• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

chicken latpat in odia
ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌ | How to Prepare Chicken Latpat

ଚିକେନ୍‌ ସମସ୍ତଙ୍କର ପ୍ରିୟ ଖାଦ୍ୟ। ସବୁବେଳେ ଆମେ ବିଭିନ୍ନ ପ୍ରକାର ମସଲା ପକାଇ ଚିକେନ୍‌ର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ। କିନ୍ତୁ ‘ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌’ ନାଁ ଆପଣ କେବେ ଶୁଣିଛନ୍ତି କି? ଏଥିରେ ପଡ଼ୁଥିବା ରସୁଣ କୋଲା ପାଇଁ ହିଁ ଏହି ଆଇଟମ୍‌ ଅନ୍ୟ ସବୁ ଆଇଟମ୍‌ ଠାରୁ ଭିନ୍ନ ସ୍ୱାଦ ଦେଇଥାଏ। ଯେଉଁମାନେ ଖାଦ୍ୟ ସହ କଞ୍ଚା ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଚିକେନ୍‌ରେ ଏହିପରି ରସୁଣ ପକାଇ […]

k
ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ

ବାନ୍ଦିପୁର: କର୍ଣ୍ଣାଟକର ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ି ଯାଇଛି। ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନଥିବା ଜଣାପଡ଼ିଛି। ନିଆଁ ଲାଗିବା ପରେ ଜୋର୍‌ରେ ପବନ ବହୁଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ଏହି ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି। ସେପଟେ ଅଗ୍ନିକାଣ୍ଡ ପରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ […]

benefits of aloe vera juice
ନିଜକୁ ସୁସ୍ଥ ଏବଂ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ପ୍ରତିଦିନ ପିଅନ୍ତୁ ଆଲୋବେରା ଜୁସ୍

ଘିକୁଆଁରି ଜୁସ୍ ଉପକାରିତା: Aloe vera Juice ରେ ଅନେକ ପ୍ରକାର ପ୍ରୋଟିନ୍‌ ଏବଂ ଭିଟାମିନ୍‌ ରହିଥାଏ। ଯଦିଓ ଏହି ଜୁସ୍‌ ପାଟିକୁ ଭଲ ଲାଗିନଥାଏ, କିନ୍ତୁ ଏହା ଆମ ଶରୀର ପାଇଁ ଅନେକ ଉପକାରୀ ଅଟେ। ଆପଣ ଏହା ଜାଣି ନ ଥିବେ ଯେ, ଆଲୋବେରା ଜୁସ୍‌ ପିଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେବା ଆଶଙ୍କାକୁ ଦୂର ହୋଇଥାଏ। ଆସନ୍ତୁ ଜାଣିବା ଆଲୋବେରା ଜୁସ୍‌ ପିଇବା ଦ୍ୱାରା ଆମର କ’ଣ କଣ […]

t1
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ନୂଆଦିଲ୍ଲୀ: ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଆନ୍ଧ୍ର ପ୍ରଦେଶର ଭାଇଜାଗ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍ ଭାଇଜାଗ୍‌ରେ ପହଞ୍ଚି ଜୋର୍‌ଦାର୍‌ ଅଭ୍ୟାସ କରିଛନ୍ତି। ସିରିଜର ଦ୍ୱିତୀୟ ଟି-୨୦ ବେଙ୍ଗାଲୁରୁରେ ଖେଳାଯିବ। ଏହାସହ ଉଭୟ ଦଳ ମଧ୍ୟରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯିବ। ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଉଭୟ ଟିମ୍ ଲକ୍ଷ୍ୟ ରଖିଛନ୍ତି।

Bhusana Kumar
ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ଟି-ସିରିଜ୍ ପରିଚାଳନା ନିର୍ଦ୍ଦେଶକ ତଥା ଗୀତିକାର ଗୁଲଶନ କୁମାରଙ୍କ ପୁଅ ଭୂଷଣ କୁମାରଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ୩୦ ବର୍ଷୀ ମହିଳା ଭୂଷଣ କୁମାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି।