• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

reliance-jio-4g-lte-network
ରିଲାଏନ୍ସ ଜିଓ ପକ୍ଷରୁ ଭିଡିଓ ଓ ଭଏସ ୱାଇ-ଫାଇ କଲିଂ ସେବା ଶୁଭାରମ୍ଭ

ଭୁବନେଶ୍ୱର : ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ‌୍‍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଶୁଭାରମ୍ଭ ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଲାଗି ବିଗତ କିଛି ମାସ ଧରି ଜିଓ ପକ୍ଷରୁ ଏହି ସେବାର ପରୀକ୍ଷଣ କରାଯାଉଥିଲା। ଜିଓ ୱାଇ-ଫାଇ କଲିଂରେ ଅନେକ ପ୍ରକାରର ସୁବିଧା ମିଳିବ। ଜିଓ ୱାଇ-ଫାଇ କଲ‌୍‍ […]

  • Monday, 19 July 2021
kour
ହାର୍‌ ମାନିଛି ବୟସ : ୯୪ ବର୍ଷରେ ଆରମ୍ଭ କଲେ ବ୍ୟବସାୟ

 ନୂଆଦିଲ୍ଲୀ : ଯଦି ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛା ଶକ୍ତି ଥାଏ ତ ଅସମ୍ଭବ ବି ସମ୍ଭବ ହୋଇଥାଏ । କୌଣସି କାମ କରିବାକୁ ବୟସ ନୁହେଁ ,ସ୍ୱତନ୍ତ୍ର ଆବେଗ ହିଁ ଲୋଡା ପଡିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ୯୪ ବର୍ଷୀୟା ହରଭଜନ କୌର ନାମକ ଜଣେ ମହିଳାଙ୍କ ଉଦ୍ୟମତାକୁ ଟ୍ୱିଟରରେ ଖୁବ୍‌ ପ୍ରଶଂସା ମିଳିଛି । । ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ସମୟ ସମୟରେ […]

  • Monday, 19 July 2021
mobile3
ଗୋଟିଏ ଫୋନ , କଥା ହେଉଛନ୍ତି ପୁରା ଗାଁ

ଅନୁଗୁଳ (ବିରଜା ପ୍ରସାଦ ଦାଶ) : ୨୦୨୦ ମସିହାରେ ବି ଫୋନ ସେବା ଅପହଞ୍ଚ । ଶୁଣିଲେ ଟିକେ ଅଡୁଆ ଲାଗିବ, ହେଲେ ସତ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଥିବା ଅନେକ ଗାଁ ଏବେ ମୋବାଇଲ ଫୋନ୍ ସେବା ପାଇବାରୁ ବଞ୍ଚିତ। ଯାହାଫଳରେ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି। ଏତେ ବଡ଼ ଅଞ୍ଚଳରେ କେବଳ ଗୋଟିଏ ଜାଗାରେ ନେଟଓ୍ୱର୍କ ଆସିଥାଏ । ଗଇଁନ୍ଦି ଗାଁର ଜଳଧର ପ୍ରଧାନଙ୍କ ଛୋଟିଆ ଦୋକାନ ପାଖରେ ନେଟଓ୍ୱର୍କ ଆସୁଥିବାରୁ […]

  • Monday, 19 July 2021
nirbhaya
ମୋ ପୁଅକୁ କ୍ଷମା କରିଦିଅ : ନିର୍ଭୟା ମା’ଙ୍କୁ ଜୀବନ ଭିକ୍ଷା ମାଗିଲେ ଦୋଷୀର ମା’

ନୂଆଦିଲ୍ଲୀ :୨୦୧୨ ମସିହାରେ ଜଣେ ପାରା ମେଡିକଲ ଛାତ୍ରୀ , (ଯାହାକୁ ସାରା ଦୁନିଆ  ନିର୍ଭୟା  ନାମରେ ଜାଣେ )ଙ୍କୁ ଗଣବଳାତ୍କାର ଓ ହତ୍ୟା ହୋଇଥିଲା । ଏହି ମାମଲାରେ ,ମଙ୍ଗଳବାର ଦିଲ୍ଲୀ ପଟାଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ଟାରେ ଫାଶି ଦେବାକୁ ଆଦେଶ ଦେଇଛନ୍ତି । ଆଉ ଏହି ଶୁଣାଣିର କିଛି କ୍ଷଣ ପରେ ଏହି ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂହଙ୍କର ମାଆ ଖୁବ୍‌ ମର୍ମାହତ ହୋଇପଡିଥିଲେ […]

  • Monday, 19 July 2021
nagarjuna
୨୦୨୦ ନଭେମ୍ବର ୨୭ରେ ପଡିବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ : ୨୦୨୦ ମସିହା ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ  ନାଗାର୍ଜୁନ ବେଶ । ଦୀର୍ଘ ୨୫ ବର୍ଷ ପରେ ଏହି ବିରଳ ବେଶ ପବିତ୍ର କାର୍ତ୍ତିକ ଦ୍ୱାଦଶୀ ଅର୍ଥାତ୍ ଶୁକ୍ରବାର ଦିନ ପଡିବ । ଏ ନେଇ ଗଣନା କରି ସୂଚନା ଦେଇଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବାଚସ୍ପତି ବୈକୁଣ୍ଠନାଥ ନାୟକ। ବିଶ୍ୱାସ ରହିଛି ଏହି ବେଶରେ ଭଗବାନ ପର୍ଶୁରାମ ଅତ୍ୟାଚାରୀ ସହଶ୍ରାର୍ଜୁନକୁ ବଦ୍ଧ କରିଥିଲେ । ତାସହ ନାଗା […]

  • Monday, 19 July 2021
doll-1
ଦିବ୍ୟାଙ୍ଗ କାରିଗରଙ୍କ ଚମତ୍କାର ହାତ ସ୍ପର୍ଶ ; ଜୀବନ ପାଇଛି କଣ୍ଢେଇ

ଭଂଜନଗର  (ରାଜେଶ ପଣ୍ଡା) :  ଆପଣ ଏହି କଣ୍ଢେଇଟିକୁ ଦେଖିଲେ ବିଶ୍ୱାସ କରିପାରିବେନି ଯେ, ଏହା ଏହା ଏକ କାଠ କଣ୍ଢେଇ । କିନ୍ତୁ ଏହାର ଅଙ୍ଗଭଙ୍ଗୀ ପୁରା ରୋବର୍ଟ ପରି ପ୍ରତୀୟମାନ । ଚାଲିଲା ବେଳେ କଣ୍ଢେଇଟି କେତେବେଳେ ଆଖି ମିଟି ମିଟି କରୁଛି ତ କେତେବେଳେ ମୁଣ୍ଡରେ ଓଢଣା ଦେଇ ହଁ ନାଇଁ କରୁଛି। ଏଭଳି ଏକ କାଠ କଣ୍ଢେଇ ନିର୍ମାଣ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଗାଁର ରଘୁନାଥ […]

  • Monday, 19 July 2021
ankita-2
ହାରି ନାହାଁନ୍ତି ଦିବ୍ୟାଙ୍ଗ ଅଙ୍କିତା ; ଅଟୋ ଚଳାଇ କ୍ୟାନସର ପୀଡ଼ିତ ପିତାଙ୍କର କରୁଛନ୍ତି ଚିକିତ୍ସା

ଅହମ୍ମଦାବାଦ୍‌ : ଅନେକ କୁହନ୍ତି ପୁଅଟିଏ ଯେଉଁ କାମ କରିପାରେ ଝିଅଟିଏ କରିପାରେନା । କିନ୍ତୁ  ସମୟ ବଦଳିବା ଏସବୁ କଥାରେ ପରିବର୍ତ୍ତନ ଘଟିଲାଣି । ଆଜିକା ସମୟରେ ଝିଅମାନେ ଆଉ ଅବଳା ଦୁର୍ବଳା ନୁହଁନ୍ତି , ସେମାନେ ନିଜକୁ ସବୁ ପରିସ୍ଥିତିରେ କଠିନ ପରିଶ୍ରମ କରି ନିଜକୁ ସକ୍ଷମ କରିପାରିଛନ୍ତି । ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ଅଙ୍କିତା ଜଣେ । ଅହମ୍ମଦାବାଦ୍‌ରେ ରହୁଥିବା ୩୫ ବର୍ଷୀୟା ଅଙ୍କିତା ଶାହ […]

  • Monday, 19 July 2021
odia girl
ବଡି ବିଲଡିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ୍

କଟକ : ମସଲ୍ ମାନିଆରେ ଓଡ଼ିଆ ଝିଅଙ୍କ କମାଲ୍ ।ମୁମ୍ବାଇରେ ଅନୁଷ୍ଠିତ ବଡି ବିଲଡିଂ ପ୍ରତିଯୋଗିତା ମସଲ୍ ମାନିଆ ଇଣ୍ଡିଆରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବତୀଙ୍କୁ କଡା ଟକ୍କର ଦେଇ ଚାମ୍ପିଅନ୍ ହୋଇଛନ୍ତି ଗାର୍ଗୀ ନାୟକ। ତାଙ୍କ ସଫଳତାର କାହାଣୀ ଦେଖିବା ଏହି ରିପୋର୍ଟରେ। ବଡି ବିଲଡିଂ କ୍ଷେତ୍ରରେ କେବଳ ପୁଅ ନୁହଁନ୍ତି, ଝିଅ ବି କମାଲ କରିପାରିବେ, ଏକଥାକୁ ପ୍ରମାଣିତ କରିଛନ୍ତି ଓଡ଼ିଆ ଝିଅ ଗାର୍ଗୀ ନାୟକ । ନିଜ ଦୃଢ ମନୋବଳ, କଠିନ […]

  • Monday, 19 July 2021
father death
କେହି କଲେନି ସାହାଯ୍ୟ ; ବାପାଙ୍କ ଶବକୁ ମଶାଣୀ ନେଲା ବିଧବା ଝିଅ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆମ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଏକ ଦୃଢ଼ ଆସ୍ଥାନ କରିରହିଛି । ଲୋକଙ୍କୁ ଯେତେ ସଚେତନ କଲେବି ଏହାର ଫଳ କିଛି ହେଉନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ ଜଙ୍ଗଲ ପାହାଡ ଘେରା ଘୁନା ଗାଁରେ। ସାମାଜିକ ବାସନ୍ଦ ଭୟରେ କେହି ଶବ ଛୁଇଁଲେନି। ୧୬ ଘଣ୍ଟା ପରେ ବାପାଙ୍କ ଶବକୁ ଭଙ୍ଗା ଖଟିଆରେ ଘୋଷାରି ଘୋଷାରି ନେଇ ସତ୍କାର କଲେ ବିଧବା […]

  • Monday, 19 July 2021
vlcsnap-error878
ଅବକାରୀ ଅଫିସ ଭିତରେ ବ୍ରାଉନ୍‌ସୁଗାର ହାଟ !

ଖୋର୍ଦ୍ଧା: ଅବକାରୀ ବିଭାଗର ନାକ ତଳେ ଚାଲିଛି ନିଶା ବେପାର। ଅବକାରୀ ଅଫିସ ଭିତରେ ଧଳା ଜହରର ହାଟ । ସଉଦା କରୁଛନ୍ତି ବିଭାଗର କର୍ମଚାରୀ। ସ୍ଥାନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପୁରୁଣା ଅଫିସ ଭିତରେ ଥିବା ଅବକାରୀ ଅଫିସ। ସମୟ ରାତି ପ୍ରାୟ ଗୋଟାଏ ୪୭ ମିନିଟ୍। ନିସ୍ତବ୍ଧ ରାତିରେ ଜମିଛି ଭୋଜିଭାତର ଅାସର, ଅାଉ ସେହି ଅାସର ଭିତରେ ମୂଲଚାଲ ହେଉଛି ବ୍ରାଉନସୁଗାରର ଦର । ନିଆଁ ଲଗାଇ ଦମ୍ ମାରିବା ପରେ ଖୋର୍ଦ୍ଧା ଅବକାରୀ […]

  • Monday, 19 July 2021
vlcsnap-error084
ସରକାରୀ ରେକର୍ଡରେ ଚାଳ ଘର ବି ଛାତ ଘର !

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ରେ ବାଟବଣା ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହିତାଧିକାରୀ ଚୟନ ତାଲିକାରେ ନାଁ ଅଛି, କିନ୍ତୁ ପକ୍କାଘର କେବେ ମିଳିବ ତାହା ଭଗବାନଙ୍କୁ ଜଣା। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗରର କିଛି ହିତାଧିକାରୀଙ୍କ ଅଭିଯୋଗ ହୋଇଛି ଯେ ସେମାନଙ୍କର ଚାଳ ଘର ଥିଲେ ବି ସରକାରୀ ରିପୋର୍ଟରେ ତାଙ୍କର ଛାତ ଘର ଥିବା ଦର୍ଶାଯାଇଛି।  ୨୦୧୭–୧୮ର ଗ୍ରାମୀଣ ଗୃହ ନିର୍ମାଣ ହିତାଧିକାରୀ ଚୟନ ତାଲିକାର ସପ୍ତମ ସ୍ଥାନରେ ଥିଲା ପ୍ରକାଶ […]

  • Monday, 19 July 2021
vlcsnap-error051
୨୦ ବର୍ଷ ହେଲା ମିଳୁଛି ରାସ୍ତା ନିର୍ମାଣର ପାଣିଚିଆ ପ୍ରତିଶ୍ରୁତି

ଅନୁଗୁଳ: ଯାହା ହୋଇଛି ହୋଇଛି…ଏଥର ରାସ୍ତା ନିର୍ମାଣ ନିଶ୍ଚିତ । ୨୦ ବର୍ଷ ହେଲା ଏମିତି ପାଣିଚିଆ ପ୍ରତିଶ୍ରୁତି ଦେଇ ଅନୁଗୁଳ ଜିଲ୍ଲା ଧୋକୁଟା ପଞ୍ଚାୟତର ଗୋବିନ୍ଦପୁର ବାସିନ୍ଦାଙ୍କୁ ଠକି ଚାଲିଛନ୍ତି ରାଜନେତାଏ । ସେପଟେ ଅସରାଏ ଦି ଅସରା ବର୍ଷା ହେଲେ ରାସ୍ତା ହୋଇଯାଉଛି ପାଣି କାଦୁଅ ସରସର । ଅାଗକୁ ବର୍ଷା ଆହୁରି ବଢ଼ିବ । ଏଣେ ଏହି ଖାଲ ଖମା ଭରା କାଦୁଅ ରାସ୍ତାରେ କେମିତି ଯାଅା ଅାସ କରିବେ ସେ ନେଇ […]

  • Monday, 19 July 2021
ଊଈଓଗଲ ଜୀଆଉଲୋଲୂ
ଟ୍ରେନ୍‌ରେ ପିଲା ଜନ୍ମ କଲେ ମହିଳା, ଭାରତୀୟ ସେନା ଡାକ୍ତର କଲେ ସାହାଯ୍ୟ

ନୂଆଦିଲ୍ଲୀ : ସୋଶାଲ୍‌ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡ଼ିଓ ଓ ଫଟୋ ଭାଇରାଲ୍‌ ହେଉଛି । ଆଉ କିଛି ଭଲ ଘଟଣା ବା କଥାକୁ ସେୟାର କରୁଛନ୍ତି । ଆଉ ଏହାକୁ ଲୋକେ ପ୍ରଶଂସା କରି ନିଜର ମତ ଦେଉଛନ୍ତି । ଏହା ଭିତରେ ଟ୍ୱିଟରରେ ଏକ ଫଟୋ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଏହି ଫଟୋଟିକୁ ଏଡିଜି ପିଆଇ-ଇଣ୍ଡିଆନ୍‌ ଆର୍ମିଙ୍କ ଟ୍ୱିଟର ପେଜ୍‌ରୁ ସେୟାର କରାଯାଇଛି ।  ଯେଉଁଥିରେ […]

  • Monday, 19 July 2021
celebrity
ସେଲିବ୍ରିଟିଙ୍କୁ କ୍ୟାନସର: କିଏ ଜିତିଛି ତ କିଏ ହାରିଛି...

କ୍ୟାନସର, ଏ ନାଁ ଟି ଶୁଣିଲେ ଭୟରେ ଶୀତେଇ ଉଠେ ଦେହ। କ୍ୟାନସରକୁ ସମସ୍ତଙ୍କର ଭୟ। କିନ୍ତୁ କ୍ୟାନସର ସହିତ ଲଢ଼େଇ କରି ଅନେକ ବିଜୟୀ ମଧ୍ୟ ହୋଇଛନ୍ତି। କ୍ୟାନସରକୁ ମାତ୍ ଦେଇଛନ୍ତି ଅନେକ ଲୋକେ। ଯେଉଁମାନଙ୍କ ଭିତରେ ରହିଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ। ଚିକିତ୍ସା ପରେ ସୁସ୍ଥ ହୋଇ ସେମାନେ ପୂର୍ବଭଳି ନିଜ ନିଜ କର୍ମମୟ ଜୀବନରେ ସକ୍ରିୟ ହୋଇଛନ୍ତି,ସଫଳ ହୋଇଛନ୍ତି। କ୍ୟାନସର ସେମାନଙ୍କ କର୍ମ କ୍ଷେତ୍ରକୁ କୌଣସି ଭାବରେ […]

  • Monday, 19 July 2021
naveen--pandian-vvv
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କଥା କେମିତି ହଠାତ୍‌ ଆରମ୍ଭ ହେଲା ? ରହସ୍ୟ ଖୋଲିଲେ ପାଣ୍ଡିଆନ

ଭୁବନେଶ୍ୱର : ବହୁଦିନ ପରେ ସମସ୍ତଙ୍କ ମନରେ ଥିବା ସନ୍ଦେହ ଓ ପ୍ରଶ୍ନର ଉତ୍ତର ଦେଲେ ପାଣ୍ଡିଆନ୍‌। କାହିଁକି ହଠାତ୍‌ ପୁରୀ ପ୍ରୋଜେକ୍ଟ ଆରମ୍ଭ ହେଲା ? ପୁରୀ ସୌନ୍ଦର୍ଯ୍ୟକରଣର କଥା କିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ ? ଏକଥା ଗୋଟି ଗୋଟି କରି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ । ପୁରୀର ଏ ପରିବର୍ତ୍ତନ ପଛରେ କେହି ନଥିଲେ । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଥିଲେ। ଆଉ ଏହା […]

  • Monday, 19 July 2021
video
ପଶୁ ହେଲେ ବି ହୃଦୟ ଅଛି ... ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ  : ଅନେକ ଉପାୟରେ ପଶୁମାନେ ମଣିଷ ପ୍ରତି ନିଜର ଭାବନାକୁ ବ୍ୟକ୍ତ କରିଥାନ୍ତି । ଆପଣ କୌଣସି ପୋଷା ବିଲେଇ କି କୁକୁରକୁ ଦେଖିଥିବେ , ଯିଏକି ନିଜର ମାଲିକକୁ ସ୍ନେହ କରି ପାଖରେ ରହିଥାଏ । ହେଲେ କୌଣସି ଓଟ ଏମିତି ଆଦର କରିବା ଦେଖିନଥିବେ । ଯାହାକି ଆପଣଙ୍କୁ ପ୍ରଥମ ଅନୁଭବ ପରି ହୋଇପାରେ। ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ଏକ ଓଟର ଭିଡ଼ିଓକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି । […]

  • Monday, 19 July 2021
vlcsnap-error986
ଏ ବର୍ଷ ବି ଫାଙ୍କା ପଡ଼ିବ ହଜାର ହଜାର ଇଞ୍ଜିନିୟରିଂ ସିଟ୍

ଭୁବନେଶ୍ୱର: ଏ ବର୍ଷ ବି ଫାଙ୍କା ପଡ଼ିବ ହଜାର ହଜାର ଇଞ୍ଜିନିୟରିଂ ସିଟ୍। ରାଜ୍ୟରେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ବି.ଟେକ୍ ରେଜିଷ୍ଟ୍ରେସନ୍ ସଂଖ୍ୟା ଏହା କହୁଛି। ଚଳିତ ବର୍ଷ ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ୧୨ ହଜାର ୩୧୯ ଜଣ ରେଜିଷ୍ଟ୍ରେସନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦ହଜାର ୩୬୫ ଛାତ୍ରଛାତ୍ରୀ ଫି ଡିପୋଜିଟ୍ କରିଛନ୍ତି। ଏଆଇସିଟିଇ ଛାଟ ପରେ ଚଳିତ ବର୍ଷ ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜରେ ପ୍ରାୟ ୭ ହଜାର ସିଟ୍ କମିଛି। ବର୍ତ୍ତମାନ […]

  • Monday, 19 July 2021
vlcsnap-error896
ରାସ୍ତା ଅଭାବରୁ ପରିବହନର ପ୍ରମୁଖ ମାଧ୍ୟମ ଖଚର

ମାଲକାନଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ତିଆରି ହେଉଛି ଫର୍ଦ୍ଦ ଫର୍ଦ୍ଦର ଯୋଜନା। ହେଲେ ବାସ୍ତବରେ ବିକାଶ ଗାଁକୁ ଛୁଉଁଛି ତ ? ସତରେ କଣ ବଦଳିଯାଉଛି ଗାଁ ଲୋକଙ୍କ ଭାଗ୍ୟ? ଆଜି ବି ଏମିତି କିଛି ଚିତ୍ର ଅଛି, ଯାହା ଦେଖିଲେ ଆପଣ କହିବେ, ଯୋଜନାର ବାସ୍ତବ ରୂପ କ’ଣ। କାରଣ ରାସ୍ତା ଖଣ୍ଡେ ନାହିଁ ବୋଲି ବର୍ଷ ବର୍ଷ ଧରି ମାଲକାନଗିରି ଜିଲ୍ଲା ରାଲେଗାଡ଼ା ଏବଂ ଧୂଳିପୁଟ ପଞ୍ଚାୟତର ଲୋକଙ୍କର ଖଚର ହିଁ ସାହାରା ପାଲଟିଛି। […]

  • Monday, 19 July 2021
vlcsnap-error838
ଆଗୁଆ ଆସି ବି ଚାଷୀଙ୍କୁ ଠକି ଦେଲା ମୌସୁମୀ

ଭୁବନେଶ୍ୱର: ଖରାରେ କେଉଁଠି ଜମି ଫାଟି ଆଁ କଲାଣି, ତ ଆଉ କେଉଁଠି ବିହନ ଗଜା ହେବା ପୂର୍ବରୁ ବୁଣା ଧାନ ଉଷୁନା ହୋଇ ନାଲି ପଡ଼ିଗଲାଣି।  ତଳି ମରିବା ଦେଖି ଜମିରେ ଗାଈଗୋରୁ ଛାଡ଼ିଦେଲେଣି ଚାଷୀ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକ୍ ମୌସୁମୀ ବର୍ଷା ଦେଖି ଆଗୁଆ ଅଖିମୁଠି ଅନୁକୂଳ କରିଥିବା ଚାଷୀକୂଳ ଏବେ ରୂଆ ବେଉଷଣ କରିବା କଥା। କିନ୍ତୁ ଜୁନ୍ ଯାଇ ଜୁଲାଇ ଚାଲିଥିଲେ ବି ଭଲ ବର୍ଷା ହୋଇନଥିବାରୁ ଦେଖାଦେଇଛି […]

