• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

angul
ଡାକ୍ତରଙ୍କ ଅଭାବରେ ଚାଲିଛି ଅନୁଗୁଳ ଜିଲ୍ଲାର ମେଡ଼ିକାଲ

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଡାକ୍ତରଙ୍କ ମରୁଡ଼ି।  ଅର୍ଦ୍ଧାଧିକ ଡାକ୍ତର ପଦବୀ ଖାଲି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୫୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି।  ବହୁ ସ୍ଥାନରେ ଡାକ୍ତରଙ୍କ ଦେଖା ନ ପାଇ ନିରାଶ ହେଉଛନ୍ତି ରୋଗୀ ଅନୁଗୁଳ ଜିଲ୍ଲା ପାଇଁ ମୋଟ ୧୯୮ ଡାକ୍ତର ପଦବୀ ଥିବା ବେଳେ ସେଥିରୁ ଅର୍ଦ୍ଧାଧିକ ପଦବୀ ଖାଲି ପଡ଼ିଥିବାବେଳେ ମାତ୍ର ୯୨ ଡାକ୍ତର ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

  • Saturday, 17 July 2021
park 4
ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ ପରିସର ; ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ

ନବରଙ୍ଗପୁର( ନବଘନ ବିଷୋୟୀ): ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ।  ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ନିର୍ମାଣ ହୋଇଛି ବଗିଚା।  ଯାହା ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ବିଦ୍ୟାଳୟର ଚାରିପଟେ ଶ୍ରେଣୀ ଗୃହ। ମଝିରେ ପ୍ରାୟ ୧୦ ଡିସିମିଲ୍‌ ଜମିରେ ବଗିଚା। ଫାଇକସ, ଡାଇଫେନରିଆ, ଭଳି ଶତାଧିକ କ୍ରୋଟନ ଗଛ ସାଙ୍ଗକୁ ମଲ୍ଲୀ, ସୁଗନ୍ଧରାଜ, ଗୋଲାପ, ପୁଟେନିଆ,ଆଲମଣ୍ଡା ଭଳି ଫୁଲ ଗଛ ଲାଗିଛି।  ଔଷଧୀୟ ଗଛ ସାଙ୍ଗକୁ କୁତ୍ରିମ ପାହାଡ଼ିଆ ଅଞ୍ଚଳ […]

  • Saturday, 17 July 2021
sexual harassment
କୁନି ଝିଅଙ୍କ ଇଜ୍ଜତ ଲୁଟିଲେ ଆଶ୍ରୟଦାତା !

ଧର୍ମଗଡ଼ / ବଲାଙ୍ଗିର : ମହଙ୍ଗା ପଡ଼ିଲା ଆଶ୍ରା ପାଇଁ ଆଶ୍ରୟ ଗୃହରେ ମୁଣ୍ଡ ଗୁଞ୍ଜିବା। କାଳ ହେଲା ମାତ୍ରାଧିକ ବିଶ୍ୱାସ ଆଉ ଭରସା। ଯାହାଙ୍କୁ ବାପା ଭଳି ସ୍ନେହ, ଆଦର ଆଉ ବିଶ୍ୱାସ କରୁଥିଲେ ଅନ୍ତେବାସିନୀ, ସେହି ବ୍ୟକ୍ତି ହିଁ ଇଜ୍ଜତ ଲୁଟେରା ସାଜିଥିବା ଅଭିଯୋଗ। ସରୋଜ କୁମାର ଦାସ। ଭବାନୀପାଟଣା ସହର ସ୍ଥିତ ପ୍ରୟାସ ସଂସ୍ଥାର ମୁଖ୍ୟ।  ଯାହାଙ୍କ ବିରୋଧରେ ଆସିଛି ଏହି ସଂଗୀନ ଅଭିଯୋଗ। କଅଁଳ ବୟସର ଝିଅ ମାନଙ୍କ ସହ ଯୌନ […]

  • Saturday, 17 July 2021
snake
ସୋଶାଲ୍‌ ମିଡିଆରେ ନାଗ ସହ ଷ୍ଟଣ୍ଟ ଘଟଣାରେ ଫିଟୁଛି ଗୁମର

ଭୁବନେଶ୍ୱର : ସୋଶାଲ୍‌ ମିଡିଆରେ ନାଗ ସାପ ସହ ଷ୍ଟଣ୍ଟ ମାମଲାରେ ଗିରଫ ହୋଇଛନ୍ତି ସ୍ଥାନୀୟ ଯୁବକ ରୋହିତ ମେହର। ବରଗଡ଼ ବନ ବିଭାଗ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି। ତେବେ ନାଗ ସହ ଷ୍ଟଣ୍ଟ ସିନ୍‌ ପାଇଁ ଅନ୍‌ଲାଇନ୍‌ରେ ଟଙ୍କା ପେମେଣ୍ଟ ହେଉଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଯାହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଚକିତ ହୋଇଛନ୍ତି। ନାଗ ସହ ଗୋଟିଏ ସପ୍ତାହର ଷ୍ଟଣ୍ଟ ଭିଡିଓ ପାଇଁ ଅନ୍‌ଲାଇନ୍‌ରେ ଆସିଥିଲା ଟଙ୍କା। ଅଶୋକ ମେହେର […]

  • Saturday, 17 July 2021
daughter furnel
ବାପାଙ୍କ ଶବକୁ କାନ୍ଧ ଦେଇ ମଶାଣି ନେଲେ ତିନି ଝିଅ , ଦେଲେ ମୁଖାଗ୍ନି

ମାଲକାନଗିରି(ଜିତେନ୍ଦ୍ର ବେଉରା) : ଝିଅ ବି କିଛି କମ୍‌ ନୁହଁନ୍ତି। ଝିଅ ଜନ୍ମ ହେଲେ ପରିବାରରେ ଏକ ବୋଝ ବୋଲି ସମସ୍ତେ ଭାବନ୍ତି। କିନ୍ତି ସମୟ ଆସିଲେ ସେଇ ଝିଅ ପୁଅ ଠାରୁ ଦୁଇ ପାଦ ଆଗେଇ ପରିବାର ପାଇଁ ସବୁ କରିଥାନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାର କୁମୁଟିଗୁଡ଼ାରେ। ବାପାଙ୍କ ଶବକୁ କାନ୍ଧ ଦେଲେ ତିନି ଝିଅ। ପୁଅଟିଏ ଥିଲେ ଯାହା କରିଥାନ୍ତା , ତାହା ଏହି ଝିଅମାନେ କରିଦେଖେଇଛନ୍ତି। […]

  • Saturday, 17 July 2021
bridge
ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ଭୁବନେଶ୍ୱର : କଟକ-ନୂଆପାଟଣା ମହାନଦୀ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣରେ ହୋଇଛି ବଡ଼ ଧରଣର ଦୁର୍ନୀତି। କାମ ନ କରି ଠିକାଦାରଙ୍କୁ ଦିଆଯାଇଛି ୪ କୋଟି ୮୬ ଲକ୍ଷ ଟଙ୍କା। ପୂର୍ତ୍ତ ବିଭାଗର ଏହି ବଡ଼ ଦୁର୍ନୀତିକୁ ଧରିବା ସହ ଠିକାଦାରଙ୍କୁ ଏଭଳି ଅନୁଚିତ ଅନୁଗ୍ରହ ସମ୍ପର୍କରେ ଜବାବ ମାଗିଛନ୍ତି ଏଜି। ଗତ ଜୁନ ୨ ତାରିଖରେ ସିଏଜି ପୂର୍ତ୍ତ ବିଭାଗକୁ ଦେଇଥିବା ଚିଠିରେ ଦର୍ଶାଇଛନ୍ତି, ୪୦୦ ମିଟର ଆପ୍ରୋଚ ରୋଡ ସହ ସଂପୂର୍ଣ୍ଣ ବ୍ରିଜ ନିର୍ମାଣ […]

  • Saturday, 17 July 2021
sahara-india
ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ବ୍ରହ୍ମପୁର : ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା।  ଟଙ୍କା ଫେରସ୍ତ ଦାବି ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜମାକାରୀ ଓ ଏଜେଣ୍ଟ। ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଓ ଏଜେଣ୍ଟଙ୍କୁ ଡାକି ଆଲୋଚନା କରିଛନ୍ତି ଉପଜିଲ୍ଲାପାଳ। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ କଥା ଶୁଣିଥିଲେ  କମ୍ପାନୀ। କିଭଳି ଠିକ୍ ଭାବେ ଟଙ୍କା ଫେରାଇବ ସେନେଇ ମତାମତ ଦେଇଥିଲେ। ହେଲେ କମ୍ପାନୀର କର୍ମଚାରୀଙ୍କ ଟଙ୍କା ଦେବା ଫର୍ମୁଲା ଉପରେ ରାଜି ହୋଇ ନଥିଲେ ଏଜେଣ୍ଟ। ବିଭିନ୍ନ […]

  • Saturday, 17 July 2021
chhota
ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

ଖୋର୍ଦ୍ଧା /ଭୁବନେଶ୍ୱର : ରିମାଣ୍ଡରେ କିଙ୍ଗପିନ୍ ଶୁଭ୍ରାଂଶୁ ପରିଡା ଓରଫ୍ ଛୋଟା। ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର। ବେଆଇନ କାରବାର ଏବଂ କେଉଁ ପ୍ରଭାବଶାଳୀ ବ୍ୟକ୍ତି ଓ ଖାକି ବର୍ଦ୍ଦି ସହ ଛୋଟାର ରହିଛି ଲିଙ୍କ୍‌, ତାର ଖୋଲିବ ଗୁମର। ସୁରକ୍ଷା ପ୍ରଦାନ ପାଇଁ ଛୋଟା କାହାକୁ କେତେ ପ୍ରୋଟେକ୍ସନ ମନି ଦେଉଥିଲା, ସେ ବାବଦରେ ଏସଟିଏଫ୍ ଏସପି ଓ ତଦନ୍ତକାରୀ ଅଫିସର ଘେରିବେ ଛୋଟାକୁ। ଏହାସହ ରିମାଣ୍ଡରେ ଥିବା ୩ଜଣ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀଙ୍କ […]

  • Saturday, 17 July 2021
ଲୋନାଆଲ
ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର

ପାଟକୁରା/ଭୁବନେଶ୍ୱର : ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର। ଗତ ସାଧାରଣ ନିର୍ବାଚନ ଭଳି ହାଇଟେକ୍ ବସ୍‌ରେ ବସି ପଞ୍ଚାୟତରୁ  ପଞ୍ଚାୟତ ବୁଲିବା ସହ  ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ଭୋଟ୍ ମାଗିଥିଲେ ନବୀନ। ସେପଟେ ନବୀନଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିବାରୁ ଆଜି ଦଳର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ସେଠାରେ ଡେରା ପକାଇଥିଲେ। ଫଳରେ ବିଧାନସଭାର ଆଜିର ଚିତ୍ର ଗତକାଲିଠାରୁ ବି ଅଧିକ ଦୟନୀୟ ଥିଲା। ଏହାକୁ ନେଇ ବିରୋଧୀ ବିଜେଡିକୁ ଘେରିଥିବା ବେଳେ […]

  • Saturday, 17 July 2021
Lavanya das
ପ୍ରିନ୍ସ ଆଣ୍ଡ୍‌ ପ୍ରିନ୍ସେସ୍‌ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆସନ୍ତା ଜୁଲାଇରେ ହେବାକୁ ଯାଉଛି ପ୍ରିନ୍ସ ଆଣ୍ଡ୍‌ ପ୍ରିନ୍ସେସ୍‌ ଇଣ୍ଟରନ୍ୟାସନାଲ ୨୦୧୮ ପ୍ରତିଯୋଗିତା। ଏଥିରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ ଲାବଣ୍ୟ ଦାସ। ଓଡ଼ିଆ ସଂସ୍କୃତି, ପରମ୍ପରା ଓ ବେଶଭୂଷା ସାଙ୍ଗରେ ନିଜକୁ ବିୟୁଟି ପିଜାଣ୍ଟ ଭାବେ କ୍ୟାରିୟର କରିବାକୁ ନେଇ ଆଖିରେ ଆଖିଏ ସ୍ୱପ୍ନ।  ଦେଶ ବିଦେଶରେ ଯେଉଁଠି ଫ୍ୟାଶନ ଶୋ ପ୍ରତିଯୋଗିତାରେ ଭାଗ ନିଅନ୍ତି, ସେଠାରେ ସେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉପସ୍ଥାପନ କରି ସାଉଁଟିଥାନ୍ତି ଅନେକ ପ୍ରଶଂସା। […]

  • Saturday, 17 July 2021
kulabhusan
କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ବଡ଼ ବିଜୟ। ଆତଙ୍କବାଦ ଓ ଗୁପ୍ତଚର କାର୍ଯ୍ୟ ଅଭିଯୋଗ ନେଇ ପାକିସ୍ତାନ ମିଲିଟାରୀ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ I ଭିଏନା ଚୁକ୍ତି ଅନୁୟାୟୀ କୁଳଭୂଷଣଙ୍କ ସହ ଯୋଗାଯୋଗ କରିବା ଓ ତାଙ୍କ ଲାଗି ଆଇନ ସହାୟତା ବ୍ୟବସ୍ଥା କରିବା ଲାଗି ଅନୁମତି ନଦେଇ ପାକିସ୍ତାନ କର୍ତ୍ତୃପକ୍ଷ ଭାରତର ଅଧିକାର କ୍ଷୂର୍ଣ୍ଣ କରିଥିବା ନିଜ […]

  • Saturday, 17 July 2021
sai temple
ପ୍ରସିଦ୍ଧ ଶିରିଡ଼ି ସାଇ ମନ୍ଦିରରେ ଫାଟ: ମରାମତି ଦାୟିତ୍ୱରେ ଓଡ଼ିଆ ଇଞ୍ଜିନିୟର

ମୁମ୍ବାଇ/ଭୁବନେଶ୍ୱର: ଆସ୍ଥା ଆଉ ବିଶ୍ୱାସର ଡୋର ଶିରିଡିକୁ ଟାଣି ଆଣେ ଶ୍ରଦ୍ଧାଳୁଙ୍କୁ।ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାଇବାବାଙ୍କ ଥରୁଟିଏ ଦର୍ଶନ ପାଇଁ କାହିଁ କେତେ ବାଟରୁ ଚାଲି ଆସନ୍ତି।ଶହେ ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇ ଆସୁଛି ବାବାଙ୍କ ପୂଜାର୍ଚ୍ଚନା। ହେଲେ ଏହି ପୁରାତନ ମନ୍ଦିରର କିଛି ଅଂଶରେ ଏବେ ଦେଖାଦେଇଛି ଫାଟ। ଯାହାର ମରାମତି ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଇଞ୍ଜିନିୟର। ମନ୍ଦିରର ବିଭିନ୍ନ ଫାଟ ସ୍ଥାନକୁ ନିରୂପଣ କରି ଏହାର […]

  • Saturday, 17 July 2021
patkura
ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

