• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

kulabhusan
କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ବଡ଼ ବିଜୟ। ଆତଙ୍କବାଦ ଓ ଗୁପ୍ତଚର କାର୍ଯ୍ୟ ଅଭିଯୋଗ ନେଇ ପାକିସ୍ତାନ ମିଲିଟାରୀ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ I ଭିଏନା ଚୁକ୍ତି ଅନୁୟାୟୀ କୁଳଭୂଷଣଙ୍କ ସହ ଯୋଗାଯୋଗ କରିବା ଓ ତାଙ୍କ ଲାଗି ଆଇନ ସହାୟତା ବ୍ୟବସ୍ଥା କରିବା ଲାଗି ଅନୁମତି ନଦେଇ ପାକିସ୍ତାନ କର୍ତ୍ତୃପକ୍ଷ ଭାରତର ଅଧିକାର କ୍ଷୂର୍ଣ୍ଣ କରିଥିବା ନିଜ […]

  • Saturday, 17 July 2021
sai temple
ପ୍ରସିଦ୍ଧ ଶିରିଡ଼ି ସାଇ ମନ୍ଦିରରେ ଫାଟ: ମରାମତି ଦାୟିତ୍ୱରେ ଓଡ଼ିଆ ଇଞ୍ଜିନିୟର

ମୁମ୍ବାଇ/ଭୁବନେଶ୍ୱର: ଆସ୍ଥା ଆଉ ବିଶ୍ୱାସର ଡୋର ଶିରିଡିକୁ ଟାଣି ଆଣେ ଶ୍ରଦ୍ଧାଳୁଙ୍କୁ।ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାଇବାବାଙ୍କ ଥରୁଟିଏ ଦର୍ଶନ ପାଇଁ କାହିଁ କେତେ ବାଟରୁ ଚାଲି ଆସନ୍ତି।ଶହେ ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇ ଆସୁଛି ବାବାଙ୍କ ପୂଜାର୍ଚ୍ଚନା। ହେଲେ ଏହି ପୁରାତନ ମନ୍ଦିରର କିଛି ଅଂଶରେ ଏବେ ଦେଖାଦେଇଛି ଫାଟ। ଯାହାର ମରାମତି ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଇଞ୍ଜିନିୟର। ମନ୍ଦିରର ବିଭିନ୍ନ ଫାଟ ସ୍ଥାନକୁ ନିରୂପଣ କରି ଏହାର […]

  • Saturday, 17 July 2021
patkura
ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

କେନ୍ଦ୍ରାପଡ଼ା / ଭୁବନେଶ୍ୱର :  ବିଧାନସଭାରେ ରହୁନାହାଁନ୍ତି ଶାସକ ଦଳର ଅଧିକାଂଶ ବିଧାୟକ କି ମନ୍ତ୍ରୀ। କାରଣ ଏବେ ପାଟକୁରା ନିର୍ବାଚନ ପ୍ରଚାରରେ ସମସ୍ତେ ବ୍ୟସ୍ତ।  ଏହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ପ୍ରଶ୍ନକାଳରେ ବାଚସ୍ପତି ବିଜେଡିର କିଛି ପ୍ରଶ୍ନକର୍ତ୍ତା ବିଧାୟକଙ୍କ ନାଁ ଡାକିଥିଲେ ବି ଅଧଂକାଶ ଅନୁପସ୍ଥିତି ଥିଲେ। ବିଧାୟକ ରାଜେନ୍ଦ୍ର ସାହୁ, ପ୍ରୀତିରଂଜନ ଘଡ଼େଇ, ପ୍ରତାପ ଦେବ, ଅନନ୍ତ ଜେନା ଓ ପ୍ରଶାନ୍ତ ବେହେରା। ପ୍ରଶ୍ନକାଳରେ ଶାସକ ଦଳର ଏସବୁ […]

