• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

corona-doctor
କରୋନା ପରୀକ୍ଷା କରିବା ପାଇଁ ଯାଇଥିବା ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିଲେ

ଇନ୍ଦୋର:କରୋନା ଯାଞ୍ଚ ପାଇଁ ଯାଇଥିବା ଡାକ୍ତରୀ ଟିମ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ। ଏମିତି ଘଟଣା ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଘଟିଛି।  ସ୍ଥାନୀୟ ତତପତି ଭକାଲ୍ ଅଞ୍ଚଳରେ ମେଡିକାଲ୍ ଟିମ୍ ପହଞ୍ଚିଥିଲା। ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ଡାକ୍ତର ଯାଇଥିବା ବେଳେ ଲୋକେ ଅତର୍କିତ ଆକମ୍ରଣ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଡାକ୍ତର ଟିମ୍ ଜୀବନ ବଞ୍ଚାଇବା ପାଇଁ ସେଠୁ ଦୌଡ଼ିଥିଲେ। ପରେ ଘଟଣାସ୍ଥଳରେ ପୁଲିସ ଫୋର୍ସ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲା। ସୂଚନାଥାଉ କି, […]

16373298
ମଦ ମିଳିଲାନି ବୋଲି ସ୍ପିରିଟ ପିଇଦେଲେ, ଆଉ ତା’ ପରେ...

ରାୟପୁର: ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଜରୁରୀ ଦୋକାନକୁ ଛାଡି ଦେଲେ  ସବୁ ପ୍ରତିଷ୍ଠାନ ପ୍ରାୟ ବନ୍ଦ ରହିଛି। ଏହି କ୍ରମରେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ହେଲେ  ମଦ ଦୋକାନ ବନ୍ଦକୁ ନେଇ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟାମାନ ଆସିବାରେ ଲାଗିଛି। କାରଣ  ପ୍ରତିଦିନ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ତେବେ ମଦ ଦୋକାନକୁ ନେଇ ଛତିଶଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡରେ […]

sishu
କରୋନାରେ ୬ ସପ୍ତାହ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: କରୋନାକୁ ନେଇ ସମସ୍ତଙ୍କର ଧାରଣା ଥିଲା ଯେ, ଏହା ସାଧାରଣତଃ  ବୟସ୍କ ଲୋକଙ୍କୁ ବେଶି ପ୍ରଭାବିତ କରିଥାଏ। ହେଲେ ଏହା  ଭୁଲ ପ୍ରମାଣିତ ହୋଇଛି। କରୋନାରେ ଅନେକ ଯୁବକ, ଶିଶୁଙ୍କର ମୃତ୍ୟୁ ଘଟୁଥିବା ନଜରକୁ ଆସିଛି।। ଆମେରିକାରେ  କରୋନା ଭାଇରସ୍‌ରେ ଜଣେ ୬ ସପ୍ତାହ ଶିଶୁର ମୃତ୍ୟୁ ଘଟିଛି। ଏହା କରୋନାରେ ସବୁଠାରୁ କମ୍‌ ବୟସ ଶିଶୁର ମୃତ୍ୟୁ । ଡାକ୍ତରଖାନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ covid19ରେ ମୃତ୍ୟୁ ଘଟିଛି। ୟୁଏସ ଗଭର୍ଣ୍ଣର ନେଡ୍‌ […]

corona-1
କରୋନା ସୁପର ସ୍ପ୍ରେଡର ପାଲଟିଲା ନିଜାମୁଦ୍ଦିନ ମରକଜ୍‌

ନୂଆଦିଲ୍ଲୀ: ଜବଲିଗି ଜମାତର ନିଜାମୁଦ୍ଦିନ ମରକଜ୍‌ ଭାରତରେ କରୋନା ସ୍ପ୍ରେଡର ଭାବେ ଉଭା ହୋଇଛି । ଏଠାରେ ମାର୍ଚ୍ଚମାସରେ ହୋଇଥିବା ଧର୍ମସଭାରେ ଯୋଗ ଦେଇଥିବା ବହୁ ସଂଖ୍ୟକ ଲୋକଙ୍କଠାରେ କରୋନ ପଜିଟିଭ ଦେଖିବାକୁ ମିଳିଛି । ଏବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୦ରେ ପହଞ୍ଚିଲାଣି । ଏଥିରେ ଦେଶର ୫୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ଏହି ଧର୍ମସଭାରେ ଯୋଗ ଦେଇଥିବା ବିଭିନ୍ନ ରାଜ୍ୟର ଲୋକଙ୍କୁ ଖୋଜିବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ […]

contact
ପୁଣି ଜଣେ ଡାକ୍ତର କରୋନା ଆକ୍ରାନ୍ତ, ହସ୍‌ପିଟାଲ ବନ୍ଦ କଲା ପ୍ରଶାସନ

ନୂଆଦିଲ୍ଲୀ: ଦିଲ୍ଲୀର  ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସଂପୃକ୍ତ ସରକାରୀ ହସ୍ପିଟାଲକୁ ଦିଲ୍ଲୀ ରାଜ୍ୟ ସରକାର ବନ୍ଦ କରି ଦେଇଛନ୍ତି।  ଏହାପରେ ହସ୍ପିଟାଲରେ ସାନିଟାଇଜେସନ କାର୍ଯ୍ୟ ଚାଲିଛି । ଦିଲ୍ଲୀ କ୍ୟାନସର ଇନଷ୍ଟିଚ୍ୟୁଟର ଡାକ୍ତର ଜଣକ ନିଜ ଶଳା ଓ ଶଳା ଭାଉଜଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।ସଂପୃକ୍ତ ଡାକ୍ତରଙ୍କ ୨ ସଂପର୍କୀୟ ଲଣ୍ଡନରେ ରହୁଥିଲେ॥ କିଛିଦିନ ପୂର୍ବରୁ ସେ ଭାରତ ଫେରିବା ପରେ ଡାକ୍ତର […]

