• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

congress
କଂଗ୍ରେସ ଜାରି କଲା ନିର୍ବାଚନୀ ଭିଡିଓ

ନୂଆଦିଲ୍ଲୀ: ବିଜେପି ପରି କଂଗ୍ରେସ ମଧ୍ୟ ନିଜ ଥିମ୍ ସଙ୍ଗ୍‌ ଜାରି କରିଛି। ଏଥିରେ ସର୍ବନିମ୍ନ ଆୟ ଯୋଜନା ବା ନ୍ୟାୟଠାରୁ ଆରମ୍ଭ କରି ବିମୁଦ୍ରାକରଣ, ବେରୋଜଗାର, ନାମ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉଠାଇ ବିଜେପିକୁ ସମାଲୋଚା କରାଯାଇଛି। ଏକ ନୂଆ ହିନ୍ଦୁସ୍ଥାନ ଗଠନ କରିବା ପାଇଁ ରାହୁଲଙ୍କୁ ବାଛିବାକୁ ଭିଡିଓରେ ବାର୍ତ୍ତା ଦିଇାଯାଇଛି। ଏହାସହ ଏହି ଭିଡିଓରେ ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଛି।

modi
ଆଜି ଇସ୍ତାହାର ପ୍ରକାଶ କରିବ ବିଜେପି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ନିଜ ଇସ୍ତାହାର ପ୍ରକାଶ କରିବ। ଏହା ପୂର୍ବରୁ ଗତକାଲି ବିଜେପି ନିଜ ଥିମ୍ ସଙ୍ଗ୍ ରିଲିଜ୍‌ କରିଥିଲା। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ବିଧିବଦ୍ଧ ଭାବେ ରିଲିଜ୍ କରିଥିଲେ। ୧୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବିଜେପିର ସଫଳତାକୁ ଏହି ଭିଡିଓରେ ଦର୍ଶାଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ବିମୁଦ୍ରୀକରଣ, ଜିଏସ୍ଟି ଫାଇଦାକୁ ବିସ୍ତୃତ ଭାବେ ଦର୍ଶାଯାଇଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ମନ୍ […]