ବେଙ୍ଗାଲୁରୁ: ଜଳପ୍ରପାତ ଦେଖିବା ମହଙ୍ଗା ପଡ଼ିଲା। ଆଉ କାବେରୀ ନଦୀର ପାଣି ସୁଅରେ ଭାସିଗଲେ ଜଣେ ବୈଜ୍ଞାନିକ । ଏହି ଅଭାବନୀୟ ଘଟଣା କର୍ଣ୍ଣାଟକ ମୟସୁରୁ ଅଞ୍ଚଳରେ ଘଟିଛି। ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲଜିକାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ର ବରିଷ୍ଠ ବୈଜ୍ଞାନିକ ସୋମାଶେଖର ସପରିବାର ମୟସୁରୁ ଅଞ୍ଚଳର ଚୁଂଚୁକଟ୍ଟେ ଜଳପ୍ରପାତ ଦେଖିବାକୁ ଆସିଥିଲେ। ନଦୀରେ ପାଣିନଥିବାବେଳେ ମଝିଭାଗକୁ ବୁଲିବାକୁ ଚାଲି ଯାଇଥିବାବେଳେ ହଠାତ୍ ପାଣିର ସୁଅ ବଢିବାରେ ଲାଗିଥିଲା। ଆଉ ଉପରମୁଣ୍ଡରେ ଥିବା ଏକ ଡ୍ୟାମରୁ ପାଣି ଛଡାଯିବା ଫଳରେ […]
ନୂଆଦିଲ୍ଲୀ: ହଠାତ୍ ନିଖୋଜ ହୋଇଗଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ଲାଇଟ୍। ଆଉ ଏହି ଘଟଣା ଜଣାପଡ଼ିବା ପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ। ତେବେ କିପରି ନିଖୋଜ ହେଲା, କେଉଁଠି ହେଲା ଓ ଏହା ପଛର କାରଣ କ’ଣ ଜାଣିବା ପାଇଁ ପଢ଼ନ୍ତୁ ପୂରା ଘଟଣା…. ସୁଷମା ସ୍ୱରାଜଙ୍କୁ ନେଇ ମରିସସ୍ ଯାଉଥିବା ଭାରତୀୟ ବାୟୁ ସେନାର ଏକ ବିମାନ ସହ ଗତକାଲି ୧୪ ମିନିଟ୍ ପର୍ଯ୍ୟନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ସମସ୍ତ […]
ଭୁବନେଶ୍ୱର : ମାନସିକ ରୋଗୀଙ୍କୁ ଚେନ୍ରେ ବାନ୍ଧି ରଖିବା ବେଆଇନ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ମେଣ୍ଟାଲ ହେଲଥକେୟାର ଆଇନ-୨୦୧୭ରେ ମାନସିକ ରୋଗୀଙ୍କୁ ଚେନରେ ବାନ୍ଧି ରଖିବା ଉପରେ କଟକଣା ଲଗାଯାଇଛି। ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ନଥିଲେ ମାନସିକ ରୋଗୀଙ୍କୁ ଏକୁଟିଆ ବନ୍ଦ କରି ରଖିବା ଓ ସେମାନଙ୍କର ବନ୍ଧ୍ୟାକରଣକୁ ମଧ୍ୟ ଆଇନରେ ବାରଣ କରାଯାଇଛି। ନୂଆ ଆଇନ୍ ଅନୁସାରେ ମାନସିକ ରୋଗରେ ପୀଡିତ ଶିଶୁଙ୍କୁ ଇଲେକ୍ଟ୍ରିକ୍ ସକ୍ ଥେରାପି ଦିଆଯାଇପାରିବ ନାହିଁ। ବୟସ୍କ ରୋଗୀଙ୍କୁ […]