  • Saturday, 17 July 2021
mobile
ରେଷ୍ଟୁରାଣ୍ଟରେ ଖାଉଥିଲେ, ଫାଟିଲା ସ୍ମାର୍ଟଫୋନ୍‌

ମୁମ୍ବାଇ: ମୁମ୍ବାଇରେ ଏକ ମୋବାଇଲ ଫୋନ୍ ଫାଟିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।  ଜଣେ  ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସି ଖାଉଥିବା ସମୟରେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନଟି ଫାଟିଥିଲା। ମୋବାଇଲଟି ଫାଟିଲା କ୍ଷଣି ବ୍ୟକ୍ତି ଜଣଙ୍କ ଫୋନଟିକୁ ଫୋପାଡି ବାହାରକୁ ଧାଇଁଥିଲେ। ଜୁନ୍ ୪ ତାରିଖରେ ଘଟିଥିବା ଏହି ଘଟଣା ରେଷ୍ଟୁରାଣ୍ଟର ସିସିଟିଭିରେ  କଏଦ୍‌ ହୋଇଥିଲା। ମୋବାଇଲଟି ଫାଟିବା ପରେ ପୁରା ରେଷ୍ଟୁରାଣ୍ଟଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ମୋବାଇଲ ଫାଟିବା ପରେ ସେଠାରେ ଥିବା ଅନ୍ୟ […]

  • Saturday, 17 July 2021
pond2
ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କେନ୍ଦ୍ରାପଡ଼ା ( ମନୋଜ ସ୍ୱାଇଁ)  : ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡ଼ା ବ୍ଲକ୍‌ ଆଏବା ପଂଚାୟତର ନରଣପୁର ଗ୍ରାମରେ ଆଦର୍ଶ ପୋଖରୀ ଖୋଲିବା ଯୋଜନା ଲାଗି ଆସିଥିବା ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ଆସିଛି। ଯୋଜନାରେ ଦେଢ଼ ଏକର ଜମି ଉପରେ ଏକ ନୂତନ ପୋଖରୀ ଖୋଳିବା ଲାଗି ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ନରଣପୁର ଗାଁରେ ଏକ ନୂତନ ପୋଖରୀ ଖୋଳିବା ବଦଳରେ ପୂର୍ବରୁ ଥିବା ପୁରୁଣା ପୋଖରୀ […]

  • Saturday, 17 July 2021
bank fraud
କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନୂଆପଡ଼ା  : କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା । ଗ୍ରାହକଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇ ଫେରାର ହୋଇଯାଇଛି କିଓସ୍କ ପରିଚାଳକ। ଏକ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଜରିଆରେ ଏଭଳି ଠକେଇର ଶିକାର ହୋଇଛନ୍ତି ନୂଆପଡ଼ାର ପ୍ରାୟ ୩ ଶହ ଲୋକ। ଜିଲ୍ଲାର କୁରୁମପୁରୀ କିଓସ୍କରେ ହୋଇଥିବା ଏହି ଠକେଇ ନେଇ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ସାଧାରଣ ଗ୍ରାହକ। ନୂଆପ଼ଡ଼ା SBI ମୁଖ୍ୟ ଶାଖା ଅଧିନରେ ଜିଲ୍ଲାର କୁରୁମପୁରୀରେ […]

  • Saturday, 17 July 2021
mining mafia
ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ଖୋର୍ଦ୍ଧା / ଭୁବନେଶ୍ୱର : ମାଟିରେ ମିଶିଛି ସୁରମ୍ୟ ଅଟ୍ଟାଳିକା। ସରକାରୀ ଜମି ସାଙ୍ଗକୁ ନିଶା ଓ ବେଆଇନ ପଥର ଖାଦାନ କାରବାରରୁ ମିଳୁଥିବା ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଖୋର୍ଦ୍ଧା ଗୁରୁଜଙ୍ଗରେ ଏହି ଦାମିକା ଘର ଠିଆ କରିଥିଲା କଳା କାରବାରର କିଙ୍ଗପିନ୍ ଶୁଭ୍ରାଂଶୁ ଓରଫ୍ ଛୋଟା। ପୁଲିସ ଏନକାଉଣ୍ଟର ଭୟରେ ସେ ଆତ୍ମସମର୍ପଣ କରିଥିବା ବେଳେ ଆଜି ତା କଳା କାରବାରର ସାମ୍ରାଜ୍ୟ ଉପରେ ବୁଲଡୋଜର ଚଢାଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଏହି […]

  • Saturday, 17 July 2021
haladhara nag
ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

 ବରଗଡ଼  : ରଥ ପରେ ବାହୁଡ଼ାରେ ବି ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ।  ବରଗଡ଼ ଜିଲ୍ଲା ପଦ୍ମପୁରରେ ବାହୁଡ଼ା ଯାତ୍ରା ବେଳେ ଘୁଗୁନି ବିକିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ଉଲ୍ଲେଖନୀୟ ଯେ, ରଥଯାତ୍ରା ଅବସରରେ ଘେଁସ୍ ସ୍ଥିତ ବାସଭବନରେ ଘୁଗୁନି ବିକିଥିଲେ ପଦ୍ମଶ୍ରୀ ଶ୍ରୀ ହଳଧର ନାଗ । ହଳଧରଙ୍କ ସୁଆଦିଆ ଘୁଗୁନି ଖାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ରଥଯାତ୍ରାରେ ହଳଧର ପାଖାପାଖି ୪ହଜାର ଟଙ୍କା ଆୟ କରିଥିବା ଜଣା […]

  • Saturday, 17 July 2021
deadline
ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

ଭୁବନେଶ୍ୱର  : ପଛୁଆ ଅଞ୍ଚଳରେ ଉଚ୍ଚଶିକ୍ଷାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟର ଆଉ ୬ଟି ଜିଲ୍ଲାରେ ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବ। ଏଥିପାଇଁ ପ୍ରତ୍ୟେକ କଲେଜ ପାଇଁ ୬ କୋଟି ଟଙ୍କା ଲେଖାଏ ପାଣ୍ଠି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ତେବେ କୋରାପୁଟ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ପ୍ରଶାସନ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନି। ଏପରିକି ଏଥିପାଇଁ ପ୍ରସ୍ତାବିତ ଜମିକୁ ନେଇ ବିବାଦର ସମାଧାନ ହୋଇ ନ ଥିବାରୁ ମଞ୍ଜୁର ହୋଇଥିବା ୧୮ […]

  • Saturday, 17 July 2021
kalia-1
କାଳିଆ ପାଇଁ ୟୁଟର୍ଣ୍ଣ ; କେନ୍ଦ୍ର ଆଗରେ ହାତ ପାତିଲା ବିଜେଡି

ଭୁବନେଶ୍ୱର : କାଳିଆ ଯୋଜନା ପାଇଁ ଅର୍ଥ ଚିନ୍ତା। ଏ ଚିନ୍ତା ଏମିତି ଘାରିଲାଣି ଯେ, ଅନ୍ୟ ଉପାୟ ନପାଇ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛି ବିଜେଡି। ବଜେଟ୍ ଆଲୋଚନା ବେଳେ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରର ପିଏମ୍ କିଷାନ ସହ କାଳିଆର ମିଶ୍ରଣ ପାଇଁ ଦାବି କରିଛନ୍ତି। ଏପରି ହେଲେ ଆର୍ଥିକ ବୋଝ କମିବ ବୋଲି ବିଜେଡି ଯୁକ୍ତି ରଖିଛି। ସେପଟେ କଂଗ୍ରେସ କହିଛି କାଳିଆ ଯୋଜନା […]

  • Saturday, 17 July 2021
naveen
'ଗାଁକୁ ଯାଅ, ସିଧାସଳଖ ଲୋକଙ୍କ ଫିଡ୍‌ବ୍ୟାକ୍ ନିଅ'

ଭୁବନେଶ୍ୱର :  ରାଜଧାନୀ ଛାଡ଼, ଗାଁକୁ ଯାଅ। ଲୋକଙ୍କ ସୁବିଧା ଅସୁବିଧା ବୁଝ, ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୁଅ। ତୃଣମୂଳ ସ୍ତରକୁ ଯାଇ ବିଭିନ୍ନ ଯୋଜନା ସଂପର୍କରେ ଫିଡ୍‌ବ୍ୟାକ୍‌ ନିଅ ନୂଆ ମନ୍ତ୍ରିମଣ୍ଡଳ ଗଠନର ଦେଢ଼ମାସ ପରେ ଆଜି ଏଭଳି ପାଠ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ନବୀନ ନିବାସରେ ନୂଆ ଓ ପୁରୁଣା ବିଧାୟକଙ୍କୁ ସରଳତା ଓ ବିନମ୍ରତାର ପାଠ ପଢାଇଥିବା ନବୀନ ଆଜି ମନ୍ତ୍ରୀମାନଙ୍କୁ ଦେଇଛନ୍ତି ଟାସ୍କ। ନବୀନ କହିଛନ୍ତି, ମନ୍ତ୍ରୀମାନେ […]

  • Saturday, 17 July 2021
driniking water problem
ପାନୀୟ ଜଳ ପାଇଁ ଲୋକଙ୍କ ନାହିଁ ନଥିବା ଅସୁବିଧା

ଛତ୍ରପୁର (ଆଲୋକ ଗଉଡ) : ଗରାଏ ପାଣି ପାଇଁ ଲମ୍ବା ଧାଡ଼ି। ୪ଟି ନଳକୂପରୁ ୨ଟି ଅଚଳ, ଗୋଟିଏରୁ ବାହାରୁଛି ଗୋଳିଆ ପାଣି। ଅନ୍ୟଟିରେ ସୋଲାର ପମ୍ପ ଲାଗିଥିଲେ ବି ଟିକିଏ ମେଘୁଆ ପାଗ ହେଲେ ଏହା ବନ୍ଦ। ଫଳରେ ଗାଁରେ ଥିବା ଏକମାତ୍ର ପୋଖରୀର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ସ୍ଥାନୀୟ ବାସିନ୍ଦା।  ଗଞ୍ଜାମ ପୁରୁଷୋତ୍ତମପୁର ବାସୁଦେବପୁର ଗାଁରେ ସକାଳ ହେଲେ ଲୋକଙ୍କୁ ଘାରିଥାଏ ପାଣି ଚିନ୍ତା।  ବିଶୁଦ୍ଧ ପାନୀୟ ଜଳ ଯୋଗାଇ […]

  • Saturday, 17 July 2021
bicycle day
ଆଜି ବିଶ୍ୱ ସାଇକେଲ ଦିବସ : ଦିଲ୍ଲୀରେ ସାଇକେଲ ରାଲିର ଉଦଘାଟନ କଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ବଦିଳିଛି ସମୟ, ବଦଳିଛି ଲୋକମାନଙ୍କର ଗମନାଗମନର ସାଧନ। ପ୍ରଥମେ ପାଦରେ ଚାଲୁଥିବା ମଣିଷ ପରେ ଶଗଡ଼, ଘୋଡ଼ାଗାଡି, ଚାରିଚକିଆ ଯାନ, ରେଳ ଗାଡି  ପରେ ଏବେ ବିମାନରେ ଯାତ୍ରା କରୁଛି। ହେଲେ ଏସବୁ ସାଧନ ମଧ୍ୟରେ ଅତି ଲୋକପ୍ରିୟ ହୋଇଛି ସାଇକେଲ। ତେଣୁ ସାଇକେଲର ବ୍ୟବହାରକୁ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଛି ମିଳିତ ଜାତିସଂଘ। ଏଥିପାଇଁ ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରଥମ ଥର […]

  • Saturday, 17 July 2021
wedding
ଦୁଲ୍‌ହାକୁ ଆଣିବା ପାଇଁ ବିବାହ ଦିନ ଏମିତି ପହଞ୍ଚିଥିଲେ ଦୁଲ୍‌ହନ୍‌

ପୁଅ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବା କଥା ସାଧାରଣ ହୋଇଗଲାଣି। କାହିଁକି ନା ଆଜିକାଲି ଝିଅମାନେ ବି ବରଯାତ୍ରୀ ନେଇ ପୁଅ ଘରକୁ ଯାଉଥିବା ଘଟଣା ଦେଖିବାକୁ ମିଳୁଛି। ସାଧାରଣତଃ ପୁଅ ହେଉ କି ଝିଅ ଘୋଡ଼ା କି କାର୍‌ରେ ବସି ବରଯାତ୍ରୀ ନେଇ ଯାଇଥାନ୍ତି। ମାତ୍ର ଜଣେ ବସ୍‌ ନେଇ ବରକୁ ଆଣିବା ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏମିତି କିଛି ତାଜୁବ୍‌ ଘଟଣା ଦେଖିବାକୁ ମିଳିଛି। ପଢ଼ନ୍ତୁ ପୂରା ଘଟଣା କ’ଣ… […]

