• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

sushant-sing
ସୁଶାନ୍ତଙ୍କ ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ତାଙ୍କ ଗାର୍ଲପ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଜାତୀୟ ଗଣମାଧ୍ୟମରେ ରିୟା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଗଣମାଧ୍ୟମରେ ସୁଶାନ୍ତଙ୍କ ବିଷୟରେ ବହୁ ରୋଚକ ତଥ୍ୟ ଦେଇଛନ୍ତି ରିୟା। ଗଣମାଧ୍ୟମକୁ ଦେଇଥିବା ବୟାନରେ ରିୟା କହିଛନ୍ତି, ସୁଶାନ୍ତଙ୍କର ମାନସିକ ବେମାରୀ ବାଇପୋଲାର ଡିଜ୍ ଅର୍ଡର ଥିଲା। ବିଶେଷକରି ବିମାନ ଯାତ୍ରା ବେଳେ ସୁଶାନ୍ତ ସ୍ୱାଭାବିକ ହୋଇପାରୁନଥିଲେ। ୟୁରୋପ ଟୁର୍ ବେଳେ ସୁଶାନ୍ତଙ୍କ ଏ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲି […]

rhea-11111
ରିୟାଙ୍କ ଘରେ CBI ଟିମ୍‌

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଛି  ସିବିଆଇ ଟିମ୍।  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ରିୟାଙ୍କ ବାସଭବନରେ ପହଞ୍ଚି  ଭାଇ ସୌଭିକଙ୍କୁ ପଚରାଉଚରା କରିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାପା କେକେ ସିଂ ଲଗାଇଥିବା ଅଭିଯୋଗ ଆଧାରରେ ଏହି ଜେରା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ସିବିଆଇର ୫ ଜଣିଆ ଟିମ୍ ରିୟାଙ୍କ  ଘରେ ପହଞ୍ଚିଛନ୍ତି।  ଏହି ଘଟଣା ପରେ ଚକ୍ରବର୍ତ୍ତୀ ପରିବାର ପାଇଁ  ସମସ୍ୟା ଆହୁରି ବଢ଼ି ଯାଇଛି।  […]

cong
ବିଜେପି ବିରୋଧୀ କମିଟିରୁ ଗୁଲାମ ନବି ଓ ଆନନ୍ଦ ଶର୍ମାଙ୍କୁ ବାଦ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ମୋଦି ସରକାର ପକ୍ଷରୁ ଜାରି ଅଧ୍ୟାଦେଶ ଉପରେ ବିଚାରବିମର୍ଷ କରିବା ପାଇଁ କଂଗ୍ରେସ ଏକ କମିଟି ଗଠନ କରିଛି। ଏହି କମିଟିରେ ଦଳ ସେଇ ନେତାମାନଙ୍କୁ ସାମିଲ କରିଛି ଯେଉଁମାନେ ଗାନ୍ଧୀ ପରିବାରର ନିକଟତର। ଅନ୍ୟପକ୍ଷେ ଗୁଲାମ ନବି ଆଜାଦ ଏବଂ ଆନନ୍ଦ ଶର୍ମାଙ୍କ ପରି ବରିଷ୍ଠ ନେତାଙ୍କୁ ଏହି କମିଟିରୁ ବାଦ ଦେଇଛି ଦଳ। ଦୁଇଦିନ ତଳେ କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଗୁଲାମ ନବି ଆଜାଦଙ୍କ ଦ୍ୱାରା ଲିଖିତ ଚିଠିକୁ ନେଇ ହଙ୍ଗାମା ହୋଇଥିଲା। […]

