ନୂଆଦିଲ୍ଲୀ: ଚଳିତ ମାସ ମେ ୧୩ ତାରିଖରୁ ଜୁନ ୩୦ ତାରିଖ ଯାଏ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ରହିବ। ତେବେ ମେ ୨୫ରୁ ୩୦ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଛୁଟିରେ ରହିବେ ବୋଲି ଜଣାପଡ଼ିଛି। ଜୁଲାଇ ୧ ତାରିଖରେ ସୁପ୍ରିମକୋର୍ଟ ପୁଣି ଖୋଲିବ। ତେବେ ଏହି ଗ୍ରୀଷ୍ମ ଅବକାଶ ସମୟରେ ୩ଟି ପର୍ଯ୍ୟାୟରେ ବିଚାରପତି ମାନେ ଛୁଟିରେ ଯିବେ। ମେ ୧୩ରୁ ୨୮ ପ୍ରଥମ ପର୍ଯ୍ୟାୟ ରହିଥିବା ବେଳେ ମେ ୨୯ରୁ […]
ନୋଏଡ଼ା: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଭୀଷଣ ପିଠି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୋଏଡ଼ା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବେ ନୋଏଡ଼ାରେ ଥିବା ମେଟ୍ରୋ ମଲଟିସ୍ପେଶାଲିଟି ହସ୍ପିଟାଲର ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଗତାକାଲି ରାତିରେ ନିଜେ ପ୍ରିୟଙ୍କା ତାଙ୍କୁ ହସ୍ପିଟାଲ ଆଣିଥିଲେ। ରାତିତମାମ ସେ ହସ୍ପିଟାଲରେ ରହିବା ପରେ ସକାଳୁ ଘରକୁ ଯାଇଛନ୍ତି। ହେଲେ […]
ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେଇକ୍ଲି ଆକ୍ଟ ଆସିବା ପରେ ସୋଶାଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା। ଏ ସଂକ୍ରାନ୍ତ ଅନେକ ରୋଚକ ଖବର ଓ ଫଟୋ ଆମେ ସୋଶାଲ ମିଡିଆରେ ଦେଖିବାକୁ ମିଳେ। ନିକଟରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ। ଫଟୋରେ ଦେଖିବାକୁ ମିଳିଛି ଏକ କୁକୁର ବାଇକ୍ରେ ପଛପଟେ ବସିଛି ଏବଂ ସେ ବି ହେଲମେଟ ପିନ୍ଧିଛି। ମାଲିକ ମଧ୍ୟ […]
ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର କାନବେରାରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନଦୀରେ ଏକ କଙ୍ଗାରୁ ବୁଡ଼ି ଯାଉଥିବା ଦେଖି ଦୁଇ ଜଣ ପୁଲିସ କର୍ମଚାରୀ ବହୁ କଷ୍ଟରେ ତାକୁ ଉଦ୍ଧାର କଲେ। ହେଲେ ତା’ପରେ କଙ୍ଗାରୁ ଏମିତି କାମ କଲା… ପାଣିରୁ କଙ୍ଗାରୁକୁ ଉଦ୍ଧାର କରିବାର ଦୃଶ୍ୟକୁ କେହିଜଣେ ମୋବାଇଲରେ ରେକର୍ଡିଂ କରିଥିଲେ ଯାହାର ଭିଡିଓ ଭାଇରାଲ ହୋଇଛି। ପୁଲିସ କର୍ମୀମାନେ କଙ୍ଗାରୁକୁ ଥରେ ବହୁ କଷ୍ଟରେ ପାଣିରୁ ଉଦ୍ଧାର […]
ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୮୦ଟି ଆସନରୁ ୭୩ଟିରେ ବିଜୟୀ ହୋଇଥିବା ବେଳେ ଏଥର ଅଧାରୁ କମ୍ ଆସନ ପାଇପାରେ। ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟରେ ୨୭ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବ୍ରୋକେରାଜେ ଫାର୍ମ ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି, ରାଜ୍ୟରେ ମୋଟ ଭୋଟ୍ର ୪୫ ପ୍ରତିଶତ ସମାଜବାଦୀ ପାର୍ଟି(ଏସ୍ପି) ଏବଂ ବହୁଜନ ସମାଜ ପାର୍ଟି(ବିଏସ୍ପି) ମେଣ୍ଟକୁ ଯିବ। ସେହିପରି ୩୪.୨ ପ୍ରତିଶତ ଭୋଟ୍ […]
ନୂଆଦିଲ୍ଲୀ: ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଚାଲୁଥିବା ବେଳେ ପାଭିଲିୟନ୍ରେ କୋଚ୍ ରବି ଶାସ୍ତ୍ରୀ ଶୋଇପଡ଼ିଥିଲେ। ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହାଇଛି। ବିଭିନ୍ନ ମହଲରୁ ରବି ଶାସ୍ତ୍ରୀଙ୍କୁ ଏନେଇ ପ୍ରବଳ ସମାଲୋଚନା କରାଯାଇଛି । କିପରି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଚାଲୁଥିବା ବେଳେ ସେ ଶୋଇ ପଡ଼ିଥିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି କିଛି କ୍ରୀଡ଼ା ପ୍ରେମୀ । ରାଞ୍ଚିରେ […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍ ବିବାଦ ମାମଲାର ‘ଚୂଡ଼ାନ୍ତ ଷ୍ଟାଟସ୍ ରିପୋର୍ଟ୍’ ଦାଖଲ କରିବାକୁ, ସୁପ୍ରିମକୋର୍ଟ ଆଜି ‘ମଧ୍ୟସ୍ଥି ପ୍ୟାନେଲ୍’କୁ ଆଉ କିଛିଦିନ ସମୟ ଦେଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଏହି ବିବାଦୀୟ ମାମଲାର ସମସ୍ତ ରିପୋର୍ଟ ଦାଖଲ କରିବାକୁ, ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଖଣ଼୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ, ଜଷ୍ଟିସ ଏସ୍ଏ ବୋବଡେ, ଡିଓ୍ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ […]
ନୂଆଦିଲ୍ଲୀ: ହଲିଉଡ୍ରେ ଲୋକପ୍ରିୟ ଅଭିନେତ୍ରୀ ତଥା ପପ୍ ସିଙ୍ଗର୍ ଲେଡି ଗାଗା ସୋଶାଲ୍ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଶୋସାଲ୍ ମିଡିଆରେ ମାଧ୍ୟମରେ ସେ ସବୁବେଳେ ଫ୍ୟାନ୍ଙ୍କ ଗହଣରେ ରୁହନ୍ତି। କିନ୍ତୁ ନିକଟରେ ସେ ଏକ ଟ୍ୱିଟ୍ କରିଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ଟ୍ୱିଟ୍ ଦେଖିବାମାତ୍ରେ ତାଙ୍କ ଫ୍ୟାନ୍ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ସେତିକି ଖୁସି ବି ହେଉଛନ୍ତି। କାରଣ ଗାଗା […]
ନୂଆଦିଲ୍ଲୀ: ଆଇପିଏଲ୍ ମହାସମରରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କାହିଁକି ନା ଏହି ମ୍ୟାଚରେ ଯେଉଁ ଟିମ୍ ବିଜୟୀ ହେବ, ସେହି ଟିମ୍ ମୁମ୍ବାଇ ବିପକ୍ଷରେ ଫାଇନାଲ ଖେଳିବ। ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ଦିଲ୍ଲୀ ପ୍ରବେଶ କରିଛି। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମ୍ଦାର୍ ବ୍ୟାଟିଂରେ ଦିଲ୍ଲୀ ଏହି […]
ଚେନ୍ନାଇ: ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳୁନି ଡ୍ରାଇଭିଂ ଲାଇସେନ୍ସ। ଦେଶର ନୂଆ ଟ୍ରାଫିକ୍ ନିୟମ ଲାଗୁହେବା ପରେ ଡ୍ରାଇଭିଂ ଲାଇସେନ୍ସ ନେବା ପାଇଁ ଆର୍ଟିଓ ଅଫିସ୍ଗୁଡ଼ିକରେ ଲୋକଙ୍କର ଭିଡ଼ ଲାଗୁଛି। ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିମାନେ ସମସ୍ତ ଦସ୍ତାବିଜ୍ ସହ ଲାଇସେନ୍ସ ପାଇଁ ଅପେକ୍ଷା କରୁଛନ୍ତି। କିନ୍ତୁ ଯେଉଁ ଯୁବତୀ କିମ୍ବା ମହିଳା ଜିନ୍ସି ବା କେପ୍ରି (ମହିଳାମାନେ ପିନ୍ଧୁଥିବା ୧/୪ ପ୍ୟାଣ୍ଟ) ପିନ୍ଧୁଛନ୍ତି, ସେମାନଙ୍କୁ ଆରଟିଓ ପକ୍ଷରୁ ଡ୍ରାଇଭିଂ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବୃହତ ରାଞ୍ଚି ବିଜୟ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟରେ ବିଶାଳ ବିଜୟ ସହ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ରା଼୍ଞ୍ଚି ଟେଷ୍ଟକୁ ଗୋଟିଏ ଇନିଂସ ଏବଂ ୨୦୨ରନରେ ଜିତି ନେଇଛି ଟିମ୍ ଇଣ୍ଡିଆ। ରାଞ୍ଚି ଟେଷ୍ଟର ଚତୁର୍ଥ ଦିନରେ ବିଜୟ ହାସଲ କରିଛି ଭାରତ ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ ୪୯୭ରନ କରି ପାଳି ଘୋଷଣା କରିଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ […]
ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି। ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଆଇୟୁସି ଟପ୍ ଅପ୍ ବଦଳରେ ଜିଓ ତିନୋଟି ରିଚାର୍ଜ ପ୍ୟାକ୍ (୨୨୨, ୩୩୩ ଏବଂ ୪୪୪) ବଜାରକୁ ଛାଡ଼ିବ। ଏହି ତିନୋଟି ରିରାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍ ଜିଓକୁ ହଜାରେ ମିନିଟର କଲ୍ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ […]
ଛତିଶଗଡ଼: ଛତିଶଗଡ଼ର ଜଣେ ଯୁବକଙ୍କର ସ୍ୱପ୍ନ ଥିଲା ପୁଲିସ ଅଫିସର ହେବେ । ଦିନ ପରେ ଦିନ ଗଡ଼ି ଚାଲିଲା, ହେଲେ ସେ ପୁଲିସ ଅଫିସର ହୋଇ ପାରିଲେ ନାହିଁ। ହତାଶ ହେଲେ, କିନ୍ତୁ ଭାଙ୍ଗି ପଡ଼ିଲେ ନାହିଁ। ସ୍ୱପ୍ନ ପୂରଣ କରିବାକୁ ଉପାୟ ଖୋଜିଲେ ଆଉ ସଫଳ ହେଲେ ମଧ୍ୟ। ହେଲେ ସେ କ’ଣ ଜାଣିଥିଲେ ସ୍ୱପ୍ନ ତାଙ୍କ ପାଇଁ ଏମିତି ମହଙ୍ଗା ପଡ଼ିବ ବୋଲି। ଛତିଶଗଡ ପୋଲିସର କହିବା ଅନୁଯାୟୀ, ରାମେଶ୍ୱର ପଟେଲ ନାମକ […]
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ପାକିସ୍ତାନ ଡ଼ାକ ସେବା ବନ୍ଦ କରିଛି। ଭାରତକୁ କୌଣସି ସୂଚନା ନଦେଇ ପାକିସ୍ତାନ ଡ଼ାକ ସେବା ଉପରେ ରୋକ୍ ଲଗାଇଛି। ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି। ପାକିସ୍ତାନର ଏହି ଏକତରଫା ନିଷ୍ପତ୍ତି ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି। ସେହିପରି ପାକିସ୍ତାନର ଆତଙ୍କବାଦ ଏବେ ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ […]
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ। ସଂସଦର ଉଭୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ଯାଏ ଚାଲିବ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ସଦନର ସଚିବଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ଚଳିତ ଶୀତ ଅଧିବେଶନରେ ଏକାଧିକ ବିଲ୍ ଆଗତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୨ଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ମଧ୍ୟ […]
ନୂଆଦିଲ୍ଲୀ: ସନ୍ତାନକୁ ହରାଇବା ଦୁଃଖଠାରୁ ବଡ ଦୁଃଖ ଗୋଟିଏ ମା’ ପାଇଁ ଆଉ କ’ଣ ଥାଇପାରେ ? କାରଣ ସନ୍ତନକୁ ଦୁନିଆକୁ ଆଣିବା ପାଇଁ ମା’ଟିଏ ଯେତେ କଷ୍ଟ ସହିଥାଏ, ବଡ଼ କରିବା ଯେତିକି ପରିଶ୍ରମ, ତ୍ୟାଗ କରିଥାଏ । ତେଣୁ ସେ ସନ୍ତାନର ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରି ନ ଥାଏ। ହେଲେ ଏଠି ଆମେ କହିବୁ ଏମିତି ଜଣେ ମା’ର କଥା, ଯାହାଙ୍କ ଜୀବନ କାହାଣୀ ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟଜନକ । ମା’ଟିଏ […]
ବେଙ୍ଗାଲୁରୁ: ଉତ୍ତର କର୍ଣ୍ଣାଟକାର ହୁବ୍ବାଲି ରେଳ ଷ୍ଟେସନ୍ରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ରେଳ ଷ୍ଟେସନରେ ଥିବା ଏକ ସନ୍ଦିଗ୍ଧ ପାର୍ସଲକୁ ଜଣେ ବ୍ୟକ୍ତି ଉଠାଉଥିବା ବେଳେ ଏଭଳି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବିସ୍ଫୋରଣ ଯୋଗୁ ନିକଟରେ ଥିବା ଦୋକାନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ ରେଳ ଷ୍ଟେସନରେ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ତୁରନ୍ତ ରେଳବାଇ ପୁଲିସ୍ ଓ ଅନ୍ୟ ସୁରକ୍ଷାକର୍ମୀମାନେ ପହଞ୍ଚି ସ୍ଥିତି […]
ନୂଆଦିଲ୍ଲୀ:ବଲିଉଡର ମହାନାୟକ ଅମିତାଭଙ୍କ ନାଁ ହିଁ ଯଥେଷ୍ଟ ସୋଶାଲ ମିଡିଆରେ ଚର୍ଚ୍ଚା ପାଇଁ। ଅମିତାଭ ବି ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ଥା’ନ୍ତି। ଏପରିକି ନିଜର ଫଟୋ, କବିତା, ଭିଡିଓ ଆଦି ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କ ପାଖରେ ନିଜର ଉପସ୍ଥିତି ଜାହିର କରିଥାନ୍ତି। ନିକଟରେ ଏକ ଫଟୋ ଅମିତାଭ ତାଙ୍କ ଟ୍ୱିଟର ହ୍ୟାଣ୍ଡଲ ଜରିଆରେ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ଏହି ଫଟୋ ତାଙ୍କର ସୋଶାଲ ମିଡିଆରେ ଖୁବ୍ ଭାଇରାଲ […]
ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କୁ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ଆଜି ସକାଳେ ତାଙ୍କୁ ପ୍ରଥମେ ଗୁଳି କରିବା ପରେ ଗଳାକାଟି ହତ୍ୟା କରିଛନ୍ତି। ଲକ୍ଷ୍ନୌର ଖୁର୍ସିଦ ଭାଗ ଠାରେ କମଲେଶଙ୍କ ନିଜ ଘରେ ଥିବା ହିନ୍ଦୁ ସମାଜ ପାର୍ଟିର ଅଫିସରେ ହିଁ ଏହି ଘଟଣା ଘଟିଛି। ୨ ଜଣ ବ୍ୟକ୍ତି ପ୍ରଥମେ ତାଙ୍କ ଅଫିସ ଭିତରେ ପ୍ରବେଶ କରିଥିଲେ। ଏହାପରେ ସେ ତିୱାରୀଙ୍କ ସହ ମିଶି ସେଠାରେ ଚା’ ପିଇଥିଲେ। […]
ନୂଆଦିଲ୍ଲୀ: ରାଜସ୍ଥାନର ରନ୍ଥମ୍ୱୋର ନାଶନାଲ ପାର୍କର ଦୃଶ୍ୟ। ଦୁଇଟି ବାଘ ଲଢୁଛନ୍ତି। ଏକଦମ୍ ଜୀ-ଜାନ୍ ଦେଇ ଲଢୁଛନ୍ତି। ହେଲେ କାହିଁକି ? ଭିଡିଓଟି ସୋଶାଲ ମିଡିଆରେ ଘୂରି ବୁଲୁଛି। ଗୋଟିଏ ଦିନର ୨୪ ହଜାର ଭିଉ ସହ ଅନେକ କମେଣ୍ଟ ମଧ୍ୟ ମିଳିଲାଣି। ଭିଡିଓଟିକୁ ଆଇଏଫଏସ ପ୍ରବୀଣ କାସବାନ୍ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ। କାସବନ୍ଙ୍କ କହିବା ଅନୁଯାୟୀ ଏହି ଦୁଇଟି ବାଘଙ୍କ ଲଢେଇ ଅତ୍ୟନ୍ତ ନୃଶଂସ ଲଢେଇ ଥିଲା। ନାଲପାଲ ପାର୍କରେ ଥିବା ଏହି ଦୁଇ […]
ନୂଆଦିଲ୍ଲୀ: ଏକଥା ସତ, ବଲିଉଡ ଦୁନିଆରୁ ଦୂରରେ ଅଛନ୍ତି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ହେଲେ ବଲିଉଡ୍ରେ ତାଙ୍କର ଦବ୍ଦବା ଏବେ ବି ରହିଛି। ଅବଶ୍ୟ ଟିକେ ଭିନ୍ନ ଅନ୍ଦାଜରେ। ନିକଟରେ ମାଧୁରୀ ତାଙ୍କର ୨୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହାର କିଛି ଫଟୋ ବି ସୋଶାଲ ମିଡିଆରେ ସେୟାର କରିଛନ୍ତି। ଡାକ୍ତର ଶ୍ରୀରାମ ନେନେଙ୍କ ସହ ମାଧୁରୀ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ଏହି ଫଟୋ ଉଠାଇଛନ୍ତି। ଏଥିମଧ୍ୟରୁ ଅନେକ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ […]
ମୁମ୍ୱାଇ: ବଲିଉଡ୍ରେ ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେବଠୁ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍ରେ ତାଙ୍କୁ ରଖାଯାଇଛି। କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବଲିଉଡ୍ର କୌଣସି […]
ଭୁବନେଶ୍ୱର: ଅକ୍ଟୋବର୍ ୧୦ ତାରିଖରୁ ଟେଲିକମ୍ କମ୍ପାନୀ ଜିଓ ଆଉ ଫ୍ରି କଲ୍ ସୁବିଧା ଦେବନାହିଁ ବୋଲି ଘୋଷଣା କରିଥିଲା। ଏଥିପାଇଁ ଗ୍ରାହକଙ୍କୁ IUC ଚାର୍ଜ ଦେବାକୁ ପଡ଼ିବ। ଜିଓ ରିଚାର୍ଜ ସହିତ IUC ଚାର୍ଜ ପାଇଁ ଗ୍ରାହକ ଅଲଗା ଟକ୍ଟାଇମ୍ ରିଚାର୍ଜ କରିବେ। ଏହି ଖବର ଶୁଣିବା ମାତ୍ରେ ଅନେକ ଗ୍ରାହକ ଘଟଣାଟିକୁ ସମ୍ପୂର୍ଣ୍ଣ ବୁଝିପାରିନଥିଲେ। ଗୋଟିଏ ରିଚାର୍ଜ ପରେ ପୁଣି ଆଉ ଗୋଟିଏ ରିଚାର୍ଜ କରିବାକୁ ପଡ଼ିବ ବୋଲି ଭାବି ଏବେ ବି ଅନେକ […]