  • Saturday, 17 July 2021
ସସସସସସ
ବଢୁଛି ପରିବା ଦର ; ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ପରିବା

କଟକ : ବଢୁଛି ପରିବା ଦର। ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ହୋଇଯାଇଛି ବିଭିନ୍ନ ପ୍ରକାର ପରିବା। ଯାହା ଯେତିକି ମାର୍କେଟକୁ ଆସୁଛି ଚଢ଼ା ଦରରେ ବିକ୍ରି ହେଉଛି। ଯେଉଁ ପରିବା ପୂର୍ବରୁ ୨୦ରୁ ୩୦ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା, ତାହା ଏବେ ୫୦ଟଙ୍କା ଉପରେ। ସପ୍ତାହ ତଳେ ଥିବା ପରିବା ଦର ଏବେ ଦୁଇଗୁଣା ହୋଇଯାଇଛି। ଫଳରେ ଗୃହିଣୀଙ୍କ ପାଇଁ ଚିନ୍ତା ବଢିଛି। ପରିବା ମଣ୍ଡି କଟକ ଛତ୍ରବଜାର। ପ୍ରତିଦିନ ସକାଳେ ଏଠାରେ […]

  • Saturday, 17 July 2021
patient-1
ଆଶ୍ଚର୍ଯ୍ୟ: ବ୍ରେନ୍‌ ସର୍ଜରୀ ବେଳେ ଗୀଟାର ବଜାଇଲେ ଯୁବକ

ବାଙ୍ଗାଲୁରୁ : ମେଡିକାଲରେ କୌଣସି ଅପରେସନ ହେବାର କଥା ଶୁଣିଲେ ନିଶ୍ଚୟ ମନରେ ଭୟ ଆସୁଥିବ। ଡାକ୍ତରମାନେ ଅପରେସନ କରୁଥିବାର ଭିଡ଼ିଓ ଦେଖିଲେ ଦେହ ଥରି ଯାଏ। ଆଉ ସବୁଠୁ କଠିନ କାମ ହୋଇଥାଏ ବ୍ରେନ୍‌ ସର୍ଜରୀ। ଏହି ସର୍ଜରୀ ବେଳେ ରୋଗୀର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥାଏ ଆଉ ବିପଦ ମଧ୍ୟ। କାରଣ ଟିକିଏ ଏପଟ ସେପଟ ହୋଇଗଲେ, ଜୀବନ ଯାଇପାରେ। କିନ୍ତୁ ଏବେ ଏମିତି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଜାଣିଲେ ଆପଣ […]

  • Saturday, 17 July 2021
jajpur medical
ଅବ୍ୟବସ୍ଥା ମଧ୍ୟରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଯାଜପୁର: ୬୩ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୧୧ଜଣ ଡାକ୍ତର। ତା’ ସାଙ୍ଗକୁ ବେଡ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ବି ନାହିଁ। ଫଳରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିକଟରେ ୧୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନୂଆ କୋଠା ବି କାର୍ଯ୍ୟକ୍ଷମ ହୋଇନି। ଫଳରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି। ଆଉ ବିଭିନ୍ନ ଘରୋଇ ଡାକ୍ତରଖାନା ଆଡ଼କୁ ମୁହାଉଛନ୍ତି ଏମାନେ। ଏପରିକି ବାରଣ୍ଡାରେ ଗଡ଼ୁଛନ୍ତି […]

  • Saturday, 17 July 2021
sekh
ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ

ଫୁଲବାଣୀ: ରମଜାନ ମାସରେ ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ। ରକ୍ତଦାନ କରିଥିବା ଯୁବକ ହେଲେ ଫୁଲବାଣୀର ଶେଖ୍ ସାକିର। ସୂଚନା ଅନୁସାରେ ୩ଦିନ ତଳେ ଫୁଲବାଣୀ ଡାକ୍ତରଖାନାରେ ଡଗୁପଦର ଗାଁରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ତାଙ୍କ ଦେହରେ ହିମୋଗ୍ଲୋବିନ୍ କମ୍ ଥିବା ଜାଣିବା ପରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ କହିଥିଲେ। ମହିଳାଙ୍କ ବ୍ଲଡ ଗ୍ରୁପ AB ପଜିଟିଭ୍ ହୋଇଥିବାରୁ ରକ୍ତ ଯୋଗାଡ଼ କରିବା ପାଇଁ ପରିବାର ଲୋକଙ୍କ ପକ୍ଷେ କଷ୍ଟ ସାଧ୍ୟ […]

