• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

324614179
ପାକିସ୍ତାନ ଅପପ୍ରଚାରର ପର୍ଦ୍ଦାଫାସ ହେବ, କଶ୍ମୀର ସ୍ଥିତି ପରଖିବ ୟୁରୋପିଆନ ପ୍ୟାନେଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ମିଛ ଅପପ୍ରଚାରର ପର୍ଦ୍ଦାଫାସ ହେବାକୁ ଯାଉଛି। ବାରମ୍ବାର ପାକିସ୍ତାନ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରୁଛି। ତେବେ ଆସନ୍ତାକାଲି ୟୁରୋପିଆନ ପାର୍ଲାମେଣ୍ଟାରୀ ପ୍ୟାନେଲର ୨୮ ଜଣିଆ ପ୍ରତିନିଧି ଦଳ କଶ୍ମୀର ଗସ୍ତ କରିବେ। ସେଠାରେ ଏହି ପ୍ରତିନିଧି ଦଳ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପରିସ୍ଥିତି କେମିତି ରହିଛି, ସେକଥା ତର୍ଜମା କରିବ। ସେହିଭଳି କଶ୍ମୀରବାସୀଙ୍କ ସହ ସେମାନେ ଆଲୋଚନା […]

767676789
ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଅଲଗା ଭେଟିଲେ ବିଜେପି ଓ ଶିବସେନା

ମୁମ୍ୱାଇ: ଦୀପାବଳି ପରେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ଦଳ ବିଜେପି ଓ ଶିବସେନା ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ମଧ୍ୟରେ ବିବାଦ ବଢ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଭେଟିଥିବାବେଳେ ଶିବସେନା ନେତା ଦିବାକର ରାଓତ ଭେଟିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ଦାବି କରିଛି। ଯେଉଁଥିରେ […]

323232331
ବାଗ୍‌ଦାଦି ଅପରେଶନ୍‌ରେ ବ୍ୟବହୃତ ହେଲିକପ୍ଟର ଏବେ ଭାରତ ପାଖରେ

ନୂଆଦିଲ୍ଲୀ: ୨୬ ତାରିଖ ରାତିରେ ନିପାତ ହୋଇଛି ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦ ସଂଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦି। ଆମେରିକାର ଡେଲ୍ଟା କମାଣ୍ଡର ସିରିଆରେ ବାରିଶାରେ ପହଞ୍ଚିବାକୁ ତୁର୍କୀ, ସିରିଆ ଏବଂ ଋଷିଆର ଆକାଶ ପଥ ବ୍ୟବହାର କରିଥିଲେ। ଏ ବିଷୟରେ ଏହି ଦେଶଗୁଡ଼ିକ ଜାଣିଥିଲେ ମଧ୍ୟ ଗୁପ୍ତ ରଖିଥିଲେ। ହେଲେ ବାଗଦାଦି ଜାଣିପାରିନଥିଲା ତାକୁ ଆକ୍ରମଣ କରିବାକୁ ଆମେରିକାର ସେନା ଆସୁଛନ୍ତି। ଆଉ ଆମେରିକା ସେନାର ଏହି ମିଶନରୁ ସଫଳ କରାଇଥିଲା ‘ଚିନୁକ୍’ […]

danteshwari-ladake
ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’

ରାୟପୁର: ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’। ଏଥିପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହେଉଛି। ୩୦ରୁ ଅଧିକ ମହିଳା ଏହି ଟିମ୍‌ରେ ଅଛନ୍ତି।  ଛତିଶଗଡ଼ର ବସ୍ତର ଏବଂ ଦାନ୍ତେଓ୍ୱାଡ଼ାର ଘଞ୍ଚ ଜଙ୍ଗଲେ ମାଓ ଅପରେସନରେ ଏହି ଟିମ୍ ସାମିଲ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଟିମ୍‌ରେ ୧୦ଜଣ ମହିଳା ମାଓ କ୍ୟାଡର ଅଛନ୍ତି। ଯେଉଁମାନେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରି ଏହି ‘ଦନ୍ତେଶ୍ୱରୀ ଲଡ଼ାକେ’ ଟିମ୍‌ରେ ସାମିଲ ହୋଇଛନ୍ତି। ସମସ୍ତ ମହିଳା କମାଣ୍ଡୋଙ୍କୁ ମାଓ […]

