• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

jyoti-kk
ଜ୍ୟୋତି କୁମାରୀଙ୍କୁ ନେଇ ନିର୍ମାଣ ହେବ ଫିଲ୍ମ!

ନୂଆଦିଲ୍ଲୀ: କରୋନା ଲକଡାଉନ ସମୟରେ ଆହତ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨ ଶହ କିମି ଅତିକ୍ରମ କରିଥିଲେ ବିହାର ଝିଅ ଜ୍ୟୋତି କୁମାରୀ। ୧୫ ବର୍ଷୀୟା ଜ୍ୟୋତିଙ୍କୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା। ଜ୍ୟୋତି ଦୀର୍ଘ ୭ ଦିନ ଧରି ସାଇକେଲରେ ବସାଇ ତାଙ୍କ ଆହତ ବାପାଙ୍କୁ ହରିଆଣାରୁ ବିହାର ଆଣିଥିଲେ। ଏ ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟ୍ୱିଟ୍‌ କରି […]

harsh-wardhan
କରୋନାଠୁ ଦୂରେଇ ରହିବା ପାଇଁ କାହାକୁ ବଡ଼ ଅସ୍ତ୍ର କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନତା ହେଲେ କରୋନା ସଂକ୍ରମଣ ଚେନ୍‌କୁ ଆମେ ଭାଙ୍ଗିପାରିବା ନାହିଁ। କରୋନା ଠାରୁ ମୁକ୍ତିପାଇବାକୁ ହେଲେ ମାସ୍କ ହିଁ ସବୁଠାରୁ ବଡ଼ ଅସ୍ତ୍ର। ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ମାସ୍କ ହେଉଛି ସବୁଠାରୁ ବଡ଼ କରୋନା ପ୍ରତିରୋଧକ। କିନ୍ତୁ ଏହାପରେ ବି ଜଣେ ଅନ୍ୟ ଜଣଙ୍କ ଠାରୁ ଦୁଇ ଗଜ ଦୂରତା ରଖିବା, ହାତ ଧୋଇବା ଓ ସାନିଟାଇଜ୍ କରିବା ହିଁ […]

minor-girl
ନାବାଳିକା ଦୁଷ୍କର୍ମ ଘଟଣାରେ ୫ ଗିରଫ; ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବିଜେପି ଓ କଂଗ୍ରେସ ନେତା

ଜୟପୁର: ରାଜସ୍ଥାନ ସୱାଇ ମଧୂପୁର ନାବାଳିକା ଦୁଷ୍କର୍ମ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଓ ଦୁଇ କଂଗ୍ରେସ କର୍ମୀ ମଧ୍ୟ ଅଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି ଓ.ପି ସୋଲାଙ୍କି କହିଛନ୍ତି, ନାବାଳିକା ପୀଡ଼ିତା ଜଣଙ୍କ ଭିନ୍ନ ଭିନ୍ନ ସ୍ଥାନରେ ୮ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି।, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା […]

hath-rash
ହାଥରସ ଘଟଣା: ଅଭିଯୁକ୍ତଙ୍କ ସପକ୍ଷରେ ବସିଲା ପଞ୍ଚାୟତ; ସିବିଆଇ ତଦନ୍ତ ଦାବି

ଲକ୍ଷ୍ନୌ: ହାଥରସର ୧୯ ବର୍ଷୀୟା ଦଳିତ ଯୁବତୀ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସପକ୍ଷରେ ପଞ୍ଚାୟତ ବସାଇଲେ ଉଚ୍ଚ ବର୍ଗର ଲୋକେ। ଦୁଷ୍କର୍ମ ଅଭିଯୋଗରେ ଗିରଫ ଓ ପୋଲିସ କଷ୍ଟୁଡିରେ ଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟ ଦାବି କରି ଶୁକ୍ରବାର ଏମାନେ ଧାରଣା ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାର ଗଠନ କରିଥିବା ଏସ୍‌ଆଇଟି ଟିମ୍‌ ପକ୍ଷପାତ ନ କରି ଏହାର ସଠିକ୍ ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ଜଣେ ଧାରଣାକାରୀ କହିଛନ୍ତି, […]

japan
ଟ୍ୱିଟର କିଲର: ସୋସିଆଲ ମିଡିଆରେ ଫସାଇ ୯ ଜଣଙ୍କୁ ମାରିଦେଲା

ଟୋକିଓ : ଜାପାନର ଜଣେ ଯୁବକ ସୋସିଆଲ ମିଡିଆ ସାହାର୍ଯ୍ୟରେ ସମ୍ପର୍କ କରି ୯ ଜଣଙ୍କୁ ହତ୍ୟା କରିଛି । ବୁଧବାର ଦିନ ୨୯ ବର୍ଷିୟ ଏହି ଅଭିଯୁକ୍ତ କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କ ନାମ ତାକାହିରୋ ଶିରାଇସି । ଏବେ ତାଙ୍କୁ ଲୋକେ ଟ୍ୱିଟର ଘାତକ ବୋଲି କହୁଛନ୍ତି । ଅଭିଯୋଗ ଅନୁସାରେ ଶିରାଇସି ଟ୍ୱିଟରରେ ୧୫ ରୁ ୨୬ ବର୍ଷ ବୟସର ଲୋକଙ୍କୁ ଖୋଜୁଥିଲେ। ଯେଉଁମାନେକି ଅନଲାଇନରେ ସେମାନଙ୍କ ଜୀବନ […]

anurag
ସକାଳ ୧୦ରୁ ସନ୍ଧ୍ୟା ୬ ଯାଏ ଥାନାରେ ରହିଲେ ଅନୁରାଗ: ଓକିଲ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ଅନୁରାଗଙ୍କ ପକ୍ଷରୁ ତାଙ୍କ ଓକିଲ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଅଭିନେତ୍ରୀ ଆଣିଥିବା ଅଭିଯୋଗ ଅନୁସାରେ, ଯେଉଁ ସମୟରେ ଘଟଣାଟି ଘଟିଥିଲା, ସେତେବେଳେ ଅନୁରାଗ ଭାରତରେ ନଥିଲେ। ଫିଲ୍ମ ଶୁଟିଂ ପାଇଁ ମାସେ ହେବ ସେ ଶ୍ରୀଲଙ୍କାରେ ଥିଲେ। ଅନୁରାଗ ଏସମ୍ପର୍କରେ ସମସ୍ତ ଦରକାରୀ ତଥ୍ୟ ତଦନ୍ତକାରୀ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି। ଏସମ୍ପର୍କରେ ପଚରାଉଚରା ପାଇଁ ସେପ୍ଟେମ୍ବର ୩୦ […]

kejrwal
କୁହୁଳିଲା ହାଥରସ ନିଆଁ; ଜନ୍ତର ମନ୍ତରରେ ବିକ୍ଷୋଭକାରୀଙ୍କ ଭିଡ଼, କେଜରିୱାଲ୍‌ ବି ସାମିଲ୍‌

ନୂଆଦିଲ୍ଲୀ: ନିର୍ଭୟା ଭଳି କୁହୁଳିଲା ହାଥରସ ନିଆଁ। ଘଟଣାକୁ ନେଇ ସାରା ଦେଶରେ ଏବେ ଆକ୍ରୋଶର ନିଆଁ ଜଳୁଛି। ସ୍ଥାନେ ସ୍ଥାନେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଶହ ଶହ ଲୋକ ପହଞ୍ଚି ଆନ୍ଦୋଳନ କଲେଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି। କେବଳ କେଜରିୱାଲ୍‌ ନୁହେଁ, ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି, ରାଜା, ଭୀମ ଆର୍ମୀ […]

uma-bharti
ଯୋଗୀଙ୍କୁ କହିଲେ ଉମା; ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ତୁମ ନିର୍ମଳ ଛବିରେ ଦାଗ ଲଗାଇଛି

ନୂଆଦିଲ୍ଲୀ: ହାଥରସ ଘଟଣାରେ ଏବେ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି। ବିକ୍ଷୋଭ, ନାହାରବାଜୀ  ସହିତ ସରକାରଙ୍କ ଇସ୍ତଫା ଓ ଆଇନ୍‌ ବ୍ୟବସ୍ଥାର କଡ଼ା ସମାଲୋଚନା ହେଉଛି। ନେଚା ହୁଅନ୍ତୁ କିମ୍ବା ଜନତା ସମସ୍ତେ ଯୋଗୀ ସରକାରଙ୍କୁ ଜବାବ ମାଗୁଛନ୍ତି। ପୀଡ଼ିତାଙ୍କ ପରିବାରକୁ ନା ରାଜନେତା ନା କୌଣସି ମିଡିଆ କର୍ମୀଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ପୀଡ଼ିତାଙ୍କ ଘରକୁ ପୋଲିସ ଛାଉଣୀ କରି ରଖିଛି। ଏହି ଘଟଣାରେ ବିରୋଧୀ ତ ବିରୋଧୀ ଏବେ ନିଜ ଦଳର ନେତା […]

thubnail
ଏହି ବୃଦ୍ଧାଙ୍କୁ ଯାହା ଜଣା, ବିଶ୍ୱରେ ତାହା କେହି ଜାଣି ନାହାନ୍ତି

ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ସବୁକିଛି ହୋଇଯିବ ଅତୀତ

hathrash
ହାଥରସ ଘଟଣାରେ ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ

ଲକ୍ଷ୍ନୌ: ହାଥରସ ଘଟଣାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉତ୍ତର ପ୍ରଦେଶ ସରକାରଙ୍କର। ଏହି ମାମଲାରେ ୫ ଜଣଙ୍କ ନିଲମ୍ବିତ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ହାଥରସ ଏସ୍‌ପି, ଡିଏସ୍‌ପି, ଷ୍ଟେସନ ଇନସ୍ପେକ୍ଟର ଏବଂ ଦୁଇ ଅନ୍ୟ ଅଫିସର୍‌ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତା ମାନେ ହେଲେ ଏସ୍‌ପି ବିକ୍ରାନ୍ତ ଭୀ, ଡିଏସ୍‌ପି ରାମ ଶବ୍ଦ, ଇନସ୍ପେକ୍ଟର ଦିନେଶ ବର୍ମା, ସବ ଇନସ୍ପେକ୍ଟର ଜଗଭୀର ସିଂହ ଏବଂ ହେଡ୍ କନଷ୍ଟେବଲ ମହେଶ ପାଲ। ଏହି ୫ […]

trump
କରୋନା ସହିତ ଲଢ଼ିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବାବା ସେହୱାଗଙ୍କ ଆଶୀର୍ବାଦ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହେବା ପରେ ଦେଶ ବିଦେଶରୁ ବହୁ ନେତା ଓ ସେଲିବ୍ରେଟି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି “ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ଶୀଘ୍ର ସୁସ୍ଥ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି।” ମୋଦିଙ୍କ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍‌ଫୋର ବ୍ୟାଟ୍ସମ୍ୟାନ୍ […]

trump
ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଟ୍ରମ୍ପ

ୱାଶିଂଟନ: କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।ଆସନ୍ତା ମାସ ୩ ତାରିଖରେ ଆମେରିକାରେ […]

sonu
ସୋନୁ ସୁଦ୍‌ ପାଇଲେ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’

ମୁମ୍ବାଇ: ଗ୍ରାମୋଦୟ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଟେକ୍ନୋଲୋଜି (ଜିସିଓଟି) ପକ୍ଷରୁ ସୋନୁ ସୁଦ୍‌ଙ୍କୁ ସମ୍ମାନିତ କରାଯାଇଛି। ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିଥିବାରୁ ଗୁରୁବାର ଦିନ ତାଙ୍କୁ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ ମିଳିଛି। ଜିସିଓଟିର ତିନି ଦିନିଆ ଭର୍ଚୁଆଲ୍‌ କନ୍‌ଫରେନ୍ସର ପ୍ରଥମ ଦିନରେ ହିଁ ସୋନୁଙ୍କୁ ସମ୍ମାନିତ କରାଯାଇଛି। ଏହି କନ୍‌ଫରେନ୍ସର ଉଦଘାଟନ ତେଲେଙ୍ଗାନା ବିଧାନ ପରିଷଦର ଅଧ୍ୟକ୍ଷ ଗୁଥା ସୁଖେନ୍ଦ୍ର ରେଡ୍ଡି କରିଛନ୍ତି। ଏହି ଅବସରରେ ସୋନୁ ସୁଦ ଜିସିଓଟିକୁ ପ୍ରସ୍ତାବ ଦେଇଛନ୍ତି […]

2131313
ଯୁବକଙ୍କ ଅଶାଳୀନ ବ୍ୟବହାରରେ ଅତିଷ୍ଠ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପୋଲିସ କହିଲା ଜମି ବିବାଦ

ଭୋପାଳ: ହାଥରସ ଗ୍ୟାଙ୍ଗରେପ ଓ ହତ୍ୟା ଘଟଣାକୁ ବିରୋଧ କରି ସାରା ଦେଶରେ ବିଦ୍ରୋହର ନିଆଁ ଜଳୁଛି। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଦାବି ଉଠୁଛି। ହେଲେ ଦେଶରେ ମହିଳାଙ୍କ ସହ ଅପରାଧ କମିବାର ନାଁ ଧରୁନାହିଁ। ଉତ୍ତରପ୍ରଦେଶ ଗୋରଖପୁର ନିକଟ ମହାରାଜଗଞ୍ଜ ଜିଲ୍ଲାରେ ଜଣେ ୨୨ ବର୍ଷିୟ ଯୁବତୀ ଗୁରୁବାର ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରିବାର ଲୋକେ ଦାବି କରିଛନ୍ତି, ପଡୋଶୀ ପରିବାରର ୪ ଜଣ ଯୁବକ ତାଙ୍କୁ […]

priyam garg
କ୍ରିକେଟ୍‌ କିଟ୍‌ କିଣିବା ପାଇଁ ପାଖରେ ଟଙ୍କା ନ ଥିଲା, ହେଲେ ଆଜି IPLରେ କରୁଛନ୍ତି ଧମାଲ୍‌

ଦୁବାଇ: ଚେନ୍ନାଇ ସୁପର କିଙ୍ଗ‌ସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ(CSK Vs SRH) ମଧ୍ୟରେ ଶୁକ୍ରବାର ହୋଇଥିବା ଆଇପିଏଲ୍‌ ମୁକାବିଲାରେ କ୍ରିକେଟପ୍ରେମୀ ମାନେ ଜଣେ ନୂଆ ଯୁବ କ୍ରିକେଟ୍‌ ଷ୍ଟାରଙ୍କୁ ଦେଖିବାକୁ ପାଇଛନ୍ତି। ସେ ହେଉଛନ୍ତି ସନ୍‌ରାଇଜର୍ସର ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗ। ତାଙ୍କର ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା। ସନ୍‌ରାଇଜର୍ସ ପକ୍ଷରୁ ଗର୍ଗ ସର୍ବାଧିକ ୫୧* (୨୬ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ସବୁଠାରୁ ବଡ଼ କଥା, ଗର୍ଗ ଏପରି […]

sushant
ମୃତ୍ୟୁ ପୂର୍ବ ଦିନ ସୁଶାନ୍ତଙ୍କ ଘରକୁ ଯାଇଥିଲେ ରିୟା ! ସୁଶାନ୍ତଙ୍କ ସାଙ୍ଗ‌ କହିଲେ ସତ କ’ଣ

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ୍‌ କେସ୍‌ରେ କରଣୀ ସେନା  ନେତା ସୁରଜିତ ସିଂହ ରାଠୋର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବଦିନ ଅର୍ଥାତ୍‌ ଜୁନ ୧୩ ତାରିଖ  ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଦେଖା କରିଥିଲେ। ସେ ଦାବି କରିଛନ୍ତି, ରିୟା ସୁଶାନ୍ତଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ। ସୁରଜିତ୍‌ ସିଂଙ୍କ ଏହି ଦାବିକୁ ନେଇ ଦିବଂଗତ ନେତା ସୁଶାନ୍ତଙ୍କ ଫ୍ଲାଟମେଟ୍ ତଥା ବନ୍ଧୁ ସିଦ୍ଧାର୍ଥ ପିଠାନୀ ପ୍ରତିକ୍ରିୟା ରଖିଛନ୍ତି। ସୁରଜିତ […]

bahubali
ଅଭିନୟ ପାଇଁ ମା’ କରୁଥିଲେ ବିରୋଧ, କଟପ୍ପା ଚରିତ୍ର ପାଇଁ ନଥିଲେ ପ୍ରଥମ ପସନ୍ଦ, ଏମିତି ରହିଛି ସଥ୍ୟରାଜଙ୍କ ଫିଲ୍ମ ଯାତ୍ରା

ମୁମ୍ବାଇ: ଫିଲ୍ମ ଜଗତରେ କାମ କରୁଥିବା ସମସ୍ତ କଳାକାରଙ୍କୁ ସମାନ ଲୋକପ୍ରିୟତା ମିଳେନି।  କିଛି କଳାକାର ଦର୍ଶକଙ୍କୁ ଛୁଇଁବା ପରି ଏକ ଚରିତ୍ରରେ ଅଭିନୟ କରିବାକୁ ଦୀର୍ଘ ସମୟ ଲଗାଇଦେଉଥିବା ବେଳେ କିଛି କଳାକାର ଅଭିନୟ ଯାତ୍ରା ଆରମ୍ଭରୁ ସେ ସୁଯୋଗ ହାତେଇନିଅନ୍ତି। ଏମିତି ଏକ କଳାକାର ହେଉଛନ୍ତି ବାହୁବଲୀ ଫିଲ୍ମରେ କଟ୍ଟପା ଚରିତ୍ରରେ କାମ କରିଥିବା ସଥ୍ୟରାଜ। ଏହି ଫିଲ୍ମରେ ତାଙ୍କ ଦମ୍‌ଦାର୍‌ ଅଭିନୟ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। କିନ୍ତୁ ଏହି ଚରିତ୍ର […]

atal tunnel 5
ଲୋକାର୍ପିତ ହେଲା ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ‘ଅଟଳ ଟନେଲ୍’

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗପଥ ଅଟଳ ଟନେଲ୍‌କୁ (Atal Tunnel)‌‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକାର୍ପଣ କରିଛନ୍ତି। ୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଅଟଳ ଟନେଲକୁ ହିମାଚଳ ପ୍ରଦେଶ ରୋହତାଙ୍ଗ୍‌ରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଲୋକାର୍ପଣ କରିଛନ୍ତି। ୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି ଏହି ଟନେଲ୍। ୯ କିମି ଲମ୍ବ ବିଶିଷ୍ଟ ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ୍।  ଟନେଲ୍ ନିର୍ମାଣ ଦ୍ୱାରା ମନାଲିରୁ ଲେହ […]

toll-macha
ଘରେ ପ୍ରସ୍ତୁତ କରନ୍ତୁ 'ଟୋଲ୍‌ ମାଛ ବେସର'

ଆବଶ୍ୟକୀୟ ସାମଗ୍ରୀ : ମୁଟୁଲା ମାଛ ଭଜା, କଟା ଟମୋଟୋ, କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ, ସୋରିଷ, ରସୁଣ, କଞ୍ଚାଲଙ୍କା ଓ ପୋସ୍ତ ଦାନା ବଟା, ପାଣି, ତେଲ ଓ ମହୁଲ ଫଳ ଟୋଲକୁ କାଟି ଲୁଣ ହଳଦୀ ଗୋଳାଇ ରଖନ୍ତୁ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଲଗାଇ ମୁଟୁଲା ମାଛକୁ ଭାଜି ରଖନ୍ତୁ। ଏହାପରେ ଟୋଲ୍‌ ବା ମହୁଳ ଫଳକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ସିଝାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ […]

sc
ବ୍ୟାଙ୍କ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି; ସୁଧ ଉପରେ ଆଉ ଦେବାକୁ ପଡ଼ିବନି ସୁଧ

ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ମିଳିଲା ବଡ଼ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ସୁଧ ଦେବାକୁ ପଡ଼ିବ ନାହିଁ । ମୋରାଟୋରିୟମ୍ ଅବଧିରେ ୨ କୋଟି ଟଙ୍କାର ଋଣ ପରିଶୋଧ କରି ନ ଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବ ।ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର। ସମସ୍ତ ପ୍ରକାର MSME, ଶିକ୍ଷା ଋଣ, ଗୃହ ଋଣ, କ୍ରେଡିଟ କାର୍ଡ, ଗାଡ଼ି ଋଣ ପ୍ରତି ଏହା ଲାଗୁ ହେବ। କରୋନା ପାଇଁ […]

social-distance
ସାମାଜିକ ଦୂରତା ରଖି ପାଳନ ହେଲା ହଳଦି ଲଗା ଉତ୍ସବ, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସରିଯାଇଛି। ଏବେ ଅନଲକ୍‌-୫ ଆରମ୍ଭ ହୋଇଯାଇଛି। ଦେଶରେ କରୋନା କଟକଣାକୁ ଟିକେ କୋହଳ କରି ବ୍ୟବସାୟ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ତଥାପି ଲୋକଙ୍କ ମନରୁ କରୋନା ପ୍ରତି ଥିବା ଭୟ ଦୂର ହୋଇପାରିନି। ଯାହାର ଉଦାହରଣ ଏକ ଭାଇରାଲ୍‌ ଭିଡ଼ିଓରୁ ଦେଖିବାକୁ ମିଳିଛି। ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡ଼ଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଜଣେ ଯୁବତୀଙ୍କୁ ଦୂରରେ ଥାଇ ପେଣ୍ଟ ରୋଲର୍ ବ୍ରଶ୍ ସାହାଯ୍ୟରେ ପରିବାର ଲୋକେ […]