• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

saree
ବାନ୍ଧକଳାରେ ଦେଶାତ୍ମବୋଧର ଛିଟା

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’। ଏବେ ଏହି ଶାଢ଼ୀକୁ ନେଇ ଏ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଚାଲିଛି। ବାନ୍ଧକଳା ପାଇଁ ସୁବର୍ଣ୍ଣପୁର ପ୍ରସିଦ୍ଧ। ହଜାର ହଜାର ବର୍ଷରୁ ଏ ମାଟିର ଭୁଲିଆ ସଂପ୍ରଦାୟର ଲୋକେ ଏହାରି ମାଧ୍ୟମରେ ତିଆରି […]

  • Monday, 19 July 2021
fileld
ଯୁବକଙ୍କ ମହତ ପ୍ରୟାସ ; ଗାଁର ଚାଷୀଙ୍କୁ ଚାଷକାମରେ କରୁଛନ୍ତି ସହଯୋଗ

ନୂଆପଡ଼ା ( ମାୟାଧର ସରାଫ ) : ହାତରେ ହାତ ମିଳାଇ ସମାଜରେ ପରିବର୍ତ୍ତନ ଆଣିବାର ଏକ ପ୍ରୟାସ।  କାନ୍ଧରେ କାନ୍ଧ ମିଶାଇ ଗରିବ ଅସହାୟଙ୍କ କଷ୍ଟକୁ ଲାଘବ କରିବାର ଏ ଚେଷ୍ଟା । ଶିକ୍ଷିତ ହୋଇବି, ଚାକିରି ଓ ଚାକଚକ୍ୟ ଅପେକ୍ଷା ସେବାକୁ ନିଜର ସଂପଦ କରିଥିବା ଏଇ ଯୁବକ ଯୁବତୀମାନେ, ଏବେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ। ଗୋଇଯୋର ଗାଁର ୨୫ ଜଣ ଯୁବକ ଯୁବତୀ ମା ବଞ୍ଜାରୀ ଯୁବସଂଘ […]

  • Monday, 19 July 2021
village
ଅଜବ ପରମ୍ପରା ; ପିଢ଼ି ପିଢ଼ି ଧରି କ୍ଷୀର ଦୁହଁନ୍ତିନି କି ପିଅନ୍ତିନି ଏଠାର ଲୋକେ

ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ) : କ୍ଷୀରକୁ କିଏ ଅମୃତ ସହ ତୁଳନା କରନ୍ତି ତ ଆଉ କିଏ ଏହାକୁ ସୁପରଫୁଡ୍ ବୋଲି କୁହନ୍ତି। କ୍ଷୀରରେ ଯଥେଷ୍ଟ ପରିମାଣର କ୍ୟାଲସିୟମ୍ ଥିବାରୁ ଶରୀର ପାଇଁ ଏହା ବେଶ୍ ହିତକର। ତେବେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କିନ୍ତୁ କ୍ଷୀର ଆଦୌ ଗ୍ରହଣୀୟ ନୁହେଁ। ପିଢ଼ି ପିଢ଼ି ଧରି ଏଠାକାର ଲୋକେ ଗାଈ ଗୋରୁ ପାଳନ କରି ସେମାନଙ୍କୁ ଚାଷ କାର୍ଯ୍ୟରେ ବ୍ୟବହାର କରୁଥିଲେ ବି ଗାଈର କ୍ଷୀର […]

  • Monday, 19 July 2021
flood6
କେରଳରେ ପ୍ରକୃତିର କରାଳ ରୂପ ; ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବନ୍ୟା ସ୍ଥିତି ସଂଗୀନ

ବେଙ୍ଗାଲୁରୁ : ବିଭୀଷିକାର ବଳୟରେ ସ୍ୱର୍ଗସମ କେରଳ। ଛାରଖାର ହୋଇଯାଇଛି ସୌନ୍ଦର୍ଯ୍ୟ, ଦୁର୍ବିସହ ହୋଇ ପଡିଛି ଜୀବନ। ଖାଲି ପାଣି କାହିଁକି ମାଟି ବି ଏଠି ଦେଖାଉଛି ପ୍ରଳୟଙ୍କରୀ ରୂପ। ୱାୟନାଡ ପୁଥୁମାଲା ଗାଁର ଟିତ୍ର ବହୁତ ଭୟଙ୍କର। ହଠାତ୍ ଏଠାରେ ଧସି ପଡୁଛି ପାହାଡ଼ ସମ ମାଟି ଅତଡ଼ା।  ବିକଳରେ ଜୀବନ ବଞ୍ଚାଇବାର ଚାଲିଛି ପ୍ରୟାସ, ମାତ୍ର କେଇ ମୁହୁର୍ତ୍ତରେ ପାଲଟି ଯାଇଛି ଧ୍ୱଂସସ୍ତୁପ। ତା ଭିତରୁ ଖୋଜା ଚାଲିଛି ଧନ ଜୀବନ। କେରଳରେ ୨ […]

  • Monday, 19 July 2021
gutuka
ନକଲି ଗୁଟଖା କାରଖାନା ଠାବ ; ୧୧୦ ବସ୍ତା ଗୁଟଖା ଜବତ କଲା ପୁଲିସ୍

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ଆଉ ଏକ ବେଆଇନ ଗୁଟଖା ଫ୍ୟାକ୍‌ଟ୍ରି ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଠାବ କରିଛି । ବଡ଼ବଜାର ଥାନା ନିକଟସ୍ଥ ପାଣିଗ୍ରାହୀ ପେଣ୍ଠ ସାହିରେ ଏକ ଘରର ଉପର ମହଲାରେ ଚାଲିଥିବା ଏହି ଗୁଟଖା ଫ୍ୟାକ୍‌ଟ୍ରି ଉପରେ ଚଢ଼ାଉ କରି ସେଠାରୁ ୧୧୦ବସ୍ତା ଗୁଟଖା, ପାନମସଲା ସହ ବହୁ ସରଞ୍ଜାମ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗତ ସପ୍ତାହ ଭିତରେ ବ୍ରହ୍ମପୁର ସଦର ଓ ବଡ଼ବଜାର ଥାନା ଇଲାକାରେ ୭ଟି […]

  • Monday, 19 July 2021
UNIQUE MAN
ନିଜର ମହତ କାମ କରି ପ୍ରେରଣା ପାଲଟିଛନ୍ତି ରତୀନ୍ଦ୍ର ଓ ନନ୍ଦ

ଭୁବନେଶ୍ୱର : ମହତ କାମ ଯେ କୌଣସି ମଣିଷକୁ ମହାନ କରିଦିଏ। ନିଜର ଅନନ୍ୟ ଉଦ୍ୟମ ଲାଗି ସମାଜ ପାଇଁ ସେମାନେ ପାଲଟିଯାନ୍ତି ପ୍ରେରଣାର ଉତ୍ସ ଓ ଜୀବନ୍ତ ଉଦାହରଣ। ସେମିତି ଦୁଇଜଣ ନିଆରା ମଣିଷ ହେଲେ ବାଲେଶ୍ୱର ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରତୀନ୍ଦ୍ରନାଥ ପରିଡ଼ା ଓ ଭଦ୍ରକ ଧ୍ରୁବପହଲିପୁର ଗାଁରେ ଧ୍ରୁବତାରା ସାଜିଥିବା ନନ୍ଦ ଜେନା। ଜଣେ ଭଲପାଏ ପରିବେଶକୁ ଆଉ ଜଣେ ଅଭାବୀ ମଣିଷଙ୍କ ଅସୁବିଧା ଦୂର କରିବାକୁ। ବାଲେଶ୍ୱର ଜିଲ୍ଲା ଘଣ୍ଟୁଆ […]

  • Monday, 19 July 2021
friend
ହେପି ଫ୍ରେଣ୍ଡସିପ୍‌ ଡେ... ବନ୍ଧୁ ପାଇଁ ଦିନଟିଏ

ଭୁବନେଶ୍ୱର: ସୁଖରେ ଦୁଃଖରେ ଯିଏ ପାଖରେ ରହି ମନୋବଳ ବଢ଼ାଏ। ନିଜ କଷ୍ଟ ଭୁଲି ଯିଏ ଅନ୍ୟକୁ ହସାଏ, ତାକୁ ବନ୍ଧୁ କୁହାଯାଏ। ବନ୍ଧୁଙ୍କ ସହ ବିତାଇଥିବା ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ସାରା ବିଶ୍ୱ ପାଳୁଛି ଫ୍ରେଣ୍ଡସିପ୍ ଡେ’। ଆଉ ଏବେକାର ଟ୍ରେଣ୍ଡରେ ବନ୍ଧୁତା ଦିବସ ଶୁଭେଚ୍ଛା ଜଣାଇବାକୁ ଫ୍ରେଣ୍ଡସିପ୍ ବ୍ୟାଣ୍ଡ, କାର୍ଡ, ଚକୋଲେଟ୍, ଫୁଲତୋଡ଼ା ପରସ୍ପରକୁ ଦେଇ ପାଳନ କରାଯାଉଛି ଏହି ଦିବସ। ଏନେଇ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଫ୍ରେଣ୍ଡସିପ୍ ଡେ’ […]

  • Monday, 19 July 2021
opsc
OPSCରେ ବିଭ୍ରାଟ ! ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାରେ ସାଂଘାତିକ ତ୍ରୁଟି

କଟକ : ଓଡ଼ିଶା ପବ୍ଲିକ୍ ସର୍ଭିସ୍‌ କମିଶନ (OPSC) ପରୀକ୍ଷା ପରିଚାଳନାରେ ବିଭ୍ରାଟ ଯୋଗୁ ମେଧାବୀ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହେଉଛନ୍ତି। ପରୀକ୍ଷାରେ ଭଲ କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ମାର୍କ ବାରମ୍ବାର ବଦଳି ଯାଉଛି। ଏପରିକି, ଖାତାର ନକଲ ପାଇବା ପାଇଁ ଲାଗୁଛି ଦେଢ଼ ବର୍ଷ। ଓପିଏସ୍‌ସିରେ ଏପରି ବିଭ୍ରାଟ ଉପରୁ ପର୍ଦ୍ଦା ଉଠାଇଛନ୍ତି ଭଦ୍ରକ ଜିଲ୍ଲାର ଧାମନଗରର ରଜତ ମିଶ୍ର। ଧାମନଗରର ରଜତ ମିଶ୍ର ୨୦୧୫ରେ OAS ଲିଖିତ ପରୀକ୍ଷା ଦେଇଥିଲେ। ଏଥିରେ ସେ […]

  • Monday, 19 July 2021
situ
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ସାହସୀ ବାଳକ ସିତୁ

ପଟ୍ଟାମୁଣ୍ଡାଇ (ପ୍ରବିର ନାୟକ) :  କୁନି ବୟସରେ ସାହସିକତାର ପ୍ରମାଣ ଦେଖାଇ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସିତୁ ମଲ୍ଲିକ ଆଉ ନାହାନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ସେ ଆଖି ବୁଜିଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜଳି ଛକରେ ଏକ ହାଇୱା ଧକ୍କାରେ ସେ ପ୍ରାଣ ହରାଇଛନ୍ତି। ସିତୁ ସହ ତା ପୀଉସି ପୁଅ ଭାଇର ମଧ୍ୟ ଜୀବନ ଯାଇଛି। ତାଙ୍କ ନାଁ ବାପି ମଲ୍ଲିକ, ଘର ରାଜକନିକା ନୂଆଁଖୁଣ୍ଟା ଗାଁ। […]

  • Monday, 19 July 2021
worm
ଚାଷୀଙ୍କ ନିଦ ହଜାଇ ଦେଇଛି ‘ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ’

ରାଜଗାଙ୍ଗପୁର/ ଭୁବନେଶ୍ୱର  : ଚାଷୀଙ୍କ ପାଇଁ କାଳଭଳି ମାଡ଼ି ଆସୁଛି ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ। ଗୋଟିଏ ରାତିରେ ପ୍ରାୟ ୪ ଶହ କିଲୋମିଟର ଗତିକରୁଥିବା ଏ ବିଦେଶୀ ପୋକକୁ ନେଇ ଏବେ ସୁନ୍ଦରଗଡ଼ ଚାଷୀଙ୍କ ଭିତରେ ଆତଙ୍କ। କାରଣ ମକା ଫସଲରେ ଅଧିକ ଭାବେ ଦେଖାଦେଉଥିବା ଏ ପୋକ ଧାନ, ପନିପରିବା ସହ ୧୨୦ ପ୍ରକାର ଫସଲ ଲାଗି ଏହାକୁ ଖୁବ୍ କମ୍ ଦିନରେ ଧ୍ୱଂସ କରିପାରେ। ତେଣୁ ଏହି ପୋକ ଚିହ୍ନଟ ସହ ଦମନ […]

  • Monday, 19 July 2021
monkey
ପାଣି ପିଇ ଟ୍ୟାପ୍‌ ବନ୍ଦ କରୁଛି ମାଙ୍କଡ଼, ମଣିଷ ଶିଖିବ କେବେ?

ନୂଆଦିଲ୍ଲୀ: ଦିନକୁ ଦିନ ଜଳ ସଙ୍କଟର ମାତ୍ରା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏକ ମାଙ୍କଡ଼ର ଟିକ୍‌ଟକ୍‌ ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ଅଛି ,ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ସେ ମନଭରି ପାଣି ପିଇବା ପରେ ଟ୍ୟାପ୍‌ ବନ୍ଦ କରୁଛି ଏବଂ ତାପରେ ଯାଇ ସେଠାରୁ ବିଦାୟ ନେଉଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ୱାଇ କୁରେଶୀ ଟ୍ୱିଟରରେ ଏହି ଭିଡିଓଟି ଶେୟାର କରିବା ପରେ ଏହା ଲୋକଲୋଚନକୁ ଆସିଛି। What a beautiful message for humans! […]

  • Monday, 19 July 2021
teeth
ଆଶ୍ଚର୍ଯ୍ୟ ! ୭ ବର୍ଷର ପିଲା ପାଟିରୁ ବାହାରିଲା ୫୨୬ଟି ଦାନ୍ତ

ଚେନ୍ନାଇ : ମଣିଷ ପାଟିରେ ୩୨ଟି ଦାନ୍ତ ଥିବା ସମସ୍ତେ ଜାଣିଛନ୍ତି। ହେଲେ ଯଦି ଜଣଙ୍କ ପାଟିରେ ୫୨୬ଟି ଦାନ୍ତ ଥିବ, ତା’ହେଲେ ସେ କ’ଣ କରିବ? ଚେନ୍ନାଇର ଜଣେ ୭ ବର୍ଷର ପିଲା ସହ ଏଭଳି ଘଟଣା ଘଟିଛି। ପିଲାଟିର ପାଟିରୁ ଶହେ କିଂ ୨ଶହ ନୁହେଁ, ୫୨୬ଟି ଦାନ୍ତକୁ ଡାକ୍ତରମାନେ ଅପରେସନ କରି ବାହାର କରିଛନ୍ତି। ଏଠାକାର ସବିତା ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ବେଶ ସଫଳତାର ସହ ଏହି ଅପରେସନ କରିବାରେ […]

  • Monday, 19 July 2021
ମଦୈ
ଟଙ୍କା ଦେଇ ଲୋକେ ଗାଈ ସହ ସମୟ ବିତାଉଛନ୍ତି ! କାହିଁକି ଜାଣନ୍ତି

ନ୍ୟୁୟର୍କ: ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀଦେବତା ବାସ କରନ୍ତି। ତେଣୁ ଗାଈକୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ବିଶ୍ୱାସ ରହିଛି, ଗାଈର ସେବା କଲେ ପୂଣ୍ୟ ମିଳେ। ତେବେ ଜାଣିଛନ୍ତି, ଗାଈ ସହିତ ସମୟ ବିତାଇଲେ ଚିନ୍ତା ଦୂର ହୁଏ ଓ ମାନସିକ ଶାନ୍ତି ବି ମିଳେ। ଆଉ ସେଥିପାଇଁ ଏବେ ଆମେରିକାରେ ଲୋକେ ଟଙ୍କା ଖର୍ଚ୍ଚ କରି ଗାଈ ସହିତ ସମୟ ବିତାଉଛନ୍ତି। ବ୍ୟସ୍ତ ବହୁଳ […]

  • Monday, 19 July 2021
banshadhara
କୂଳ ଲଙ୍ଘୁଛି ବଂଶଧାରା ; ଭୟ ଓ ଆଶଙ୍କାରେ ବହୁ ଚାଷୀ

ଗୁଣପୁର( ଇନ୍ଦ୍ରଜିତ୍ ପଣ୍ଡା)  : କୂଳ ଲଙ୍ଘୁଛି ବଂଶଧାରା। ନଦୀ ଆଁରେ ଲୀନ ହୋଇଗଲାଣି ବହୁ ଚାଷଜମି। ଏବେ ନଦୀ ଚାରିପାଖେ ଯାହା କିଛି ଚାଷ ଜମି ଅଛି, ତାହା ବି ବାଲିଚରି ଯିବ। ଏହାକୁ ନେଇ ଭୟ ଓ ଆଶଙ୍କାରେ ଅଛନ୍ତି ରାୟଗଡ଼ା ଜିଲ୍ଲାର ନଦୀକୂଳିଆ ଅଞ୍ଚଳରେ ଚାଷବାସ କରୁଥିବା ବହୁ ଚାଷୀ। ହାତରେ ଜମି ପଟ୍ଟା ଅଛି। ନିଜ ନାଁରେ ଥିବା ଚାଷଜମିକୁ ଖୋଜୁଛନ୍ତି ଏହି ବ୍ୟକ୍ତି। କିନ୍ତୁ ଜାଣି ପାରୁ ନାହାନ୍ତି। କେଉଁଠି […]

  • Monday, 19 July 2021
killer cuttack
ସିରିୟଲ କିଲରର ପର୍ଦ୍ଦାଫାଶ ; ମଣିଷ ମାରି ମଜା ନେଉଥିଲା

କଟକ : କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ କବ୍‌ଜାରେ। ପ୍ରାୟ ୭ ଦିନର ଲୁଚକାଳି ପରେ ଆତତାୟୀକୁ ଧରିଛି କମିଶନରେଟ୍ ପୁଲିସ। ତା’ସହ ପୁଲିସ ଚଳାଇଛି ଖୋଳତାଡ଼। ତେବେ ହତ୍ୟାକାରୀର ଆଚରଣ ଏବଂ ଅପରାଧ ଷ୍ଟାଇଲ୍ ସମସ୍ତଙ୍କୁ ସମସ୍ତଙ୍କୁ ତାଜୁବ୍ କରିଦେଇଛି । ଫିଲ୍ମ ଷ୍ଟାଇଲରେ ସେ ମଣିଷ ମାରୁଥିଲା ଏବଂ ହସି ହସି ତା’ର ମଜା […]

  • Monday, 19 July 2021
viral photo
ଜଣେ ଅଭିନେତା କି ମଡେଲ ନୁହନ୍ତି ଏହି ଯୁବକ, କିନ୍ତୁ ସୋଶାଲ ମିଡିଆରେ ଭାଇରାଲ୍‌ ଫଟୋ

