• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

railway
ମାଟ୍ରିକ୍‌ ପାସ୍‌ ପିଲାଙ୍କ ପାଇଁ ରେଲ୍‌ୱେରେ ଚାକିରି ଅଫର୍‌, ହେବନି କୌଣସି ପରୀକ୍ଷା

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ସାଉଥ୍‌ ସେଣ୍ଟ୍ରାଲ୍‌ ରେଲ୍‌ୱେ ୪୧୦୩ ପଦ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦ ପାଇଁ ୧୦ମ ପାସ୍‌ କରିଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନଭେମ୍ବର ୯ ତାରିଖରୁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଡିସେମ୍ବର […]

  • Wednesday, 21 July 2021
odisha
‘ଓଡ଼ିଆ ଲୋକଙ୍କ ପାଇଁ ମାଗଣାରେ ଗାଇବି’

କଟକ: ଜମୁଛି ଐତିହାସିକ କଟକ ବାଲିଯାତ୍ରା। ଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଗତକାଲି ସନ୍ଧ୍ୟା ଥିଲା ଭରପୁର୍‌ ଏଣ୍ଟରଟେନ୍‌ମେଣ୍ଟ। କାରଣ ମଞ୍ଚ ଉପରେ ଥିଲେ ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଦଲେର୍‌ ମେହେନ୍ଦୀ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ଦୀର୍ଘ ୨ ଘଣ୍ଟା ଧରି ଗୋଟିଏ ପରେ ଗୋଟିଏ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଥିଲେ ଦଲେର୍‌। ଆଉ ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ। […]

  • Wednesday, 21 July 2021
pearl
କେବଳ ସମୁଦ୍ର ନୁହେଁ, ପୋଖରୀରୁ ବି ଉତ୍ପାଦନ ହୋଇପାରିବ ମୁକ୍ତା

ଜଳେଶ୍ୱର: ମୁକ୍ତା କେବଳ ସମୁଦ୍ରରୁ ନୁହେଁ, ପୋଖରୀରୁ ମଧ୍ୟ ଉତ୍ପାଦନ କରିବା ସମ୍ଭବ। କଥାଟି ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କଠିନ ପରିଶ୍ରମ ଓ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ପୋଖରୀରୁ ମୁକ୍ତା ଉତ୍ପାଦନ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଗୁନାପୁର ଗାଁର ଅରୁଣ ଓ ଜଗନ୍ନାଥ। ଉଭୟ ପୋଖରୀରେ ମୁକ୍ତା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପ୍ରଥମେ ଏମାନେ ଗୁଜୁରାଟରୁ ୪୫ […]

  • Wednesday, 21 July 2021
Turkmenistan 4
ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ନୂଆଦିଲ୍ଲୀ: ଆମେ ଯେଉଁଠି ରହୁ ସେହି ସ୍ଥାନକୁ ହିଁ ଆମେ ଆମର ଦୁନିଆ ଓ ସଂସାର ବୋଲି ଭାବି ନେଉ। ହେଲେ  ଦୁନିଆ ଖାଲି ସେତିକିରେ ସୀମିତ ନୁହେଁ । ହେଲେ ଆମେ ଏଠି ଆପଣଙ୍କୁ ଦୁନିଆ ନୁହେଁ, ନର୍କର ପ୍ରବେଶ ପଥ ବିଷୟରେ କହିବାକୁ ଯାଉଛୁ। ହଁ, ଲୋକେ ଏହାକୁ ନର୍କର ପ୍ରବେଶ ପଥ ବୋଲି ଭାବି ନେଇଛନ୍ତି।  ନର୍କର ଏହି ପ୍ରବେଶ ପଥରେ ଏକ ବହୁତ ବଡ଼ ଗାତ ଅଛି, ଯେଉଁଠି ଦୀର୍ଘ ୪୭ […]

  • Wednesday, 21 July 2021
monkey 22
ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