କେନ୍ଦ୍ରାପଡ଼ା / ଭୁବନେଶ୍ୱର :  ବିଧାନସଭାରେ ରହୁନାହାଁନ୍ତି ଶାସକ ଦଳର ଅଧିକାଂଶ ବିଧାୟକ କି ମନ୍ତ୍ରୀ। କାରଣ ଏବେ ପାଟକୁରା ନିର୍ବାଚନ ପ୍ରଚାରରେ ସମସ୍ତେ ବ୍ୟସ୍ତ।  ଏହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ପ୍ରଶ୍ନକାଳରେ ବାଚସ୍ପତି ବିଜେଡିର କିଛି ପ୍ରଶ୍ନକର୍ତ୍ତା ବିଧାୟକଙ୍କ ନାଁ ଡାକିଥିଲେ ବି ଅଧଂକାଶ ଅନୁପସ୍ଥିତି ଥିଲେ। ବିଧାୟକ ରାଜେନ୍ଦ୍ର ସାହୁ, ପ୍ରୀତିରଂଜନ ଘଡ଼େଇ, ପ୍ରତାପ ଦେବ, ଅନନ୍ତ ଜେନା ଓ ପ୍ରଶାନ୍ତ ବେହେରା। ପ୍ରଶ୍ନକାଳରେ ଶାସକ ଦଳର ଏସବୁ […]

  • Saturday, 17 July 2021
mobile
ରେଷ୍ଟୁରାଣ୍ଟରେ ଖାଉଥିଲେ, ଫାଟିଲା ସ୍ମାର୍ଟଫୋନ୍‌

ମୁମ୍ବାଇ: ମୁମ୍ବାଇରେ ଏକ ମୋବାଇଲ ଫୋନ୍ ଫାଟିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।  ଜଣେ  ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସି ଖାଉଥିବା ସମୟରେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନଟି ଫାଟିଥିଲା। ମୋବାଇଲଟି ଫାଟିଲା କ୍ଷଣି ବ୍ୟକ୍ତି ଜଣଙ୍କ ଫୋନଟିକୁ ଫୋପାଡି ବାହାରକୁ ଧାଇଁଥିଲେ। ଜୁନ୍ ୪ ତାରିଖରେ ଘଟିଥିବା ଏହି ଘଟଣା ରେଷ୍ଟୁରାଣ୍ଟର ସିସିଟିଭିରେ  କଏଦ୍‌ ହୋଇଥିଲା। ମୋବାଇଲଟି ଫାଟିବା ପରେ ପୁରା ରେଷ୍ଟୁରାଣ୍ଟଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ମୋବାଇଲ ଫାଟିବା ପରେ ସେଠାରେ ଥିବା ଅନ୍ୟ […]

  • Saturday, 17 July 2021
pond2
ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କେନ୍ଦ୍ରାପଡ଼ା ( ମନୋଜ ସ୍ୱାଇଁ)  : ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡ଼ା ବ୍ଲକ୍‌ ଆଏବା ପଂଚାୟତର ନରଣପୁର ଗ୍ରାମରେ ଆଦର୍ଶ ପୋଖରୀ ଖୋଲିବା ଯୋଜନା ଲାଗି ଆସିଥିବା ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ଆସିଛି। ଯୋଜନାରେ ଦେଢ଼ ଏକର ଜମି ଉପରେ ଏକ ନୂତନ ପୋଖରୀ ଖୋଳିବା ଲାଗି ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ନରଣପୁର ଗାଁରେ ଏକ ନୂତନ ପୋଖରୀ ଖୋଳିବା ବଦଳରେ ପୂର୍ବରୁ ଥିବା ପୁରୁଣା ପୋଖରୀ […]

  • Saturday, 17 July 2021
bank fraud
କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନୂଆପଡ଼ା  : କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା । ଗ୍ରାହକଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇ ଫେରାର ହୋଇଯାଇଛି କିଓସ୍କ ପରିଚାଳକ। ଏକ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଜରିଆରେ ଏଭଳି ଠକେଇର ଶିକାର ହୋଇଛନ୍ତି ନୂଆପଡ଼ାର ପ୍ରାୟ ୩ ଶହ ଲୋକ। ଜିଲ୍ଲାର କୁରୁମପୁରୀ କିଓସ୍କରେ ହୋଇଥିବା ଏହି ଠକେଇ ନେଇ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ସାଧାରଣ ଗ୍ରାହକ। ନୂଆପ଼ଡ଼ା SBI ମୁଖ୍ୟ ଶାଖା ଅଧିନରେ ଜିଲ୍ଲାର କୁରୁମପୁରୀରେ […]

  • Saturday, 17 July 2021
mining mafia
ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ଖୋର୍ଦ୍ଧା / ଭୁବନେଶ୍ୱର : ମାଟିରେ ମିଶିଛି ସୁରମ୍ୟ ଅଟ୍ଟାଳିକା। ସରକାରୀ ଜମି ସାଙ୍ଗକୁ ନିଶା ଓ ବେଆଇନ ପଥର ଖାଦାନ କାରବାରରୁ ମିଳୁଥିବା ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଖୋର୍ଦ୍ଧା ଗୁରୁଜଙ୍ଗରେ ଏହି ଦାମିକା ଘର ଠିଆ କରିଥିଲା କଳା କାରବାରର କିଙ୍ଗପିନ୍ ଶୁଭ୍ରାଂଶୁ ଓରଫ୍ ଛୋଟା। ପୁଲିସ ଏନକାଉଣ୍ଟର ଭୟରେ ସେ ଆତ୍ମସମର୍ପଣ କରିଥିବା ବେଳେ ଆଜି ତା କଳା କାରବାରର ସାମ୍ରାଜ୍ୟ ଉପରେ ବୁଲଡୋଜର ଚଢାଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଏହି […]

  • Saturday, 17 July 2021
haladhara nag
ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

 ବରଗଡ଼  : ରଥ ପରେ ବାହୁଡ଼ାରେ ବି ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ।  ବରଗଡ଼ ଜିଲ୍ଲା ପଦ୍ମପୁରରେ ବାହୁଡ଼ା ଯାତ୍ରା ବେଳେ ଘୁଗୁନି ବିକିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ଉଲ୍ଲେଖନୀୟ ଯେ, ରଥଯାତ୍ରା ଅବସରରେ ଘେଁସ୍ ସ୍ଥିତ ବାସଭବନରେ ଘୁଗୁନି ବିକିଥିଲେ ପଦ୍ମଶ୍ରୀ ଶ୍ରୀ ହଳଧର ନାଗ । ହଳଧରଙ୍କ ସୁଆଦିଆ ଘୁଗୁନି ଖାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ରଥଯାତ୍ରାରେ ହଳଧର ପାଖାପାଖି ୪ହଜାର ଟଙ୍କା ଆୟ କରିଥିବା ଜଣା […]

  • Saturday, 17 July 2021
deadline
ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

ଭୁବନେଶ୍ୱର  : ପଛୁଆ ଅଞ୍ଚଳରେ ଉଚ୍ଚଶିକ୍ଷାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟର ଆଉ ୬ଟି ଜିଲ୍ଲାରେ ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବ। ଏଥିପାଇଁ ପ୍ରତ୍ୟେକ କଲେଜ ପାଇଁ ୬ କୋଟି ଟଙ୍କା ଲେଖାଏ ପାଣ୍ଠି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ତେବେ କୋରାପୁଟ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ପ୍ରଶାସନ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନି। ଏପରିକି ଏଥିପାଇଁ ପ୍ରସ୍ତାବିତ ଜମିକୁ ନେଇ ବିବାଦର ସମାଧାନ ହୋଇ ନ ଥିବାରୁ ମଞ୍ଜୁର ହୋଇଥିବା ୧୮ […]

  • Saturday, 17 July 2021
kalia-1
କାଳିଆ ପାଇଁ ୟୁଟର୍ଣ୍ଣ ; କେନ୍ଦ୍ର ଆଗରେ ହାତ ପାତିଲା ବିଜେଡି

ଭୁବନେଶ୍ୱର : କାଳିଆ ଯୋଜନା ପାଇଁ ଅର୍ଥ ଚିନ୍ତା। ଏ ଚିନ୍ତା ଏମିତି ଘାରିଲାଣି ଯେ, ଅନ୍ୟ ଉପାୟ ନପାଇ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛି ବିଜେଡି। ବଜେଟ୍ ଆଲୋଚନା ବେଳେ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରର ପିଏମ୍ କିଷାନ ସହ କାଳିଆର ମିଶ୍ରଣ ପାଇଁ ଦାବି କରିଛନ୍ତି। ଏପରି ହେଲେ ଆର୍ଥିକ ବୋଝ କମିବ ବୋଲି ବିଜେଡି ଯୁକ୍ତି ରଖିଛି। ସେପଟେ କଂଗ୍ରେସ କହିଛି କାଳିଆ ଯୋଜନା […]

  • Saturday, 17 July 2021
naveen
'ଗାଁକୁ ଯାଅ, ସିଧାସଳଖ ଲୋକଙ୍କ ଫିଡ୍‌ବ୍ୟାକ୍ ନିଅ'

ଭୁବନେଶ୍ୱର :  ରାଜଧାନୀ ଛାଡ଼, ଗାଁକୁ ଯାଅ। ଲୋକଙ୍କ ସୁବିଧା ଅସୁବିଧା ବୁଝ, ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୁଅ। ତୃଣମୂଳ ସ୍ତରକୁ ଯାଇ ବିଭିନ୍ନ ଯୋଜନା ସଂପର୍କରେ ଫିଡ୍‌ବ୍ୟାକ୍‌ ନିଅ ନୂଆ ମନ୍ତ୍ରିମଣ୍ଡଳ ଗଠନର ଦେଢ଼ମାସ ପରେ ଆଜି ଏଭଳି ପାଠ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ନବୀନ ନିବାସରେ ନୂଆ ଓ ପୁରୁଣା ବିଧାୟକଙ୍କୁ ସରଳତା ଓ ବିନମ୍ରତାର ପାଠ ପଢାଇଥିବା ନବୀନ ଆଜି ମନ୍ତ୍ରୀମାନଙ୍କୁ ଦେଇଛନ୍ତି ଟାସ୍କ। ନବୀନ କହିଛନ୍ତି, ମନ୍ତ୍ରୀମାନେ […]

  • Saturday, 17 July 2021
driniking water problem
ପାନୀୟ ଜଳ ପାଇଁ ଲୋକଙ୍କ ନାହିଁ ନଥିବା ଅସୁବିଧା

ଛତ୍ରପୁର (ଆଲୋକ ଗଉଡ) : ଗରାଏ ପାଣି ପାଇଁ ଲମ୍ବା ଧାଡ଼ି। ୪ଟି ନଳକୂପରୁ ୨ଟି ଅଚଳ, ଗୋଟିଏରୁ ବାହାରୁଛି ଗୋଳିଆ ପାଣି। ଅନ୍ୟଟିରେ ସୋଲାର ପମ୍ପ ଲାଗିଥିଲେ ବି ଟିକିଏ ମେଘୁଆ ପାଗ ହେଲେ ଏହା ବନ୍ଦ। ଫଳରେ ଗାଁରେ ଥିବା ଏକମାତ୍ର ପୋଖରୀର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ସ୍ଥାନୀୟ ବାସିନ୍ଦା।  ଗଞ୍ଜାମ ପୁରୁଷୋତ୍ତମପୁର ବାସୁଦେବପୁର ଗାଁରେ ସକାଳ ହେଲେ ଲୋକଙ୍କୁ ଘାରିଥାଏ ପାଣି ଚିନ୍ତା।  ବିଶୁଦ୍ଧ ପାନୀୟ ଜଳ ଯୋଗାଇ […]

  • Saturday, 17 July 2021
bicycle day
ଆଜି ବିଶ୍ୱ ସାଇକେଲ ଦିବସ : ଦିଲ୍ଲୀରେ ସାଇକେଲ ରାଲିର ଉଦଘାଟନ କଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ବଦିଳିଛି ସମୟ, ବଦଳିଛି ଲୋକମାନଙ୍କର ଗମନାଗମନର ସାଧନ। ପ୍ରଥମେ ପାଦରେ ଚାଲୁଥିବା ମଣିଷ ପରେ ଶଗଡ଼, ଘୋଡ଼ାଗାଡି, ଚାରିଚକିଆ ଯାନ, ରେଳ ଗାଡି  ପରେ ଏବେ ବିମାନରେ ଯାତ୍ରା କରୁଛି। ହେଲେ ଏସବୁ ସାଧନ ମଧ୍ୟରେ ଅତି ଲୋକପ୍ରିୟ ହୋଇଛି ସାଇକେଲ। ତେଣୁ ସାଇକେଲର ବ୍ୟବହାରକୁ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଛି ମିଳିତ ଜାତିସଂଘ। ଏଥିପାଇଁ ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରଥମ ଥର […]

  • Saturday, 17 July 2021
wedding
ଦୁଲ୍‌ହାକୁ ଆଣିବା ପାଇଁ ବିବାହ ଦିନ ଏମିତି ପହଞ୍ଚିଥିଲେ ଦୁଲ୍‌ହନ୍‌

ପୁଅ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବା କଥା ସାଧାରଣ ହୋଇଗଲାଣି। କାହିଁକି ନା ଆଜିକାଲି ଝିଅମାନେ ବି ବରଯାତ୍ରୀ ନେଇ ପୁଅ ଘରକୁ ଯାଉଥିବା ଘଟଣା ଦେଖିବାକୁ ମିଳୁଛି। ସାଧାରଣତଃ ପୁଅ ହେଉ କି ଝିଅ ଘୋଡ଼ା କି କାର୍‌ରେ ବସି ବରଯାତ୍ରୀ ନେଇ ଯାଇଥାନ୍ତି। ମାତ୍ର ଜଣେ ବସ୍‌ ନେଇ ବରକୁ ଆଣିବା ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏମିତି କିଛି ତାଜୁବ୍‌ ଘଟଣା ଦେଖିବାକୁ ମିଳିଛି। ପଢ଼ନ୍ତୁ ପୂରା ଘଟଣା କ’ଣ… […]

  • Saturday, 17 July 2021
ସସସସସସ
ବଢୁଛି ପରିବା ଦର ; ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ପରିବା

କଟକ : ବଢୁଛି ପରିବା ଦର। ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ହୋଇଯାଇଛି ବିଭିନ୍ନ ପ୍ରକାର ପରିବା। ଯାହା ଯେତିକି ମାର୍କେଟକୁ ଆସୁଛି ଚଢ଼ା ଦରରେ ବିକ୍ରି ହେଉଛି। ଯେଉଁ ପରିବା ପୂର୍ବରୁ ୨୦ରୁ ୩୦ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା, ତାହା ଏବେ ୫୦ଟଙ୍କା ଉପରେ। ସପ୍ତାହ ତଳେ ଥିବା ପରିବା ଦର ଏବେ ଦୁଇଗୁଣା ହୋଇଯାଇଛି। ଫଳରେ ଗୃହିଣୀଙ୍କ ପାଇଁ ଚିନ୍ତା ବଢିଛି। ପରିବା ମଣ୍ଡି କଟକ ଛତ୍ରବଜାର। ପ୍ରତିଦିନ ସକାଳେ ଏଠାରେ […]

  • Saturday, 17 July 2021