nilakantha-1
ଦେଶର ସମ୍ମାନ ବଢାଇଲେ ହ୍ୟୁମାନ କାଲ୍‌କୁଲେଟର ନୀଳକଣ୍ଠ

ହାଇଦ୍ରାବାଦ: ଯେ କୌଣସି ଗାଣିତିକ ହିସାବ କରିବା ବେଳେ ଖୋଜାପଡ଼େ କାଲ୍‌କୁଲେଟର।  ହେଲେ ସେ ଜଣେ ଜୀବନ୍ତ କାଲ୍‌କୁଲେଟର। ତାଙ୍କୁ କାଲ୍‌କୁଲେଟର କହିଲେ ବି ଭୁଲ୍‌ ହେବ । କାରଣ ତାଠାରୁ ବି ଅଧିକ ସ୍ପିଡ୍‌ରେ ହିସାବ କରି ପାରୁଥିବା ଏକ ଜୀବନ୍ତ ମେସିନ ସିଏ।  ସେ ହେଉଛନ୍ତି ହାଇଦ୍ରାବାଦର ୨୦ ବର୍ଷୀୟ ନୀଳକଣ୍ଠ ଭାନୁ ପ୍ରକାଶ।  ଲଣ୍ଡନରେ ଅନୁଷ୍ଠିତ ମାଇଣ୍ଡ ସ୍ପୋର୍ଟସ ଅଲମ୍ପିଆଡ୍‌ରେ ଗୋଲ୍ଡ ମେଡାଲ ଜିତି ବିଶ୍ୱର ଦ୍ରୁତତମ  ହ୍ୟୁମାନ କାଲ୍‌କୁଲେଟର ଆଖ୍ୟା ପାଇଛନ୍ତି […]

muharam
ମହରମ୍ ଶୋଭାଯାତ୍ରାକୁ ସୁପ୍ରିମ୍ କୋର୍ଟଙ୍କ ନା

ନୂଆଦିଲ୍ଲୀ: ମୁସଲିମମାନଙ୍କ ପର୍ବ ମହରମ୍ ଶୋଭାଯାତ୍ରାକୁ ମିଳିଲାନି ଅନୁମତି। ସୁପ୍ରିମ୍ କୋର୍ଟ ଆଜି ଦେଶରେ ମହରମ୍ ଶୋଭାଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି। ଶିହା ଧର୍ମଗୁରୁ ମୌଲାନା ସୟଦ କଲବେ ଜୱାଦ ପୂରା ଦେଶରେ ମହରମ୍ ଶୋଭାଯାତ୍ରା କରିବା ନେଇ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମ୍ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ମହରମ୍ ଶୋଭାଯାତ୍ରାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି। କରୋନା ମହାମାରୀକୁ ଆଖି ଆଗରେ ରଖି ସୁପ୍ରିମ୍ […]

gurjar
ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ମୋଦି ସରକାରରେ ଥିବା ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣ ପାଲ ଗୁରଜାରଙ୍କ ରିପୋର୍ଟ ପଜିଟିଭ ଆସିଛି। ମନ୍ତ୍ରୀ ଖୋଦ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। स्वास्थ्य संबंधी दिक्कतों को गंभीरता से लेते हुए मैंने कोरोना टेस्ट करवाया जिसकी रिपोर्ट पॉजिटिव आई है। चिकित्सकों के परामर्श पर अब […]

congress
ପଦାରେ ପଡ଼ିଲା କଂଗ୍ରେସ କନ୍ଦଳ!

ନୂଆଦିଲ୍ଲୀ: କଂଗ୍ରେସରେ ପୁଣି କନ୍ଦଳ ! ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ବିଶେଷ କରି ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ବହିଷ୍କୃତ କରିବା ପାଇଁ ଦାବି ଜୋର ଧରିଛି। ଏପରିକି ଜିତିନଙ୍କ ପରିବାର ତଥା ତାଙ୍କ ବାପାଙ୍କୁ ମଧ୍ୟ ସେମାନେ ଟାର୍ଗେଟ କରିବାକୁ […]

ramesh
'NEET-JEE ପରୀକ୍ଷାକୁ ନେଇ ରାଜନୀତି କରାନଯାଉ'

ନୂଆଦିଲ୍ଲୀ: NEET ଓ JEE MAIN ପରୀକ୍ଷା ଘୁଞ୍ଚାଇବା ପାଇଁ କିଛି ରାଜ୍ୟ ପକ୍ଷରୁ ଦାବି ହେଉଥିବା ବେଳେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେଉ ବୋଲି ଅନେକ ଛାତ୍ରଛାତ୍ରୀ ଚାହୁଁଛନ୍ତି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ ସୂଚନା ଦେଇଛନ୍ତି। ପୋଖରୀୟାଲ୍‌ କହିଛନ୍ତି, ଜେଇଇ ମେନ୍ ପାଇଁ ଆବେଦନ କରିଥିବା ୮ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ କରିଛନ୍ତି। NEET ପାଇଁ ଆବେଦନ କରିଥିବା ୧୫ଲକ୍ଷ […]

rheaa
'ମୁଁ ଗିରଫ ହେବା ଭଳି କୌଣସି ଅପରାଧ କରିନି'