  • Saturday, 17 July 2021
lady
ଖୋର୍ଦ୍ଧା ଖଣି ଖାଦାନରେ ଲେଡି ଡନ୍ ରାଜ୍

ଭୁବନେଶ୍ୱର  : ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନରେ ଲେଡିଡନ୍। ଚଳାଇଛି କୋଟି କୋଟି ଟଙ୍କାର ଚୋରା କାରବାର। ଅପରାଧର ଜମାଇଛି ଆଡ୍ଡା। କେତେବେଳେ ଗୁଳିବନ୍ଧୁକର କାରବାର ତ ଆଉ କେତେବେଳେ ଧମକ ଚମକର ଆତଙ୍କ। ଲେଡି ଡନ୍‌ର ଆତଙ୍କରାଜ୍‌ରେ ଥରହର ହେଲାଣି ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନ ଇଲାକା। ମିଳିଥିବା ସୂଚନା ଅନୁଯାୟୀ, ଟିଟୋ ଗ୍ୟାଙ୍ଗର ସହାୟତାରେ ୨୦ରୁ ୨୫ ସଦସ୍ୟଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନ୍ ଇଲାକାରେ ରାଜ୍ କରୁଛନ୍ତି ଏହି ମଧ୍ୟ ବୟସ୍କା […]

  • Saturday, 17 July 2021
konark
ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ାକୁ ପାସୋରି ଦେଲା କି କେନ୍ଦ୍ର ?

ଭୁବନେଶ୍ୱର : ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର କୌଣସି ଗୋଟିଏ ବି ସ୍ଥାନ ନ ପାଇବାକୁ ନେଇ ସବୁ ମହଲରେ ଉଦ୍‌ବେଗ। ବିଶ୍ୱ ଐତିହ୍ୟ ମାନଚିତ୍ରରେ କୋଣାର୍କ ସ୍ଥାନ ପାଇଥିଲେ ବି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆଇକନିକ ଟୁରିଷ୍ଟ ଡେଷ୍ଟିନେସନରୁ ଏହା କିଭଳି ବାଦ୍ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି। ହୋଟେଲ୍ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍ ଏହାର ପ୍ରତିବାଦ କରିଥିବା ବେଳେ କେନ୍ଦ୍ରର ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ସରକାର। […]

  • Saturday, 17 July 2021
road sefty
ରାଜ୍ୟରେ ବଢୁଛି ମଦ୍ୟପାନ ଜନିତ ଦୁର୍ଘଟଣା

ଭୁବନେଶ୍ୱର : ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ଅନେକ ସମୟରେ ଚାଲିଯାଉଛି ଅକାଳରେ ଜୀବନ। ଏଥିପାଇଁ ବଢୁଛି ସରକାରଙ୍କ ଚିନ୍ତା। ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ରୋକିବା ଲାଗି ସଚିବାଳୟରେ ରୋଡ୍ ସେଫଟି କାଉନ୍‌ସିଲ୍ ପକ୍ଷରୁ ବୈଠକ ବସିଥିଲା। ବୈଠକ ପରେ ମିଳିଥିବା ତଥ୍ୟ ଆହୁରି ଚିନ୍ତାଜନକ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ କେବଳ ଜାନୁଆରୀରୁ ଜୁନ, ୬ ମାସ ମଧ୍ୟରେ ରାଜ୍ୟରେ ଦୁର୍ଘଟଣା ହାର ୧୦ ପ୍ରତିଶତ ବଢିଛି। ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ଜନିତ […]

  • Saturday, 17 July 2021
minister
ସୌଖୀନ ନେତାଙ୍କ ଦାମୀ ଘର, ଜାଣନ୍ତୁ କେତେ କୋଟି ହେବ କାହା ଘର ?

ଆମ ଦେଶରେ କ୍ରିକେଟର, ଫିଲ୍ମଷ୍ଟାର କିମ୍ବା ଶିଳ୍ପପତିଙ୍କ ବିଳାସମୟ ଘରକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ରୋଚକ ଖବରମାନ ପ୍ରକାଶ ପାଏ। କିନ୍ତୁ ଆପଣ କେବେ ଆମ ସୌଖୀନ ନେତାମାନଙ୍କ ଘର ବିଷୟରେ ଭାବିଛନ୍ତି କି ? ବିଳାସମୟ ଜୀବନଶୈଳୀରେ ଆମ ନେତାମାନେ ଆଦୌ ପଛରେ ନାହାଁନ୍ତି। ଆସନ୍ତୁ ନଜର ପକାଇବା ଆମ ନେତାମାନଙ୍କ ସେହି ବିଳାସମୟ ବଙ୍ଗଳା ବିଷୟରେ। କଂଗ୍ରେସ ନେତା କମଲନାଥ ଏହି ନେତାଙ୍କର ଦିଲ୍ଲୀ ଫ୍ରେଣ୍ଡ […]

  • Saturday, 17 July 2021
odia couple help
ଆମେରିକାରେ ରହୁଥିବା ଓଡ଼ିଆ ଦମ୍ପତି ବଢାଇଲେ ସହାୟତାର ହାତ

ଆଳି  : ସୁଦୂର ଆମେରିକାରୁ ବଢ଼ାଇଲେ ସହାୟତାର ହାତ। ସହୃଦୟ ବ୍ୟକ୍ତି ଦେଲେ ସହାୟତା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ନୂଆପଡ଼ା ଗାଁର ତାପସ ଦୀର୍ଘ ଦିନ ହେବ ବୋନ୍ ଟିବିରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ଘରେ ପଡିରହିଥିଲେ। ଭାଗ୍ୟକୁ ଆଦରି ଦିନ କାଟୁଥିଲେ। ହେଲେ ତାପସଙ୍କ ଏହି ଅସହାୟତାର ଖବର ଓଟିଭିରେ ପ୍ରସାରଣ ହେବା ପରେ ସମସ୍ତେ ଜାଣିବାକୁ ପାଇଲେ ତାଙ୍କ ଦୁଃଖର କାହାଣୀ। ଆମେରିକାରେ ରହୁଥିବା ଓଡ଼ିଆ ଦମ୍ପତି ପ୍ରତାପ […]

  • Saturday, 17 July 2021
patkura
ଜୁଲାଇ ୨୦ରେ ପାଟକୁରା ଭୋଟ୍

ଭୁବନେଶ୍ୱର :  ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପରିସମାପ୍ତି। ଆସନ୍ତା ୨୦ତାରିଖରେ ଏଠାରେ ଭୋଟ କରାଇବା ଲାଗି ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି। ୨୪ରେ ଭୋଟ ଗଣତି ସହ ୨୬ ତାରିଖ ପୂର୍ବରୁ ନିର୍ବାଚନ ପକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଗତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ […]

  • Saturday, 17 July 2021
blood donate
ରୋଗୀଙ୍କୁ ରକ୍ତ ଦାନ କଲେ ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି: ଏବେ ବି ବଞ୍ଚିଛି ମାନବିକତା। ରକ୍ତର ନ ହୋଇ ମଧ୍ୟ ଠିକ୍ ସମୟରେ ରକ୍ତଦାନ କରି ରକ୍ତର ସର୍ମ୍ପକ ଠାରୁ ଅଧିକ ନିଜର ହୋଇ ଦେଖାଇଛନ୍ତି ଜଣେ ଯୁବକ। ଆଜି ଯେଉଁଠି ମାନବିକତା,ମଣିଷପଣିଆ ଆଉ ବିବେକକୁ ଅନେକ ଜାଗାରେ ଖୋଜିବାକୁ ପଡ଼ୁଛି ସେଇଠି ମାଲକାନଗିରି ମାଥିଲିରେ ମଣିଷ ପଣିଆର ଉତ୍କୃଷ୍ଟ ଉଦାହରଣ ପାଲଟିଛନ୍ତି କ୍ରିଷ୍ଣା ରାଓ। ଯିଏକି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆମ୍ବୁାଲାନ୍ସର ଡ୍ରାଇଭର। ମାଥିଲିର  ମୌନାବତୀ ଧାଙ୍ଗଡାମାଝୀ ନାମକ ଜଣେ ମହିଳା କୌଣସି ଏକ […]

  • Saturday, 17 July 2021