ବେଜିଂ: ଆଜିକାଲି ଅନ୍‌ଲାଇନ୍‌ ସପିଂ କରିବା ଏକ ସାଧାରଣ କଥା ହୋଇଗଲାଣି, ଯାହାକୁ ଦେଖ ସିଏ ଅନ୍‌ଲାଇନ୍‌ରେ ସପିଂ କରୁଛନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ମାଙ୍କଡ଼ମାନେ ଅନ୍‌ଲାଇନ୍‌ରେ ସପିଂ କରିବା ? କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଏମିତି କିଛି ଘଟଣା ଘଟିଛି ଚୀନ୍‌ରେ। ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇ କହିବେ ଏମିତି କେମିତି ହୋଇପାରିଲା ? ଚୀନ୍‌ର ଜିଙ୍ଗସୁ ପ୍ରଦେଶ ସ୍ଥିତ ୟାଙ୍ଗ୍‌ଚେଙ୍ଗ୍‌ ଚିଡ଼ିଆଖାନାରେ ଏହି ଅଜବ ଘଟଣା […]

  • Wednesday, 21 July 2021
vase
୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଲଣ୍ଡନ: କଥାରେ ଅଛି ଭଗବାନ ଯେତେବେଳେ ଦେଇଥାନ୍ତି ସେତେବେଳେ ଛପର ଫାଡ଼ି ଦେଇଥାନ୍ତି। ଏମିତିରେ ବି ଅନେକ ସମୟରେ ଆମେ କିଛି ଜିନିଷ ବିଷୟରେ ଭଲ ଭାବରେ ନ ଜାଣି ମଧ୍ୟ ଏହାକୁ ସାଧାରଣ ଭାବି କିଣି ଦେଇଥାଉ। ହେଲେ ପରେ ସେସମ୍ପର୍କରେ ଯେତେବେଳେ ଜାଣିଥାଉ ତାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏମିତି କିଛି ଘଟଣା ଘଟିଛି ଲଣ୍ଡନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ। ସୂଚନା ଅନୁସାରେ, ଏହି ବ୍ୟକ୍ତି ଜଣକ ଏକ ନିଲାମୀରେ ମାତ୍ର ୯୦ […]

  • Wednesday, 21 July 2021
prem anand
ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଭୁବନେଶ୍ୱର: ପୁଣିଥରେ ବଲିଉଡ୍‌ରେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା ଦେଖିବାକୁ ମିଳିଛି। ଅପ୍‌କମିଂ ବଲିଉଡ୍‌ ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’ର ଦୁଇଟି ଗୀତକୁ ସୁମଧୁର ସଙ୍ଗୀତରେ ସଜାଇଛନ୍ତି ପ୍ରେମ୍ ଆନନ୍ଦ। ଏହି ଫିଲ୍ମକୁ ମିଶାଇ ଦ୍ୱିତୀୟ ଥର ଲାଗି ସେ ବଲିଉଡ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ପୂର୍ବରୁ ସେ ‘ଦେଖ୍‌ ଭାଇ ଦେଖ୍‌’ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’କୁ ନିର୍ଦ୍ଦେଶନା ଦେଇଛନ୍ତି ହରିଶ୍‌ ରାୱତ୍‌। ତ୍ରିକୋଣୀୟ […]

  • Wednesday, 21 July 2021
odisha
୩ ଘଣ୍ଟା ଚାର୍ଜ ହେଲେ ୪୦ କି.ମି. ଗଡ଼ିବ ଏହି ବ୍ୟାଚେରୀ ଚାଳିତ ସାଇକେଲ

ସୋର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଜଣେ ଛାତ୍ରଙ୍କ ନିକଟରେ। ବିନା କୌଣସି ତାଲିମରେ ନିଜ ଉଦ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅନ୍ତର୍ଗତ ସାଜନପୁର କସବା ଗାଁର ଜୀବନଜ୍ୟୋତି ନାୟକ ବ୍ୟାଚେରୀ ଚାଳିତ ସାଇକେଲ ତିଆରି କରିଛନ୍ତି। ଏହି ସାଇକେଲ୍‌ ବ୍ୟବହାର କରିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବନାହିଁ। ଆସନ୍ତୁ ଜାଣିବା ଏହି ବ୍ୟାଟେରୀ ଚାଳିତ ସାଇକେଲ୍‌ ବିଷୟରେ… ଏହା ସାଇକେଲ୍‌ ଭଳି ଦେଖା […]

  • Wednesday, 21 July 2021
odisha
ଓଡ଼ିଆ ପୁଅ ଶ୍ରୀତମ ପାଇଲେ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ସ୍ମାର୍ଟ ଫୋନର ଉପଯୁକ୍ତ ବ୍ୟବହାର କରି ବାଲେଶ୍ୱର ଜିଲ୍ଲା ଶୋଭାରାମପୁରର ଜଣେ ଛାତ୍ର ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ ପାଇଛନ୍ତି। ତାଙ୍କ ନାଁ ଶ୍ରୀତମ କୁମାର ସେଠୀ। ଶ୍ରୀତମ ହାଇଟେକ୍ ମେଡିକାଲ କଲେଜର ଦ୍ୱିତୀୟ ବର୍ଷ ବି. ଫାର୍ମାସିରେ ପଢ଼ନ୍ତି। କିନ୍ତୁ ନିଶା ତାଙ୍କର ଫଟୋଗ୍ରାଫି। ବିଶେଷକରି ବନ୍ୟଜନ୍ତୁ ଓ ପ୍ରକୃତିର ସବୁଜିମାର ଫଟୋ ଉଠାଇବା ତାଙ୍କର ନିଶା। ଚଳିତ ବର୍ଷ ଆମେରିକାର ନ୍ୟୁୟର୍କରେ ଆୟୋଜିତ ଅନ୍ତର୍ଜାତୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ […]

  • Wednesday, 21 July 2021
china
ଭାଇ ପାଇଁ ୫ ବର୍ଷ ହେବ ମାତ୍ର ୨୧ ଟଙ୍କାରେ ଜୀବନ କାଟୁଛନ୍ତି ଏହି ଭଉଣୀ, ହେଲେ ଏବେ...

ବେଜିଂ: ସୋଶାଲ୍‌ ମିଡିଆରେ ଆପଣ ଏମିତି ଅନେକ ଫଟୋ ହେଉ ଅଥବା ଭିଡିଓ ଦେଖିଥିବେ ସେଥିମଧ୍ୟରୁ ଏମିତି କିଛି ଫଟୋ ବା ଭିଡିଓ ଥିବ ଯାହା ଦେଖିଲା ପରେ ଆପଣଙ୍କୁ ଦୁଃଖ ନିଶ୍ଚୟ ଲାଗିଥିବ। ଏବେ ସୋଶାଲ୍‌ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହା ପଛର କାହାଣୀ ଜାଣିଲେ ଆପଣଙ୍କୁ ନିଶ୍ଚୟ ଦୁଃଖ ଲାଗିବ। ଚୀନ୍‌ର ଏହି ୨୪ ବର୍ଷୀୟ ଯୁବତୀଙ୍କ ଦୁଃଖଭରା କାହାଣୀ ଯାହା ଏବେ ସାରା ବିଶ୍ୱର ହୃଦୟକୁ ଥରାଇଦେଇଛି। ଚୀନ୍‌ର […]

  • Wednesday, 21 July 2021
bull
ଷଣ୍ଢ ଖାଇଗଲା ୪ ଭରି ସୁନା !

ଚଣ୍ଡୀଗଡ଼: ସୁନା ପ୍ରତି କାହାର ବା ଲୋଭ ନ ଥାଏ। ହଠାତ୍‌ ସୁନା କଥା ଶୁଣିଲେ ଆମ ମୁହଁର ପରିପ୍ରକାଶ ଟିକେ ଅଲଗା ପ୍ରକାର ହୋଇଯାଇଥାଏ। ହେଲେ କଷ୍ଟସଞ୍ଚିତ ୪ ଭରି ସୁନା ଯଦି ଷଣ୍ଢ ଖାଇଯିବ ତେବେ କେମିତି ଲାଗିବ ? ହଁ, ହରିଆଣାରେ ଜଣେ ବ୍ୟକ୍ତିଙ୍କର ୪ ଭରି ସୁନା ଷଣ୍ଢ ଖାଇ ଦେଇଛି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ହରିଆଣାର ସିରସାରେ ଘଟିଛି ଏହି ଅଜବ ଘଟଣା, ଯାହା ସମସ୍ତଙ୍କୁ […]

  • Wednesday, 21 July 2021
ghost
ଏହି ଘରେ ୧୦ ଘଣ୍ଟା ରହିଲେ ମିଳିବ ୧୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି। କିଛି ଲୋକ ଭୂତ-ପ୍ରେତ ଉପରେ ବିଶ୍ୱାସ କରୁ ନ ଥିବାବେଳେ ଆଉ କିଛି ଲୋକ ଭୂତ-ପ୍ରେତ ନାଁ ଶୁଣିଲେ ମାତ୍ରେ ଭୟରେ ଥରି ଉଠନ୍ତି। ଯଦି ଆପଣ ଭୂତ-ପ୍ରେତ ବିଶ୍ୱାସ କରୁ ନାହାନ୍ତି, ହୁଏତ ଏହି ଖବର ଆପଣଙ୍କ ପାଇଁ ଖୁସି ଆଣିପାରେ। କାହିଁକି ନା କିଛି ଘଣ୍ଟାରେ ଆପଣ ହୋଇପାରନ୍ତି ଲକ୍ଷପତି ! ଆପଣ ଯାହାବି ଶୁଣିଲେ ସତ। ଆସନ୍ତୁ ଜାଣିବା ଏମିତି କ’ଣ ଘଟଣା ଯାହା […]