ମୁମ୍ୱାଇ: ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ତିନି ତିନିଟି ତଦନ୍ତକାରୀ ସଂସ୍ଥାର ତଦନ୍ତର କେନ୍ଦ୍ରବିନ୍ଦୁ ଥିବା ରିଆ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ରିଆ କହିଛନ୍ତି ସୁଶାନ୍ତ ଅବସାଦରେ ଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ କିନ୍ତୁ ସେମାନେ ତାକୁ ଗୁରୁତ୍ୱ […]

sushant singh
‘ଚଣ୍ଡୀଗଡ଼ ଟ୍ରିପ୍‌ ସମୟରେ ସୁଶାନ୍ତଙ୍କୁ କାହିଁକି ୨୫ଥର କଲ୍‌ କରିଥିଲେ ରିୟା ? ’

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଗର୍ଲଫ୍ରେଣ୍ଟ୍‌ ରିୟା ଚକ୍ରବର୍ତ୍ତୀ ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ତିନି ତିନିଟି ତଦନ୍ତକାରୀ ସଂସ୍ଥା(ED,CBI,Narcotics Control Bureau)ର ତଦନ୍ତର କେନ୍ଦ୍ରବିନ୍ଦୁ ଥିବା ରିୟା ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ରିୟା କହିଛନ୍ତି, ‘ସୁଶାନ୍ତ ଅବସାଦରେ ଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ସେମାନେ ତାକୁ ଗୁରୁତ୍ୱ ନ ଦେଇ ସେମିତି ଛାଡ଼ି ଦେଇଥିଲେ। […]

pakistan news
ପୁଣି ମିଛ କହି ଧରା ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ମିଛ କହିଲା ପାକିସ୍ତାନ। ଗୋଟିଏ ସପ୍ତାହରେ ୩ଟି ମିଛ। ତା’ ପୁଣି ଆତଙ୍କବାଦକୁ ନେଇ। ପାକିସ୍ତାନର ଏହି ମିଛକୁ ପଦାରେ ପକାଇଛି United Nations Security Council (UNSC)। ଆତଙ୍କବାଦକୁ ନେଇ ପାକିସ୍ତାନର ସମସ୍ତ ମିଛ ଏବଂ ଧୋକ୍କାବାଜିକୁ ଗତ ସପ୍ତାହରେ ଲୋକଲୋଚନକୁ ଆଣିଛି । ଗତ ସପ୍ତାହରେ ପାକିସ୍ତାନ କହିଥିବା ୩ଟି ବଡ଼ ବଡ଼ ମିଛ ଧରାପଡ଼ିଛି। ପ୍ରଥମତଃ ପାକିସ୍ତାନ ସବୁବେଳେ କହି ଆସୁଥିଲା ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ନାହିଁ। କିନ୍ତୁ ଗତ […]

rhea chakraborty
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ CBIର ଜେରା

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଆଜି CBI ନିକଟରେ ହାଜର ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଜେରା ଚାଲିଛି। ସିବିଆଇର ସମନ ପରେ ରିୟା ଭାଇ ସୌଭିକଙ୍କ ସହ ମୁମ୍ବାଇ ସ୍ଥିତ DRDO ଗେଷ୍ଟ୍‌ହାଉସ୍‌ରେ ହାଜର ହୋଇଛନ୍ତି। ତେବେ ରିୟା ସିବିଆଇରେ ହାଜର ହେବାପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚକ୍‌ମା ଦେଇଥିବା ଶୁଣିବାକୁ ମିଳୁଛି। ରିୟାଙ୍କ ଘର ମୁମ୍ବାଇ ସାନ୍ତାକ୍ରୁଜ୍‌ରେ। DRDO ଗେଷ୍ଟ୍‌ ହାଉସ୍‌ରୁ […]

ciovid
ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ମୃତ ୧୦୫୭, ଆକ୍ରାନ୍ତ ୭୭,୨୬୬