ଭୁବନେଶ୍ୱର : ପାରମ୍ପରିକ ଓଡ଼ିଆ ପୋଷାକରେ କୌଣସି ଏକ ଫିଲ୍ମର ଚରିତ୍ର ପରି ଦିଶୁଥିବା ଜଣେ ଯୁବକଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ଜଣେ ଅଭିନେତା କିମ୍ବା ମଡେଲ ନୁହନ୍ତି। ଏହି ଯୁବକ ଜଣକ ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ଭାବେ ସେବା କରିଆସୁଥିବା ‘ପ୍ରତିହାରୀ’ ସେବାୟତ ପରିବାରର। ଅନୀଲ ଗୋଛିକାର ନାମକ ଏହି ଯୁବକ ଚଳିତ ବର୍ଷର ରଥଯାତ୍ରା ପରଠାରୁ ଏହି ଫଟୋ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। He’s not your […]

  • Monday, 19 July 2021
generator
ପରିତ୍ୟକ୍ତ ଅବସ୍ଥାରେ ବ୍ରିଟିଶ ସମୟର ବିଶାଳ ଜେନେରେଟର

ପୁରୀ : ପରିତ୍ୟକ୍ତ ଅବସ୍ଥାରେ ବ୍ରିଟିଶ ସମୟର ବିରଳ ଜେନେରେଟର। କାଳକ୍ରମେ ଏହା ଖରାପ ହୋଇ ଅକାମୀ ହୋଇପଡିଥିଲା ବେଳେ ଏହାକୁ ଐତିହ୍ୟ ସ୍ମାରକୀ ପାଇଁ ଦାବି କରିଛନ୍ତି ଐତିହ୍ୟ ବିଶାରଦ। ବିରଳ ଓ ବିଶାଳ ଏହି ଜେନେରେଟର  ବ୍ରିଟିଶ ଶାସନ ସମୟରେ ପୁରୀ ବେଳାଭୂମିରେ ଥିବା ଲୁଣ କାରଖାନା ଏବଂ ରାଜଭବନ ପରିସରକୁ ବିଦ୍ୟୁତ୍ ଯୋଗାଉଥିଲା । କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅବହେଳିତ ଏବଂ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏଥିରେ ବ୍ରିଟିଶ ଇଣ୍ଡିଆ […]

  • Monday, 19 July 2021
la
ରହିବାକୁ ନାହିଁ ଘର ; ଶୌଚାଳୟରେ ବିତୁଛି ଜୀବନ

କେନ୍ଦୁଝର  : ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ବାସ ଗୃହ ଯୋଗାଇବାଲାଗି ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ଯୋଜନା ଗୁଡ଼ିକର ଲାଭ କଣ  ସମସ୍ତେ ପାଇପାରୁଛନ୍ତି ? ଏହାର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି। ନାଁ ରଇବାରି ମୁଣ୍ଡା ,ଜଣେ ଅସହାୟ ମହିଳା । ସ୍ୱାମୀ ମରିବା ପରେ ନିଜର ୪ଟି ଛୋଟ ଛୋଟ ପିଲାଙ୍କୁ ଧରି ବିତାଉଛନ୍ତି ଜୀବନ। ଘର ନଥିବାରୁ ଶୌଚାଳୟରେ ରହୁଛନ୍ତି। ବଣରୁ କାଠ ସଂଗ୍ରହ କରି ପରିବାରର […]

  • Monday, 19 July 2021
handivcapped
ଦିବ୍ୟାଙ୍ଗ ହୋଇଥିବାରୁ ସ୍କୁଲରେ ହୋଇପାରିଲାନି ନାମଲେଖା

କୋଣାର୍କ (ସଞ୍ଜୟ ପତି) : ପାଠ ପଢ଼ିବାକୁ ମନରେ ଅଛି ଅଗାଢ ଆଗ୍ରହ। ହେଲେ ଦିବ୍ୟାଙ୍ଗ ହୋଇଥିବାରୁ ସେ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡ଼ିହା ଗାଁରୁ। ଅତ୍ୟନ୍ତ ଗରିବ ଶ୍ରେଣୀର ସମୀର ବେହେରାଙ୍କ ପୁଅ ସତ୍ୟବ୍ରତ। ପଢ଼ିବାକୁ ତାଙ୍କର ଖୁବ ଆଗ୍ରହ। ସ୍କୁଲରେ ଶ୍ରେଣୀରେ ସବୁବେଳେ ପ୍ରଥମ। ସାରଙ୍କ ଠାରୁ ଆରମ୍ଭ କରି ଗାଁ ଲୋକଙ୍କର ସେ ଅତି ପ୍ରିୟ। ଶାରୀରିକ ଅକ୍ଷମତା ଯେମିତି ସତ୍ୟବ୍ରତଙ୍କ ଭବିଷ୍ୟତକୁ ଅନ୍ଧାର […]

  • Monday, 19 July 2021
sahid
ଦିନକ ପରେ କାର୍ଗିଲ ବିଜୟ ଦିବସ ; ସହିଦଙ୍କ ଜନ୍ମମାଟିରେ ସ୍ୱତନ୍ତ୍ର ଆୟୋଜନ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗର୍ବ ଓ ଗୌରବର ସେହି ଐତିହାସିକ ବିଜୟକୁ ପୂରିବ ୨୦ ବର୍ଷ। ଏଥିପାଇଁ ବୀରତ୍ୱ ଓ ବଳିଦାନର ପର୍ବ ପାଳିବାକୁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ସହିଦ ଯବାନଙ୍କ ଜନ୍ମଭୂମି ଗଞ୍ଜାମ ଜିଲ୍ଲା ଜଗଦଳପୁର ଗାଁରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି। ବ୍ରହ୍ମପୁର ନିକଟ ଜଗଦଳପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ଶ୍ରୀନିବାସ ପାତ୍ର। ଦେଶମାତୃକାର ସେବା ପାଇଁ ସେ ସେନାରେ ଯୋଗ ଦେଇଥିଲେ। ଛୁଟି ମିଳିଲେ […]

  • Saturday, 17 July 2021
rape protesat
ବ୍ୟାପିଲା ଦୁଷ୍କର୍ମ ବିରୋଧୀ ନିଆଁ : ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରେସର ରଣ ହୁଙ୍କାର

ଭୁବନେଶ୍ୱର : ଆଶ୍ରା ଆଳରେ ଆଶ୍ରୟ ଗୃହରେ ନିର୍ଯାତନା ହେଉ କି ପ୍ରଲୋଭନ ଦେଖାଇ କଅଁଳ କଢ଼ିର ଇଜ୍ଜତ ଲୁଟ୍। ସଭ୍ୟ ସମାଜକୁ ଲଜ୍ଜିତ କଲାଣି ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା। ରାଲି, ନାରାବାଜି, ବିକ୍ଷୋଭ, ପୋଡ଼ାଜଳା। ଅଣାୟତ ହୋଇପଡ଼ିଥିବା ଦୁଷ୍କର୍ମ ଏବଂ ଆଇନଶୃଙ୍ଖଳା ସ୍ଥିତି ବିରୋଧରେ ଗୃହ ଭିତରେ ଗର୍ଜନ କରିବା ପରେ ଆଜି ଗୃହ ବାହାରେ ଆକ୍ସନମୋଡ୍‌କୁ ଆସିଛନ୍ତି କଂଗ୍ରେସ ଓ ବିଜେପି। ଟ୍ୱିନ୍‌ସିଟି ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ […]

  • Saturday, 17 July 2021
vomiting
କାଠ କୋଇଲା ବାନ୍ତି କରୁଛନ୍ତି ୫ମ ଶ୍ରେଣୀ ଛାତ୍ରୀ ! ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ବଲାଙ୍ଗିର ( ଘଟେଶ୍ୱର ମିଶ୍ର) : ପଂଚମ ଶ୍ରେଣୀର ଛାତ୍ରୀଙ୍କ ପାଟିରୁ ବାହାରୁଛି କାଠ କୋଇଲା। ଏଭଳି  ଅବିଶ୍ୱସନୀୟ ଖବର ଆସିଛି ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଳକ ବୁଢିବାହାଲ ଗାଁରୁ। ଚୁଡାମଣି ପୁଟେଲଙ୍କ ଦଶ ବର୍ଷର ଝିଅ ସସ୍ମିତା ପୁଟେଲ ଗତ ଦୁଇ ବର୍ଷ ହେଲା କାଠ କୋଇଲା ବାନ୍ତି କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ହସ୍‌ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଏହା ଦେଖିବା ପରେ ବିଶ୍ୱାସ ନକରି ଫେରାଇ ଦେଇଥିଲେ। ତେବେ ଫେରୁଥିବା […]