  • Wednesday, 21 July 2021
diwali 11
ଏମିତି ପାଳନ୍ତୁ ସୁରକ୍ଷିତ ଦୀପାବଳି

ଭୁବନେଶ୍ୱର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର, ସବୁଠି ଉତ୍ସବର ମାହୋଲ୍‌। ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଏଥିପାଇଁ ବାଣ, ଦୀପ ଓ ମିଠା ଦୋକାନରେ ଲୋକଙ୍କ ଭିଡ଼ ଲାଗିଛି। ବାଣ ଫୁଟାଇବା ସମୟରେ ଅନେକ ଅଘଟଣ ଘଟି ବହୁ ଲୋକ ମୃତାହତ ହୋଇଥାନ୍ତି। ତେଣୁ ଏହି ସମୟରେ ସତର୍କ ରହିବା ଜରୁରୀ। ତେବେ ବାଣ ଫୁଟାଇବା ବେଳେ କ’ଣ କ’ଣ ସତର୍କତା ଅବଲମ୍ବନ କରିବା ଆସନ୍ତୁ […]

  • Wednesday, 21 July 2021
cockroach--11
ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ୱାଶିଂଟନ୍‌: ସୋଶାଲ୍‌ ମିଡିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡିଓ ଭାଇରାଲ ହେଉଛି। ଏବେ ଏକ ଅସରପାର ଭିଡିଓକୁ ନେଇ ଚର୍ଚ୍ଚା। ଅସରପାର ଏମିତି କିଛି କାରନାମା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅସରପାର ଏଭଳି କାରନାମାକୁ ନେଇ ସମସ୍ତଙ୍କ ମନ ମଧ୍ୟରେ  ଗୋଟିଏ ପ୍ରଶ୍ନ, ଅସରପା ଏମିତି କେମିତି କରିପାରିବ ! ଆମେରିକାର ନ୍ୟୁୟର୍କରେ ଏହି ଅଜବ ଘଟଣା ଘଟିଛି। ନ୍ୟୁୟର୍କ ସହରର ସଡ଼କରେ ଜଳନ୍ତା ସିଗାରେଟ୍‌ ସହ ଏକ […]

  • Wednesday, 21 July 2021
jio
ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ନୂଆଦିଲ୍ଲୀ: ଦିୱାଲି(ଦୀପାବଳି)ରେ ଆପଣ କାହାକୁ ଗିଫ୍ଟ ଦେବାକୁ ଭାବିଛନ୍ତି କି? ତେବେ ଆଉ ଡେରି କାହିଁକି ଘରେ ବସି ଆପଣ ଏହି ଗିଫ୍ଟ କରିପାରିବେ। ତାହା ବି ପୁଣି ଶସ୍ତାରେ। ଫେଷ୍ଟିଭ୍‌ ସିଜ୍‌ନ୍‌କୁ ଦୃଷ୍ଟିରେ ରଖି ‘ରିଲାଏନ୍ସ ଜିଓ’ ଏହାର ଜିଓ ଫୋନ୍‌ ଉପରେ ଆକର୍ଷଣୀୟ ଅଫର ଆଣିଛି। ଏହି ଅଫରରେ ଆପଣଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓର 4G ସ୍ମାର୍ଟଫୋନ୍‌ ମିଳିପାରିବ। ଏହି ଫୋନ୍‌ ପ୍ରଥମେ ଯେତେବେଳେ ଲଞ୍ଚ ହୋଇଥିଲା ଏହାର ମୂଲ୍ୟ ୧୫୦୦ ଟଙ୍କା […]

  • Wednesday, 21 July 2021
odisha
ରାଜଧାନୀରେ ପାର୍କିଂ କେଳେଙ୍କାରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାର୍କିଂ କେଳେଙ୍କାରୀ। ଏକ ନମ୍ବର ହାଟରେ ଥିବା ପାର୍କିଂରୁ ଏତେ କମ୍ ଟଙ୍କା ଆଦାୟ ହେଉଛି, ଆପଣ ବି ବିଶ୍ୱାସ କରିପାରିବେନି। ଟିକେଟ୍‌ ବହିରେ ଦେଖିବାକୁ ମିଳିଛି, ଏଠାରୁ ଦୁଇଦିନ ମଧ୍ୟରେ କେତେ ଅର୍ଥ ଆଦାୟ ହୋଇଛି। ଦୈନିକ ମାତ୍ର ୮୮୦ ରୁ ୯ଶହ ୬୦ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି। ଆପଣଙ୍କୁ ବିଶ୍ୱାସ ଲାଗୁ ନ ଥିଲେ ବିି ଏହା ସତ। ଯଦି ଏକ ନମ୍ବର ଭଳି ହାଟରୁ ଦୈନିକ ଆଦାୟ ଏତେ […]

  • Wednesday, 21 July 2021
loot
ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ବ୍ରାସିଲିଆ(ବ୍ରାଜିଲ): ଲୁଟ୍‌ କରିବା ପାଇଁ ଲୁଟେରାମାନେ କେତେବେଳେ ବନ୍ଧୁକ ମୁନରେ ଧମକ ଦେଇଥାନ୍ତି ତ, ଆଉ କେତେବେଳେ ଛୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରିଥାନ୍ତି। ହେଲେ ଏ କ’ଣ ! ଏହି ଲୁଟେରା ଜଣକ ଲୁଟ୍‌ କରିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଉଛି। ଆଶ୍ଚର୍ଯ୍ୟ ଲାଗୁଛି ନା? ଆଜ୍ଞା ହଁ,  ଲୁଟ୍‌ ବେଳେ ଜଣେ ଲୁଟେରାଙ୍କ ଏମିତି ଏକ ବ୍ୟବହାର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ବି ଟିକେ ଆଚମ୍ବିତ ହୋଇଯିବେ। ବ୍ରାଜିଲ୍‌ରେ ଏଭଳି […]

  • Wednesday, 21 July 2021
Susmita Mohanty
ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ନୂଆଦିଲ୍ଲୀ/ଭୁବନେଶ୍ୱର: ବିବିସିର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ । ଏହି ତାଲିକାରେ ଭାରତର ୭ ଜଣ ମହିଳାଙ୍କ ନାଁ ରହିଛି, ଯେଉଁଥିରେ ଓଡ଼ିଆ ଝିଅ ସୁସ୍ମିତା ମହାନ୍ତି ଅଛନ୍ତି। କଟକରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତିଙ୍କ ଏହି ସଫଳତା ଖାଲି କଟକ ଜିଲ୍ଲା ପାଇଁ ନୁହେଁ ବରଂ ସାରା ଓଡ଼ିଶା ଓ ଭାରତ ଏଥିପାଇଁ ଗର୍ବିତ। ପୂର୍ବତନ ଇସ୍ରୋ ବୈଜ୍ଞାନିକ ନୀଳମଣି ମହାନ୍ତିଙ୍କ ଝିଅ ସୁସ୍ମିତା ମହାନ୍ତି ତାଙ୍କର କ୍ୟାରିୟର ବହୁତ […]

  • Wednesday, 21 July 2021
toilet
୧୫ ମିନିଟ୍‌ରୁ ଅଧିକ ସମୟ ଟଏଲେଟ୍‌ରେ ରହିଲେ ବାଜିବ ଆଲାର୍ମ

ବେଜିଂ: ଆପଣ ଟଏଲେଟ୍‌ରେ କେତେ ସମୟ ବିତାଉଛନ୍ତି ? ଏଭଳି ପ୍ରଶ୍ନ କେବେ କାହାକୁ ବି କରାଯାଇପାରିବନି। କାହିଁକି ନା ଟଏଲେଟ୍‌ରେ କିଏ କେତେ ସମୟ ବିତାଇବ ସେହିଁ କେବଳ କହିପାରିବ ଯିଏ ଟଏଲେଟ୍‌ରେ ଥିବ। ହେଲେ ଆମେ ଏଠି ଆପଣଙ୍କୁ ଏହି ପ୍ରଶ୍ନ ଏଥିପାଇଁ କଲୁ କାରଣ ଏବେ ସ୍ମାର୍ଟ ଟଏଲେଟ୍‌ ଆସି ଯାଇଛି।  ଟଏଲେଟ୍‌ରେ ଆପଣ ଆଉ ଅଧିକ ସମୟ ରହିପାରିବେନି। ଆଉ ଯଦି ରୁହନ୍ତି ଏକ ଆଲାର୍ମ ବାଜିବ। ଚୀନ୍‌ରେ ଏହି ନୂତନ […]

