• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

insurance
ନୂଆ ଗାଡ଼ି କ୍ଷେତ୍ରରେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ନୂଆ ଗାଡ଼ି କିଣିବାବେଳେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସକୁ ଗୁରୁତ୍ୱ। କାର୍ ପାଇଁ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ୩ ବର୍ଷ ଓ ବାଇକ୍ ପାଇଁ ୫ ବର୍ଷ କରିବା ବାଧ୍ୟତାମୂଳକ। ଗାଡ଼ି ରେଜିଷ୍ଟ୍ରେସନ କଲାବେଳେ ଏହି ଇନସ୍ୟୁରାନ୍ସ ପ୍ରିମିୟମ ଦେବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଛନ୍ତି । ଗତବର୍ଷ ଜୁଲାଇ ୨୦ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବାବେଳେ, […]

Cop Feeding Cake To Criminal
ଦୁର୍ଦ୍ଦାନ୍ତ ଅପରାଧୀକୁ କେକ୍‌ ଖୁଆଇ ଅଡ଼ୁଆରେ ପୋଲିସ୍‌ ବାବୁ, ଭିଡିଓ ଭାଇରାଲ୍‌

ଦୁର୍ଦ୍ଦାନ୍ତ ଅପରାଧୀକୁ କେକ୍‌ ଖୁଆଇ ଅଡ଼ୁଆରେ ପୋଲିସ୍‌ ବାବୁ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

anna
ଆଜିଠୁ ପୁଣି ଅନଶନ କରିବେ ଆନ୍ନା ହଜାରେ

ମୁମ୍ବାଇ : ଆଜିଠାରୁ ପୁଣି ଅନଶନରେ ବସିବେ ସମାଜସେବୀ ଆନ୍ନା ହଜାରେ। ଲୋକପାଳ ଆଇନ୍ କାର୍ଯ୍ୟକାରୀ କରିବା ଦାବିରେ ନିଜ ଗାଁ ରାଲେଗାଁ ସିଦ୍ଧିରେ ସେ ଆମରଣ ଅନଶନରେ ବସିବେ। ଆନ୍ନାଙ୍କ କହିବା କଥା, ଲୋକପାଳ ବିଲ୍ ଆଇନ୍‌ରେ ପରିଣତ ହେବାର ୫ ବର୍ଷ ହେଲାଣି। ମୋଦି ସରକାର କ୍ଷମତାକୁ ଆସିବାର ମଧ୍ୟ ୫ ବର୍ଷ ହେଲାଣି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ବାରମ୍ବାର ବିଭିନ୍ନ ବାହାନା ଦେଖାଇ ଟାଳି ଚାଲିଛନ୍ତି ଏବଂ ଏପର୍ଯ୍ୟନ୍ତ କାହିଁକି ଲୋକପାଳ […]

babri
ନିର୍ବାଚନ ପୂର୍ବରୁ ଅଯୋଧ୍ୟା ମାମଲାକୁ ନେଇ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ଅଯୋଧ୍ୟା ମାମଲାକୁ ନେଇ କେନ୍ଦ୍ରର ବଡ଼ ପଦକ୍ଷେପ। ବାବ୍ରୀ ମସ୍‌ଜିଦ୍ ସଂଲଗ୍ନ ନିର୍ବିବାଦୀୟ ୬୭ ଏକର ଜମି ରାମ ଜନ୍ମଭୂମି ନ୍ୟାସ କମିଟିକୁ ଫେରାଇ ଦେବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର। ରାମ ଜନ୍ମଭୂମି ନ୍ୟାସ କମିଟି ଏହି ଜମିର ପ୍ରକୃତ ମାଲିକ ଓ ସଂଗଠନ ଏହି ଜମିକୁ ଫେରିପାଇବାକୁ ଚାହୁଁଥିବା କେନ୍ଦ୍ର ସରକାର ଜଣାଇଛନ୍ତି। ସେଦୃଷ୍ଟିରୁ ନିର୍ବିବାଦୀୟ ଜମିର ସ୍ଥିତାବସ୍ଥା ପ୍ରତ୍ୟାହାର ଲାଗି […]

e
ଦିଲ୍ଲୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଆରୋରା, ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ଅଶୋକ ଲାଭାସା ଏହି ବୈଠକରେ ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ବାଚନ ସଂପର୍କରେ ତଥ୍ୟ ପ୍ରଦାନ କରିବେ। ନିର୍ବାଚନ ବେଳେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନଙ୍କର କ’ଣ ଭୂମିକା ଓ ଦାୟିତ୍ୱ ରହିବ ସେନେଇ ବୈଠକରେ ସୂଚନା ଦିଆଯିବ। […]

ଉପବାସ
ଉପବାସ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ; ଜାଣନ୍ତୁ କାହିଁକି ?

ବ୍ରତ ବା ଉପବାସ ଆମ ସଂସ୍କୃତି ଏବଂ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହାଦ୍ୱାରା ଆମ ମନ ପବିତ୍ର ରହିଥାଏ। ତେବେ ଉପବାସ ରହିବାରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଉପବାସ ରହିବା ଦ୍ୱାରା ଆମ ପାଚକ ତନ୍ତ୍ରକୁ ଆରାମ ମିଳିଥାଏ। କାରଣ ରାତିରେ ଆମର ସମସ୍ତ ବାହ୍ୟ ଅଙ୍ଗ ବିଶ୍ରାମ କରୁଥିବା ବେଳେ ପାଚକ ତନ୍ତ୍ର କିନ୍ତୁ ଅହରହ କାର୍ଯ୍ୟ କରିଥାଏ। ଏଥିପାଇଁ ଅନେକ ସମୟରେ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ। ତେଣୁ ଅନ୍ୟ ଅଙ୍ଗଭଳି […]

cabinet-meeting
କୁମ୍ଭମେଳା ବେଳେ ପ୍ରୟାଗରାଜରେ କ୍ୟାବିନେଟ୍‌ ବୈଠକ

ଉତ୍ତରପ୍ରଦେଶ  : ଉତ୍ତରପ୍ରଦେଶ ପ୍ରୟାଗରାଜରେ କୁମ୍ଭମେଳା ଚାଲିଥିବା ବେଳେ ଏହି ସହରରେ କ୍ୟାବିନେଟ୍‌ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରଥମ ଥର ପାଇଁ ପ୍ରୟାଗରାଜରେ ଏପରି କ୍ୟାବିନେଟ୍‌ ବୈଠକ ହୋଇଛି।  କ୍ୟାବିନେଟ୍‌ର ସବୁ ମନ୍ତ୍ରୀଙ୍କୁ ଡକାଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ ଆଲୋଚନା କରିଛନ୍ତି। ବୈଠକରେ ନିଷ୍ପତ୍ତି ହୋଇଛି ମିରଠରୁ ପ୍ରୟାଗରାଜ ଯାଏ ଗଙ୍ଗା ନଦୀ କୂଳେ କୂଳେ ଗଙ୍ଗା ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ। ୩୬ ହଜାର କୋଟି ଟଙ୍କା ବଜେଟର ଏହି […]