  • Saturday, 17 July 2021
raja pana
ରଜରେ ପାନର ଚାହିଦା; ଫାୟାର ପାନ ଠୁ ଆରମ୍ଭ କରି ଚକ୍ଲେଟ୍‌ କ୍ରିମ୍ ପାନ

ଭୁବନେଶ୍ୱର: ରଜରେ ପାନର ରହିଛି ସ୍ୱତନ୍ତ୍ରତା। ସତରେ ଖଣ୍ଡେ ଖିଲି ପାନ ନ ଖାଇଲେ ରଜ ସତେ ଯେମିତି ଫିକା ଲାଗେ। ରଜ ଆସିଲେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥିବା ପାନ ମିଳେ।   ରଜ ପାନ ଖାଇବା ପାଇଁ ବାଲେଶ୍ୱର ସହରର ଫାଣ୍ଡି ଛକରେ ଥିବା ରଞ୍ଜନ ପାନ ଦୋକାନରେ ଲୋକଙ୍କ ଭିଡ଼ ଜମେ। ରଙ୍ଗ ବେରଙ୍ଗର ମସଲା ସହିତ କସ୍ତୁରୀ, କେଶର ଭଳି ବିଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥାଏ ପାନ। […]

  • Saturday, 17 July 2021
SAHID--2
ପୁଅ ସହିଦ ହେବାର ୨୦ ବର୍ଷ ପରେ ବି ଶୁଖିନି ମା’ ଆଖିର ଲୁହ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ପାଳନ ହେବ କାର୍ଗିଲ ବିଜୟ ଦିବସ। ସୀମା ପାର କରିଥିବା ପାକିସ୍ତାନକୁ ଉଚିତ ଜବାବ ଦେଇ ଶତ୍ରୁର ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା। ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧକୁ ୨୦ ବର୍ଷ ବିତିବାକୁ ଯାଉଛି।  ୨୬ତାରିଖରେ ସେନା ପାଳନ କରିବ ବିଜୟ ଦିବସ। ଏହି ୨୦ ବର୍ଷ ଭିତରେ ଅନେକ କିଛି ବଦଳି ଯାଇଛି, କିନ୍ତୁ କାଳଚକ୍ର ପୋଛି ପାରିନି ସହିଦ ମାଆର ଆଖିର ଲୁହ। ପଣତକାନିରେ […]

  • Saturday, 17 July 2021
saroja
ଆଶ୍ରୟ ଗୃହରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା ; ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ

ବଲାଙ୍ଗିର( ମନୋରଂଜନ ଯୋଷୀ) : ଭବାନୀପାଟଣା ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସ। ବଲାଙ୍ଗିର ସି.ଡବ୍ଳୁ.ସି ତଦନ୍ତ କରି କୁକର୍ମ ସତ ବୋଲି ଭବାନୀପାଟଣା ସି.ଡବ୍ଳୁ.ସି କୁ ରିପୋର୍ଟ ଦେବା ପରେ ଅଭିଯୁକ୍ତ ନାଁରେ ରୁଜୁ ହୋଇଥିଲା ମାମଲା। କିନ୍ତୁ ତଦନ୍ତ ପାଇଁ ବଲାଙ୍ଗିର ଆସିଥିବା ଭବାନୀପାଟଣା ପୁଲିସ ଟିମ୍‌ର କାର୍ଯ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବଲାଙ୍ଗିର ସି.ଡବ୍ଳୁ.ସି ଅଧ୍ୟକ୍ଷ। ମାମଲାର ତଦନ୍ତ ଦିଗହରା ହୋଇପାରେ […]

  • Saturday, 17 July 2021