Capture
ଉତ୍ତରପ୍ରଦେଶରେ ପ୍ରଥମ କରୋନା ମୃତ୍ୟୁ; ୨୫ ବର୍ଷ ଯୁବକଙ୍କ ଜୀବନ ଗଲା

ଗୋରଖପୁର: ଉତ୍ତରପ୍ରଦେଶ ପ୍ରଥମ କରୋନା ମୃତ୍ୟୁ ସାମ୍ନାକୁ ଆସିଛି।  ଗୋରଖପୁରର ଆଜି ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି।  ଉତ୍ତର ପ୍ରଦେଶରେ ଏଯାବତ ୧୦୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ନୋଏଡାରୁ ଅଧିକ ରହିଛି। ଗୋରଖପୁରରେ ମୃତ୍ୟୁ ବରଣ କରିଥିବା ୨୫ ବର୍ଷୀୟ ଯୁବକ ହସନୈନ ଅଲ୍ଲୀ। ତାଙ୍କର କରୋନା ପରୀକ୍ଷା ହୋଇଥିଲା। ସେ ସଂକ୍ରମିତ ହୋଇଥିବା ରିପୋର୍ଟରେ ଆସିଥିଲା। ଗୋରଖପୁର ଗାନ୍ଧୀନଗରର ଏକ ବସ୍ତିରେ ରହୁଥିଲେ। ରବିବାର ଦିନ ଯୁବକ […]

mas
ସାନିଟାଇଜ୍ ହେଲା ନିଜାମୁଦ୍ଦିନ ମରକଜ୍ କୋଠା

ନୂଆଦିଲ୍ଲୀ:  ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ କୋଠାକୁ ସାନିଟାଇଜ୍ କରାଯାଇଛି।  ପୁରା ଅଞ୍ଚଳକୁ ବିଶୋଧନ କରିବା ସହ ଅଞ୍ଚଳରେ ଯାଞ୍ଚ କରାଯାଇଛି। ବିଲ୍ଡିଂ ଖାଲି କରିବା ସହ ସେହି ଅଞ୍ଚଳକୁ ସିଲ୍ କରାଯାଇଛି। ଯେପରି ବାହାର ଲୋକ କୋଠା ଭିତରକୁ ଯିବେନି ସେ ନେଇ ବିଶେଷ ଧ୍ୟାନ ଦିଆଯାଇଛି। ଏଯାଏ କୋଠାରୁ ୨ ହଜାର ୩୬୧ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୬୧୭ ଜଣ ଲୋକଙ୍କ ନିକଟରେ କରୋନା ଲକ୍ଷ୍ୟଣ ଦେଖାଦେଇଛି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା […]

cv
କରୋନା କବଳରୁ ଭାରତକୁ ସୁରକ୍ଷା ଦେବ ଏହି ଟିକା !

ନ୍ୟୁୟର୍କ: କରୋନା ଭାଇରସ ୨୦୦  ଦେଶର ଲୋକଙ୍କ  ଆଖିରୁ ନିଦ ହଜାଇ ଦେଇଛି । ଯଦିଓ ଏହି ରୋଗ ପାଇଁ ଭ୍ୟାକ୍ସିନ କିମ୍ବା ଔଷଧ ବାହାରି ନାହିଁ, ତେବେ ବିଶେଷଜ୍ଞମାନେ ସେମାନଙ୍କ ସାଧନାରୁ ଓହରି ନାହାନ୍ତି । ଦିନକୁ ଦିନ କରୋନା ସମ୍ପର୍କିତ ନୂଆ ନୂଆ ତଥ୍ୟ ବାହାରୁଛି । ନିକଟରେ ଏକ ଅଧ୍ୟୟନରୁ ଯେଉଁ ନିଷ୍କର୍ସ ବାହାରିଛି ତାହା ନିଶ୍ଚିତ ଭାବେ ଆମ ପାଇଁ ଏକ ଖୁସିର ଖବର । ନିକଟରେ ଏକ ଗବେଷଣାରୁ ଜଣାଯାଇଛି, […]

modi-maa
‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ଅହମ୍ମଦାବାଦ: କରୋନା ବିରୋଧରେ ଲଢେଇ ଜାରି ରହିଛି । ଏଥିପାଇଁ ଅନେକ ପ୍ରତିବନ୍ଧକ ବାଟ ଓଗାଳିଥିଲେ ବି ଅନେକ ସହାୟତାର ହାତ ଆଗକୁ ଆସିଛି । କୁନି ଝିଅଟିଏ ନିଜର କୁମ୍ପି ଭାଙ୍ଗି କରୋନା ମୁକାବିଲା ପାଇଁ ସହାୟତା ଦେଉଛି । ଅନେକ ବଦାନ୍ୟ ବ୍ୟକ୍ତି ଗରିବ ଲୋକଙ୍କୁ ନିଃସର୍ତ୍ତରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।  ଏଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ । ସେ  ନିଜ ସଞ୍ଚୟ ଟଙ୍କାରୁ […]