ଆବଶ୍ୟକୀୟ ସାମଗ୍ରୀ: ବଡ଼ ଚିଙ୍ଗୁଡ଼ି, ହଳଦୀଗୁଣ୍ଡ, ଲୁଣ, ତେଲ, ତେଜପତ୍ର, ଛୋଟ ଅଳେଇଚ, ଲବଙ୍ଗ, ଡାଲଚିନି, ବଟା ପିଆଜ, ଅଦା ବଟା, ରସୁଣ ବଟା, ଲଙ୍କାଗୁଣ୍ଡ, ନଡ଼ିଆ ରସ ପ୍ରସ୍ତୁତି ପ୍ରଣାଳୀ: ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ନିଅନ୍ତୁ ଏବଂ ସେଥିରେ ଲୁଣ, ହଳଦୀ ଗୋଳାଇ ରଖନ୍ତୁ। କଡ଼େଇରେ ତେଲ ପକାଇ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ତେଜପତ୍ର, ଅଳେଇଚ, ଲବଙ୍ଗ, ଡାଲଚିନି, ହଳଦୀଗୁଣ୍ଡ, ବଟା ପିଆଜ, ଅଦା ବଟା, ରସୁଣ […]
ଭୋପାଳ: ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାରେ କେହି ବି ଅଟକାଇ ପାରିବେ ନାହିଁ। ନିଜର ପ୍ରଚେଷ୍ଟା ବଳରେ ମଣିଷ ସଫଳତାର ଶୀର୍ଷ ଛୁଇଁ ଥାଏ। ଆଉ ଏସବୁକୁ ପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ନରସିଂହପୁରର ବାସିନ୍ଦା ତପସ୍ୟା ପରିହାର। ତପସ୍ୟା ୨୦୧୭ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କରେ ୨୩ତମ ସ୍ଥାନରେ ଅଛନ୍ତି। ସୂଚନା ଅନୁସାରେ, ତପସ୍ୟାଙ୍କ ବାପା ଜଣେ କୃଷକ। ସେ ବହୁତ ପରିଶ୍ରମ କରି […]
ମୁମ୍ବାଇ : ବିଜେପି ଶିବିରରେ ଖୁସି ଲହରି। ଏକ୍ଜିଟ୍ ପୋଲରେ ମୋଦି ସରକାର ପୁଣି ଥରେ ଦିଲ୍ଲୀ ଗାଦି ଦଖଲ କରୁଥିବାର ଆକଳନ ପରେ ବିଜେପି ଶିବିରରେ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି। ୨୩ ତାରିଖରେ ଫଳାଫଳ ଆସିବା ପରେ କେମିତି ବିଜୟ ଉତ୍ସବ ପାଳନ ହେବ, ସେଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆଉ ଏଥିପାଇଁ ତିଆରି ହେଉଛି ଲଡ଼ୁ। ଜଣେ ବିଜେପି କର୍ମୀଙ୍କ କହିବାନୁସାରେ , ପ୍ରଥମେ ସେମାନେ ଦେଢ଼ ହଜାର କିଲୋ ଲଡ଼ୁ ତିଆରି ପାଇଁ […]
ନୂଆଦିଲ୍ଲୀ : ଇଭିଏମ ସହ ସବୁ VVPAT ସ୍ଲିପ୍କୁ ମେଳ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରି ଦେଇଛନ୍ତି। ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ବେଳେ ଇଭିଏମ୍ ସହ ସମସ୍ତ VVPAT ସ୍ଲିପ୍କୁ ମେଳ କରିବା ପାଇଁ ଚେନ୍ନାଇର ଏକ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ସହ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି। ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ମାମଲାର […]
ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ ହେବା, ଭଲରେ ନିଦ ନହେବା ଓ ମାନସିକ ବିଷାଦ କିମ୍ବା ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଆଦି କାରଣରୁ ଆଖି ଉପରେ ଏହାର ପ୍ରଭାବ […]
ନୂଆଦିଲ୍ଲୀ: କ୍ରିକେଟରେ ଅମ୍ପାୟାରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଗୋଟିଏ ଭୁଲ୍ ନିଷ୍ପତ୍ତି ମ୍ୟାଚର ଗତିପଥ ବଦଳାଇ ଦେଇଥାଏ। ଏଭଳି ସ୍ଥିତିରେ ଅମ୍ପାୟାର ଚୟନ କରିବା ସମୟରେ ଆଇସିସିକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି, ତେଣୁ ଏହି ମହାକୁମ୍ଭରେ କିଏ କିଏ ଅମ୍ପାୟାରିଂ କରିବେ ଏବଂ ସେମାନଙ୍କୁ ପ୍ରାପ୍ୟ କେତେ ମିଳୁଛି, ତାହା ଜାଣିବା ନିହାତି ଦରକାର। ଆଇସିସି ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଥିବା […]
ମୁମ୍ବାଇ : ଅଭିନେତା ବିବେକ ଓବରୟ ପୂର୍ବତନ ପ୍ରେମିକା ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ କରିଥିବା ଏକ ଟ୍ୱିଟ୍ ପାଇଁ ଅଡ଼ୁଆରେ ପଡ଼ିଛନ୍ତି। ସେ ଏକଜିଟ୍ ପୋଲ୍ ଏବଂ ତାଙ୍କର ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ତୁଳନା କରି ଏହି ଟ୍ୱିଟ୍ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କ ଉପରେ ସମାଲୋଚନା ବର୍ଷିବାରେ ଲାଗିଛି। ତାଙ୍କ ସାଥୀ ଅଭିନେତାମାନେ ମଧ୍ୟ ତାଙ୍କ ଟ୍ୱିଟ୍କୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନ୍ ତାଙ୍କୁ ନୋଟିସ୍ ପଠାଇ […]