  • Wednesday, 21 July 2021
odisha
‘ମତେ ପଛେ ବିକ୍ରି କରିଦିଅ କିନ୍ତୁ ମୋ ପୁଅକୁ ଭଲ କରିଦିଅ’

ଭୁବନେଶ୍ୱର: ‘ମତେ ପଛେ ବିକ୍ରି କରିଦିଅ କିନ୍ତୁ ମୋ ପୁଅକୁ ଭଲ କରି ଦିଅ। ସେ ଚାଲିଗଲେ ମୁଁ ରହି ପାରିବିନି।’ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯବାନ ପୁଅକୁ ଭଲ କରିବାକୁ ଏ ହେଉଛି ଜଣେ ଅସହାୟ ବୁଢା ବାପାର ଆକୁଳ ନିବେଦନ। ଗୋଟିଏ ପଟେ ରାଜ୍ୟ ସରକାର ନିଜର ସ୍ୱଚ୍ଛ ଓ ନିର୍ମଳ ଭାବ ମୂର୍ତ୍ତି ପାଇଁ ୫-ଟିର ପ୍ରଚଳନ କରିଛନ୍ତି, ହେଲେ ଦେଶବାସୀଙ୍କ ସୁରକ୍ଷାରେ ସର୍ବଦା ଜାଗ୍ରତ ସେନା ଓ ଯବାନମାନଙ୍କୁ ସୁରକ୍ଷା […]

  • Wednesday, 21 July 2021
food
ନିରାମିଷରେ ପ୍ରସ୍ତୁତ ଚିକେନ, ମଟନ, ଚିଙ୍ଗୁଡ଼ି !

ଭୁବନେଶ୍ୱର: ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ। ପ୍ରାୟତଃ ସମସ୍ତେ ଏହି ମାସରେ ଆମିଷ ଖାଇବା ଛାଡ଼ି ଦେଇଥାନ୍ତି। ଏପରିକି ଆମିଷ ନାଁ ଶୁଣିଲେ କେହିକେହି ନାକ ବି ଟେକି ଥାନ୍ତି। ଯଦି ଆମେ ଆପଣଙ୍କୁ କହିବୁ ଏବେ ଭେଜ୍‌ ଚିକେନ୍‌, ଭେଜ୍ ମଟନ୍‌ , ଭେଜ୍‌ ଚିଙ୍ଗୁଡ଼ି…ତା‘ବି ପୁଣି ବିନା ଆମିଷରେ ପ୍ରସ୍ତୁତ ଖାଦ୍ୟ ବଜାରରେ ମିଳୁଛି। ଏହା ଜାଣିଲା ପରେ ଆପଣ କେବେ ଏହାକୁ ବିଶ୍ୱାସ କରିବେନି। କାହିଁକି ନା କେହି କେବେ […]

  • Wednesday, 21 July 2021
seat belt
ଜାଣନ୍ତି, ଦୁର୍ଘଟଣାବେଳେ କିଏ ସେହି ଦେବଦୂତ ଯିଏ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ

ନୂଆଦିଲ୍ଲୀ: କାର୍‌ ଡ୍ରାଇଭ କରିବା ବେଳେ ସିଟ୍‌ ବେଲ୍ଟ ପିନ୍ଧିବା ନିହାତି ଜରୁରୀ। ହେଲେ କିଛି ଲୋକ ଖାମ୍‌ ଖିଆଲି ଭାବେ ଏହା ନ ପିନ୍ଧି ଗାଡ଼ି ଡ୍ରାଇଭିଂ କରିଥାନ୍ତି। ହେଲେ ଜାଣନ୍ତି, ଦୁର୍ଘଟଣା ସମୟରେ ଏହି ସିଟ୍‌ ବେଲ୍ଟ କିଭଳି ଦେବଦୂତ ଭଳି ଲୋକଙ୍କ ଜୀବନ ବଞ୍ଚାଇ ଥାଏ ! ଚାରି ଚକିଆ ଏସ୍‌ୟୁଭି କାର୍‌ରେ ଦୁର୍ଘଟଣାରୁ ଡ୍ରାଇଭର ଓ ଅନ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସିଟ୍‌ ବେଲ୍ଟ ଓ ଏୟାର୍‌ ବ୍ୟାଗ୍‌ର ବ୍ୟବସ୍ଥା […]