3232323
ଜିଓର ସବୁଠାରୁ ଶସ୍ତା ପ୍ଲାନ, ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ଆଜି ଅଲ‌୍‍-ଇନ‌୍‍-ୱାନ ପ୍ଲାନ ଘୋଷଣା କରିଛି। ଯଦିଓ ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ‌୍‍ ଉପଭୋକ୍ତାଙ୍କ ପାଇଁ  ଅଲ‌୍‍-ଇନ‌୍‍-ୱାନ ପ୍ଲାନ ଘୋଷଣା କରାଯାଇଥିଲା, ତେବେ ଏହି ପ୍ଲାନରେ ରିଲାଏନ୍ସ ଜିଓ ଡାଟା ସହିତ ଜିଓରୁ ଜିଓ ଏବଂ ଅନ୍ୟ ନେଟର୍ୱକୁ କଲିଂ ବ୍ୟବସ୍ଥା ମଧ୍ୟ ସାମିଲ କରାଯାଇଛି। ଜିଓ ଫୋନ‌୍‍ର ଏହି ନୂତନ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ସରଳ ହେବା ସହିତ ଏହାକୁ ବୁଝିବା ପାଇଁ ମଧ୍ୟ ସହଜ […]

Untitled-1
ରସୁଣକୁ ଏମିତି ଖାଇଲେ ନିୟନ୍ତ୍ରିତ ହେବ ଉଚ୍ଚ ରକ୍ତଚାପ

ନୂଆଦିଲ୍ଲୀ: ସାଧାରଣତଃ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ଥିବା ଲୋକଙ୍କୁ କଞ୍ଚା ରସୁଣ ଖାଇବା ପାଇଁ ପରାମର୍ଶ ଦିଆଯାଏ। କଞ୍ଚା ରସୁଣ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେବେ ଏହାକୁ ଖାଇବାର ଏକ ସ୍ୱତନ୍ତ୍ର ନିୟମ ରହିଛି, ଯାହାକୁ ଅନୁସରଣ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇପାରେ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ରସୁଣରୁ ଚୋପା ଛଡ଼ାଇ ଚୋବାଇ ଚୋବାଇ ଖା’ନ୍ତୁ। ଯେମିତି ଏହା ପାଟିରେ ହିଁ […]

ssssssssssss
ନିର୍ଦ୍ଦେଶକଙ୍କୁ ଏମିତି ଧମକ ଦେଇ ଗିରଫ ହୋଇଥିଲେ ଶାହରୁଖ୍‌

ମୁମ୍ୱାଇ: ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ ନିକଟରେ ଆମେରିକାର ଟିଭି ହୋଷ୍ଟ୍‌ ଡେଭିଡ୍‌ ଲେଟରମ୍ୟାନ୍‌ଙ୍କ ଚାଟ୍‌ ଶୋ’ ‘ମାଇଁ ନେକ୍ସଟ୍‌ ଗେଷ୍ଟ୍‌ ନିଡ୍‌ ନୋ ଇଣ୍ଟ୍ରୋଡକ୍ସନ୍‌’ରେ ଭାଗ ନେଇଥିଲେ। ଏହି ଶୋ’ରେ ସେ ତାଙ୍କ ଜୀବନ ସହିତ ଜଡ଼ିତ ଥିବା ଅନେକ କଥା କହିଥିଲେ, ଯାହା ହୁଏତ ଆପଣମାନେ ପୂର୍ବରୁ ଜାଣି ନଥିବେ। ଶାହରୁଖ୍‌ କହିଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏପରିକି ଜେଲ୍‌ରୁ ବାହାରିବା […]

