଙ୍କରେ ଥିବା ପରିବାର ସଦସ୍ୟ ଗାଁ ଛାଡ଼ି ମେଡ଼ିକାଲ୍‌ରେ ଆଶ୍ରୟ ନେଇଛନ୍ତି। ପୂର୍ବରୁ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ଅନେକ ବାର କଙ୍ଗାରୁକୋର୍ଟରେ ଦଣ୍ଡବିଧାନ କରାଯାଇଥିବାର ନଜିର ରହିଛି। ତେବେ କାହିଁକି ଏ କଙ୍ଗାରୁକୋର୍ଟ ? ଏଭଳି ନିଷିଦ୍ଧ ଏବଂ […]

  • Saturday, 17 July 2021
jau3
କଣ୍ଢେଇ ସାଜିଛି କନିଆଁ

ବାଲେଶ୍ୱର : ବାଜା, ବାଣ, ରୋଷଣୀ ସାଙ୍ଗକୁ ନାଚରେ ମସଗୁଲ ବରଯାତ୍ରୀ। ନିମନ୍ତ୍ରିତ ହୋଇଛନ୍ତି ହଜାର ହଜାର ଅତିଥି। ଏ କୌଣସି ସାଧାରଣ ବାହା ଘର ନୁହେଁ, ବାଲେଶ୍ୱର ସହରରେ ଲୋକପ୍ରିୟ ଜଉ କଣ୍ଢେଇ ବିବାହ। ସୁନ୍ଦର ଭାବେ ଗେଟ୍ ସଜାଯାଇଛି। ଗେଟ୍‌ରେ ବର-କନ୍ୟା ନାଁ ମଧ୍ୟ ରହିଛି। କାଳିଯାଇ ସହ ହେଉଛି ଶିବ ବାହାଘର। ଏଠି ବର ହେଉଛି ଜଉ କଣ୍ଢେଇ ଶିବ, ଆଉ କନ୍ୟା କାଳିଯାଇ। ଏଥିପାଇଁ ରୋଷଣୀରେ ଶିବ ବାହାରିଛନ୍ତି। ନୂଆ ବଜାର […]