ଭୁବନେଶ୍ୱର : ବଦିଳିଛି ସମୟ, ବଦଳିଛି ଲୋକମାନଙ୍କର ଗମନାଗମନର ସାଧନ। ପ୍ରଥମେ ପାଦରେ ଚାଲୁଥିବା ମଣିଷ ପରେ ଶଗଡ଼, ଘୋଡ଼ାଗାଡି, ଚାରିଚକିଆ ଯାନ, ରେଳ ଗାଡି ପରେ ଏବେ ବିମାନରେ ଯାତ୍ରା କରୁଛି। ହେଲେ ଏସବୁ ସାଧନ ମଧ୍ୟରେ ଅତି ଲୋକପ୍ରିୟ ହୋଇଛି ସାଇକେଲ। ତେଣୁ ସାଇକେଲର ବ୍ୟବହାରକୁ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଛି ମିଳିତ ଜାତିସଂଘ। ଏଥିପାଇଁ ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରଥମ ଥର […]
ମୁମ୍ବାଇ : ଆସନ୍ତାକାଲି ଭାରତୀୟ ଫୁଟବଲ ଟିମ୍ କେନିଆକୁ ଭେଟିବ। ମୁମ୍ବାଇରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି କରିଛି। କିନ୍ତୁ ଶକ୍ତିଶାଳୀ କେନିଆକୁ ହରାଇବା ଭାରତୀୟ ଦଳ ପାଇଁ ଏତେ ସହଜ ହେବ ନାହିଁ। ଭାରତ ଉଦଘାଟନୀ ମ୍ୟାଚରେ ଚାଇନିଜ ତାଇପେଇକୁ ୫-୦ଗୋଲରେ ପରାସ୍ତ କରିଛି। ଅନ୍ୟପକ୍ଷରେ କେନିଆ ୨-୧ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଛି। ସେପଟେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଟିମକୁ ସମର୍ଥନ କରିବାକୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ […]
କୋଚି: ସନ୍ତାନ ପ୍ରତି ଭଲପାଇବା, ମୋହମାୟା ଛାଡ଼ି କେବେବି ଜଣେ ବାପା କି ମାଆ ଏତେ ନିଷ୍ଠୁର ହୋଇପାରନ୍ତି ନାହିଁ। ଏପରିକି ଗୋଟେ କଅଁଳା ଶିଶୁକୁ କୌଣସି ବି ବାପା-ମାଆ ଏକାକୀ ଛାଡ଼ି ପାରିବେନି। ମାତ୍ର ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଦମ୍ପତି ତାଙ୍କର ୫ ଦିନର କଅଁଳ ଶିଶୁକୁ ଏକାକୀ ଛାଡ଼ି ଦେଇ ଛୁ ମାରିଛନ୍ତି… ପଢ଼ନ୍ତୁ ପୂରା ଘଟଣା କ’ଣ… ସାମାଜିକ ଲଜ୍ଜା ଠାରୁ ନିଜକୁ ବଞ୍ଚାଇବାକୁ ଯାଇ ଜଣେ […]
ପୁଅ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବା କଥା ସାଧାରଣ ହୋଇଗଲାଣି। କାହିଁକି ନା ଆଜିକାଲି ଝିଅମାନେ ବି ବରଯାତ୍ରୀ ନେଇ ପୁଅ ଘରକୁ ଯାଉଥିବା ଘଟଣା ଦେଖିବାକୁ ମିଳୁଛି। ସାଧାରଣତଃ ପୁଅ ହେଉ କି ଝିଅ ଘୋଡ଼ା କି କାର୍ରେ ବସି ବରଯାତ୍ରୀ ନେଇ ଯାଇଥାନ୍ତି। ମାତ୍ର ଜଣେ ବସ୍ ନେଇ ବରକୁ ଆଣିବା ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏମିତି କିଛି ତାଜୁବ୍ ଘଟଣା ଦେଖିବାକୁ ମିଳିଛି। ପଢ଼ନ୍ତୁ ପୂରା ଘଟଣା କ’ଣ… […]