• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

chanda
ଇଡି ନଜରରେ ଚନ୍ଦା କୋଚରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ :  ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ଅମଳରେ ୨୦୦୯ରୁ ୨୦୧୮ ମସିହା ମଧ୍ୟରେ ଦିଆଯାଇଥିବା ୨୪ଟି ମୋଟା ଅଙ୍କ ଋଣର ତର୍ଜମା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କୋଚରଙ୍କ ସମୟରେ ଦିଆଯାଇଥିବା ୭ ହଜାର ୮୬୨ କୋଟି ଟଙ୍କା ଋଣର ସମସ୍ତ ପ୍ରକାର ଯାଞ୍ଚ କରିବ ଇଡି। ଏହିସବୁ ଋଣ ପ୍ରଦାନରେ ଅନିୟମିତତା ହୋଇଥିବା ଅନୁମାନ କରାଯାଉଛି। କୋଚର ନିଜ ସ୍ୱାମୀ ଦୀପକ କୋଚରଙ୍କ କଂପାନୀ ଓ ଭିଡିଓକନ କଂପାନୀକୁ ଅନୁଗ୍ରହ ଦେଖାଇ ୧୮୭୫ […]

camp
ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର

ନୂଆଦିଲ୍ଲୀ : ପ୍ରାୟ ଗୋଟିଏ ମାସ ପରେ ନିର୍ବାଚନ ପ୍ରଚାରରେ ପଡିଛି ଯବନିକା। ଆଜି ସଂଧ୍ୟା ୫ଟାରେ ଶେଷ ହୋଇଛି ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରଚାର। ୧୯ ତାରିଖରେ ଶେଷ ତଥା ସପ୍ତମ ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ୯ ଆସନରେ ହେବ ଭୋଟିଂ। ସେହିପରି ବିହାର ଓ ମଧ୍ୟପ୍ରଦେଶର ୮ଟି […]

school vehicle accident
ସ୍କୁଲ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରେନ୍; ୧୩ ଛାତ୍ରଛାତ୍ରୀ ମୃତ

ଗୋରଖପୁର: ଉତ୍ତର ପ୍ରଦେଶ କୁଶି ନଗରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନ୍‌କୁ ଟ୍ରେନ୍ ଧକ୍କା ଦେବା ଫଳରେ  ୧୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋରଖପୁର ଠାରୁ ୫୦ କି.ମି. ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି। ଜଗୁଆଳୀ ବିହୀନ ଲେବଲ୍‌ କ୍ରସିଂ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଭ୍ୟାନ୍‌ରେ ୨୦ ରୁ ୩୦ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି କୁହାଯାଉଛି। ସେଥିମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ […]

mass fishing
 ଚର୍ଚ୍ଚାରେ ମଣିପୁରର ସାମୂହିକ ମାଛମରା ପର୍ବ

ମଣିପୁର : ଆଧୁନିକତାକୁ ଆଦରି ନେଉଥିବା ମଣିଷ କିନ୍ତୁ ଆଜି ବି ନିଜ ପରମ୍ପରାକୁ ନେଇ ଗର୍ବ ଓ ଗୌରବ ଅନୁଭବ କରୁଛି। ବିବିଧତାରେ ଭରପୂର ଭାରତରେ ଆଜି ବି ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ବଞ୍ଚି ରହିଛି ଶହ ଶହ ବର୍ଷର ପରମ୍ପରା ଓ ଐତିହ୍ୟ। କେବଳ ବଞ୍ଚିରହି ନାହିଁ ବରଂ ଆର ପୀଢ଼ି କେମିତି ତାକୁ ଆଗକୁ ନେବେ ସେଥିପାଇଁ ମଧ୍ୟ ପ୍ରୟାସ ଜାରି ରହିଛି। ଠିକ୍ ଏମିତି ଏକ ପରମ୍ପରାର ଝଲକ […]

election commission
ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତାକୁ ନେଇ ଜବାବ୍ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତାକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବୁଧବାର ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ଆଜି ସୁପ୍ରିମକୋର୍ଟର ଜବାବ ରଖି ସରକାର କହିଛନ୍ତି ଯେ, ନିର୍ବାଚନ କମିଶନଙ୍କୁ ଆଇନ ପ୍ରଣୟନ କରିବା ପାଇଁ କ୍ଷମତା ପ୍ରଦାନ କରିହେବ ନାହିଁ। ନିର୍ବାଚନରେ ସଂସ୍କାର ନେଇ ସମସ୍ତ କ୍ଷମତା କେବଳ ସଂସଦ ନିକଟରେ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂସଦ କିମ୍ବା ସୁପ୍ରିମକୋର୍ଟ ସହ ନିର୍ବାଚନ ଆୟୋଗକୁ ତୁଳନା କରାଯିବ […]

karnataka election
କିଏ ଜିତିବ କର୍ଣ୍ଣାଟକ ବାଜି, କ’ଣ କହୁଛି ଓପିନିୟନ ପୋଲ୍ ?

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଛି। କିନ୍ତୁ ଚଳିତ ନିର୍ବାଚନରେ କାହାକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଓପିନିୟନ ପୋଲରୁ ଜଣାପଡ଼ିଛି। ଯଦିଓ ଗତ ଥର ତୁଳନାରେ ଏଥିର ବିଜେପି ଅଧିକ ଆସନ ଅକ୍ତିଆର କରିବ। କିନ୍ତୁ ଦଳ ଏକାକୀ ଶାସନ କରିବାକୁ ଜନମତ ମିଳିବ ନାହିଁ। ସେହିପରି କଂଗ୍ରେସର ଆସନ ଅନେକ ପରିମାଣରେ କମିବ ବୋଲି ବିଭିନ୍ନ ଓପିନିୟନ ପୋଲରୁ ଜଣାପଡ଼ିଛି। ଭୋଟର ମାନଙ୍କୁ ମନେଇବା ପାଇଁ ବିଭିନ୍ନ ଦଳର ଟାଣୁଆ […]