121121
ଦୀପାବଳି ଦେଇଗଲା ପ୍ରଦୂଷଣ: ଧୂଆଁମୟ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ସରିଗଲା ଦୀପାବଳି। ଆଲୋକର ପର୍ବ। ହେଲେ ଦେଇଯାଇଛି ପ୍ରଦୂଷଣ। ଏତେମାତ୍ରାରେ ପ୍ରଦୂଷଣ ଦେଇଛି ଯେ ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀ । ଗତକାଲି ଦୀପାବଳି ପରେ ଆଜି ସକାଳେ ପ୍ରଦୂଷଣ ମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ।  କିଛି ସ୍ଥାନରେ ପ୍ରଦୂଷଣ ସ୍ତର ସାମାନ୍ୟ ବୃଦ୍ଧି ପାଇଥିବାବେଳେ ଆଉ କିଛି ସ୍ଥାନରେ ପ୍ରଦୂଷଣ ସ୍ତର ମାତ୍ରାଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଏନ୍ସିଆର୍‌ରେ ଏୟାର କ୍ୱାଲିଟି ଇନ୍‌ଡେକ୍ସ […]

bbbbbbbbbbb
ମୃତ୍ୟୁକୁ ସାମ୍ନାରେ ଦେଖି କାନ୍ଦୁଥିଲା ବାଗ୍‌ଦାଦି

ନୂଆଦିଲ୍ଲୀ: ସିରିଆରେ ଆମେରିକା ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗଦାଦି ନିହତ ହୋଇଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସିରିଆର ଇଦ୍ଲିବ ଅଞ୍ଚଳରେ ISIS ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିକୁ ମାରିବା ପାଇଁ ଘେରି ଯାଇଥିଲା ଆମେରିକା ସେନା। ବାଗଦାଦି ଜୀବନ ବଞ୍ଚାଇବାକୁ ଯାଇ ଏକ ସୁଡ଼ଙ୍ଗ ଭିତରେ ଲୁଚିଯାଇଥିଲା। ବାଗ୍‌ଦାଦି ସହ ତା’ର ସ୍ତ୍ରୀ, ୩ […]

211
ଶିଶୁ ଶରୀରରେ ପ୍ରତିରୋପଣ ହେଲା ମାଙ୍କଡ ହାର୍ଟ, ଆଉ ତା’ ପରେ...

ପୁରାଣ ବର୍ଣ୍ଣିତ ସେଇ କାହାଣୀର ପୁନରାବୃତ୍ତି। ସାମାନ୍ୟ ଭିନ୍ନ ଭାବରେ। ଗଣେଶଙ୍କ ଉପରେ ରାଗି  ଶିବ ତାଙ୍କ ମୁଣ୍ଡ କାଟିଦେଲେ। ଶେଷରେ ପାର୍ବତୀଙ୍କ ଆକୁଳ ଅନୁନୟ ପାଖରେ ହାର ମାନି ଗଣେଶଙ୍କୁ ଜୀବନ୍ୟାସ ଦେବାକୁ ସ୍ଥିର କଲେ। କିନ୍ତୁ ସେତେବେଳକୁ ଗଣେଶଙ୍କ ମୁଣ୍ଡ ନ ଥିଲା। ଅନନ୍ୟୋପାୟ ହୋଇ ଶିବ ଶେଷରେ ହାତୀର ମୁଣ୍ଡ ଲଗାଇ ଗଣେଶଙ୍କୁ  ଜୀବନ୍ୟାସ ଦେଲେ । ଠାକୁରଙ୍କ କଥା ବୋଲି ଭୟରେ ହୁଏତ ଏଇ ଗପକୁ  ବିଶ୍ୱାସ କରିବାକୁ ଆମେ ବାଧ୍ୟ […]