• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

12345
କାନ ଭିତରେ ବସା ବାନ୍ଧିଥିଲେ ୧୦ରୁ ଅଧିକ ଅସରପା, ଆଉ ତା’ପରେ...

ବେଜିଂୱ: ବେଳେବେଳେ କାନରେ ପିମ୍ପୁଡ଼ି ପଶିଯାଏ। ଆଉ ତା‘ ପରର ଅବସ୍ଥା କ’ଣ ହୁଏ, ଅନୁଭବୀ ହିଁ ଜାଣିଥାଏ। ହେଲେ ଥରେ ଚିନ୍ତା କରନ୍ତୁ ତ , ଯଦି ଆପଣଙ୍କ କାନରେ ପିମ୍ପୁଡ଼ି ବଦଳରେ ଏକାଧିକ ଅସରପା ବସାବାନ୍ଧି ଭିତରେ ରହିବେ, ତେବେ କ’ଣ ହେବ?  ଏମିତି ଏକ ଘଟଣା ଘଟିଛି ଚୀନର ଜଣେ ବ୍ୟକ୍ତିଙ୍କ ସହ। ବ୍ୟକ୍ତି ଜଣକ ରାତିରେ ଶୋଇଥିଲେ। ହଠାତ୍‌ ତାଙ୍କ କାନରେ ଯନ୍ତ୍ରଣା ଅନୁଭବ କଲେ। ଏତ ଯନ୍ତ୍ରଣା ହେଲା ଯେ, […]

cyclone
କିଏ ଦେଲା ଏଇ ବାତ୍ୟାର ନାଁ ‘ମହା’...‘ବୁଲ୍‌ବୁଲ୍‌’....

ନୂଆଦିଲ୍ଲୀ:ତାଣ୍ଡବ ସୃଷ୍ଟି କରି ଚାଲିଗଲା ଫନି। ଯଦିଓ ଆମେ ଅନୁଭବ କରିପାରିନୁ ତେବେ ଫନି ପରେ ଆସି ଚାଲି ଯାଇଛନ୍ତି ବାୟୁ, ହିକ୍କା..। ନିକଟରେ ଆରବ ସାଗର ଉପକୂଳ ଅଞ୍ଚଳକୁ ହଲଚଲ କରି ଚାଲିଯାଇଛି କ୍ୟାର। ତା ପରେ ଲାଇନରେ ଅଛନ୍ତି ଆରବ ସାଗରରେ ସୃଷ୍ଟ ‘ମହା’ ଓ ବଙ୍ଗୋପସାଗର ଉପକୂଳକୁ ନଚାଇବା ପାଇଁ ଆସୁଛି ‘ବୁଲ୍‌ବୁଲ୍‌’। ମେ’ ମାସ ଆରମ୍ଭରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏଇ ‘‍ଫନି’ରୁ ‘‍କ୍ୟାର’…ପର୍ଯ୍ୟନ୍ତ ସମସ୍ତେ ପୃଥିବୀ ପୃଷ୍ଠରେ ନିଜର […]

sister
ନିହତ ଆତଙ୍କବାଦୀ ବାଗଦାଦିର ଭଉଣୀ ଅଟକ

ଓ୍ୱାଶିଂଟନ: ନିକଟରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପ୍ରମୁଖ ଅବୁ ବକ୍ର ଅଲ୍ ବାଗଦାଦି ନିହତ ହେବା ପରେ ସୋମବାର ବାଗଦାଦିର ଭଉଣୀ ରସମିୟା ଅୱାଦ୍ (୬୫)କୁ ଅଟକ ରଖିଛି ତୁର୍କୀ ସେନା। ତୁର୍କୀ ଅଧିନରେ ସିରିଆର ଅଜଜ ସହର ରହିଛି। ସେହି ସ୍ଥାନରେ ବାଗଦାଦିର ଭଉଣୀ ରହିଥିବା ସୂଚନା ତୁର୍କୀ ସେନା ପାଇବା ପରେ ରେଡ୍ କରିଥିଲା। ଏହାପରେ ରସମିୟା, ତାଙ୍କ ସ୍ୱାମୀ, ବୋହୂଙ୍କ ସହିତ ୫ ଛୁଆଙ୍କୁ ଅଟକ ରଖାଯାଇଛି। ଏବେ ରସମିୟା, ତାଙ୍କ ସ୍ୱାମୀ […]

1
ବିଜେପି ଆଡ଼କୁ ଢଳିବ କି ଶିବସେନା !

ନୂଆଦିଲ୍ଲୀ:ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ  କରିବା ପରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଶିବସେନାକୁ ସମର୍ଥନ କରିବା ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ତେବେ ଶିବସେନା-ଏନସିପି ମେଣ୍ଟରେ ସରକାର ଗଢିବା ଯେ ଏତେ ସହଜ କଥା ନୁହେଁ, ହୃଦୟଙ୍ଗମ କରି ସାରିଛି ଶିବସେନା। ତେଣୁ ଏବେ କ’ଣ କରିବ ଶିବସେନା ? କୁଆଡେ ଢଳିବ ? ବିଜେପି ଆଡକୁ କି ? ଏମିତି ଅନେକ ପ୍ରଶ୍ନ ଉଠୁଛି । ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ […]

43435636
ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ !

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ। ଏ ନେଇ ଦଳ ତରଫରୁ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ଏହା ଏକ ପ୍ରକାର ସ୍ପଷ୍ଟ ବୋଲି ଧରିବାକୁ ହେବ। ଗତକାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏହି ଅବସରରେ ରାଜ୍ୟରେ ସରକାର ଗଢ଼ିବା ପାଇଁ ଶିବସେନାକୁ ଏନସିପି-କଂଗ୍ରେସ ସମର୍ଥନ କରିବ କି ନାହିଁ ଆଲୋଚନା ହୋଇଥିଲା। ବୈଠକ ପରେ ଶରଦ ପାଓ୍ୱାର ଗଣମାଧ୍ୟମକୁ ଶିବସେନାକୁ ସମର୍ଥନ ବାବଦରେ କୈଣସି […]

last phase voting
୨୦୧୯ ସାଧାରଣ ନିର୍ବାଚନର ଆଜି ଶେଷ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ: ୨୦୧୯ ମହାଲଢ଼େଇର ଆଜି ହେଉଛି ଅନ୍ତିମ ପର୍ଯ୍ୟାୟ ମତଦାନ ଅର୍ଥାତ୍‌, ଆଜି ୧୯ ସାଧାରଣ ନିର୍ବାଚନର ଶେଷ ତଥା ସପ୍ତମ ପର୍ଯ୍ୟୟ ଭୋଟ୍ ଗ୍ରହଣ। ୭ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ଅନ୍ତିମ ପର୍ଯ୍ୟାୟରେ ୯୧୮ ଜଣ  ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଯାହାଙ୍କ ଭାଗ୍ୟ ୧୦ କୋଟି ୧ ଲକ୍ଷ ୭୫ ହଜାର ୧୫୩ ଭୋଟର ନିର୍ଦ୍ଧାରଣ କରିବେ।  ଏଥିପାଇଁ ୧ […]

international-space-center
ଏତେ ସୁନ୍ଦର ଏ ପୃଥିବୀ ! ଅନ୍ତରୀକ୍ଷରୁ ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ: ପୃଥିବୀର ସୌନ୍ଦର୍ଯ୍ୟ ତ ଆମେ ଅତି ପାଖରୁ ଦେଖୁଛେ। ବିମୋହିତ ହେଉଛେ। ହେଲେ କେବେ ଅନ୍ତରୀକ୍ଷରୁ ଦେଖିଛନ୍ତି ଆମ ପୃଥିବୀକୁ ! ପ୍ରକୃତରେ କେତେ ସୁନ୍ଦର ତାର ରୂପ ! ପାଖରୁ ବି, ଦୂରରୁ ବି  । ଅନ୍ତରୀକ୍ଷରୁ ପୃଥିବୀକୁ ଦେଖିବାର ସୁଯୋଗ ତ ସମସ୍ତଙ୍କ ଭାଗ୍ୟରେ ମିଳେନି। ତେବେ ଇଣ୍ଟରନାସନାଲ ସ୍ପେଶ ସେଣ୍ଟର ନାସା ପକ୍ଷରୁ ପୃଥିବୀର କେତେଗୁଡ଼ିଏ ଫଟୋ ଜାରି କରାଯାଇଛି। ଯାହାର ସୌନ୍ଦର୍ଯ୍ୟ ଦେଖିଲେ ଆପଣ ଭାବିବେ ଏହା ଆମ ପୃଥିବୀ […]

111
ସୀମାନ୍ତରେ ଯବାନଙ୍କ ଜୀବନ ବଞ୍ଚାଇବ ଏହି ଫ୍ରିଜ

ଜମ୍ମୁକାଶ୍ମୀର:ଜମ୍ମୁ-କାଶ୍ମୀର ନିବାସୀ ତଥା ଆଇଆଇଟି କାନପୁରର ମେକାନିକାଲ ଇଞ୍ଜିନିୟରିଂର ପୂର୍ବତନ ଛାତ୍ର ଅଖିଳ ଚାଢକ ଏକ ପୋର୍ଟେବଲ୍‌ ସୋଲାର ଫ୍ରିଜ ତିଆରି କରିଛନ୍ତି ଯାହା ସୀମାନ୍ତରେ ଥିବା ଯବାନଙ୍କ ଜୀବନ ବଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସୋଲାର ଏନର୍ଜିରେ ଚାଲୁଥିବା ଏହି ଫ୍ରିଜ୍‌ ଦୁର୍ଗମ ସ୍ଥିତିରେ ଆମ ଯବାନଙ୍କ ପାଖରେ ଜୀବନରକ୍ଷାକାରୀ ଔଷଧ  ପହଞ୍ଚାଇ ପାରିବ। ସୀମାନ୍ତରେ ଅନେକ ପ୍ରତିକୂଳ ପରିସ୍ଥିତିରେ ଠିଆ ହୋଇ ଦିନରାତି ଦେଶକୁ ଜଗିଛନ୍ତି ଆମ ଯବାନ। ଯଦି ସାପ […]

1234
ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ିଲେ ସାରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ସାରା ଅଲି ଖାନଙ୍କ ଚୁଲ୍‌ବୁଲି ହସ୍, ଚୁଲ୍‌ବୁଲି କାମକୁ ବେଶ ପସନ୍ଦ କରନ୍ତି ତାଙ୍କର ଫ୍ୟାନ୍ସ। ଆଉ ଖାସ୍‌ ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସାରା ଅଲି ଖାନ୍‌ଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ସାରା ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ୁଛନ୍ତି। ଆଜିକାଲି ସାରା ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘କୁଲି ନମ୍ବର ୱାନ’ କୁ ନେଇ ବ୍ୟସ୍ତ ଅଛନ୍ତି। ତାଙ୍କର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ […]