• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

heavy weight
ଇଭିଏମ୍‌ରେ ସିଲ୍‌ ହେବ ହେଭିୱେଟ୍‌ଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହେବ। ସେମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ଗାନ୍ଧିନଗରରୁ ଏଥର ଲୋକସଭା ନିର୍ବାଚନ ଲଢୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେହିଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦକ୍ଷିଣ ଅଭିଯାନ କେତେ ଫଳପ୍ରଦ ସାବ୍ୟସ୍ତ ହେବ ତାହା ମଧ୍ୟ ଜଣାପଡ଼ିବ। ଆମେଥି […]

pm-modi-11
ଭୋଟ୍‌ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦ ସ୍ଥିତ ଏକ ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସକାଳେ ମୋଦି ନିଜ ଘରକୁ ଯାଇ ମା’ ହୀରାବେନ୍‌ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାପରେ ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିଲେ। ଭୋଟ୍ ଦେବା ପରେ […]

dhonao0
ପାକିସ୍ତାନକୁ ଧମକ ଦେଲେ ବାୟୁସେନା ମୁଖ୍ୟ-କହିଲେ ସୀମା ଉପରେ ତୀକ୍ଷ୍‌ଣ ନଜର ରଖିଛୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ପାକିସ୍ତାନକୁ ଆଜି ଖୋଲାଖୋଲି ଧମକ ଦେଇଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନୱା। ସେ କହିଛନ୍ତି, “ଭାରତୀୟ ବାୟୁସେନା ସର୍ବଦା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଲର୍ଟ ରହିଛି। ଯଦି ପାକିସ୍ତାନ କୌଣସି ବି ଦୁଃସାହସ କରିବାକୁ ଉଦ୍ୟମ କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ।” ଏହାପୂର୍ବରୁ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ଧମକ […]

1
ଦାଢ଼ି ଲଗାଇ ଅଫିସ ଆସିଲେ ମହିଳା ବୈଜ୍ଞାନିକ

ନୂଆଦିଲ୍ଲୀ: ମହିଳାମାନଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ। ତଥାପି ସେମାନେ ହୀନମନ୍ୟତାର ଶିକାର ହୁଅନ୍ତି। କେବଳ ଭାରତରେ ନୁହେଁ, ଏପରି ପରମ୍ପରା ଆମେରିକା ପରି ବିକଶିତ ଦେଶରେ ମଧ୍ୟ ଦେଖିବାକୁ ମିଳେ। ଅନେକ ପ୍ରତିଭାର ଅଧିକାରୀ ହୋଇ  ତଥା ପରିଶ୍ରମୀ ହୋଇ ମଧ୍ୟ ମହିଳା ବୈଜ୍ଞାନିକମାନେ ଲିଙ୍ଗଗତ ଭେଦଭାବର ଶିକାର ହେଉଛନ୍ତି। ତେଣୁ ମହିଳା ବୈଜ୍ଞାନିକମାନେ ଏପରି ଭେଦଭାବକୁ ଅଭିନବ ଉପାୟରେ ବିରୋଧ କରିଛନ୍ତି। ମହିଳା ବୈଜ୍ଞାନିକମାନେ ମୁହଁରେ ପୁରୁଷଙ୍କ ପରି ଦାଢ଼ି ଲଗାଇ କାର୍ଯ୍ୟାଳୟକୁ ଆସୁଥିବା […]

un
ଜାତିସଂଘରେ ଭାରତ ବିରୋଧି କୌଣସି ପ୍ରସ୍ତାବକୁ ସମର୍ଥନ କରିନାହିଁ ବ୍ରିଟେନ

ଲଣ୍ଡନ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ବିରୋଧରେ ପାକିସ୍ତାନ ଓ ଚାଇନା ଯେଉଁ ଚକ୍ରାନ୍ତ କରୁଥିଲେ, ତା’ହା ଫସର ଫାଟିଛି। ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ କଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ପୂର୍ବରୁ କୁହାଯାଉଥିଲା ବ୍ରିଟେନ୍ ଏହି ସମୟରେ କଶ୍ମୀର ବିତର୍କରେ ଭାଗ ନେଇଥିଲା ଏବଂ ଭାରତ ବିରୋଧରେ ଚାଇନା ପ୍ରସ୍ତୁତ କରିଥିବା ଡ୍ରାଫ୍ଟକୁ ସମର୍ଥନ କରିଥିଲା। ତେବେ ଆଜି ବ୍ରିଟେନ୍ ପକ୍ଷରୁ ଏହାକୁ ଖାରଜ କରଯାଇଛି। ବ୍ରିଟେନର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, […]

phota
ମୋଦିଙ୍କ ପରେ ଇମ୍ରାନଙ୍କ ସହ ଫୋନରେ କଥା ହେଲେ ଟ୍ରମ୍ପ

ୱାଶିଂଟନ୍‌: କଶ୍ମୀର ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ପାକିସ୍ତାନ ୱାଜିର-ଏ-ଆଜମ ଇମ୍ରାନ ଖାନ୍‌ଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ସନ୍ଧ୍ୟାରେ ମୋଦି ଓ ଟ୍ରମ୍ପ ୩୦ ମିନିଟ୍‌ରୁ ଅଧିକ ସମୟ ଧରି  ଫୋନ ଯୋଗେ କଥା ହୋଇଥିଲେ। ଏହି ସମୟରେ ମୋଦି ପାକିସ୍ତାନ କିମ୍ବା ଇମ୍ରାନ୍‌ ଖାନ୍‌ଙ୍କ ନାଁ ନ ନେଇ ଟ୍ରମ୍ପଙ୍କୁ ଆତଙ୍କବାଦ ଓ କଶ୍ମୀର ପ୍ରସଙ୍ଗ ବିଷୟରେ ଅବଗତ କରାଇଥିଲେ। ଏହାପରେ ଟ୍ରମ୍ପ ପାକ୍‌ ୱାଜିର-ଏ-ଆଜମ […]

ଜୀମୂଦମୌମୂମ
ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ:  ଭାରତର ମୁନ୍ ମିଶନକୁ ଆଉ ପାଦେ ସଫଳତା।  ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-୨ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି । ଏହାକୁ ଲୁନାର୍ ଅର୍ବିଟ୍ ଇନସର୍ସନ୍ କୁହାଯାଏ । ଅଗଷ୍ଟ ୩୧ ତାରିଖ ମଧ୍ୟରେ ଚନ୍ଦ୍ରଯାନ ଆଉ ୪ ଥର ଚନ୍ଦ୍ର ଚାରିପଟେ କକ୍ଷ ପଥରେ ବୁଲିବ। ତା’ ପରେ ଲ୍ୟାଣ୍ଡର୍ ବିକ୍ରମ ଅର୍ବିଟ୍‌ରୁ ଅଲଗା ହେବ । ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନ  […]