• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

corona updates
ଦେଶରେ ଲକ୍ଷେ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଦେଶରେ ଲକ୍ଷେ ଟପିଛି କରୋନା ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ  ଦେଶରେ ୧,୦୬୯ ଜଣଙ୍କ ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା  ୧ ଲକ୍ଷ ୮୪୨କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ୭୯ ହଜାର ୪୭୬ ଆକ୍ରାନ୍ତ ହୋଇଥିବା ବେଳେ  ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୫ରେ ପହଞ୍ଚିଛି । ଆଜି […]

malisha
ବସ୍ତିରେ ରହୁଥିବା ଏହି ଝିଅକୁ ମଡେଲ୍‌ କରିବାର ପ୍ରତିଶ୍ରୁତି ଦେଇଛନ୍ତି ହଲିଉଡ୍‌ ଅଭିନେତା ରୋବର୍ଟ

ନୂଆଦିଲ୍ଲୀ: ମୁମ୍ବାଇ ବାନ୍ଦ୍ରାର ବସ୍ତି ଅଞ୍ଚଳରେ ବାସ କରନ୍ତି ମଲିଶା ଖରୱା। ବୟସ ୧୨। ପାଲରେ ପ୍ରସ୍ତୁତ ଘରେ ପୁରା ପରିବାର ସହ ରହୁନ୍ତି ସେ। ଏହି ଧୂଳି ମାଟିର ଘର ଭିତରୁ କିନ୍ତୁ ମଲିଶା ଗୋଟେ ସୁନ୍ଦର ସ୍ୱପ୍ନ ସଜେଇଛନ୍ତି। ଜଣେ ସଫଳ ସୁପର ମଡେଲ୍‌ ହେବାର ସ୍ୱପ୍ନ ଦେଖିଛନ୍ତି ମଲିଶା। ଆଉ ଏଥିପାଇଁ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି ହଲିଉଡ୍‌ ଅଭିନେତା ରୋବର୍ଟ ହୋଫ୍‌ମ୍ୟାନ୍‌। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। […]

sushant-1
ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ? ପରଦା ହଟାଇଲେ ଏମ୍ସ ଡାକ୍ତରୀ ଟିମ୍‌

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଅସଲ କାରଣ କଣ ? ହତ୍ୟା ନା ଆତ୍ମହତ୍ୟା ? ଏହାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଥିଓରୀ। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ସୁରାକ୍ ଏମ୍ସ ଡାକ୍ତରୀ ଟିମ୍ ହାତରେ ଲାଗିନି। ସୁଶାନ୍ତଙ୍କ ଶରୀରରେ ବିଷକ୍ରିୟା ହୋଇନଥିବା ପୂର୍ବରୁ ଜଣାପଡ଼ିଥିଲା। ବେକରେ ଥିବା ଆଘାତକୁ ନେଇ ବି ତଥ୍ୟ ମିଳିନି। ଯାହା ସିବିଆଇକୁ ଜଣାଇଛି ଏମ୍ସ ଟିମ୍। ଜାତୀୟ […]

dhoni
ଧୋନୀଙ୍କ ବ୍ୟାଟିଂକୁ ନେଇ ସେହୱାଗ କହିଲେ-ଦ୍ୱାଦଶ ପରୀକ୍ଷାର ଦିନକ ପୂର୍ବରୁ ...

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ (CSK) ଲଗାତାର ତୃତୀୟ ମ୍ୟାଚରେ ହାରିଯାଇଛି। ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ (SRH) ଚେନ୍ନାଇକୁ ୭ ରନ୍‌ରେ ହରାଇ ଦେଇଛି। ଏହି ମ୍ୟାଚ୍‌ ପରେ କ୍ରିକେଟ ଏକ୍ସପର୍ଟସମାନେ କ୍ୟାପ୍‌ଟେନ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ କ୍ରିକେଟରମାନେ ମଧ୍ୟ ସମୀକ୍ଷା କରି କହିଛନ୍ତି, ଧୋନି ଯଥେଷ୍ଟ ବିଳମ୍ବରେ ଦ୍ରୁତ ରନ୍‌ କରିବା  ଆରମ୍ଭ କରିଥିଲେ, ଆଉ ସେତେବେଳକୁ ମ୍ୟାଚ୍‌ ଚେନ୍ନାଇ ହାତରୁ ଖସି ଯାଇଥିଲା। ବ୍ୟାଟ୍‌ସମ୍ୟାନ ବୀରେନ୍ଦ୍ର ସେହୱାଗ […]

big-boss-cover
ଏଥର ବି ଆକର୍ଷଣୀୟ ରହିଛି ବିଗ୍‌ ବସ୍‌ ଘର, ଦେଖନ୍ତୁ ଫଟୋ

ମୁମ୍ବାଇ: ବହୁଚର୍ଚ୍ଚିତ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌ ସିଜନ୍‌ ୧୪’ ଆଜିଠୁ ଆରମ୍ଭ ହେଉଛି। କଲର୍ସରେ ପ୍ରସାରିତ ହେଉଥିବା ଏହି ଶୋ’ କୁ ପ୍ରତିଥର ପରି ଏଥର ମଧ୍ୟ ସଲମାନ୍‌ ଖାନ୍‌ ହୋଷ୍ଟିଂ କରିବାକୁ ଯାଉଛନ୍ତି। କରୋନା ମହାମାରୀ ପାଇଁ ଏଥର ବିଗ୍‌ବସ୍‌ର ଶୁଟିଂ ହେବ କି ନାହିଁ ସେଥିପାଇଁ ସମସ୍ତେ ଦ୍ୱନ୍ଦ୍ୱରେ ଥିବା ବେଳେ ଆଜି ଏହି ରିଆଲିଟି ଶୋ’ର ଆରମ୍ଭ ହେଉଛି। ପ୍ରତ୍ୟେକ ଥର ପରି ଏଥର ମଧ୍ୟ ବିଗ୍ ବସ୍ ଘରକୁ ବେଶ୍‌ […]

jhia
ଦିବ୍ୟାଙ୍ଗ ଝିଅର ଦମ୍‌ଦାର ନାଚ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବାଲିଗୁଡ଼ା (ଅଜିତ୍ ନାୟକ): କଥାରେ ଅଛି ଇଛାଶକ୍ତି ଆଗରେ ହାର୍‌ ମାନେ ଅସମ୍ଭବ। ମନରେ ଥିବା ଦୃଢ ବିଶ୍ୱାସ ଆଉ ନିରନ୍ତର ଚେଷ୍ଟା ମଣିଷକୁ ଯେକୌଣସି କଠିନ କାମରେ ସଫଳତା ପ୍ରଦାନ କରେ। ଯାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି କନ୍ଧମାଳର ସୁନେଲି। ଏହି କୁନି ଝିଅ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ତଥାପି ସେ ବେଶ୍‌ ଚମତ୍କାର ନୃତ୍ୟ କରିପାରନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା କଲୋନୀ ସାହିରେ ରୁହନ୍ତି ସୁନେଲି।  ବୟସ ମାତ୍ର ୧୧ ବର୍ଷ। […]

rahul
ହାଥରସ ଯାଉଛନ୍ତି ରାହୁଲ-ପ୍ରିୟଙ୍କା ଗାନ୍ଧି; ଅଟକାଇବାକୁ ରାସ୍ତାରେ ପୋଲିସ ବି ପ୍ରସ୍ତୁତ

ନୂଆଦିଲ୍ଲୀ: ପୁଣି ଥରେ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ସେପଟେ ଦୁଇ କଂଗ୍ରେସ ନେତାଙ୍କୁ ଅଟକାଇବାକୁ ପ୍ରସ୍ତୁତ ଯୋଗୀ ଆଦିତ୍ୟନାଥଙ୍କ ପୋଲିସ। ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ପୀଡ଼ିତ ପରିବାର ସହିତ ଆଲୋଚନା କରିବ କଂଗ୍ରେସ। ତେବେ ଏହା ପୂର୍ବରୁ ଦିଲ୍ଲୀ-ନୋଏଡ଼ା (ଡିଏନ୍‌ଡି) ଫ୍ଲାଇୱେରେ ମୁତୟନ ଥିବା ପାଖାପାଖି ୧୦୦ ପୋଲିସ କର୍ମୀଙ୍କ ସହିତ ରାହୁଲଙ୍କ ଓ ପ୍ରିୟଙ୍କାଙ୍କ ସମ୍ନା ହେବ। କଂଗ୍ରେସର କୌଣସି ନେତାଙ୍କୁ ଦିଲ୍ଲୀ-ନୋଏଡ଼ା ବୋର୍ଡର […]

rhulds
ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଓ ପ୍ରିୟଙ୍କାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଶେଷରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ପୀଡ଼ିତ ପରିବାର ସହିତ ଭେଟିବାକୁ ଅନୁମତି ମିଳିଛି। ତେବେ ଯୋଜନା ମୁତାବକ ପୋଲିସ ପ୍ରଥମେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ବୋର୍ଡରେ ଅଟକାଇଲା। ଅନେକ ତର୍କ ବିତର୍କ ପରେ ରାହୁଲ ଓ ପ୍ରିୟଙ୍କା ସହିତ ୫ ଜଣଙ୍କୁ ପୀଡ଼ିତ ପରିବାରକୁ ଭେଟିବା ପାଇଁ ଅନୁମତି ମିଳିଛି। ରାହୁଲ ଓ ପ୍ରିୟଙ୍କା ତାଙ୍କ ସହିତ କେବଳ ୩ ଜଣ ଦଳୀୟ କର୍ମୀଙ୍କୁ ନେଇ ଯାଇପାରିବେ। ଉତ୍ତରପ୍ରଦେଶ ସରକାର ଶନିବାର […]

atal-tyubbnel
'ଅଟଳ ଟନେଲ୍ ଲେହ ଓ ଲଦାଖ ପାଇଁ ଜୀବନ ରେଖା'

ରୋହତଙ୍ଗ: ବହୁ ପ୍ରତୀକ୍ଷା ପରେ ଆଜି ହିମାଚଳ ପ୍ରଦେଶରେ ନିର୍ମାଣ ହୋଇଥିବା ଅଟଳ ଟନେଲ୍ ଉଦ୍‌ଘାଟିତ ହୋଇଛି। ଏହି ଟନେଲ ଦ୍ୱାରା ମନାଲିରୁ ଲେହକୁ ଯାତ୍ରା ପାଇଁ ମାତ୍ର ୫ ଘଣ୍ଟା ଲାଗିବ। ଏହା ଛଡ଼ା ଶୀତ ଦିନେ ବରଫ ବନ୍ଦୀ ଜୀବନରୁ ମୁକ୍ତି ମଧ୍ୟ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଯାଇ ଏହାର ଲୋକାର୍ପଣ କରିଛନ୍ତି। ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ସଭାକୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ, ଅଟଳ ଟନେଲ୍ […]

farmer
ହାଥରସ ଆକ୍ରୋଶ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇଲେ କଂଗ୍ରେସ କର୍ମୀ

ବାରାଣସୀ: ସାରା ଦେଶରେ ହାଥରସ ଘଟଣା ପାଇଁ ଜନ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ୟୁପି ସରକାରଙ୍କର ପୀଡ଼ିତାଙ୍କ ପରିବାରକୁ କାହାକୁ ଭେଟିବାକୁ ନ ଦିଆଯିବା ନିଷ୍ପତ୍ତିକୁ ଚାରିଆଡ଼ୁ ବିରୋଧ କରାଯାଉଛି। ହାଥରସ ଅସନ୍ତୋଷର ନିଆଁ ବାରାଣସୀରେ ବି ଦେଖିବାକୁ ମିଳିଛି। ଏଠାରେ କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନୀଙ୍କ ଗାଡ଼ିକୁ ଅଟକାଇଛନ୍ତି କଂଗ୍ରେସ କର୍ମୀ। ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିବା ସହିତ ସରକାରୀ ବିରୋଧୀ ନାରାବାଜୀ ବି ଦେଇଛନ୍ତି। […]

chahal
ଚହଲ ଧରିଲେ ଏମିତି କ୍ୟାଚ୍‌, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠିଲା ଅଙ୍ଗୁଳି: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ବିପକ୍ଷରେ ସଞ୍ଜୁ ସାମସନ୍‌ ଆଜି ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ମାତ୍ର ୪ ରନ୍ କରି ଯୁଜ୍‌ବେନ୍ଦ୍ର ଚହଲଙ୍କ ବଲ୍‌ରେ ଆଉଟ୍‌ ହୋଇଗଲେ। ଚହଲଙ୍କ ଲେଗ୍‌ସ୍ପିନ୍‌ ବଲ୍‌କୁ ବୁଝିପାରିଲେନି ସଞ୍ଜୁ। ସିଧା ବୋଲରଙ୍କ ହାତକୁ କ୍ୟାଚ୍‌ ଦେଇଦେଲେ। ଚହଲଙ୍କର ଏହି କ୍ୟାଚ୍‌କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ତର୍କ ବିତର୍କ ଲାଗି ରହିଛି। କାରଣ ଚହଲ ଏମିତି ଶୈଳୀରେ କ୍ୟାଚ୍ ଧରିଛନ୍ତି ଯେ କିଛି ଲୋକଙ୍କୁ ଲାଗୁଛି ବଲ୍‌ଟି ମାଟିରେ ଲାଗିଯାଇଛି। […]

mamata-banerji
ବିଜେପି ସବୁଠାରୁ ବଡ଼ ମହାମାରୀ: ମମତା ବାନାର୍ଜୀ

କୋଲକାତା: ହାଥରସ ଘଟଣା ପାଇଁ ଆଜି କୋଲକାତା ଏକ ବିଶାଳ ରାଲିର ଆୟୋଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଲିରେ ସମ୍ବୋଧନ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ମମତା। ହାଥରସ ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ବି ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି “ ବର୍ତ୍ତମାନ ମୋତେ ଲାଗୁଛି ମୁଁ ଯେମିତି ଉତ୍ତରପ୍ରଦେଶ ଆଡ଼କୁ ଯାଉଛି। ମୁଁ ଗତକାଲି ଏକ ପ୍ରତିନିଧିମଣ୍ଡଳ ପଠାଇଥିଲି, କିନ୍ତୁ […]

priyanka
ପୋଲିସର ଲାଠି ମାଡ଼ରୁ ଦଳୀୟ କର୍ମୀଙ୍କୁ ଏମିତି ବଞ୍ଚାଇଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ୟୁପି ହାଥରସ ପୀଡ଼ିତାଙ୍କୁ ଭେଟିବାକୁ ରାହୁଲ ଓ ପ୍ରିୟଙ୍କାଙ୍କ ସହିତ ୫ ଜଣଙ୍କୁ ଅନୁମତି ଦେଲେ ଉତ୍ତରପ୍ରଦେଶ ସରକାର। ହେଲେ ତା ପୂର୍ବରୁ ଦିଲ୍ଲୀ-ନୋଏଡ଼ା ରାସ୍ତାରେ ଏକ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଥିଲା। ଅନୁମତି ଦେବା ପୂର୍ବରୁ ଅନେକ ଯୁକ୍ତିତର୍କ ହୋଇଥିଲା। ପରେ ରାହୁଲ୍ ଓ ପ୍ରିୟଙ୍କାଙ୍କୁ ଯିବାକୁ ଅନୁମିତ ମିଳିଥିଲା। କିନ୍ତୁ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ନମାନିବାରୁ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା ପୋଲିସ। ଏହା ଦେଖି ପ୍ରିୟଙ୍କା ଗାନ୍ଧି ନିଜେ ଗାଡ଼ିରୁ ଓହ୍ଲାଇ […]

rcb
ଫର୍ମକୁ ଫେରିଲେ ବିରାଟ; ୫ ବଲ୍ ବାକିଥାଇ ମ୍ୟାଚ୍ ଜିତିଲା ଆର୍‌ସିବି

ଦୁବାଇ: ଫର୍ମକୁ ଫେରିଲେ ବିରାଟ। ଲଗାତର ୩ଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିଥିବା ବିରାଟ କୋହଲି ଆଜି ରାଜସ୍ଥାନ ରୟାଲ୍ସ ଉପରେ ପ୍ରବଳ ବର୍ଷିଛନ୍ତି। ଆଜିର ମ୍ୟାଚ୍‌ରେ ୭୨ ରନ୍‌ର ଅପରାଜେୟ ଇନିଂସ ଖେଳିଛନ୍ତି ବିରାଟ। ତେବେ ବିରାଟଙ୍କ ବ୍ୟତୀତ ଯୁବ ତାରକା ଦେବଦୂତ ପାଡିକ୍କଲ ମଧ୍ୟ ୬୩ ରନ୍‌ର ଆକର୍ଷଣୀୟ ଇନିଂସ୍‌ ଖେଳିଛନ୍ତି। ଏହି ଦୁଇ ଖେଳାଳୀଙ୍କ ଜବରଦସ୍ତ ବ୍ୟାଟିଂ ଫଳରେ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି। ରାଜସ୍ଥାନ ଟସ୍‌ ଜିତି […]

rjd
ବିହାରରେ ବିରୋଧୀ ଦଳର ମହାମେଣ୍ଟ: ତେଜସ୍ୱୀ ଯାଦବ ହେବେ ମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ହୋଇଛି। ଏହି ମହାମେଣ୍ଟରେ ନେତୃତ୍ୱ ନେବେ ଆର୍‌ଜେଡି ସୁପ୍ରିମୋ ତେଜସ୍ୱୀ ଯାଦବ। ତାଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ବେଳେ ଦଳକୁ ଅଧିକ ସିଟ୍ ମିଳିଛି। ସେହିପରି କଂଗ୍ରେସ ମେଣ୍ଟର ଦ୍ୱିତୀୟ ଦଳ ଭାବେ ଅଧିକ ସିଟ୍‌ ପାଇଛି। କାହାକୁ କେତେ ଆସନ ମିଳିବ ମହାମେଣ୍ଟରେ ଆର୍‌ଜେଡି ସର୍ବାଧିକ ୧୪୪ ଆସନ ଦାବି କରୁଥିବା ବେଳେ କଂଗ୍ରେସ ୭୦ ସିପିଆଇ-୬, ସିପିଏମ୍-୪, ସିପିଆଇ(ଏମ୍‌ଏଲ୍‌)-୧୯ ସିଟ୍‌ ମିଳିଛି। ଆର୍‌ଜେଡିକୁ […]

yogi
ହାଥରସ ମାମଲା: ଶେଷରେ ସିବିଆଇ ତଦନ୍ତ ସୁପାରିଶ କଲେ ଯୋଗୀ ସରକାର

ଲକ୍ଷ୍ନୌ: ବହୁ ତର୍କ ବିତର୍କ ଓ ଚାରିଆଡ଼ୁ ସମାଲୋଚିତ ହେବା ପରେ ଶେଷରେ ହାଥରସ ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।  मुख्यमंत्री श्री @myogiadityanath जी ने सम्पूर्ण हाथरस प्रकरण की जांच सीबीआई से कराए जाने के आदेश दिए […]