  • Wednesday, 21 July 2021
hole
ଏକ ରହସ୍ୟମୟ ଗାତ, ଯେତେ ଭରିଲେ ବି ପୂରୁନି

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ରହସ୍ୟମୟ ଜିନିଷ ଅଛି ଯାହାକୁ ଜାଣିଲେ ଆମେମାନେ ଆଶ୍ଚର୍ଯ୍ୟ ହୋଇଯାଉ। ଏମିତି ଏକ ରହସ୍ୟ ଜିନିଷ ସାଉଦି ଆରବରେ ଅଛି। ଏଠାରେ ଏମିତି ଏକ ଗାତ ଅଛି ଯାହାକୁ ପୋତା ଯିବାପାଇଁ ବହୁତ ଥର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ହୋଇପାରିନାହିଁ। କୁହାଯାଏ କି ଆଜି ପର୍ଯ୍ୟନ୍ତ ଏହି ଗାତକୁ କେହି ବି ପୋତିବାରେ ସଫଳ ହୋଇପାରି ନାହାନ୍ତି। ଆପଣ ଜାଣିଛନ୍ତି ଏହା ପଛରେ ବି ଏକ ରହସ୍ୟ ଲୁଚି କି […]

  • Wednesday, 21 July 2021
beggar
କୋଟିପତି ଭିକାରୀ, ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଏତେ ଟଙ୍କା ଯେ ଜାଣିଲେ ହୋସ୍‌ ଉଡ଼ିଯିବ

ନୂଆଦିଲ୍ଲୀ: ଜଣେ ଭିକାରୀ ପାଖରେ କେବେ କୋଟି କୋଟି ଟଙ୍କା ଥିବ ବୋଲି ଆପଣ ଭାବି ପାରୁଛନ୍ତି? ଭାବିବା ତ ଦୂର କଥା ଏଭଳି କଥା ଆମମାନଙ୍କ ମନକୁ ମଧ୍ୟ କେବେ ଆସେ ନ ଥାଏ କି ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବ। କେବେ କେବେ ତ ଆମେମାନେ ଭିକାରୀର ଚେହେରା ବା ଅବସ୍ଥା ଦେଖି ସେମାନଙ୍କୁ ଟଙ୍କା ଦେଇ ଦେଉ। ହେଲେ ଆମେ ଜାଣି ନ ଥାଉ କି ପ୍ରକୃତରେ […]

  • Wednesday, 21 July 2021
new-psd-file
ଉତ୍କଳୀୟ ଶାକ୍ତ ପରମ୍ପରାରେ ଜଗନ୍ନାଥ ଓ ଦୁର୍ଗା

ମିହିର ପଟ୍ଟନାୟକ ଓଡ଼ିଶାର ପୂର୍ବ ନାମଟି ଥିଲା ଉଡ୍ର ବା ଓଡ୍ର। ଏହି ମାଟି ଉଡ୍ଡିଆନ ତନ୍ତ୍ର ସାଧନାର ପୀଠ ବୋଲି ଏହାର ନାମକରଣ ଏପରି ହୋଇଛି ବୋଲି କୁହାଯାଏ। ଜଗନ୍ନାଥ ସଂସ୍କୃତିରେ ତନ୍ତ୍ର ଆରୋପଣ ଓ ଶ୍ରୀ ଜୀଉମାନଙ୍କୁ ତାରା, କାଳି ଓ ଭୁବନେଶ୍ୱରୀ ଯନ୍ତ୍ରରେ ଆରୁଢ଼ କରି ପୂଜା କରିବା ବିଧି ଓଡ଼ିଶା ବା ଉଡ୍ର କ୍ଷେତ୍ରକୁ ମହିମାନ୍ଵିତ କରିଛି। ଶୈବ, ଶାକ୍ତ, ବୈଷ୍ଣବୀୟ ଧର୍ମଧାରାକୁ ଏକା ସୂତାରେ ବାନ୍ଧିବାରେ ଏହି ମାଟି ସକ୍ଷମ […]

  • Wednesday, 21 July 2021