• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

modi--
ରିପବ୍ଲିକ୍ ଟିଭି-ସି ଭୋଟର ଏକ୍‌ଜିଟ୍ ପୋଲର ପୂର୍ବାନୁମାନ ; ପୁଣି କ୍ଷମତାକୁ ଫେରିବ ମୋଦି ସରକାର

ନୂଆଦିଲ୍ଲୀ : ପୁଣି କ୍ଷମତାକୁ ଫେରିବ ମୋଦି ସରକାର। ରିପବ୍ଲିକ୍ ଟିଭି-ସି ଭୋଟର-ଜନ୍‌କି ବାତ୍ ଏକ୍‌ଜିଟ୍ ପୋଲରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୨୭୨ ମ୍ୟାଜିକ୍ ନମ୍ବର ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମେଣ୍ଟକୁ ୨୮୭ରୁ ୩୦୫ ପର୍ଯ୍ୟାୟ ଆସନ ମିଳିବା ଆକଳନ କରାଯାଇଛି। ସେପଟେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୨୪ରୁ ୧୨୮ଟି ଆସନ ଜିତିପାରେ। ଅନ୍ୟମାନେ ୧୧୩ରୁ ୧୨୭ ଆସନରେ ଜିତିବା ସମ୍ଭାବନା ରହିଛି। ଏନଡିଏ ମେଣ୍ଟ ଗୁଜରାଟର ୨୬ରୁ ୨୨, ରାଜସ୍ତାନରେ ୨୫ରୁ ୨୨ସହ […]

oldest voter
ଭୋଟ ଦେଲେ ସ୍ୱାଧୀନ ଭାରତର ପ୍ରଥମ ମତଦାତା

ହିମାଚଳ ପ୍ରଦେଶ : ଅନ୍ତିମ ପର୍ଯ୍ୟାୟରେ ଆଜି ଭୋଟ ଦେଇଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ଶରଣ ନେଗୀ। ୧୦୨ ବର୍ଷୀୟ ନେଗୀ ହିମାଚଳ ପ୍ରଦେଶର କିନ୍ନୌର ନିର୍ବାଚାନ ମଣ୍ଡଳୀ ଅନ୍ତର୍ଗତ କଲ୍ପାର ଏକ ବୁଥ୍‌ରେ ଯାଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ତାଙ୍କ ଜୀବନର ୩୨ତମ ମତଦାନ। ଆଜି କଲ୍ପା ବିଦ୍ୟାଳୟର ୫୧ ନମ୍ବର ବୁଥ୍‌ରେ ପହଞ୍ଚିବା ପରେ ପୋଲିଂ ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ସେ ନିଜ ମତଦାନ […]

kim and moon j-in
ନରମିଲେ କ୍ରୁର କିମ୍‌: ଶାନ୍ତି ପାଇଁ ଚାଲି ଚାଲି ଦେଶର ସୀମା ଡେଇଁଲେ

ପୋଙ୍ଗ୍‌ୟାଙ୍ଗ୍: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ମଧ୍ୟରେ ଶୁକ୍ରବାର ଐତିହାସିକ ସାକ୍ଷାତ ହୋଇଛି। ଏଥିପାଇଁ କିମ୍‌ ଜଙ୍ଗ୍‌ ଉନ୍‌ ନିଜେ ଚାଲି ଚାଲି ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। କିମ୍‌ ଜଙ୍ଗ୍‌ ଉନ୍ ସୀମା ପ୍ରବେଶ କରିବା ପୂର୍ବରୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ତାଙ୍କୁ […]

modi meet xi jinping
ସି ଜିନ୍‌ ପିଙ୍ଗ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସହ ଶୁକ୍ରବାର ଅନୌପଚାରିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ହୁବେଇ ସ୍ଥିତ ମ୍ୟୁଜିୟମରେ ଉଭୟ ନେତାଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ମଧ୍ୟରେ ଇଷ୍ଟଲେକ ଗେଷ୍ଟ ହାଉସରେ ଆଲୋଚନା ହୋଇଛି। ଏଥିରେ ଦୁଇଦେଶର ୬ଜଣ ଲେଖାଏଁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ବୈଠକରେ କେଉଁସବୁ ପ୍ରସଙ୍ଗ ଆଲୋଚନା ହେବ ସେ ନେଇ […]

sonam kapoor
ବାହା ହେବେ, କିନ୍ତୁ କାର୍ଡ ଛାପିବେନି ସୋନମ୍‌!

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର ଓ ଆନନ୍ଦ ଅହୁଜାଙ୍କ ବିବାହକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନ ମିଳିଥିବା ଜାଜା ଖବର ଅନୁଯାୟୀ, ସୋନମ ତାଙ୍କ ବିବାହ କାର୍ଡ ନ ଛପାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, କାଗଜ ସଂରକ୍ଷଣକୁ ଆଖି ଆଗରେ ରଖି ସୋନମ ଓ ଆନନ୍ଦ ଏଭଳି ନିଷ୍ପତ୍ତି ନେଇଛନ୍ତି। ବିବାହ କାର୍ଡରେ ବହୁତ କାଗଜ ନଷ୍ଟ ହୋଇଥାଏ। ଫଳରେ ଏସବୁକୁ […]

indu malhotra
ସିଧାସଳଖ ସୁପ୍ରିକୋର୍ଟର ମହିଳା ବିଚାରପତି ହେଲେ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଇନଜୀବୀ ଭାବେ ଇନ୍ଦୁ ମଲହୋତ୍ରା, ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନ ବିଚାରପତି  ଦୀପକ ମିଶ୍ର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୬୧ବର୍ଷୀୟା ବରିଷ୍ଠ ଆଇନଜୀବୀ ଇନ୍ଦୁ ମଲହୋତ୍ରା ସିଧାସଳଖ ସୁପ୍ରିମକୋର୍ଟ ବାର୍ କାଉନ୍‌ସିଲରୁ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଥିଲେ। ଯାହାକୁ ଗତ ୨୫ ତାରିଖରୁ ଅନୁମୋଦନ କରିଥିଲା […]