• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

encounter
ପୁଲୱାମାରେ ପୁଣି ଏନ୍‌କାଉଣ୍ଟର; ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ପୁଲୱାମା ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଆଜି ପୁଣି ଗୁଳି ବିନିମୟ ଘଟିଛି। ପୁଲୱାମାର ଗୁସୁ ଇଲାକାରେ ଏହି ଏନ୍‌କାଉଣ୍ଟର ଚାଲିଛି।  ଏଠାରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀମାନେ ମିଳିତ ଅପରେସନରେ ବାହାରିଥିଲେ। ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଅନ୍ୟପକ୍ଷେ ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହିତ ଜଣେ ପୋଲିସ ଓ ଜଣେ ସୁରକ୍ଷା […]

covixin
ଭାରତରେ ପ୍ରଥମ କରୋନା ଭାକ୍ସିନର ହ୍ୟୁମାନ ଟେଷ୍ଟ, ୧୩ରେ ପଞ୍ଜୀକରଣ

ନୂଆଦିଲ୍ଲୀ:  ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ।ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତର ଅୟମାରମ୍ଭ’ ବୋଲି କହିଛି। ତେବେ ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ କୋଭାକ୍ସିନକୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ […]

susant-1
ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ନୂଆଦିଲ୍ଲୀ:ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସମାନେ ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ୍‌ ବେଚାରା (Dil  Bechara) ଦେଖିବାକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ଏହି ଉତ୍ସୁକତାକୁ  ବଢାଇ ଦେଇଛି ଦିଲ୍‌ ବେଚାରାର ଟ୍ରେଲର । ଇତି ମଧ୍ୟରେ ଦିଲ୍‌ ବେଚାରାର ଟ୍ରେଲର ରିଲିଜ ହୋଇଛି।  ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜନା ସାଘିଂ। ଫିଲ୍ମ ଟ୍ରେଲର ରିଲିଜ୍‌ ହେବା ପରେ ପରେ ଏହା ୟୁ ଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି। […]

shark
ସାର୍କକୁ ଧରି ଆକାଶରେ ଉଡ଼ୁଛି ପକ୍ଷୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ପକ୍ଷୀ ସାର୍କ ମାଛକୁ ଧରି ଆକାଶରେ ଉଡ଼ୁଥିବା ? ନୁହେଁ ନା ! ଆପଣ ଭାବୁଛନ୍ତି ଏହା ଅସମ୍ଭବ କଥା । ପୃଥିବୀ ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଏଠି ପ୍ରତି ସେକେଣ୍ଡରେ କିଛି ନା କିଛି ଆଶ୍ଚର୍ଯ୍ୟ ଘଟଣା ଘଟେ । ଦେଖନ୍ତୁ ଏହି ଭିଡିଓ କିପରି ଗୋଟିଏ ପକ୍ଷୀ ତାର ପଞ୍ଝାରେ ସାର୍କ ମାଛଟିକୁ ଉଠାଇ ନେଉଛି । ପକ୍ଷୀଟି ଉଡି ଉଡି ପାଣ ଭିତରୁ ଏକ […]

facebook
ଫେସ୍ ବୁକ୍‌ର ରଙ୍ଗ ନୀଳ କାହିଁକି ଜାଣନ୍ତି ?

ନୀଳ ରଙ୍ଗର ‘F’ କୁ ଦେଖିଲେ ଆପେ ଆପେ ବୁଝି ହୋଇଯାଏ ଏହା ଫେସ୍‌ ବୁକ୍‌ ବୋଲି। ହେଲେ ଏହି F ର ରଙ୍ଗ ସବୁବେଳେ ନୀଳ କାହିଁକି ? ଜାଣନ୍ତି ଏହା ପଛରେ ଥିବା ରହସ୍ୟ ? ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ୨୩ ବର୍ଷ ବୟସରେ ୨୦୦୮ ମସିହାରେ ଦୁନିଆର ସର୍ବକନିଷ୍ଠ ଯୁବ ଆରବପତି ହୋଇପାରିଥିଲେ । ଫୋର୍ବସ୍ ଆକଳନ ଅନୁଯାୟୀ ସେତେବେଳେ ସେ ଧନୀ ତିଲିକାର ୭୮୫ ସ୍ଥାନରେ ଥଲେ । ଜୁକରବର୍ଗ […]

plague
ଚୀନ୍‌ରୁ ଆସୁଛି ପୁଣି ଏକ ମାରାତ୍ମକ ରୋଗ

ବେଜିଂ: କରୋନା ଭାଇରସ ବିରୋଧରେ ସାରା ବିଶ୍ୱ ଲଢୁଛି। ଏପରି ସମୟରେ ଚୀନରୁ ମିଳିଛି ପୁଣି ଏକ ଖରାପ ଖବର। ଆଉ ଏକ ମାରାତ୍ମ ରୋଗ ଦେଖା ଦେଇଛି ଚୀନରେ।  ସେଠିକାର ସରକାରୀ ଗଣମାଧ୍ୟମରେ ମିଳିଥିବା ଖବର ଅନୁସାରେ ଉତ୍ତର ଚୀନ୍‌ର ଏକ ସହରରେ ବ୍ୟୁବୋନିକ  ପ୍ଲେଗ୍ (Bubonic plague) ରୋଗ ଦେଖା ଦେଇଛି।  ରବିବାର ଏ ନେଇ ଖବର ପ୍ରକାଶ ପାଇବା ପରେ ସତର୍କ ସୂଚନା ଜାରି କରାଯାଇଛି।  ଆଭ୍ୟନ୍ତରୀଣ ମୋଙ୍ଗୋଲିଆର ସ୍ୱୟଂଶାସିତ ଅଞ୍ଚଳ ବାୟାନୁରରେ […]

galwan
ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଦାଦାଗିରି ଦେଖାଇ ଭାରତଠୁ କଡ଼ା ଜବାବ ପାଇବା ପରେ ପଛକୁ ହଟିଛି ଚୀନ।  ଏବେ ଲଦାଖ ଗଲୱାନ ଘାଟିରୁ ଚୀନ୍ ସେନା ୨ କିମି ପଛକୁ ହଟିଥିବା ସୂଚନା ମିଳିଛି। ଏଥିସହିତ ଭାରତ ମଧ୍ୟ ତାର ସେନାକୁ ପଛକୁ ହଟାଇଥିବା ସୂଚନା ମିଳିଛି। ଗଲୱାନ ଘାଟିରେ ଚୀନ ଅସ୍ଥାୟୀ କ୍ୟାମ୍ପ କରିବା ପରେ ମୁହଁମୁହିଁ ହୋଇଥିଲେ ଦୁଇ ଦେଶର ସେନା। ଚୀନ ସେନାର ବର୍ବର ଆକ୍ରମଣରେ ସହିଦ୍‌ ହୋଇଥିଲେ ୨୦ ଭାରତୀୟ ଯବାନ। […]