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଯେପରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ଚିନ୍ତାର କାରଣ ହୋଇଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଦେଶରେ ୭୫ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ୭୭ ହଜାର ୨୬୬ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୦୫୭ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ଦେଶରେ ଆକ୍ଟିଭ କରୋନା ରୋଗୀଙ୍କ ସଂଖ୍ୟା ୭ […]

sc
UG, PG ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: JEE-NEETକୁ ନେଇ ଦେଖା ଦେଇଥିବା ବିବାଦ ଟଳି ନ ଥିବାବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ସୁପ୍ରମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି।  UG ଓ  PG ପରୀକ୍ଷା କରାଯିବ ବୋଲି ସୁପ୍ରିମ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ୟୁଜି, ପିଜି ପରୀକ୍ଷା ହେବ ବୋଲି କହିଛନ୍ତି। ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିହେବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ତେବେ ପରୀକ୍ଷା ତାରିଖ ରାଜ୍ୟ […]

driving card
ଖୁସି ଖବର; ଏଣିକି ବିନା ଟେଷ୍ଟିଂରେ ବାହାର କରିପାରିବେ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ବାହାର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଲାଇସେନ୍ସ ବାହାର କରିବାକୁ ହେଲେ ଏଣିକି ସେମାନଙ୍କୁ ଆଉ ପରୀକ୍ଷା ଦେବା ଦରକାର ପଡ଼ିବନି। କାରଣ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନିୟମ…

america
ଶବ ଦାହ ଗୃହରେ ମୃତ ଯୁବତୀ ଜିଇଁ ଉଠିଲେ !

ମିଶିଗନ୍‌: ଆମେରିକାର ମିଶିଗନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୨୦ ବର୍ଷର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ ଚାଲିଥିଲା। ହଠାତ୍‌ ଯୁବତୀ ଜଣକ ଆଖି ଖୋଲିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ନେବା ଆରମ୍ଭ କରିଥିଲେ। ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଲୋକେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ। ଡେଲି ମେଲର ରିପୋର୍ଟ ଅନୁସାରେ, ୨୦ ବର୍ଷୀୟ ଏହି ଯୁବତୀଙ୍କ ନାଁ ତିମେଶା ବେଉଚ୍ୟେମ୍ପ। ରବିବାର ସକାଳ ପ୍ରାୟ […]

rhea-susant
ରିୟାଙ୍କ ଭାଇ ସୌଭିକଙ୍କୁ ୧୪ ଘଣ୍ଟା ଜେରା କଲା ସିବିଆଇ

ମୁମ୍ବଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରାକୁ ଚାଲିଗଲାଣି।  ସେପଟେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ଜେରା କରିଛି ସିବିଆଇ।  ସିବିଆଇର ୫ ଜଣିଆ ଟିମ୍ ସୌଭିକଙ୍କୁ ସୁଶାନ୍ତଙ୍କ ସହ ଥିବା ୨ଟି କମ୍ପାନୀର ଅଂଶଧନ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। କମ୍ପାନୀରେ ସୁଶାନ୍ତଙ୍କ କେତେ ନିବେଶ ଥିଲା, ରିୟା ଓ ତାଙ୍କ ଭୂମିକା କଣ ସେ ନେଇ ଜାଣିବାକୁ ଚାହିଁଛି ସିବିଆଇ […]

sushanta
CBI ସ୍କାନରରେ ସୁଶାନ୍ତଙ୍କ କେୟାରଟେକର, ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବଇ(ସୁରେଶ ଦାଶ):ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ ଭାର CBI ହାତକୁ ନେବା ପରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଜେରା ସରିଲାଣି। ତେବେ ଏମାନଙ୍କ ମଧ୍ୟରୁ ସୁଶାନ୍ତଙ୍କ କେୟାରଟେକର ଦୀପେଶ ସାୱନ୍ତ ଉପରେ CBI ଅଧିକ ଗୁରୁତ୍ୱପୂଣ୍ଣ ବୋଲି କୁହାଯାଉଛି। ବିଶ୍ୱାସ କରାଯାଉଛି ଦୀପେଶ CBIକୁ ଠିକ୍‌ ଦିଗ ଦେଖାଇ ପାରିବେ। ସେଥିପାଇଁ CBI ତାଙ୍କୁ ସରକାରୀ ସାକ୍ଷୀ କରିପାରେ। ସୁଶାନ୍ତଙ୍କ ଘର କେୟାରଟେକର ଦୀପେଶ  ସିବିଆଇ ପାଇଁ ବେଶ ମହତ୍ୱପୂର୍ଣ୍ଣ। ତେଣୁ ଦୀପେଶଙ୍କୁ ଡିଆରଡିଓ ଗେଷ୍ଟ […]