  • Monday, 19 July 2021
vlcsnap-error899
ବାଙ୍କୀ ହସ୍ପିଟାଲ: ସବୁ ବିଭାଗରେ ତାଲା, ମୂଲ୍ୟବାନ ସରଞ୍ଜାମରେ ଅଳନ୍ଧୁ ଲାଗିଲାଣି

ବାଙ୍କୀ: ଗାଁ ଗାଁରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏହାର ସଫଳ ରୂପାୟନ ହୋଇପାରୁନି। ଅନେକ ସ୍ଥାନରେ ଉଚ୍ଚକୋଟୀର ଡାକ୍ତରଖାନା ନିର୍ମାଣ ହୋଇଛି। ଅନ୍ୟପକ୍ଷରେ ଡାକ୍ତର ଅଭାବ ଯୋଗୁଁ ଖତ ଖାଉଛି ବିଭିନ୍ନ ସରଞ୍ଜାମ। ସେହିପରି ଜରୁରୀକାଳୀନ ଓ୍ୱାର୍ଡରେ ବି ଖାଲି ପଡ଼ୁଛି ଡାକ୍ତରଙ୍କ ସିଟ୍। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କୀ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ। ଯେଉଁ ବିଭାଗକୁ ଦେଖିବେ ସେଠି ତାଲା ଝୁଲୁଛି। ୩୦ଟି ପଞ୍ଚାୟତର […]

  • Monday, 19 July 2021
saloon-1
ନିଆରା ନିଶା : ସେଲୁନ୍‌ରେ ଲାଇବ୍ରେରୀ

ତାମିଲନାଡୁ : ଅଭାବ ଥିଲା, ସେଥିପାଇଁ ଅଷ୍ଟମ ଶ୍ରେଣୀରୁ ହିଁ ତାମିଲନାଡୁର ପୋନମାରିଆପ୍ପନଙ୍କ ପାଠପଢ଼ାରେ ଡୋରି ଲାଗିଲା। ହେଲେ ଶିକ୍ଷା ପ୍ରତି ଦୁର୍ବଳତା କିନ୍ତୁ ତାଙ୍କୁ ଆଜି ଦେଇଛି ଭିନ୍ନ ଏକ ପରିଚୟ। ନିଜ ସେଲୁନ୍‌ରେ କରିଛନ୍ତି ଏକ ପାଠାଗାର, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂରଣ ହୋଇପାରିନଥିବା ସ୍ୱପ୍ନକୁ ଅନ୍ୟ ଉପାୟରେ ସାକାର କରିବାକୁ ପ୍ରୟାସ। ସୁସଜ୍ଜିତ ଦୋକାନ ଘରେ ଭଳି ଭଳିକା ପୁସ୍ତକର ସମ୍ଭାର । ଯେକେହି ଦେଖିବ, ଏହାକୁ […]

  • Monday, 19 July 2021
gogle
ଗୁଗଲରେ ଭାରତୀୟ ମାନେ କଣ ବେଶୀ ଖୋଜନ୍ତି ? ଜାଣନ୍ତି ଆପଣ

ନୂଆଦିଲ୍ଲୀ  : ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଂଜିନ୍‌ ଗୁଗଲ । ୟୁଜର ଯେକୌଣସି ତଥ୍ୟ ପାଇଁ ଗୁଗଲର ସାହାଯ୍ୟ ନେଇଥାନ୍ତି । ଗୁଗଲ ସର୍ଚ୍ଚ କରିଥାନ୍ତି । ଗୁଗଲ ୨୦୧୯ ମସିହାରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ତଥ୍ୟର ଏକ ଲିଷ୍ଟ ଜାରି କରିଛି । ଗୁଗଲର ସୂଚନା ମୁତାବକ , ଏହି ବର୍ଷ ଲୋକମାନେ ଲୋକସଭା ନିର୍ବାଚନ , ଚନ୍ଦ୍ରୟାନ-୨,  ଆର୍ଟିକଲ ୩୭୦ ଭଳି ଘଟଣା ବିଷୟରେ ଜାଣିବାକୁ ଅଧିକ ମାତ୍ରାରେ ଗୁଗଲ ସର୍ଚ୍ଚ […]

  • Monday, 19 July 2021
ଏଓଈଓ ଏପୋଈସୋ
ଏସ୍‌ପି ସାରା ଶର୍ମାଙ୍କ ନିଆରା ଉଦ୍ୟମ , କିନ୍ନରଙ୍କୁ କରାଇଲେ ସ୍ୱାବଲମ୍ୱୀ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଓମ୍‌ଫେଡ ପାର୍ଲର ଖୋଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସ୍‌ପି ସାରା ଶର୍ମା ।  ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଏହି ଓମ୍‌ଫେଡ ପାର୍ଲର ଖୋଲା ଯାଇଛି। ଗତକାଲି ସନ୍ଧ୍ୟାରେ ଏହାକୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଦ୍‌ଘାଟନ କରିଥିଲେ। ଏହା ୨୪ ଘଣ୍ଟା ଖୋଲା ରହିବ। ଏଥିସହ ଏଠାରେ ଚାହା, କଫି ଏବଂ ଗରମ କ୍ଷୀର ସାଙ୍ଗକୁ ପାଣି ମଧ୍ୟ ବିକ୍ରି କରାଯିବ। ଏହାଦ୍ୱାରା ଡାକ୍ତରଖାନାକୁ ଆସୁଥିବା […]

  • Monday, 19 July 2021
police
ସବ୍‌-ଇନ୍‌ସପେକ୍ଟର ହେଲେ କଦଳୀ ବିକାଳି, ଫଟୋ ଭାଇରାଲ୍‌

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ଉପଦ୍ରବ ସୃଷ୍ଟି କରୁଥିବା ଲୋକଙ୍କୁ ଧରିବା ପାଇଁ ପୁଲିସ୍‌ ଉଠାଇଛି ଏକ ସ୍ୱତନ୍ତ୍ର କୌଶଳ । ଫିଲ୍ମରେ ଯେମିତି ଅପରାଧିଙ୍କୁ ଧରିବା ପାଇଁ ପୁଲିସ୍‌ ନିଜର ବେଶ ବଦଳେଇଥାନ୍ତି । କେତେବେଳେ ଫଳ ବିକାଳୀ ତ କେତେ ଭିକ୍ଷୁକ ସାଜି ସଡ଼କରେ ବସିଥାନ୍ତି । ଆଉ ଅପରାଧି ଅପରାଧ ଘଟାଇବା ବେଳେ , ତାକୁ ଧରିନେଇଥାନ୍ତି । ଠିକ୍‌ ଏହିଭଳି ନାଗରିକ ସଂଶୋଧନ ଆଇନ୍‌( CAA)କୁ ନେଇ ବିଶୃଙ୍ଖଳା ସୃଷ୍ଟି […]

  • Monday, 19 July 2021
jiva
ଗୀତ ଗାଇ ହୃଦୟ ଜିତିଲେ ଧୋନିଙ୍କ ଝିଅ ; ଭିଡିଓ ଭାଇରାଲ୍

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, କ୍ରିକେଟ୍‌ ଖେଳନ୍ତୁ ବା ଖେଳ ବାହାରେ ଥାଆନ୍ତୁ , କିନ୍ତୁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । ଧୋନିଙ୍କ ପରି ତାଙ୍କ ଝିଅ ଜିଭା ମଧ୍ୟ  ନିଜର ଶିଶୁ ସୁଲଭ ଚାଲିଚଳନକୁ ନେଇ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥାଆନ୍ତି । ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀଙ୍କ ଲାଡଲି ଜିଭାର ଗୀତ ଗାଇବା ଭିଡ଼ିଓ ଏବେ ଭାଇରାଲ ହୋଇଛି । ସେ ନିଜର କଅଁଳ କଣ୍ଠରେ ମାଲୟାଲମ୍‌ […]

  • Monday, 19 July 2021